କୋଟପାଡ଼ : ସାଧାରଣ ନିର୍ବାଚନ ର ପ୍ରଥମ ପର୍ଯ୍ୟାୟ ରେ ହବେ କୁ ଯାଉଛି କୋଟପାଡ଼ ନିର୍ବାଚନ । ଇତି ମଧ୍ୟରେ ସମସ୍ତ ଦଳ ବିଧାୟକ ପ୍ରାର୍ଥୀ ଙ୍କ ନାମ ଘୋଷଣା କରିସାରିଲେଣି । ନିର୍ବାଚନ ଯେତେ ପଖାଇ ଆସୁଛି ରାଜନୀତିକ ଦଳ ନିଜ ସକ୍ରିୟତ, ନିଜ ଶକ୍ତି ପ୍ରଦର୍ଶନ କରିବା ରେ ଲାଗିଛନ୍ତି । କୋଟପାଡ଼ ନିର୍ବାଚନ ମଣ୍ଡଳୀ ଆଜି ଯାଏ କଂଗ୍ରେସ ର ଗଡ଼ କୁହାଯାଉଥିବା ବେଳେ ଆଞ୍ଚଳିକ ଦଳ ବିଜେଡି ଓ ରାଷ୍ଟ୍ରୀୟ ଦଳ ବିଜେପି ଏଥର ଏହି ଦୌଡ ରେ ଅଛନ୍ତି । ସାଧାରଣ ଜନତା ଙ୍କ ପାଖରେ ଲକ୍ଷ କରାଯାଉଛି ଜେ ଉଭୟ କଂଗ୍ରେସ, ବିଜେପି, ବିଜେଡି ତ୍ରିକୋଣୀୟ ସଂଗ୍ରାମ ହେବ ।
ଏପ୍ରିଲ ୨ରୁ ସକାଳୁଆ ସ୍କୁଲ
Read More...
କୋହଲା ପାଗ ଆଉ ଦୁଇ ଦିନ ୨୨ରୁ ବଢ଼ିବ ତାତି l
Read More...