OdishaStatenews.com Today : 09-Dec-2022 20:37:01 PM
ଭୁବନେଶ୍ୱର: ୧୨ ଘଣ୍ଟା ଜେରା ପରେ ଇଡି କାର୍ଯ୍ୟାଳୟରୁ ବାହାରିଲେ ବିଧାୟକଙ୍କ ଭାଇ ଗଙ୍ଗାଧର ସାମଲ। କହିଲେ- ଜଗବନ୍ଧୁ ଏକ କାର କିଣିବା ପାଇଁ ବୁକ କରିଥିଲେ। | ଭୁବନେଶ୍ବର: ଅର୍ଚ୍ଚନା ନାଗ ମାମଲାରେ ଆଜି ପୁଣି ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି ବେହେରା | ବିଧାନସଭାରେ ଉଠିଲା ଅର୍ଚ୍ଚନା ନାଗ ପ୍ରସଙ୍ଗ। ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ କଲେ ବିଧାୟକ ନରସିଂହ ମିଶ୍ର। | କେନ୍ଦ୍ରାପଡ଼ା: ସଦର ଥାନା ବାଲିଆ ବଜାରରେ କାର୍ତ୍ତିକେଶ୍ୱର ଭସାଣରେ ବାଣ ଫୁଟି ୨୦ ଆହତ। ୪ ଜଣଙ୍କ ଅବସ୍ଥା ସଂକଟାପନ୍ନ ସୂଚନା। | ଇଡିରୁ ବାହାରିଲେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ଓ ଶ୍ରଦ୍ଧାଞ୍ଜଳି ବେହେରା। ୧୨ ଘଣ୍ଟାର ଜେରା ପରେ ଅକ୍ଷୟଙ୍କୁ ଛାଡ଼ିଲା ଇଡି। ଶ୍ରଦ୍ଧାଞ୍ଜଳିଙ୍କୁ ପଚାରିଲା ୧୪ ଘଣ୍ଟା। | ମୃତ୍ୟୁ ସମ୍ବାଦ ଖଣ୍ଡନ କଲେ ପରିବାର; ସ୍ବାସ୍ଥ୍ୟାବସ୍ଥା ଜଟିଳ ଥିବାରୁ ‘ଲାଇଫ୍ ସପୋର୍ଟ’ରେ ଅଛନ୍ତି ଅଭିନେତା ବିକ୍ରମ ଗୋଖ୍‌ଲେ | ଦେବଗଡ଼: ୪୯ ନମ୍ବର ଜାତୀୟ ରାଜପଥର ତିଲେଇବଣି ଛକରେ ଶଗଡ଼କୁ ପଛରୁ ପିଟିଲା ଟ୍ରକ୍, ଚାଷୀ ଦମ୍ପତିଙ୍କ ଘଟଣାସ୍ଥଳରେ ମୃତ୍ୟୁ | ପୁରୀ: ଏସ୍‌ପିଙ୍କ ନାଁରେ ଫେସ୍‌ବୁକ୍‌ ଆକାଉଣ୍ଟ୍ ଖୋଲି ଠକେଇ ଅଭିଯୋଗ। ହୋମଗାର୍ଡ ଚାକିରି କରାଇଦେବାକୁ କହି ଟଙ୍କା ମାଗୁଥିବା ଅଭିଯୋଗ। ସାଇବର ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ବାନ୍ଧିଲା ପୁଲିସ। |

ପ୍ରାଣ ନେଉଛି ମିଳିମିଳା:

November 24, 2022, ଦେଶ ଦୁନିଆ, ,


ପ୍ରାଣ ନେଉଛି ମିଳିମିଳା:
OdishaStateNews Bureau
November 24, 2022



ଦେଶରେ ବିଭିନ୍ନ ରାଜ୍ୟରେ ଭିନ୍ନ ପ୍ରକାର ରୋଗ ମୁଣ୍ଡ ଟେକୁଛି । ତେବେ କିଛି ଦିନ ତଳେ ଡେଙ୍ଗୁ ବ୍ୟାପିଥିବା ବେଳେ ଏବେ ମିଳିମିଳା ପାଇଁ ନୀରିହ ଶିଶୁ ମାନଙ୍କ ଜୀବନ ଯାଉଛି । ମୁମ୍ବାଇରେ ଏବେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ମିଳିମିଳା । ଏହା ଦିନକୁ ଦିନ ମଧ୍ୟ ହୁହୁ ହୋଇ ବ୍ୟାପିବାରେ ଲାଗିଲାଣି ।


ମହାରାଷ୍ଟ୍ରରେ ମିଳିମିଳା ଜନିତ ରୋଗ ହେତୁ ଅନେକ ଶିଶୁ କ୍ରମାଗତ ଭାବରେ ମୃତ୍ୟୁ ବରଣ କରିଛନ୍ତି ଏବଂ ବହୁ ସଂଖ୍ୟକ ଶିଶୁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ଯେଉଁଠାରେ ସେମାନେ ଚିକିତ୍ସିତ ହେଉଛନ୍ତି। ମୁମ୍ବାଇରେ ଏଭଳି ପରିସ୍ଥିତିରେ, ବର୍ତ୍ତମାନ ଚିନ୍ତାର ବିଷୟ ପାଲଟିଛି । ବୁଧବାର ମୁମ୍ବାଇରେ ମିଳିମିଳା ରୋଗ ହେତୁ ଜଣେ୮ମାସର ଶିଶୁର ମୃତ୍ୟୁ ଘଟିଛି। ଯାହା ପରେ ସହରରେ ଏହି ରୋଗରେ ମୃତ୍ୟୁ ସଂଖ୍ୟା ୧୨କୁ ପହଞ୍ଚିଛି। ସୋମବାର ମୁମ୍ବାଇରେ ସର୍ବାଧିକ୨୪ ରୋଗୀ ମିଳିଥିଲେ । ଏଥି ସହିତ ଗୋଭାଣ୍ଡି ଏବଂ କୁର୍ଲା ଠାରୁ ସର୍ବାଧିକ ସଂଖ୍ୟକ ରୋଗୀ ସାମ୍ନା କୁ ଆସୁଛନ୍ତି। ଅଧିକାର ଅସୁସ୍ଥ ଶିଶୁମାନଙ୍କର ବୟସ ୫ ବର୍ଷରୁ କମ୍।


ସମଗ୍ର ମହାରାଷ୍ଟ୍ରରେ ବଢ଼ୁଥିବା ମାମଲା ଉପରେ ଅଧିକାରୀମାନେ କହିଛନ୍ତି ଯେ କେବଳ ମୁମ୍ବାଇରେ ନୁହେଁ, ବାହାରେ ମିଳିମିଳା ରୋଗ ମଧ୍ୟ ବୃଦ୍ଧି ପାଉଛି। ନଭେମ୍ବର୧୭ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ଏହି ରୋଗର ୫୦୦ ରୁ ଅଧିକ ମାମଲା ପଞ୍ଜିକୃତ ହୋଇଛି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
FIFA WCରେ ଇସଲାମର ପ୍ରଚାର କରିବ ଜାକିର ନାଇକ୍

FIFA WCରେ ଇସଲାମର ପ୍ରଚାର କରିବ ଜାକିର ନାଇକ୍
Read More...

 OSSC ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି

OSSC ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :୩ଦଫା ଦାବୀ ନେଇ ନାଲକୋ ଠିକାଶ୍ରମିକଙ୍କ ଶୋଭାଯାତ୍ରା। ନାଲକୋ ମହାପ୍ରବନ୍ଧକଙ୍କୁ ଦାବୀପତ୍ର ପ୍ରଦାନ।
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell