OdishaStatenews.com Today : 18-Jan-2021 15:10:25 PM
ବିଜେପିରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀଙ୍କ ବିଶ୍ବସ୍ତ ଆଇଏଏସ ଅଧିକାରୀ, ମିଳିପାରେ ବଡ଼ ଦାୟିତ୍ବ | ସିବିଆଇ ତଦନ୍ତ ଦାବି କରି ସୁପ୍ରିମକୋର୍ଟ ଗଲେ ପରୀର ମା’ |

ତ୍ୱତାକୁ ଗ୍ଲୋ କରେ ପାଚିଲା ଅମୃତଭଣ୍ଡା

October 15, 2018, ଖାଦ୍ୟ ଓ ଭ୍ରମଣ, ,


 ତ୍ୱତାକୁ ଗ୍ଲୋ କରେ ପାଚିଲା ଅମୃତଭଣ୍ଡା
OdishaStateNews Bureau
October 15, 2018

କ୍ଷୀର ସହିତ ଅମୃତଭଣ୍ଡାର ଜୁସ ପ୍ରସ୍ତୁତ କରି ପିଇବା ଦ୍ୱାରା ଶରୀରକୁ ଅନେକଉପକାର ମିଳିଥାଏ । ଏହି ଡ୍ରିଙ୍କ ଓଜନ ହ୍ରାସ ଠାରୁ ଆରମ୍ଭ କରି ମଧୁମେହ ରୋଗୀଙ୍କ ପାଇଁ ମଧ୍ୟ ଖୁବ ଉପଯୋଗୀ । ଏହା ସହିତଆପଣ ଚାହିଁଲେ ଏହାକୁ ଫ୍ରୁଟ ସାଲାଡରେ ବ୍ୟବହାର କରିପାରିବେ । ପାଚିଲା ଅମୃତଭଣ୍ଡାରରେ ମ୍ୟାଗ୍ନେସିୟମ, ଭିଟାମିନ ସି,ଫାଇବର ଆଦି ପ୍ରଚୁର ପରିମାଣରେ ମିଳିଥାଏ । ଯାହା ତ୍ୱତାକୁ ଗ୍ଲୋ କରିବା ସହିତ ପାଚନ କ୍ରିୟାରେ ମଧ୍ୟ ସହାୟକ ହୋଇଥାଏ ।


ପାଚିଲା ଅମୃତଭଣ୍ଡାରେ ଆଣ୍ଟି ଇନଫ୍ଲେମେଣ୍ଟି ଗୁଣ ରହିଥାଏ । ଏହା ଶରୀରର ବିଭିନ୍ନ ଯନ୍ତ୍ରଣାକୁ ଦୂର କରିବାରେ ସହାୟକହୋଇଥାଏ ।


ଏହା ଡେଡ ସେଲ ଦୂର କରିବାରେ ସହାୟକ ହୋଇଥାଏ ।ଯଦି ଆପଣ ଏହାକୁ ଚେହେରାରେ ନ ଲଗାଇବା ଜୁସ କରି ପିଇବେ ତେବେ ଏହା ଆପଣଙ୍କ ସ୍କ୍ରିନ ଗ୍ଲୋ କରିବାରେ ଦୁଇ ଗୁଣାସହାୟକ ହେବ ।


ଓଜନ ହ୍ରାସ କରିବାରେ ଅମୃତଭଣ୍ଡାର ମୁଖ୍ୟ ଭୂମିକା ରହିଛି । ପାଚିଲା ଅମୃତଭଣ୍ଡାରେ ଭରପୁର ମାତ୍ରାରେ ଫାଇବର ରହିଥାଏ ।ଏହା ଜୁସ ଶରୀରର ଓଜନକୁ ନିୟନ୍ତ୍ରଣ ରଖିବାରେ ସହାୟକ ହୋଇଥାଏ । ଏହା ସହିତ ଶରୀରର ଇମ୍ୟୁନିଟି ବଢାଏ ଏବଂ ପାଚନକ୍ରିୟାକୁ ମଜବୁତ କରିଥାଏ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅଶ୍ୱଗନ୍ଧାର ଔଷଧୀୟ ଗୁଣ

ଅଶ୍ୱଗନ୍ଧାର ଔଷଧୀୟ ଗୁଣ
Read More...

ମାଓବାଦୀଙ୍କୁ ବନ୍ଧୁକ ଯୋଗାଉ ଥିଲେ ଯବାନ

ମାଓବାଦୀଙ୍କୁ ବନ୍ଧୁକ ଯୋଗାଉ ଥିଲେ ଯବାନ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ଶରଣକୁଳ ଗ୍ରାମ୍ୟ ବ୍ୟାଙ୍କ ସଟ୍‌ଡାଉନ୍
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell