ଆମିଷରୁ ଶରୀରକୁ ଯେଉଁ ଭଳି ପ୍ରୋଟିନ୍ ମିଳିଥାଏ, ବହୁ ନିରାମିଷ ଖାଦ୍ୟ ସାମଗ୍ରୀରୁ ମଧ୍ୟ ସେହିଭଳି ମିଳେ। ନିଜ ଭୋଜନର ଅନୁପାତ ଓ ଖାଇବା ଶୈଳୀକୁ ଠିକ୍ ରଖିଲେ, ବିନା ଆମିଷରେ ମଧ୍ୟ ଶରୀରକୁ ଉନ୍ନତ ପୋଷକ ତତ୍ତ୍ୱ ମିଳିଥାଏ।
ପ୍ରୋଟିନ୍
ବାଜରା ଓ ବାର୍ଲି ପରି ଖାଦ୍ୟରୁ ଶରୀରକୁ ୧୮ ଗ୍ରାମ ପର୍ଯ୍ୟନ୍ତ ପ୍ରୋଟିନ୍ ମିଳିଥାଏ ।ଦହି ,କାବୁଲି ମଟର, ମଟର ଓ ସୋୟାବିନ୍ରେ ମଧ୍ୟ ବହୁପରିମାଣର ପ୍ରୋଟିନ୍ ରହିଛି
ଭିଟାମିନ୍ ଡି’
ଭିଟାମିନ ଡି’ର ଅଭାବ, ମାଂସପେଶୀ ଓ ହାଡ଼ ଦୁର୍ବଳ ହେବାର ପ୍ରମୁଖ କାରଣ। ଭିଟାମିନ ଡି’ ଅଭାବରୁ ପିଲାମାନେ ଆଜ୍ମା ଏବଂ ବୃଦ୍ଧାବସ୍ଥାରେ Cognitive impairment, intolerance ଓ multiple sclerosis ଭଳି ସମସ୍ୟା ଦେଖାଦେଇଥାଏ।
ସୋୟା ବଢ଼ି, ଛତୁ ଓ ଅରେଞ୍ଜ ଜୁସ୍ରେ ଭିଟାମିନ ଡି’ ବହୁତ ପରିମାଣରେ ରହିଥାଏ।
ଭିଟାମିନ ବି’୧୨
ପନିର୍, ଦହି ,ଅମୁଲ, ଫର୍ଟିଫଶାଇଡ୍ ଚାଉଳ, ଡ୍ରାଏ ଫୁଟ୍ସ୍ରୁ ଭିଟାମିନ ବି’ ୧୨ ପ୍ରଚୁର ମାତ୍ରାରେ ମିଳିଥାଏ
ଘରେ ଏହି ଜିନିଷଟି ଥିଲେ, ପାଖ ମାଡ଼ିବନି ଅଭାବ
Read More...
୭୩ ବର୍ଷରେ ପଦାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
Read More...