OdishaStatenews.com Today : 26-Nov-2020 20:47:40 PM
୩୭ ଦଫା ଦାବିରେ ଦେଶବ୍ୟାପୀ ବନ୍ଦ ଡ଼ାକରା… | ଜଗାକୁ ଛାଡ଼ି ଚାଲିଗଲା କାଳିଆ, SCBରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ | ଖୋର୍ଦ୍ଧା ମେଡିକାଲର କାନ୍ଥ ଭାଙ୍ଗିଲେ ୧୮ଟିକିଆ ହାତୀପଲ | ମାଡ଼ି ଆସୁଛି ବାତ୍ୟା ନିଭାର ! ଉପକୂଳରେ ୩୦ ପ୍ଲାଟୁନ୍‌ NDRF, ସରକାରଙ୍କ ଛୁଟି ଘୋଷଣା | ରାଜରାସ୍ତାକୁ ଓହ୍ଲାଇବ ଶ୍ରମିକ ସଙ୍ଗଠନ, ହାତ ବଢାଇଲା କଂଗ୍ରେସ, ବିଜେପି କରିବ ସମ୍ୱିଧାନ ବଞ୍ଚାଅ କାର୍ଯ୍ୟକ୍ରମ… | ପାର୍ବଣ ଋତୁ ଆସିଲାଣି ଏହା କରୋନା ସଂକ୍ରମଣକୁ ରୋକିବା ପାଇଁ ଏକ କଠିନ ସମୟ, ଆମେ ଅଧିକ ସତର୍କ ରହିବା । ମାସ୍କ ପିନ୍ଧିବା,ଶାରୀରିକ ଦୂରତା ରଖିବା ଏବଂ ବାରମ୍ବାର ହାତ ଧୋଇବା-ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶା ସରକାର । |

ଋଣ ବୋଝରେ ଜୀବନ ହାରିଲେ ଚାଷୀ,

August 07, 2018, ଓଡ଼ିଶା, ,


 ଋଣ ବୋଝରେ  ଜୀବନ ହାରିଲେ ଚାଷୀ,
OdishaStateNews Bureau
August 07, 2018

ଟିଟିଲାଗଡ ସବ ଡିଭିଜନାଲ ସରକାରୀ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ବାହାଦୂର ରଣା ତାଙ୍କ ଚାରି ଏକର ଜମିରେ କପା ଚାଷ କରିଥିଲେ ଓ ପ୍ରାୟ ତିନି ଲକ୍ଷ ଟଙ୍କାର କରଜ କରିଥିଲେ। ତେବେ ଫସଲ ଠିକ ନ ହେବା ଓ ଋଣ ପରିଶୋଧ ପାଇଁ ସେ ମାନସିକ ଚାପରେ ଥିଲେ। ଗତ କାଲି ସେ ସେ ଘରେ ଥିବା କୀଟନାଶକ ପିଇ ଗୁରୁତର ହୋଇଯାଇଥିବା ପରିବାର ଲୋକ ଦେଖି ତୁରନ୍ତ ଟିଟିଲାଗଡ ଡାକ୍ତରଖାନା ଆଣି ପ୍ରାରମ୍ଭିକ ଚିକିତ୍ସା କରାଯାଇଥିଲା। ହେଲେ ସେ ରବିବାରଦିନ ମୃତ୍ୟୁ ବରଣ କରିଥିଲେ। ତାଙ୍କ ଶବକୁ ପୋଲିସ ଏକ ମାମଲା ଦାୟର କରି ତଦନ୍ତ ଆରମ୍ଭ କରିଛନ୍ତି। ସେହିପରି ଏହି ଗ୍ରାମର ଅନେକ ଚାଷୀ ପରିବାର କପା ପୋକ ଲବିବା ନେଇ ଫସଲ ନଷ୍ଟ ହେବା ଅଭିଯୋଗ କରିଛନ୍ତି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
୫୩ ଦିନରେ ୩୫ ମାଓବାଦୀ ନିହତ

୫୩ ଦିନରେ ୩୫ ମାଓବାଦୀ ନିହତ
Read More...

ଚାଲିରୁ ଜଣାପଡିଥାଏ ବ୍ୟକ୍ତିର ସ୍ବଭାବ।

ଚାଲିରୁ ଜଣାପଡିଥାଏ ବ୍ୟକ୍ତିର ସ୍ବଭାବ।
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ଅନନ୍ତ ନାରାୟଣଙ୍କ ମୂର୍ତ୍ତି ସହ ସିଂହମୂର୍ତ୍ତି ପ୍ରତିଷ୍ଠା ।
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell