OdishaStatenews.com Today : 09-Dec-2022 22:56:31 PM
ଭୁବନେଶ୍ୱର: ୧୨ ଘଣ୍ଟା ଜେରା ପରେ ଇଡି କାର୍ଯ୍ୟାଳୟରୁ ବାହାରିଲେ ବିଧାୟକଙ୍କ ଭାଇ ଗଙ୍ଗାଧର ସାମଲ। କହିଲେ- ଜଗବନ୍ଧୁ ଏକ କାର କିଣିବା ପାଇଁ ବୁକ କରିଥିଲେ। | ଭୁବନେଶ୍ବର: ଅର୍ଚ୍ଚନା ନାଗ ମାମଲାରେ ଆଜି ପୁଣି ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି ବେହେରା | ବିଧାନସଭାରେ ଉଠିଲା ଅର୍ଚ୍ଚନା ନାଗ ପ୍ରସଙ୍ଗ। ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ କଲେ ବିଧାୟକ ନରସିଂହ ମିଶ୍ର। | କେନ୍ଦ୍ରାପଡ଼ା: ସଦର ଥାନା ବାଲିଆ ବଜାରରେ କାର୍ତ୍ତିକେଶ୍ୱର ଭସାଣରେ ବାଣ ଫୁଟି ୨୦ ଆହତ। ୪ ଜଣଙ୍କ ଅବସ୍ଥା ସଂକଟାପନ୍ନ ସୂଚନା। | ଇଡିରୁ ବାହାରିଲେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ଓ ଶ୍ରଦ୍ଧାଞ୍ଜଳି ବେହେରା। ୧୨ ଘଣ୍ଟାର ଜେରା ପରେ ଅକ୍ଷୟଙ୍କୁ ଛାଡ଼ିଲା ଇଡି। ଶ୍ରଦ୍ଧାଞ୍ଜଳିଙ୍କୁ ପଚାରିଲା ୧୪ ଘଣ୍ଟା। | ମୃତ୍ୟୁ ସମ୍ବାଦ ଖଣ୍ଡନ କଲେ ପରିବାର; ସ୍ବାସ୍ଥ୍ୟାବସ୍ଥା ଜଟିଳ ଥିବାରୁ ‘ଲାଇଫ୍ ସପୋର୍ଟ’ରେ ଅଛନ୍ତି ଅଭିନେତା ବିକ୍ରମ ଗୋଖ୍‌ଲେ | ଦେବଗଡ଼: ୪୯ ନମ୍ବର ଜାତୀୟ ରାଜପଥର ତିଲେଇବଣି ଛକରେ ଶଗଡ଼କୁ ପଛରୁ ପିଟିଲା ଟ୍ରକ୍, ଚାଷୀ ଦମ୍ପତିଙ୍କ ଘଟଣାସ୍ଥଳରେ ମୃତ୍ୟୁ | ପୁରୀ: ଏସ୍‌ପିଙ୍କ ନାଁରେ ଫେସ୍‌ବୁକ୍‌ ଆକାଉଣ୍ଟ୍ ଖୋଲି ଠକେଇ ଅଭିଯୋଗ। ହୋମଗାର୍ଡ ଚାକିରି କରାଇଦେବାକୁ କହି ଟଙ୍କା ମାଗୁଥିବା ଅଭିଯୋଗ। ସାଇବର ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ବାନ୍ଧିଲା ପୁଲିସ। |

ଓଡିଶା ଷ୍ଟେଟ ନିୟୁଜ ରୋ ପ୍ରଭାବ ରେ ଯୋଗାଣ ସହାୟକଙ୍କ ଦ୍ଵାରା ହଡପ ହୋଇଥିବା ଚାଉଳ ରାସନକାର୍ଡ ହିତାଧିକାରୀଙ୍କୁ ପ୍ରଦାନ,

May 23, 2020, ଓଡ଼ିଶା, କଳାହାଣ୍ଡି,


 ଓଡିଶା ଷ୍ଟେଟ ନିୟୁଜ ରୋ ପ୍ରଭାବ ରେ ଯୋଗାଣ ସହାୟକଙ୍କ ଦ୍ଵାରା ହଡପ ହୋଇଥିବା ଚାଉଳ ରାସନକାର୍ଡ ହିତାଧିକାରୀଙ୍କୁ ପ୍ରଦାନ,
Ramkumar senapati
[ BLOCK REPOTER GOLAMUNDA KALAHANDI ]
OdishaStateNews Bureau
May 23, 2020

ନିରୀହ ଗରୀବ ଲୋକମାନଙ୍କୁ ସ୍ୱଳ୍ପମୂଲ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାର ଚାଉଳ, କିରୋସିନ, ଡାଲି, ଇତ୍ୟାଦି ଯୋଗାଇ ଦେଉଥିବା ଓ କରୋନା ମହାମାରୀ ପାଇଁ ଏକା ସାଙ୍ଗରେ ତିନି ମାସର ଚାଉଳ ଓ ଏକ ହଜାର ଟଙ୍କା ମାଗଣାରେ ଯୋଗାଇଥିବା ବେଳେ ଉକ୍ତ ଚାଉଳ, ଟଙ୍କା ଫରଙ୍ଗ ପଞ୍ଚାୟତର ରାସନକାର୍ଡ ଧାରୀ ଶୋଭାବନ ନାଇକ(୭୦)ପି, କୈବଲ ନାଇକ ପାଇ ନ ଥିବାରୁ ପିଇଓ ତ୍ରିଲୋଚନ ନାଇକ ସନ୍ଧାନ କରି ତାଙ୍କୁ ରାସନକାର୍ଡ ଆଣି ଟଙ୍କାନେବାପାଇଁ କହିବାରୁ ଶୋଭାବନ କହିଲେ ଯେ,ମୋ ପାଖରେ ଏଯାଏ ରାସନକାର୍ଡ ନାହିଁ, କେଉଁଠି ପାଇବି ବୋଲି କହିବାରୁ ତଦନ୍ତରୁ ଜଣା ଗଲାଯେ ଶୋଭାବନ ନାଇକ ଙ୍କ ଟିପଚିହ୍ନ ନିଜେ ଯୋଗାଣ ସହାୟକ ଦଧିବଲନାଇକ ଦେଇ ଆତ୍ମାସାଦ କରିଥିଲେ, ପିଇଓ ଶ୍ରୀ ନାଇକ ଙ୍କ କଥାକୁ ଗ୍ରାମର ଲୋକମାନେ ଜାଣି ଗଣମାଧ୍ୟମ ପ୍ରତିନିଧିଙ୍କ ଦ୍ଵାରା ଅଭିଯୋଗହେବାରୁ ଗତ କାଲି ତା୨୨/୫/୨୦୨୦ଦିନ,୪୦କିଲୋ ଚାଉଳ ଏବଂ ଏକହଜାର ଟଙ୍କା ପିଇଓତ୍ରିଲୋଚନ ନାଇକ ପ୍ରଦାନ କରିଥିଲେ,ଏବଂ ସାଧା ଖାତାରେ ଶୋଭାବନ ଓଡ଼ିଆ ଦସ୍ତଖତ କରିଥିବାର ପ୍ରମାଣ ରହିଛି, ଯୋଗାଣ ସହାୟକଙ୍କ ଅନେକ ପ୍ରକାର ତୃଟି ରହିଥିବାରୁ ଗ୍ରାମର ବୁଦ୍ଧି ଜୀବି, ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି ଯେ,ଶୋଭାବନ ନାଇକ ଜଣେ ନିରୀହ ଗରୀବବ୍ୟକ୍ତି, ଗ୍ରାମର କେତେକଙ୍କ ଛେଳି ଚରାଇ ପରିବାରଙ୍କ ପ୍ରତିପୋଷଣ କରେ, ପୁଣି ଏକ ଅଙ୍ଗ ପାରାଲେସ, ବୟସ(୭୦)ଅନୁପାତରେବାର୍ଦ୍ଧକ୍ୟ ଭତ୍ତା ମଧ୍ୟ୍ୟ ମିଳିନାହିଁ, ଏଭଳି ଘଟଣା କୁନେଇ ତୁରନ୍ତ ତଦନ୍ତ ଏବଂ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଉଚ୍ଚ କର୍ତ୍ତିପକ୍ଷଙ୍କୁ ଅନୁରୋରୋଧ କରିଛନ୍ତି,
ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ଓଡିଶା ଷ୍ଟେଟ ନିୟୁଜ,




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ରେ କୋଭିଡ-୧୯ ନମୁନା ପରୀକ୍ଷାଗାର ଉଦଘାଟିତ ହୋଇଯାଇଛି

କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ରେ କୋଭିଡ-୧୯ ନମୁନା ପରୀକ୍ଷାଗାର ଉଦଘାଟିତ ହୋଇଯାଇଛି
Read More...

ବୁଗୁଡା ବ୍ଲକ : ସଙ୍ଗରୋଧ କେନ୍ଦ୍ରରୁ ନିଜ ଘରକୁ ଫେରିଲେ ୨୫୧ ଜଣ

ବୁଗୁଡା ବ୍ଲକ : ସଙ୍ଗରୋଧ କେନ୍ଦ୍ରରୁ ନିଜ ଘରକୁ ଫେରିଲେ ୨୫୧ ଜଣ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ପାରଳାଖେମୁଣ୍ଡି ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ବିଶ୍ଵ ମାତୃଭାଷା ଦିବସ ପାଳିତ
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell