OdishaStatenews.com Today : 26-Jan-2021 20:13:41 PM
ନିର୍ମାଣାଧୀନ ପୋଲର ରାତ୍ର ଜଗୁଆଳିଙ୍କ ଆକସ୍ମିକ ମୃତ୍ୟୁ | ପ୍ରଥମ କରି ୫୦, ୦୦୦-ମାର୍କ ଅତିକ୍ରମ କଲା ସେନ୍‌ସେକ୍ସ୍‍ | ୨୪ ଘଣ୍ଟା ମଧ୍ୟରେ ଭାରତରେ ୧୩,୮୨୩ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ: ଗତକାଲି ଠାରୁ ସଂକ୍ରମଣ ହାର ୩୭.୩% ଅଧିକ | ବିଜେପିରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀଙ୍କ ବିଶ୍ବସ୍ତ ଆଇଏଏସ ଅଧିକାରୀ, ମିଳିପାରେ ବଡ଼ ଦାୟିତ୍ବ | ସିବିଆଇ ତଦନ୍ତ ଦାବି କରି ସୁପ୍ରିମକୋର୍ଟ ଗଲେ ପରୀର ମା’ |

ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀ ଅରୁଣ ଜେଟଲି ଙ୍କୁ ଶ୍ରଦ୍ଧାଞ୍ଜଳୀ

August 29, 2019, ରାଜନୀତି, କୋରାପୁଟ,


ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀ ଅରୁଣ ଜେଟଲି ଙ୍କୁ ଶ୍ରଦ୍ଧାଞ୍ଜଳୀ

[ ]
OdishaStateNews Bureau
August 29, 2019

କୋଟପାଡ଼:୨୫/୦୮ :: ପୂର୍ବତନ ଅର୍ଥମନ୍ତ୍ରୀ ତଥା ବିଶିଷ୍ଠ ରାଜନୀତିଜ୍ଞ ଶ୍ରୀ ଅରୁଣ ଜେଟଲି ଙ୍କ ଶ୍ରଦ୍ଧାଞ୍ଜଳୀ ସଭା ଆୟୋଜନ କରିଛନ୍ତି ସ୍ଥାନୀୟ ଭାଜପା କାର୍ଯ୍ୟକର୍ତା ଓ ସ୍ଥାନୀୟ ନେତୃବୃନ୍ଦ । ଗତକାଲି ସନ୍ଧ୍ୟା ୭ ଘଣ୍ଟା ସମୟ ରେ ଭାଜପା କାର୍ଯ୍ୟାଳୟ ରେ ଶୋକକୁଳ ବାତାବରଣ ଦେଖିବା କୁ ମିଳିଥିଲା । ଶ୍ରୀ ଜେଟଲି ଙ୍କୁ ଶ୍ୱାସକ୍ରିୟା ରେ ଯନ୍ତ୍ରଣା ଜନିତ ଅସୁବିଧା ଯୋଗୁଁ ଗତ ୯ ତାରିଖ ରୂ ନୂଆଦିଲ୍ଲୀ ଐମ୍ସ ରେ ଭର୍ତି କରାଯାଇଥିଲା । ୨୪ ତାରିଖ ଅପରାହ୍ନ ୧୨ ଟା ୦୭ ମିନିଟ ରେ ସେ ଦେହତ୍ୟାଗ କଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଇଣ୍ଡିଆନ୍‌ ଅଏଲ୍‌ ଆଣିଛି ସୁବର୍ଣ୍ଣ ସୁଯୋଗ

ଇଣ୍ଡିଆନ୍‌ ଅଏଲ୍‌ ଆଣିଛି ସୁବର୍ଣ୍ଣ ସୁଯୋଗ
Read More...

କତାମାଟେରୁ ଆଶ୍ରମ ବିଦ୍ୟାଳୟରେ ଛାତ୍ରୀଙ୍କୁ ଅସଦାଚରଣ ଘଟଣା

କତାମାଟେରୁ ଆଶ୍ରମ ବିଦ୍ୟାଳୟରେ ଛାତ୍ରୀଙ୍କୁ ଅସଦାଚରଣ ଘଟଣା
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ଆଜି ଅବଦୁଲ କଲାମଙ୍କର  ୮୭ତମ ଜନ୍ମଦିବସ
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell