OdishaStatenews.com Today : 18-Jan-2021 17:11:15 PM
ବିଜେପିରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀଙ୍କ ବିଶ୍ବସ୍ତ ଆଇଏଏସ ଅଧିକାରୀ, ମିଳିପାରେ ବଡ଼ ଦାୟିତ୍ବ | ସିବିଆଇ ତଦନ୍ତ ଦାବି କରି ସୁପ୍ରିମକୋର୍ଟ ଗଲେ ପରୀର ମା’ |

୨ଟି ହେଲିକପ୍ଟର ବାହାର କରିବାକୁ ବୈଜୟନ୍ତଙ୍କ ଅପିଲ୍‌

October 15, 2018, ରାଜନୀତି, ,


୨ଟି ହେଲିକପ୍ଟର ବାହାର କରିବାକୁ ବୈଜୟନ୍ତଙ୍କ ଅପିଲ୍‌
OdishaStateNews Bureau
October 15, 2018

ଭୁବନେଶ୍ୱର ବିମାନବନ୍ଦରରେ ହ୍ୟାଙ୍ଗରରେ ସିଲ୍ ହୋଇଥିବା ୩ଟି ହେଲିକପ୍ଟରରୁ ୨ଟିକୁ ବାହାର କରିବାକୁ ପୁଣି ଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅପିଲ୍‌ କରିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା।


ଯେଉଁ ହେଲିକପ୍ଟର ବିରୋଧରେ ଅଭିଯୋଗ ନାହିଁ, ସେଗୁଡିକୁ ମାଗଣାରେ ବନ୍ୟା ବିପନ୍ନଙ୍କ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ଲଗାଇବାକୁ ଟ୍ୱିଟ୍ କରି ଅପିଲ୍‌ କରିଛନ୍ତି ବୈଜୟନ୍ତ।


ହେଲିକପ୍ଟର ସିଲ୍ କରାଯିବା ଘଟଣାରେ ବୈଜୟନ୍ତ ଗତକାଲି ଟ୍ୱିଟ୍ କରି ଲେଖିଥିଲେ ଯେ, ରାଜ୍ୟ ସରକାର ଓ ପୁଲିସ୍‌ର ତଦନ୍ତ କରିବାର ଅଧିକାର ନାହିଁ। ହ୍ୟାଙ୍ଗର ସିଲ୍ କରିବାର ମଧ୍ୟ କୌଣସି ଅଧିକାର ରାଜ୍ୟ ସରକାର ଓ ପୁଲିସ୍‌ର ନାହିଁ ବୋଲି ସେ ଲେଖିଥିଲେ।





Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ପ୍ରସ୍ତୁତ କରନ୍ତୁ ଖାସିମାଂସ ମେଥିଷ୍ଟ୍ରୁ

ପ୍ରସ୍ତୁତ କରନ୍ତୁ ଖାସିମାଂସ ମେଥିଷ୍ଟ୍ରୁ
Read More...

କୋଲ୍ଡ ଡ୍ରିଙ୍କ୍ସ ସହ ନିଶା ଦେଇ ଯୁବତୀଙ୍କୁ ଗଣଦୁର୍ଷ୍କମ

କୋଲ୍ଡ ଡ୍ରିଙ୍କ୍ସ ସହ ନିଶା ଦେଇ ଯୁବତୀଙ୍କୁ ଗଣଦୁର୍ଷ୍କମ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ଦଦରା ଦଙ୍ଗାରେ ବାଜିରେ ଲାଗୁଛି ଜୀବନ
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell