OdishaStatenews.com Today : 29-Oct-2020 13:40:44 PM
ପାର୍ବଣ ଋତୁ ଆସିଲାଣି ଏହା କରୋନା ସଂକ୍ରମଣକୁ ରୋକିବା ପାଇଁ ଏକ କଠିନ ସମୟ, ଆମେ ଅଧିକ ସତର୍କ ରହିବା । ମାସ୍କ ପିନ୍ଧିବା,ଶାରୀରିକ ଦୂରତା ରଖିବା ଏବଂ ବାରମ୍ବାର ହାତ ଧୋଇବା-ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶା ସରକାର । |

ମାନବ ପ୍ରେମୀ ଆଦିତ୍ୟ ଦାଶ ଙ୍କ ଆତ୍ମହତ୍ୟା ର କାରଣ ଜାଣିଲେ ଚମକି ପଡ଼ିବେ ଆପଣ

July 08, 2020, ଅପରାଧ, ,


ମାନବ ପ୍ରେମୀ ଆଦିତ୍ୟ ଦାଶ ଙ୍କ ଆତ୍ମହତ୍ୟା ର କାରଣ ଜାଣିଲେ ଚମକି ପଡ଼ିବେ ଆପଣ
BUDDHESWAR CHOUDHURY
[ Sub Editor - ODISHA STATE NEWS ]
OdishaStateNews Bureau
July 08, 2020

ଭୁବନେଶ୍ୱର 08/07(ଓଡିଶା ଷ୍ଟେଟ ନିଉଜ ବ୍ୟୁର)::-ବିବାହକୁ ପୁରିନି ଗୋଟେ ମାସ ସମାଜ ସେବୀ ଆଦିତ୍ଯ ଦାଶ ହାରିଲେ ଜୀବନ। ସମାଜରେ ଆତ୍ମହତ୍ୟା ଗୋଟେ ନୀତିଦିନିଆ ଘଟଣା ହେଲା ପରି ସହଜ ହେଇଗଲାଣି କିଛି ଦିନ ଭିତରେ ୧୪ ଜୁନ୍ ସୁଶାନ୍ତ ସିଂ ରାଜପୁତଙ୍କ ଜୀବନର ଶେଷ ଦିନ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା, ସୁଶାନ୍ତ କାହିଁକି ଆତ୍ମହତ୍ୟା କଲେ ପୁଣି ଟିକଟକ ଷ୍ଟାରଙ୍କ ଆତ୍ମହତ୍ୟା ଆଉ ସୁଶାନ୍ତ ସିଂହକୁ ଦେଖି ନିଜେ ଆତ୍ମହତ୍ୟା କଲେ ଆଉ ଆଜି ଶୁଣିବାକୁ ମିଳୁଛି ଆଉ ଗୋଟେ ଦୁଃଖ ଖବର ଯେ ମାନବ ପ୍ରେମୀ ଆଦିତ୍ଯ ଦାଶ ଆଉ ଏ ଦୁନିଆରେ ନାହାନ୍ତି।






ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ତାଙ୍କ ଫୋଟୋ ଶ୍ରଦ୍ଧାଞ୍ଜଳି ପୂର୍ଣ କଥା ଅନ୍ୟକୁ ଖୁସି ବାଣ୍ଟି ନିଜେ ଖୁସି ହେଉଥିଲେ ଭାଙ୍ଗି ପଡିଥିବା ମଣିଷକୁ ରାସ୍ତା ଦେଖାଉଥିଲେ ଦୁଖୀଙ୍କ ଅଶାର ବାଡି ଥିଲେ ମାନବ | ତାଙ୍କର ଏ ପ୍ରକାର କାମ ପାଇଁ ଲକ୍ଷଲକ୍ଷ ଲୋକଙ୍କ ସାମ୍ନାରେ ଏକ ପ୍ରେରଣା ପାଲଟିଥିଲେ ଫେସବୁକରେ ତାଙ୍କର 80 ହଜାର ଫୋଲୋର ଅଛନ୍ତି




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
୧୪୪ଧାରା ଜାରି ଥିବା ସରକାରୀ ରିଯପଜଙ୍ଗଳରେ କେଗାଁ ରେଞ୍ଜରଙ୍କ ଦ୍ଵାରା ବନ ମହୋତ୍ସାବ ଓ ବୃକ୍ଷ ରୋପଣ

୧୪୪ଧାରା ଜାରି ଥିବା ସରକାରୀ ରିଯପଜଙ୍ଗଳରେ କେଗାଁ ରେଞ୍ଜରଙ୍କ ଦ୍ଵାରା ବନ ମହୋତ୍ସାବ ଓ ବୃକ୍ଷ ରୋପଣ
Read More...

ମାଁ ର ମମତା ଅତୁଳନୀୟ,ମୃତ୍ୟୁ କୁକୁର ଛୁଆକୁ ଜଗିଛି ମାଁ

ମାଁ ର ମମତା ଅତୁଳନୀୟ,ମୃତ୍ୟୁ କୁକୁର ଛୁଆକୁ ଜଗିଛି ମାଁ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :କାଲିମେଳାରେ ଭୟଙ୍କର ବନ୍ୟାପରିସ୍ଥିତି , ଯୋଗାଯୋଗ ବିଛିନ୍ନ ପୋଲ ପାରି ହେଉଥିବା ସମୟରେ ଭାସିଗଲା ମିନିଟ୍ରକ ଅଳ୍ପକେ ରକ୍ଷା ପାଇଲେ ଡ୍ରାଇଭର ହେଲପର
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell