OdishaStatenews.com Today : 26-Jan-2021 21:48:41 PM
ନିର୍ମାଣାଧୀନ ପୋଲର ରାତ୍ର ଜଗୁଆଳିଙ୍କ ଆକସ୍ମିକ ମୃତ୍ୟୁ | ପ୍ରଥମ କରି ୫୦, ୦୦୦-ମାର୍କ ଅତିକ୍ରମ କଲା ସେନ୍‌ସେକ୍ସ୍‍ | ୨୪ ଘଣ୍ଟା ମଧ୍ୟରେ ଭାରତରେ ୧୩,୮୨୩ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ: ଗତକାଲି ଠାରୁ ସଂକ୍ରମଣ ହାର ୩୭.୩% ଅଧିକ | ବିଜେପିରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀଙ୍କ ବିଶ୍ବସ୍ତ ଆଇଏଏସ ଅଧିକାରୀ, ମିଳିପାରେ ବଡ଼ ଦାୟିତ୍ବ | ସିବିଆଇ ତଦନ୍ତ ଦାବି କରି ସୁପ୍ରିମକୋର୍ଟ ଗଲେ ପରୀର ମା’ |

ଚାଲିରୁ ଜଣାପଡିଥାଏ ବ୍ୟକ୍ତିର ସ୍ବଭାବ।

August 07, 2018, ଅନ୍ୟାନ୍ୟ, ,


ଚାଲିରୁ ଜଣାପଡିଥାଏ ବ୍ୟକ୍ତିର ସ୍ବଭାବ।
OdishaStateNews Bureau
August 07, 2018

ଚାଲି ଜଣେ ବୃକ୍ତିଙ୍କ ସ୍ବଭାବ କିପରି ତାହା ସମ୍ପର୍କରେ ସହଜରେ ସୂଚନା ଦେଇଥାଏ । ଏନେଇ ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି। ଶୀଘ୍ର ଶୀଘ୍ର ଚାଲୁଥିବା ବ୍ୟକ୍ତି ସାଧାରଣତଃ ହୋଇଥାନ୍ତି ଏନର୍ଜେଟିକ୍‌ । ଏମାନଙ୍କ ମଧ୍ୟରେ ଆମତ୍ବିଶ୍ୱାସ ଭରପୁର ରହିଥାଏ । ଏମାନେ ହୋଇଥାନ୍ତି ସାହାସୀ । ଯେଉଁମାନଙ୍କ ଜୀବନରେ କୌଣସି ଚିନ୍ତା ନାହିଁ ସେମାନେ ଧୀରେ ଧୀରେ ଚାଲନ୍ତି । ଏମାନେ ସ୍ବଭାବରେ ବହୁତ ଶାନ୍ତ ହୋଇଥାନ୍ତି । ପାଦ ଘୋଷାରି ଘୋଷାରି ଚାଲୁଥିବା ଲୋକମାନେ ଖୁବଶୀଘ୍ର ରାଗିଯାଇଥାନ୍ତିି । ଛୋଟ ଛୋଟ କଥାରେ ଏଭଳି ବ୍ୟକ୍ତି ହୋଇଥାନ୍ତି ଅବସାଦ ଗ୍ରସ୍ତ । ଚୁପଚାପ୍‌ ଚାଲନ୍ତି ସେମାନେ ହୋଇଥାନ୍ତି ଲାଜକୁଳା ସ୍ବଭାବର । ଏମାନଙ୍କ ମଧ୍ୟରେ ଆମତ୍ସମ୍ମାନର ଅଭାବ ରହିଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ ସୂଚିତ କରାଯାଇଛି।






Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଋଣ ବୋଝରେ  ଜୀବନ ହାରିଲେ ଚାଷୀ,

ଋଣ ବୋଝରେ ଜୀବନ ହାରିଲେ ଚାଷୀ,
Read More...

ଦିଲ୍ଲୀ : ଲସ୍କର୍‌-ଇ-ତୋଏବା ସହ ଓଡ଼ିଆ ଯୁବକର ଲିଙ୍କ୍‌ ବିମାନବନ୍ଦରରୁ ଗିରଫ

ଦିଲ୍ଲୀ : ଲସ୍କର୍‌-ଇ-ତୋଏବା ସହ ଓଡ଼ିଆ ଯୁବକର ଲିଙ୍କ୍‌ ବିମାନବନ୍ଦରରୁ ଗିରଫ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :କୋଦଳା ଓ ବେଗୁନିଆପଡାରେ ଅଗ୍ରଣୀ ସ୍ବେଛାସେବୀ ତିନି ମାସ ହେଲା ଖାଦ୍ୟ ବାଣ୍ଟୁଛନ୍ତି ଶ୍ରବଣ ସେବା ଅନୁଷ୍ଠାନ
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell