OdishaStatenews.com Today : 21-Jan-2021 00:18:24 AM
୨୪ ଘଣ୍ଟା ମଧ୍ୟରେ ଭାରତରେ ୧୩,୮୨୩ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ: ଗତକାଲି ଠାରୁ ସଂକ୍ରମଣ ହାର ୩୭.୩% ଅଧିକ | ବିଜେପିରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀଙ୍କ ବିଶ୍ବସ୍ତ ଆଇଏଏସ ଅଧିକାରୀ, ମିଳିପାରେ ବଡ଼ ଦାୟିତ୍ବ | ସିବିଆଇ ତଦନ୍ତ ଦାବି କରି ସୁପ୍ରିମକୋର୍ଟ ଗଲେ ପରୀର ମା’ |

କୋଟପାଡ଼ ରାଜନୀତି ଅଙ୍କକଷା

March 24, 2019, ରାଜନୀତି, କୋରାପୁଟ,


କୋଟପାଡ଼ ରାଜନୀତି ଅଙ୍କକଷା

[ ]
OdishaStateNews Bureau
March 24, 2019

କୋଟପାଡ଼ : ସାଧାରଣ ନିର୍ବାଚନ ର ପ୍ରଥମ ପର୍ଯ୍ୟାୟ ରେ ହବେ କୁ ଯାଉଛି କୋଟପାଡ଼ ନିର୍ବାଚନ । ଇତି ମଧ୍ୟରେ ସମସ୍ତ ଦଳ ବିଧାୟକ ପ୍ରାର୍ଥୀ ଙ୍କ ନାମ ଘୋଷଣା କରିସାରିଲେଣି । ନିର୍ବାଚନ ଯେତେ ପଖାଇ ଆସୁଛି ରାଜନୀତିକ ଦଳ ନିଜ ସକ୍ରିୟତ, ନିଜ ଶକ୍ତି ପ୍ରଦର୍ଶନ କରିବା ରେ ଲାଗିଛନ୍ତି । କୋଟପାଡ଼ ନିର୍ବାଚନ ମଣ୍ଡଳୀ ଆଜି ଯାଏ କଂଗ୍ରେସ ର ଗଡ଼ କୁହାଯାଉଥିବା ବେଳେ ଆଞ୍ଚଳିକ ଦଳ ବିଜେଡି ଓ ରାଷ୍ଟ୍ରୀୟ ଦଳ ବିଜେପି ଏଥର ଏହି ଦୌଡ ରେ ଅଛନ୍ତି । ସାଧାରଣ ଜନତା ଙ୍କ ପାଖରେ ଲକ୍ଷ କରାଯାଉଛି ଜେ ଉଭୟ କଂଗ୍ରେସ, ବିଜେପି, ବିଜେଡି ତ୍ରିକୋଣୀୟ ସଂଗ୍ରାମ ହେବ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଏପ୍ରିଲ ୨ରୁ ସକାଳୁଆ ସ୍କୁଲ

ଏପ୍ରିଲ ୨ରୁ ସକାଳୁଆ ସ୍କୁଲ
Read More...

କୋହଲା ପାଗ ଆଉ ଦୁଇ ଦିନ  ୨୨ରୁ ବଢ଼ିବ ତାତି  l

କୋହଲା ପାଗ ଆଉ ଦୁଇ ଦିନ ୨୨ରୁ ବଢ଼ିବ ତାତି l
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ମାକ୍ସ ନ ପିନ୍ଧିଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell