OdishaStatenews.com Today : 21-Jan-2021 16:08:37 PM
ନିର୍ମାଣାଧୀନ ପୋଲର ରାତ୍ର ଜଗୁଆଳିଙ୍କ ଆକସ୍ମିକ ମୃତ୍ୟୁ | ପ୍ରଥମ କରି ୫୦, ୦୦୦-ମାର୍କ ଅତିକ୍ରମ କଲା ସେନ୍‌ସେକ୍ସ୍‍ | ୨୪ ଘଣ୍ଟା ମଧ୍ୟରେ ଭାରତରେ ୧୩,୮୨୩ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ: ଗତକାଲି ଠାରୁ ସଂକ୍ରମଣ ହାର ୩୭.୩% ଅଧିକ | ବିଜେପିରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀଙ୍କ ବିଶ୍ବସ୍ତ ଆଇଏଏସ ଅଧିକାରୀ, ମିଳିପାରେ ବଡ଼ ଦାୟିତ୍ବ | ସିବିଆଇ ତଦନ୍ତ ଦାବି କରି ସୁପ୍ରିମକୋର୍ଟ ଗଲେ ପରୀର ମା’ |

୫୩ ଦିନରେ ୩୫ ମାଓବାଦୀ ନିହତ

August 07, 2018, ଦେଶ ଦୁନିଆ, ,


୫୩ ଦିନରେ ୩୫ ମାଓବାଦୀ ନିହତ
OdishaStateNews Bureau
August 07, 2018

ଛତିଶଗଡ଼ରେ ମାଓବାଦୀ ଦମନ ପାଇଁ ଜୁନ୍‌ ୧୫ ଠାରୁ ଆରମ୍ଭ ହୋଇଛି ଅପରେଶନ୍‌ ମନସୁନ୍‌। ଏହା ଅନ୍ତର୍ଗତ ୫୩ ଦିନ ମଧ୍ୟରେ ୩୫ ଜଣ ମାଓବାଦୀଙ୍କର ମୃତ୍ୟୁ ଘଟିଥିବା ଡିଜି ଡି.ଏମ୍‌. ଅଓ୍ବସ୍ଥି ସୂଚନା ଦେଇଛନ୍ତି। ପ୍ରବଳ ବର୍ଷାରେ ମିଳିତ ସୁରକ୍ଷାବଳ ସର୍ଚ୍ଚ ଅପରେଶନ ଜାରି ରଖିଛନ୍ତି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପରିବହନ ଧର୍ମଘଟ

ପରିବହନ ଧର୍ମଘଟ
Read More...

 ଋଣ ବୋଝରେ  ଜୀବନ ହାରିଲେ ଚାଷୀ,

ଋଣ ବୋଝରେ ଜୀବନ ହାରିଲେ ଚାଷୀ,
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ରାସ୍ତାର ଅବସ୍ତା ଅତ୍ୟନ୍ତ ସଙ୍କଟଜନକ
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell