କ୍ଷୀର ସହିତ ଅମୃତଭଣ୍ଡାର ଜୁସ ପ୍ରସ୍ତୁତ କରି ପିଇବା ଦ୍ୱାରା ଶରୀରକୁ ଅନେକଉପକାର ମିଳିଥାଏ । ଏହି ଡ୍ରିଙ୍କ ଓଜନ ହ୍ରାସ ଠାରୁ ଆରମ୍ଭ କରି ମଧୁମେହ ରୋଗୀଙ୍କ ପାଇଁ ମଧ୍ୟ ଖୁବ ଉପଯୋଗୀ । ଏହା ସହିତଆପଣ ଚାହିଁଲେ ଏହାକୁ ଫ୍ରୁଟ ସାଲାଡରେ ବ୍ୟବହାର କରିପାରିବେ । ପାଚିଲା ଅମୃତଭଣ୍ଡାରରେ ମ୍ୟାଗ୍ନେସିୟମ, ଭିଟାମିନ ସି,ଫାଇବର ଆଦି ପ୍ରଚୁର ପରିମାଣରେ ମିଳିଥାଏ । ଯାହା ତ୍ୱତାକୁ ଗ୍ଲୋ କରିବା ସହିତ ପାଚନ କ୍ରିୟାରେ ମଧ୍ୟ ସହାୟକ ହୋଇଥାଏ ।
ପାଚିଲା ଅମୃତଭଣ୍ଡାରେ ଆଣ୍ଟି ଇନଫ୍ଲେମେଣ୍ଟି ଗୁଣ ରହିଥାଏ । ଏହା ଶରୀରର ବିଭିନ୍ନ ଯନ୍ତ୍ରଣାକୁ ଦୂର କରିବାରେ ସହାୟକହୋଇଥାଏ ।
ଏହା ଡେଡ ସେଲ ଦୂର କରିବାରେ ସହାୟକ ହୋଇଥାଏ ।ଯଦି ଆପଣ ଏହାକୁ ଚେହେରାରେ ନ ଲଗାଇବା ଜୁସ କରି ପିଇବେ ତେବେ ଏହା ଆପଣଙ୍କ ସ୍କ୍ରିନ ଗ୍ଲୋ କରିବାରେ ଦୁଇ ଗୁଣାସହାୟକ ହେବ ।
ଓଜନ ହ୍ରାସ କରିବାରେ ଅମୃତଭଣ୍ଡାର ମୁଖ୍ୟ ଭୂମିକା ରହିଛି । ପାଚିଲା ଅମୃତଭଣ୍ଡାରେ ଭରପୁର ମାତ୍ରାରେ ଫାଇବର ରହିଥାଏ ।ଏହା ଜୁସ ଶରୀରର ଓଜନକୁ ନିୟନ୍ତ୍ରଣ ରଖିବାରେ ସହାୟକ ହୋଇଥାଏ । ଏହା ସହିତ ଶରୀରର ଇମ୍ୟୁନିଟି ବଢାଏ ଏବଂ ପାଚନକ୍ରିୟାକୁ ମଜବୁତ କରିଥାଏ ।
ଅଶ୍ୱଗନ୍ଧାର ଔଷଧୀୟ ଗୁଣ
Read More...
ମାଓବାଦୀଙ୍କୁ ବନ୍ଧୁକ ଯୋଗାଉ ଥିଲେ ଯବାନ
Read More...