OdishaStatenews.com Today : 09-Dec-2022 21:55:50 PM
ଭୁବନେଶ୍ୱର: ୧୨ ଘଣ୍ଟା ଜେରା ପରେ ଇଡି କାର୍ଯ୍ୟାଳୟରୁ ବାହାରିଲେ ବିଧାୟକଙ୍କ ଭାଇ ଗଙ୍ଗାଧର ସାମଲ। କହିଲେ- ଜଗବନ୍ଧୁ ଏକ କାର କିଣିବା ପାଇଁ ବୁକ କରିଥିଲେ। | ଭୁବନେଶ୍ବର: ଅର୍ଚ୍ଚନା ନାଗ ମାମଲାରେ ଆଜି ପୁଣି ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି ବେହେରା | ବିଧାନସଭାରେ ଉଠିଲା ଅର୍ଚ୍ଚନା ନାଗ ପ୍ରସଙ୍ଗ। ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ କଲେ ବିଧାୟକ ନରସିଂହ ମିଶ୍ର। | କେନ୍ଦ୍ରାପଡ଼ା: ସଦର ଥାନା ବାଲିଆ ବଜାରରେ କାର୍ତ୍ତିକେଶ୍ୱର ଭସାଣରେ ବାଣ ଫୁଟି ୨୦ ଆହତ। ୪ ଜଣଙ୍କ ଅବସ୍ଥା ସଂକଟାପନ୍ନ ସୂଚନା। | ଇଡିରୁ ବାହାରିଲେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ଓ ଶ୍ରଦ୍ଧାଞ୍ଜଳି ବେହେରା। ୧୨ ଘଣ୍ଟାର ଜେରା ପରେ ଅକ୍ଷୟଙ୍କୁ ଛାଡ଼ିଲା ଇଡି। ଶ୍ରଦ୍ଧାଞ୍ଜଳିଙ୍କୁ ପଚାରିଲା ୧୪ ଘଣ୍ଟା। | ମୃତ୍ୟୁ ସମ୍ବାଦ ଖଣ୍ଡନ କଲେ ପରିବାର; ସ୍ବାସ୍ଥ୍ୟାବସ୍ଥା ଜଟିଳ ଥିବାରୁ ‘ଲାଇଫ୍ ସପୋର୍ଟ’ରେ ଅଛନ୍ତି ଅଭିନେତା ବିକ୍ରମ ଗୋଖ୍‌ଲେ | ଦେବଗଡ଼: ୪୯ ନମ୍ବର ଜାତୀୟ ରାଜପଥର ତିଲେଇବଣି ଛକରେ ଶଗଡ଼କୁ ପଛରୁ ପିଟିଲା ଟ୍ରକ୍, ଚାଷୀ ଦମ୍ପତିଙ୍କ ଘଟଣାସ୍ଥଳରେ ମୃତ୍ୟୁ | ପୁରୀ: ଏସ୍‌ପିଙ୍କ ନାଁରେ ଫେସ୍‌ବୁକ୍‌ ଆକାଉଣ୍ଟ୍ ଖୋଲି ଠକେଇ ଅଭିଯୋଗ। ହୋମଗାର୍ଡ ଚାକିରି କରାଇଦେବାକୁ କହି ଟଙ୍କା ମାଗୁଥିବା ଅଭିଯୋଗ। ସାଇବର ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ବାନ୍ଧିଲା ପୁଲିସ। |

ସାନିଟାରି ପ୍ୟାଡ ବଦଳରେ ମହିଳା ମାନେ ଏହାକୁ ବ୍ୟବହାର କରିବା କାହିଁକି ଆବଶ୍ୟକ

November 24, 2022, ଦେଶ ଦୁନିଆ, ,


ସାନିଟାରି ପ୍ୟାଡ ବଦଳରେ ମହିଳା ମାନେ ଏହାକୁ ବ୍ୟବହାର କରିବା କାହିଁକି ଆବଶ୍ୟକ
OdishaStateNews Bureau
November 24, 2022



ପ୍ରତିମାସରେ ପ୍ରାୟ ୭ଦିନ ଧରି ମହିଳା ମାନଙ୍କୁ ଏହି ସ୍ଥିତି ଦେଇ ଗତି କରିବାକୁ ପଡିଥାଏ । ତେବେ ଏହି ସମୟରେ ମହିଳାମାନେ ନିଜ ଶରୀରରୁ ଯାତ ହେଉଥିବା ରକ୍ତକୁ ରୋକିବା ପାଇଁ ବିଭିନ୍ନ ଜିନିଷ ପରିଧାନ କରନ୍ତି । ଆପଣ କହିପାରିବେ ମହିଳା ଏହି ସମୟରେ ମହିଳାମାନେ କପଡା,କେହି କେହି ସାନିଟାରୀ ପ୍ୟାଡ, କେହି ଟ୍ୟାମ୍ପନ ଆଉ ବହୁ କମ ମହିଳା ମେନ୍ସୁରାଲ କପର ବ୍ୟବହାର କରନ୍ତି । ତେବେ କହିବାକୁ ଗଲେ ଭାରତର ବର୍ଷର ଖୁବ କମ ମହିଳା ଅଛନ୍ତି ଯେଉଁମାନେ ଏହି ସବୁ ବିକଳ୍ପ ବିଷୟରେ ଜାଣିଥିବେ ।ଏନଜିଓ ଟକ୍ସିକ୍ସ ଲିଙ୍କରେ କାର୍ଯ୍ୟକ୍ରମ ସଂଯୋଜକ ତଥା ଗବେଷଣାରେ ସାମିଲ୍ ଡାକ୍ତର ଅମିତ୍ କହିଛନ୍ତି ଯେ, ସବୁ ଜାଗାରେ ସହଜରେ ମିଳୁଥିବା ସାନିଟାରୀ ନ୍ୟାପକିନରେ ଏମିତି ମାରାତ୍ମକ କେମିକାଲ୍ ରହିଛି, ଯାହା ସ୍ଵାସ୍ଥ୍ୟପକ୍ଷେ ବହୁତ ହାନୀକାରକ। ସାନିଟାରୀ ପ୍ରଡକ୍ଟରେ ଅନେକ ଗମ୍ଭୀର କେମିକାଲ କାରସିନୋଜନ, ରିପ୍ରୋଡକ୍ଟିଭ୍ ଟକ୍ସିସ୍, ଏଣ୍ଡୋକ୍ରାଇନ ଡିସରପ୍ଟର୍ସ ଏବଂ ଏଲରଜିନ୍ସ ମିଳିଥାଏ, ଯାହା କ୍ୟାନ୍ସରର କାରକ ସାଜିଥାଏ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଧାନ ମଣ୍ଡି ପରିଚାଳନା ପାଇଁ ମହିଳା ସ୍ବୟଂ ସହାୟିକାଙ୍କୁ ଅଣଦେଖା

ଧାନ ମଣ୍ଡି ପରିଚାଳନା ପାଇଁ ମହିଳା ସ୍ବୟଂ ସହାୟିକାଙ୍କୁ ଅଣଦେଖା
Read More...

FIFA WCରେ ଇସଲାମର ପ୍ରଚାର କରିବ ଜାକିର ନାଇକ୍

FIFA WCରେ ଇସଲାମର ପ୍ରଚାର କରିବ ଜାକିର ନାଇକ୍
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ବାବାସାହେବ ଡଃ.ବି.ଆର.ଆମ୍ବେଦକରଙ୍କ ୧୩୦ତମ ଜୟନ୍ତୀ ପାଳିତ।
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell