OdishaStatenews.com Today : 09-Dec-2022 22:37:49 PM
ଭୁବନେଶ୍ୱର: ୧୨ ଘଣ୍ଟା ଜେରା ପରେ ଇଡି କାର୍ଯ୍ୟାଳୟରୁ ବାହାରିଲେ ବିଧାୟକଙ୍କ ଭାଇ ଗଙ୍ଗାଧର ସାମଲ। କହିଲେ- ଜଗବନ୍ଧୁ ଏକ କାର କିଣିବା ପାଇଁ ବୁକ କରିଥିଲେ। | ଭୁବନେଶ୍ବର: ଅର୍ଚ୍ଚନା ନାଗ ମାମଲାରେ ଆଜି ପୁଣି ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି ବେହେରା | ବିଧାନସଭାରେ ଉଠିଲା ଅର୍ଚ୍ଚନା ନାଗ ପ୍ରସଙ୍ଗ। ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ କଲେ ବିଧାୟକ ନରସିଂହ ମିଶ୍ର। | କେନ୍ଦ୍ରାପଡ଼ା: ସଦର ଥାନା ବାଲିଆ ବଜାରରେ କାର୍ତ୍ତିକେଶ୍ୱର ଭସାଣରେ ବାଣ ଫୁଟି ୨୦ ଆହତ। ୪ ଜଣଙ୍କ ଅବସ୍ଥା ସଂକଟାପନ୍ନ ସୂଚନା। | ଇଡିରୁ ବାହାରିଲେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ଓ ଶ୍ରଦ୍ଧାଞ୍ଜଳି ବେହେରା। ୧୨ ଘଣ୍ଟାର ଜେରା ପରେ ଅକ୍ଷୟଙ୍କୁ ଛାଡ଼ିଲା ଇଡି। ଶ୍ରଦ୍ଧାଞ୍ଜଳିଙ୍କୁ ପଚାରିଲା ୧୪ ଘଣ୍ଟା। | ମୃତ୍ୟୁ ସମ୍ବାଦ ଖଣ୍ଡନ କଲେ ପରିବାର; ସ୍ବାସ୍ଥ୍ୟାବସ୍ଥା ଜଟିଳ ଥିବାରୁ ‘ଲାଇଫ୍ ସପୋର୍ଟ’ରେ ଅଛନ୍ତି ଅଭିନେତା ବିକ୍ରମ ଗୋଖ୍‌ଲେ | ଦେବଗଡ଼: ୪୯ ନମ୍ବର ଜାତୀୟ ରାଜପଥର ତିଲେଇବଣି ଛକରେ ଶଗଡ଼କୁ ପଛରୁ ପିଟିଲା ଟ୍ରକ୍, ଚାଷୀ ଦମ୍ପତିଙ୍କ ଘଟଣାସ୍ଥଳରେ ମୃତ୍ୟୁ | ପୁରୀ: ଏସ୍‌ପିଙ୍କ ନାଁରେ ଫେସ୍‌ବୁକ୍‌ ଆକାଉଣ୍ଟ୍ ଖୋଲି ଠକେଇ ଅଭିଯୋଗ। ହୋମଗାର୍ଡ ଚାକିରି କରାଇଦେବାକୁ କହି ଟଙ୍କା ମାଗୁଥିବା ଅଭିଯୋଗ। ସାଇବର ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ବାନ୍ଧିଲା ପୁଲିସ। |

FIFA WCରେ ଇସଲାମର ପ୍ରଚାର କରିବ ଜାକିର ନାଇକ୍

November 24, 2022, ଦେଶ ଦୁନିଆ, ,


FIFA WCରେ ଇସଲାମର ପ୍ରଚାର କରିବ ଜାକିର ନାଇକ୍
OdishaStateNews Bureau
November 24, 2022



ବାଦୀୟ ଭାରତୀୟ ଇସଲାମିକ ଉପଦେଶକ ଜାକିର ନାଇକକୁ ଫିଫା ବିଶ୍ଵ କପ୍ ୨୦୨୨ରେ ଧାର୍ମିକ ପ୍ରବଚନ ପାଇଁ କାତାର ଆମନ୍ତ୍ରିତ କରିଛି। ଜାକିରକୁ ଭାରତ ପଳାତକ ଘୋଷଣା କରିଛି। ତା ବିରୋଧରେ ଭାରତରେ ଅନେକ ସଙ୍ଗୀନ ମୋକଦ୍ଦମା ଚାଲିଛି। ଭାରତରେ ମନି ଲଣ଼୍ଡ୍ରିଂ ଆକ୍ଟ ଏବଂ ଘୃଣିତ ଭାଷଣର ଅଭିଯୋଗର ଅଭିଯୁକ୍ତ ଜାକିର ନାଇକ ୨୦୧୭ରୁ ମାଲେସିଆରେ ନିର୍ବାସନରେ ରହୁଛି। କାତାର ସରକାରଙ୍କ ସାମିତ୍ଵରେ ଥିବା ସ୍ପୋର୍ଟ୍ସ ଚ୍ୟାନେଲ ଅଲକାସର ପ୍ରସ୍ତୁତକର୍ତ୍ତା ଫୈସଲ ଅଲହାଜରୀ ଟ୍ଵିଟ୍ କରିଛନ୍ତି ଯେ, ଉପଦେଶକ ଶେଖ ଜାକିର ନାଇକ ବିଶ୍ଵ କପ୍ ସମୟରେ କାତାରରେ ଅଛନ୍ତି ଏବଂ ପୁରା ଟୁର୍ଣ୍ଣାମେଣ୍ଟରେ ସେ ଅନେକ ଧାର୍ମିକ ବ୍ୟାଖ୍ୟାନ କରିବେ।ଇସଲାମିକ ରିସର୍ଚ୍ଚ ଫାଉଣ୍ଡେସନ(ଆଇଆରଏଫ)କୁ ନିଜର ଅନୁଗାମୀଙ୍କ ଦ୍ଵାରା ବିଭିନ୍ନ ଧାର୍ମିକ ସମୁଦାୟ ଏବଂ ଗୋଷ୍ଠୀ ମଧ୍ୟରେ ଶତ୍ରୁତା, ଘୃଣା, ଦୁର୍ଭାବନାର ଭାବନାକୁ ବଢାଇବା ଏବଂ ପ୍ରୋତ୍ସାହନ ଦେବା ଅଭିଯୋଗରେ ଭାରତ ଜାକିର ନାଇକ ଉପରେ ସମସ୍ତ କଟକଣା ଲଗାଇଥିଲା। ଚଳିତ ବର୍ଷ ମାର୍ଚ୍ଚରେ ଗୃହ ମନ୍ତ୍ରନାଳୟ ଆଇଆରଏଫକୁ ବେଆଇନ ସଂଗଠନ ଘୋଷିତ କରିବା ସହ ପାଞ୍ଚ ବର୍ଷ କଟକଣା ଲଗାଇଛି। ଜାକିର ନାଇକ ପିସ୍ ଟିଭିର ପ୍ରତିଷ୍ଠାତା।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସାନିଟାରି ପ୍ୟାଡ ବଦଳରେ ମହିଳା ମାନେ ଏହାକୁ ବ୍ୟବହାର କରିବା କାହିଁକି ଆବଶ୍ୟକ

ସାନିଟାରି ପ୍ୟାଡ ବଦଳରେ ମହିଳା ମାନେ ଏହାକୁ ବ୍ୟବହାର କରିବା କାହିଁକି ଆବଶ୍ୟକ
Read More...

ପ୍ରାଣ ନେଉଛି ମିଳିମିଳା:

ପ୍ରାଣ ନେଉଛି ମିଳିମିଳା:
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ଆଜି ବିଶ୍ବ ପଖାଳ ଦିବସ ପାଳନ
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell