OdishaStatenews.com Today : 09-Dec-2022 20:54:59 PM
ଭୁବନେଶ୍ୱର: ୧୨ ଘଣ୍ଟା ଜେରା ପରେ ଇଡି କାର୍ଯ୍ୟାଳୟରୁ ବାହାରିଲେ ବିଧାୟକଙ୍କ ଭାଇ ଗଙ୍ଗାଧର ସାମଲ। କହିଲେ- ଜଗବନ୍ଧୁ ଏକ କାର କିଣିବା ପାଇଁ ବୁକ କରିଥିଲେ। | ଭୁବନେଶ୍ବର: ଅର୍ଚ୍ଚନା ନାଗ ମାମଲାରେ ଆଜି ପୁଣି ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି ବେହେରା | ବିଧାନସଭାରେ ଉଠିଲା ଅର୍ଚ୍ଚନା ନାଗ ପ୍ରସଙ୍ଗ। ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ କଲେ ବିଧାୟକ ନରସିଂହ ମିଶ୍ର। | କେନ୍ଦ୍ରାପଡ଼ା: ସଦର ଥାନା ବାଲିଆ ବଜାରରେ କାର୍ତ୍ତିକେଶ୍ୱର ଭସାଣରେ ବାଣ ଫୁଟି ୨୦ ଆହତ। ୪ ଜଣଙ୍କ ଅବସ୍ଥା ସଂକଟାପନ୍ନ ସୂଚନା। | ଇଡିରୁ ବାହାରିଲେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ଓ ଶ୍ରଦ୍ଧାଞ୍ଜଳି ବେହେରା। ୧୨ ଘଣ୍ଟାର ଜେରା ପରେ ଅକ୍ଷୟଙ୍କୁ ଛାଡ଼ିଲା ଇଡି। ଶ୍ରଦ୍ଧାଞ୍ଜଳିଙ୍କୁ ପଚାରିଲା ୧୪ ଘଣ୍ଟା। | ମୃତ୍ୟୁ ସମ୍ବାଦ ଖଣ୍ଡନ କଲେ ପରିବାର; ସ୍ବାସ୍ଥ୍ୟାବସ୍ଥା ଜଟିଳ ଥିବାରୁ ‘ଲାଇଫ୍ ସପୋର୍ଟ’ରେ ଅଛନ୍ତି ଅଭିନେତା ବିକ୍ରମ ଗୋଖ୍‌ଲେ | ଦେବଗଡ଼: ୪୯ ନମ୍ବର ଜାତୀୟ ରାଜପଥର ତିଲେଇବଣି ଛକରେ ଶଗଡ଼କୁ ପଛରୁ ପିଟିଲା ଟ୍ରକ୍, ଚାଷୀ ଦମ୍ପତିଙ୍କ ଘଟଣାସ୍ଥଳରେ ମୃତ୍ୟୁ | ପୁରୀ: ଏସ୍‌ପିଙ୍କ ନାଁରେ ଫେସ୍‌ବୁକ୍‌ ଆକାଉଣ୍ଟ୍ ଖୋଲି ଠକେଇ ଅଭିଯୋଗ। ହୋମଗାର୍ଡ ଚାକିରି କରାଇଦେବାକୁ କହି ଟଙ୍କା ମାଗୁଥିବା ଅଭିଯୋଗ। ସାଇବର ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ବାନ୍ଧିଲା ପୁଲିସ। |

ସମୁଦ୍ରରେ ପଡ଼ି ଯାଇଥିଲା ଆଇଫୋନ୍:

November 24, 2022, ଦେଶ ଦୁନିଆ, ,


ସମୁଦ୍ରରେ ପଡ଼ି ଯାଇଥିଲା ଆଇଫୋନ୍:
OdishaStateNews Bureau
November 24, 2022



। ପାଣି ଦ୍ୱାରା ମଧ୍ୟ ଏହି ଫୋନ୍ କ୍ଷତିଗ୍ରସ୍ତ ହୋଇନଥାଏ । ଏପରି ଅନେକ ରିପୋର୍ଟ ଆସିଛି, ଯେଉଁଠାରେ ଆଇଫୋନ୍ ଘଣ୍ଟା ଘଣ୍ଟା ପାଣିରେ ରହିବା ପରେ ମଧ୍ୟ ଚାଲୁଥିବାର ଦେଖାଯାଇଛି । କିନ୍ତୁ ଏପରି ଏକ ଖବର ସାମ୍ନାକୁ ଆସିଛି ଯାହା ଲୋକଙ୍କ ଆଶ୍ଚର୍ଯ୍ୟ କରିଛି । ଜଣେ ମହିଳା ଗୋଟିଏ ବର୍ଷ ପରେ ସମୁଦ୍ରରେ ହଜିଯାଇଥିବା ଆଇଫୋନ୍ ପାଇଥିବା ଜଣା ପଡ଼ିଛି । ଫୋନ୍ ଖୋଲିବା ମାତ୍ରେ ଏହା ଭଲ କାମ କରୁଥିଲା, ଏଥିରେ କୌଣସି ପ୍ରକାର ଅସୁବିଧା ମଧ୍ୟ ହୋଇନଥିଲା । ଏହି ମାମଲା ବ୍ରିଟେନର ହାମ୍ପସାୟାରର ବୋଲି ସୂଚନା ମିଳିଛି । ବ୍ରିଟେନର ହାମ୍ପସାୟାରର ବାସିନ୍ଦା କ୍ଲେୟର ଆଟଫିଲ୍ଡ ୧୨ ମାସ ପରେ ସମୁଦ୍ର ପାଣିରେ ହଜିଯାଇଥିବା ତାଙ୍କ ଆଇଫୋନ୍ ୮ ପ୍ଲସ୍ ପାଇଥିଲେ ।ଆଇଫୋନ୍ଟି ୱାଟରପ୍ରୁଫ୍ ବ୍ୟାଗରେ ଥିଲା, କିନ୍ତୁ ସେ ନିଶ୍ଚିତ ଥିଲେ ଯେ ଫୋନ୍ ଆଉ କେବେ ମିଳିବ ନାହିଁ । କିନ୍ତୁ ନିକଟସ୍ଥ ସମୁଦ୍ର କୂଳରେ ବ୍ରାଡଲେ କଟନ୍ ହଜି ଯାଇଥିବା ଫୋନ୍ ପାଇଥିଲେ । ଏବଂ ସେ ସଙ୍ଗେ ସଙ୍ଗେ ଆଟଫିଲ୍ଡଙ୍କ ସହିତ ଯୋଗାଯୋଗ କରି ଫୋନ୍ ବିଷୟରେ କହିଥିଲେ । କ୍ଲେୟର ଏହା ଶୁଣି ଆଶ୍ଚର୍ଯ୍ୟ ହୋଇଥିଲେ ଯେ ୧୨ ମାସ ପରେ ତାଙ୍କ ଫୋନ ମିଳିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜାଣନ୍ତୁ ପଶ୍ଚିମବଙ୍ଗର ନୂତନ ରାଜ୍ୟପାଳଙ୍କ ବିଷୟରେ

ଜାଣନ୍ତୁ ପଶ୍ଚିମବଙ୍ଗର ନୂତନ ରାଜ୍ୟପାଳଙ୍କ ବିଷୟରେ
Read More...

Bisleri କମ୍ପାନୀ ବିକ୍ରି ହୋଇଯିବ?

Bisleri କମ୍ପାନୀ ବିକ୍ରି ହୋଇଯିବ?
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ବିଲରୁ ମିଳୁଛି ସୁନାମୁଦ୍ରା
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell