OdishaStatenews.com Today : 29-Oct-2020 14:01:48 PM
ପାର୍ବଣ ଋତୁ ଆସିଲାଣି ଏହା କରୋନା ସଂକ୍ରମଣକୁ ରୋକିବା ପାଇଁ ଏକ କଠିନ ସମୟ, ଆମେ ଅଧିକ ସତର୍କ ରହିବା । ମାସ୍କ ପିନ୍ଧିବା,ଶାରୀରିକ ଦୂରତା ରଖିବା ଏବଂ ବାରମ୍ବାର ହାତ ଧୋଇବା-ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶା ସରକାର । |

କର୍ଲ।ମୁଣ୍ଡ। ବ୍ଲକ ଯୋରଡ଼ବରା ଗ୍ରାମପଞ୍ଚାୟତ ରେ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ

January 25, 2019, ରାଜନୀତି, କଳାହାଣ୍ଡି,


କର୍ଲ।ମୁଣ୍ଡ। ବ୍ଲକ ଯୋରଡ଼ବରା ଗ୍ରାମପଞ୍ଚାୟତ ରେ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ

[ ]
OdishaStateNews Bureau
January 25, 2019

ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଆଜି କଳାହାଣ୍ଡି ଜିଲ୍ଲା କର୍ଲ।ମୁଣ୍ଡ। ବ୍ଲକ ସ୍ଥିତ ଯୋରାଡ଼ବରା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ରେ ଆମ ଗାଁ ଆମବିକାଶ ନବୀନ ଓଡ଼ିଶାର ନୂତନ କିରଣ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ନୋଡାଲ ଅଫିସର ପୁରୁଷୋତ୍ତମ ଧରୁଆ ,ସରପଞ୍ଚ ନିଳେନ୍ଦ୍ରୀ ବାଗ, ସମିତି ସଭ୍ୟ କିଶୋର ନାଗ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ କୃଷ୍ଣ ମୋହନ ଦାଶ, ଗୋଷ୍ଟିସ୍ୱାସ୍ଥ୍ୟ ସଂଯୋଜକ ମଞ୍ଚ।ସିନ ଥିବାବେଳେ ,ୱାଡ଼ ସଭ୍ୟ, ସଭ୍ୟ। ,ପରିମଳ ପ୍ରବର୍ତକ, ବିଜୁଯୁବବାହିନୀ, ଅଙ୍ଗନ ବାଡ଼ି ବିଦ୍ୟୁତ ବିଭାଗ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ନୂତନ୧୨ଜଣ ହିତାଧିକାରୀ ଙ୍କୁ ମଧୁବାବୁ ପେନସନ ଯୋଜନା ରେ ଭତ୍ତା ବଣ୍ଟନ କରିବାସହ ପିଠା ବଣ୍ଟନ କରା ଯାଇଥିଲା । ଯୋଗାଣ ସହାୟକ ଚନ୍ଦ୍ର ହାସ୍ୟ ସାହୁ ମଞ୍ଚ ପରିଚାଳନା କରିଥିବାବେଳେ ପରେ ବିଭିନ୍ନ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । । Anchor- ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଆଜି କଳାହାଣ୍ଡି ଜିଲ୍ଲା କର୍ଲ।ମୁଣ୍ଡ। ବ୍ଲକ ସ୍ଥିତ ଯୋରାଡ଼ବରା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ରେ ଆମ ଗାଁ ଆମବିକାଶ ନବୀନ ଓଡ଼ିଶାର ନୂତନ କିରଣ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ନୋଡାଲ ଅଫିସର ପୁରୁଷୋତ୍ତମ ଧରୁଆ ,ସରପଞ୍ଚ ନିଳେନ୍ଦ୍ରୀ ବାଗ, ସମିତି ସଭ୍ୟ କିଶୋର ନାଗ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ କୃଷ୍ଣ ମୋହନ ଦାଶ, ଗୋଷ୍ଟିସ୍ୱାସ୍ଥ୍ୟ ସଂଯୋଜକ ମଞ୍ଚ।ସିନ ଥିବାବେଳେ ,ୱାଡ଼ ସଭ୍ୟ, ସଭ୍ୟ। ,ପରିମଳ ପ୍ରବର୍ତକ, ବିଜୁଯୁବବାହିନୀ, ଅଙ୍ଗନ ବାଡ଼ି ବିଦ୍ୟୁତ ବିଭାଗ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ନୂତନ୧୨ଜଣ ହିତାଧିକାରୀ ଙ୍କୁ ମଧୁବାବୁ ପେନସନ ଯୋଜନା ରେ ଭତ୍ତା ବଣ୍ଟନ କରିବାସହ ପିଠା ବଣ୍ଟନ କରା ଯାଇଥିଲା । ଯୋଗାଣ ସହାୟକ ଚନ୍ଦ୍ର ହାସ୍ୟ ସାହୁ ମଞ୍ଚ ପରିଚାଳନା କରିଥିବାବେଳେ ପରେ ବିଭିନ୍ନ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
‘କାଳିଆ’ ସମାବେଶରେ ଯୋଗଦେବାକୁ ପୁରୀରେ ମୁଖ୍ୟମନ୍ତ୍ରୀ, ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ କଲେ ଦର୍ଶନ

‘କାଳିଆ’ ସମାବେଶରେ ଯୋଗଦେବାକୁ ପୁରୀରେ ମୁଖ୍ୟମନ୍ତ୍ରୀ, ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ କଲେ ଦର୍ଶନ
Read More...

ଓଡ଼ିଶା ମୋଦି ସରକାରଙ୍କ ଯୋଜନାରୁ ଅନ୍ୟ ରାଜ୍ୟ ଲାଭ ଉଠାଉଥିବା ବେଳେ ଓଡିଶା କ୍ରିୟାନ୍ୱୟନ କରିବାରେ ବହୁ ପଛରେ

ଓଡ଼ିଶା ମୋଦି ସରକାରଙ୍କ ଯୋଜନାରୁ ଅନ୍ୟ ରାଜ୍ୟ ଲାଭ ଉଠାଉଥିବା ବେଳେ ଓଡିଶା କ୍ରିୟାନ୍ୱୟନ କରିବାରେ ବହୁ ପଛରେ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ମଟନ୍ ବିରିୟାନୀ
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell