OdishaStatenews.com Today : 09-Dec-2022 22:11:19 PM
ଭୁବନେଶ୍ୱର: ୧୨ ଘଣ୍ଟା ଜେରା ପରେ ଇଡି କାର୍ଯ୍ୟାଳୟରୁ ବାହାରିଲେ ବିଧାୟକଙ୍କ ଭାଇ ଗଙ୍ଗାଧର ସାମଲ। କହିଲେ- ଜଗବନ୍ଧୁ ଏକ କାର କିଣିବା ପାଇଁ ବୁକ କରିଥିଲେ। | ଭୁବନେଶ୍ବର: ଅର୍ଚ୍ଚନା ନାଗ ମାମଲାରେ ଆଜି ପୁଣି ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି ବେହେରା | ବିଧାନସଭାରେ ଉଠିଲା ଅର୍ଚ୍ଚନା ନାଗ ପ୍ରସଙ୍ଗ। ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ କଲେ ବିଧାୟକ ନରସିଂହ ମିଶ୍ର। | କେନ୍ଦ୍ରାପଡ଼ା: ସଦର ଥାନା ବାଲିଆ ବଜାରରେ କାର୍ତ୍ତିକେଶ୍ୱର ଭସାଣରେ ବାଣ ଫୁଟି ୨୦ ଆହତ। ୪ ଜଣଙ୍କ ଅବସ୍ଥା ସଂକଟାପନ୍ନ ସୂଚନା। | ଇଡିରୁ ବାହାରିଲେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ଓ ଶ୍ରଦ୍ଧାଞ୍ଜଳି ବେହେରା। ୧୨ ଘଣ୍ଟାର ଜେରା ପରେ ଅକ୍ଷୟଙ୍କୁ ଛାଡ଼ିଲା ଇଡି। ଶ୍ରଦ୍ଧାଞ୍ଜଳିଙ୍କୁ ପଚାରିଲା ୧୪ ଘଣ୍ଟା। | ମୃତ୍ୟୁ ସମ୍ବାଦ ଖଣ୍ଡନ କଲେ ପରିବାର; ସ୍ବାସ୍ଥ୍ୟାବସ୍ଥା ଜଟିଳ ଥିବାରୁ ‘ଲାଇଫ୍ ସପୋର୍ଟ’ରେ ଅଛନ୍ତି ଅଭିନେତା ବିକ୍ରମ ଗୋଖ୍‌ଲେ | ଦେବଗଡ଼: ୪୯ ନମ୍ବର ଜାତୀୟ ରାଜପଥର ତିଲେଇବଣି ଛକରେ ଶଗଡ଼କୁ ପଛରୁ ପିଟିଲା ଟ୍ରକ୍, ଚାଷୀ ଦମ୍ପତିଙ୍କ ଘଟଣାସ୍ଥଳରେ ମୃତ୍ୟୁ | ପୁରୀ: ଏସ୍‌ପିଙ୍କ ନାଁରେ ଫେସ୍‌ବୁକ୍‌ ଆକାଉଣ୍ଟ୍ ଖୋଲି ଠକେଇ ଅଭିଯୋଗ। ହୋମଗାର୍ଡ ଚାକିରି କରାଇଦେବାକୁ କହି ଟଙ୍କା ମାଗୁଥିବା ଅଭିଯୋଗ। ସାଇବର ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ବାନ୍ଧିଲା ପୁଲିସ। |

୧୩ଲକ୍ଷ ଲୁଟିବା ପରେ ବେପାରୀଙ୍କୁ ପଚାରିଲେ ଦୁର୍ବୃତ୍ତ

November 24, 2022, ଦେଶ ଦୁନିଆ, ,


୧୩ଲକ୍ଷ ଲୁଟିବା ପରେ ବେପାରୀଙ୍କୁ ପଚାରିଲେ ଦୁର୍ବୃତ୍ତ
OdishaStateNews Bureau
November 24, 2022



ବେପାରୀଙ୍କ ଠାରୁ ଦୁବୃତ୍ତ ଲୁଟି ନେଇଛନ୍ତି ୧୩ଲକ୍ଷ ଟଙ୍କା । ପିଡିତଙ୍କ ଅଭିଯୋଗ ପରେ ପୋଲିସ ଏହାକୁ ନେଇ କେସ ଫାଇଲ କରିଛି । ଏହି ଦୁବୃତ୍ତ ମାନଙ୍କୁ ଧରିବା ପାଇଁ ପୋଲିସ କିଛି ଟିମର ଗଠନ ମଧ୍ୟ କରିଛନ୍ତି । ଯାହାକି ଜିଲ୍ଲାର ଅଲଗା ଅଲଗା ସ୍ଥାନରେ ଚେକିଂ ପ୍ରକ୍ରିୟା ଚଳାଇଛଛି । ଏହା ମଧ୍ୟରେ ପୋଲିସ ହାତରେ ସିସିଟିଭି କ୍ୟାମେରାର ଭିଡିଓ ସାମ୍ନାକୁ ଆସିଛି ।ସେ ବୁଧବାର ରାତିରେ ଗୁମଥଲ ଗାଁରେ ନିଜ ଦୋକାନ ବନ୍ଦ କରି ବାଇକରେ ଘରକୁ ଫେରୁଥିଲେ । ଗାଁ ରୁ ବାହରିବା ପରେ ଏକ ବାଇକରେ ୩ଜଣ ଦୁବୃତ୍ତ ତାଙ୍କୁ ଅଟକାଇ ଥିଲେ । ଏବଂ ବେପାରୀଙ୍କ ପାଖେ ଥିବା ୧୨ଲକ୍ଷ ଟଙ୍କାର ସୁନା ଏବଂ ଚାନ୍ଦି, ୭୦ହଜାର ଟଙ୍କା ସହ ଫୋନ ଓ ପର୍ସ ଛଡାଇ ନେଇଥିଲେ । ଖାଲି ଏତିକି ନୁହେଁ ସେମାନେ ବେପାରୀ ଜଣକ ବାଇକ ଚାବି ମଧ୍ୟ ନେଇ ପଳାୟନ କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
 OSSC ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି

OSSC ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି
Read More...

ଜାଣନ୍ତୁ ପଶ୍ଚିମବଙ୍ଗର ନୂତନ ରାଜ୍ୟପାଳଙ୍କ ବିଷୟରେ

ଜାଣନ୍ତୁ ପଶ୍ଚିମବଙ୍ଗର ନୂତନ ରାଜ୍ୟପାଳଙ୍କ ବିଷୟରେ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ପ୍ରେମର କରୁଣ ପରିଣତି,ବିଷ ପାନ କରି ଜୀବନ ହାରିଲେ ଯୁବକ
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell