OdishaStatenews.com Today : 29-Oct-2020 13:29:26 PM
ପାର୍ବଣ ଋତୁ ଆସିଲାଣି ଏହା କରୋନା ସଂକ୍ରମଣକୁ ରୋକିବା ପାଇଁ ଏକ କଠିନ ସମୟ, ଆମେ ଅଧିକ ସତର୍କ ରହିବା । ମାସ୍କ ପିନ୍ଧିବା,ଶାରୀରିକ ଦୂରତା ରଖିବା ଏବଂ ବାରମ୍ବାର ହାତ ଧୋଇବା-ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶା ସରକାର । |

ନାବାଳିକା ଅପହରଣ ଓ ଦୁଷ୍କର୍ମ ଅଭିଯୋଗ ରେ ୫ ଯୁବକ କୋର୍ଟ ଚାଲାଣ

May 27, 2020, ଅପରାଧ, କଳାହାଣ୍ଡି,


ନାବାଳିକା ଅପହରଣ ଓ ଦୁଷ୍କର୍ମ ଅଭିଯୋଗ ରେ ୫ ଯୁବକ କୋର୍ଟ ଚାଲାଣ

[ ]
OdishaStateNews Bureau
May 27, 2020

କୋକସରା ୨୭/୫(ଓଡିଶା ଷ୍ଟେଟ ନ୍ୟୁଜ ବ୍ୟୁରୋ)ଜଣେ ନାବାଳିକା କୁ ପ୍ରେମଜାଲ ରେ ଫସାଇ ବିବାହ ର ପ୍ରତିଶ୍ରୁତି ଦେଇ ୪ ଜଣ ସହଯୋଗୀଙ୍କ ସାହାଯ୍ୟ ରେ ପ୍ରଥମେ ଯୋଜନାବଦ୍ଧ ଭାବେ ଅପହରଣ ସହ ଦୁଷ୍କର୍ମ ଅଭିଯୋଗ ରେ କୋକସରା ଥାନା ପୋଲିସ ମୁଖ୍ୟ ଅଭିଯୁକ୍ତ ସହ ୪ ଜଣ ସହଯୋଗୀଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି ସୂଚନା ଅନୁସାରେ କୋକସରା ଗାଁର ପ୍ରଦୀପ ବାଗ ର ପୁଅ ଦୟାନିଧି ନାଏକ (୨୦) ନିଜ ପଡ଼ୋଶୀ ଘର ନାବାଳିକା ଝିଅ କୁ ପ୍ରେମଜାଲ ରେ ଫସାଇ ବିବାହ ପ୍ରତିଶୃତି ଦେଇ ଗତ ୧୬ ତାରିଖ ରାତି ରେ ନିଜର ୪ ସହଯୋଗୀ ଙ୍କ ସାହାଯ୍ୟ ରେ ପ୍ରଥମେ ଲଡୁଗାଁ ନେଇ ସେଠାରୁ କିଶୋର ମହାନନ୍ଦ ଙ୍କ ବାଇକ ରେ ନବରଙ୍ଗପୁର ଜିଲ୍ଲା ଚାନ୍ଦାହାଣ୍ଡି ରେ ଦୟାନିଧି ରେ ସାଙ୍ଗ ଗୋନେଶ୍ୱର ବାଗ ଙ୍କ ଘରେ ଛାଡ଼ି ଚାଲି ଆସିଥିଲେ ସକାଳୁ ଘରେ ଝିଅ କୁ ନ ପାଇ ପରିବାର ଖୋଜାଖୋଜି କରିବା ପରେ ଦୟାନିଧି ନାଏକ ଝିଅ କୁ ନେଇଥିବା ଖବର ଶୁଣିବା ପରେ ସ୍ଥାନୀୟ କୋକସରା ପୋଲିସ ରେ ଝିଅ ନିଖୋଜ ଥିବା ଓ ସମ୍ପୃକ୍ତ ଯୁବକ ଅପହରଣ କରି ନେଇଥିବା ନେଇ ଅଭିଯୋଗ କରିଥିଲେ କୋକସରା ପୋଲିସ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରି ଦୟାନିଧି ର ଭାଇ ଭାଇ ଅର୍ଜୁନ ନାଏକ ସାଙ୍ଗ ମାନସ ମଙ୍ଗରାଜ କୁ ଥାନା କୁ ଆଣି ଅଟକ ରଖି ପଚାରିବାରୁ ସେମାନେ ଝିଅ କୁ ଦୟାନିଧି ନବରଙ୍ଗପୁର ଜିଲ୍ଲା ଚାନ୍ଦାହାଣ୍ଡି ନିଜ ସାଙ୍ଗ ଗୋନେଶ୍ୱର ବାଗ ଘର ରଖିଥିବା କହିଥିଲେ ଯୁବକ ଦେଇଥିବା ସୁଚନା ମତେ କହିବା ମୁତାବକ କୋକସରା ପୋଲିସ ର ଏକ ଟିମ ଚାନ୍ଦାହାଣ୍ଡି ପୋଲିସ ସାହାଯ୍ୟ ରେ ଗ୍ରାମର ଗୋନେଶ୍ୱର ବାଗ ଙ୍କ ଘରେ ଚଢ଼ାଉ କରି ନାବାଳିକା ଉଦ୍ଧାର କରିବା ସହ ଅପହର୍ତା ଯୁବକ କୁ ଗିରଫ କରିଥିଲେ ଓ ଅପହରଣ ରେ ବ୍ୟବହାର ହୋଇଥିବା ଏକ ସ୍କଟି ଓ ବାଇକ କୁ ଜବତ କରିଛନ୍ତି ପରେ ନାବାଳିକା ର ଡ଼ାକ୍ତରୀ ମାଇନା ଓ ମାଜିଷ୍ଟ୍ରେଟ ଙ୍କ ଠାରେ ଜମାନବନ୍ଦି ନେବାପରେ ପ୍ରେମିକ ଦୟାନିଧି ନାଏକ ସହଯୋଗୀଅର୍ଜୁନ ନାଏକ ମାନସ ମଙ୍ଗରାଜ, କିଶୋର ମହାନନ୍ଦ, ଗୋନେଶ୍ୱର ବାଗ ଙ୍କୁ ନାବାଳିକା ଅପହରଣ ଅଭିଯୋଗ ରେ ପୋସ୍କୋ ଧାରା ଅନୁଯାୟୀ ଏକ ମାମଲା ରୁଜୁ କରି ଜାମିନ ନାମଞ୍ଜୁର ହେବାରୁ ମଙ୍ଗଳବାର କୋର୍ଟ ଚାଲାଣ କରିଥିବା ନେଇ କୋକସରା ଥାନା ଅଧିକାରୀ ବାସୁଦେବ ଛାତ୍ରୀଆ ସୂଚନା ଦେଇଛନ୍ତି।।।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପ୍ର୍ରହସନ ପାଲଟିଛିପଣ୍ଡକୁଳଚିଚିଆ ବସୁଧା ପାନୀୟ ଜଳପ୍ରକଳ୍ପ ଯୋଗାଣ

ପ୍ର୍ରହସନ ପାଲଟିଛିପଣ୍ଡକୁଳଚିଚିଆ ବସୁଧା ପାନୀୟ ଜଳପ୍ରକଳ୍ପ ଯୋଗାଣ
Read More...

ମଦ ପାଇଁ ସାମାଜିକ ଦୂରତା କୁ ଭୁଲିଗଲେ ଗ୍ରାହକ

ମଦ ପାଇଁ ସାମାଜିକ ଦୂରତା କୁ ଭୁଲିଗଲେ ଗ୍ରାହକ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :କର୍ମଜୀବି ମାନେ କିପରି ନିଜ କାମକୁ ଉପଭୋଗ କରେବେ!
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell