OdishaStatenews.com Today : 29-Oct-2020 12:44:04 PM
ପାର୍ବଣ ଋତୁ ଆସିଲାଣି ଏହା କରୋନା ସଂକ୍ରମଣକୁ ରୋକିବା ପାଇଁ ଏକ କଠିନ ସମୟ, ଆମେ ଅଧିକ ସତର୍କ ରହିବା । ମାସ୍କ ପିନ୍ଧିବା,ଶାରୀରିକ ଦୂରତା ରଖିବା ଏବଂ ବାରମ୍ବାର ହାତ ଧୋଇବା-ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶା ସରକାର । |

ଏହି ସବୁ ନିରାମିଷ ଖାଦ୍ୟରୁ ମିଳିଥାଏ ପ୍ରୋଟିନ୍‌

October 16, 2018, ଖାଦ୍ୟ ଓ ଭ୍ରମଣ, ,


ଏହି ସବୁ ନିରାମିଷ ଖାଦ୍ୟରୁ  ମିଳିଥାଏ ପ୍ରୋଟିନ୍‌
OdishaStateNews Bureau
October 16, 2018

ଆମିଷରୁ ଶରୀରକୁ ଯେଉଁ ଭଳି ପ୍ରୋଟିନ୍‌ ମିଳିଥାଏ, ବହୁ ନିରାମିଷ ଖାଦ୍ୟ ସାମଗ୍ରୀରୁ ମଧ୍ୟ ସେହିଭଳି ମିଳେ। ନିଜ ଭୋଜନର ଅନୁପାତ ଓ ଖାଇବା ଶୈଳୀକୁ ଠିକ୍‌ ରଖିଲେ, ବିନା ଆମିଷରେ ମଧ୍ୟ ଶରୀରକୁ ଉନ୍ନତ ପୋଷକ ତତ୍ତ୍ୱ ମିଳିଥାଏ।


ପ୍ରୋଟିନ୍‌


ବାଜରା ଓ ବାର୍ଲି ପରି ଖାଦ୍ୟରୁ ଶରୀରକୁ ୧୮ ଗ୍ରାମ ପର୍ଯ୍ୟନ୍ତ ପ୍ରୋଟିନ୍‌ ମିଳିଥାଏ ।ଦହି ,କାବୁଲି ମଟର, ମଟର ଓ ସୋୟାବିନ୍‌ରେ ମଧ୍ୟ ବହୁପରିମାଣର ପ୍ରୋଟିନ୍‌ ରହିଛି


ଭିଟାମିନ୍‌ ଡି’


ଭିଟାମିନ ଡି’ର ଅଭାବ, ମାଂସପେଶୀ ଓ ହାଡ଼ ଦୁର୍ବଳ ହେବାର ପ୍ରମୁଖ କାରଣ। ଭିଟାମିନ ଡି’ ଅଭାବରୁ ପିଲାମାନେ ଆଜ୍‌ମା ଏବଂ ବୃଦ୍ଧାବସ୍ଥାରେ Cognitive impairment, intolerance ଓ multiple sclerosis ଭଳି ସମସ୍ୟା ଦେଖାଦେଇଥାଏ।


ସୋୟା ବଢ଼ି, ଛତୁ ଓ ଅରେଞ୍ଜ ଜୁସ୍ରେ ଭିଟାମିନ ଡି’ ବହୁତ ପରିମାଣରେ ରହିଥାଏ।


ଭିଟାମିନ ବି’୧୨


ପନିର୍, ଦହି ,ଅମୁଲ, ଫର୍ଟିଫଶାଇଡ୍‌ ଚାଉଳ, ଡ୍ରାଏ ଫୁଟ୍‌ସ୍ରୁ ଭିଟାମିନ ବି’ ୧୨ ପ୍ରଚୁର ମାତ୍ରାରେ ମିଳିଥାଏ




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଘରେ ଏହି ଜିନିଷଟି ଥିଲେ, ପାଖ ମାଡ଼ିବନି ଅଭାବ

ଘରେ ଏହି ଜିନିଷଟି ଥିଲେ, ପାଖ ମାଡ଼ିବନି ଅଭାବ
Read More...

୭୩ ବର୍ଷରେ ପଦାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

୭୩ ବର୍ଷରେ ପଦାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :୧୩ ବର୍ଷ ବୟସରେ କ୍ୟାନ୍ସର ରୋଗ ସହିତ ଲଢ଼େଇ କରୁଛି ସୁମିତ....
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell