OdishaStatenews.com Today : 09-Dec-2022 22:26:44 PM
ଭୁବନେଶ୍ୱର: ୧୨ ଘଣ୍ଟା ଜେରା ପରେ ଇଡି କାର୍ଯ୍ୟାଳୟରୁ ବାହାରିଲେ ବିଧାୟକଙ୍କ ଭାଇ ଗଙ୍ଗାଧର ସାମଲ। କହିଲେ- ଜଗବନ୍ଧୁ ଏକ କାର କିଣିବା ପାଇଁ ବୁକ କରିଥିଲେ। | ଭୁବନେଶ୍ବର: ଅର୍ଚ୍ଚନା ନାଗ ମାମଲାରେ ଆଜି ପୁଣି ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି ବେହେରା | ବିଧାନସଭାରେ ଉଠିଲା ଅର୍ଚ୍ଚନା ନାଗ ପ୍ରସଙ୍ଗ। ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ କଲେ ବିଧାୟକ ନରସିଂହ ମିଶ୍ର। | କେନ୍ଦ୍ରାପଡ଼ା: ସଦର ଥାନା ବାଲିଆ ବଜାରରେ କାର୍ତ୍ତିକେଶ୍ୱର ଭସାଣରେ ବାଣ ଫୁଟି ୨୦ ଆହତ। ୪ ଜଣଙ୍କ ଅବସ୍ଥା ସଂକଟାପନ୍ନ ସୂଚନା। | ଇଡିରୁ ବାହାରିଲେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ଓ ଶ୍ରଦ୍ଧାଞ୍ଜଳି ବେହେରା। ୧୨ ଘଣ୍ଟାର ଜେରା ପରେ ଅକ୍ଷୟଙ୍କୁ ଛାଡ଼ିଲା ଇଡି। ଶ୍ରଦ୍ଧାଞ୍ଜଳିଙ୍କୁ ପଚାରିଲା ୧୪ ଘଣ୍ଟା। | ମୃତ୍ୟୁ ସମ୍ବାଦ ଖଣ୍ଡନ କଲେ ପରିବାର; ସ୍ବାସ୍ଥ୍ୟାବସ୍ଥା ଜଟିଳ ଥିବାରୁ ‘ଲାଇଫ୍ ସପୋର୍ଟ’ରେ ଅଛନ୍ତି ଅଭିନେତା ବିକ୍ରମ ଗୋଖ୍‌ଲେ | ଦେବଗଡ଼: ୪୯ ନମ୍ବର ଜାତୀୟ ରାଜପଥର ତିଲେଇବଣି ଛକରେ ଶଗଡ଼କୁ ପଛରୁ ପିଟିଲା ଟ୍ରକ୍, ଚାଷୀ ଦମ୍ପତିଙ୍କ ଘଟଣାସ୍ଥଳରେ ମୃତ୍ୟୁ | ପୁରୀ: ଏସ୍‌ପିଙ୍କ ନାଁରେ ଫେସ୍‌ବୁକ୍‌ ଆକାଉଣ୍ଟ୍ ଖୋଲି ଠକେଇ ଅଭିଯୋଗ। ହୋମଗାର୍ଡ ଚାକିରି କରାଇଦେବାକୁ କହି ଟଙ୍କା ମାଗୁଥିବା ଅଭିଯୋଗ। ସାଇବର ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ବାନ୍ଧିଲା ପୁଲିସ। |

Bisleri କମ୍ପାନୀ ବିକ୍ରି ହୋଇଯିବ?

November 24, 2022, ଦେଶ ଦୁନିଆ, ,


Bisleri କମ୍ପାନୀ ବିକ୍ରି ହୋଇଯିବ?
OdishaStateNews Bureau
November 24, 2022



ଏହି ପରିପ୍ରେକ୍ଷୀରେ ଟାଟା କମ୍ପାନୀ ଏକ ବଡ଼ ଡିଲ୍ ଫାଇନାଲ କରିଥିବା ନେଇ ସୂଚନା ମିଳୁଛି । ପାଣି ବୋତଲ ବିକ୍ରି କରୁଥିବା କମ୍ପାନୀ ବିସଲେରୀକୁ ଟାଟା କିଣିବାକୁ ଯାଉଛି । ତେବେ ୬୦୦୦ରୁ ୭୦୦୦ କୋଟି ଟଙ୍କାରେ ଟାଟା ଏହି କମ୍ପାନୀକୁ କିଣିବ ବୋଲି ଚର୍ଚ୍ଚା ହେଉଛି । ଏନେଇ ବିଜିନେସ ଟୁଡେରେ ଏକ ରିପୋର୍ଟ ପ୍ରକାଶ ପାଇଛି ।ବିସଲେରୀର ନେତୃତ୍ୱ ନେଉଥିବା ରମେଶ ଚୌହାନ ପୂର୍ବରୁ ଥମ୍ପସ ଅପ, ଗୋଲ୍ଡ ସ୍ପଟ ଓ ଲିମକା ସହିତ ସଉଦା କରିଥିଲେ । ସେ ତିନି ଦଶନ୍ଧି ପୂର୍ବରୁ କୋକାକୋଲା ସହିତ ମଧ୍ୟ ଏହି କମ୍ପାନୀର ସଉଦା ପୂରା କରିଥିଲେ ।ବର୍ତ୍ତମାନ ଉଦ୍ୟୋଗପତି ରମେଶ ୮୨ ବର୍ଷରେ ପାଦ ଦେଇସାରିଥିବା ବେଳେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକ୍ ରହୁନାହିଁ । ବିସଲେରୀକୁ ବିସ୍ତାର କରିବା ନେଇ ତାଙ୍କର କେହି ଉତ୍ତରାଧିକାରୀ ନାହାନ୍ତି । ତାଙ୍କର କନ୍ୟା ଜୟନ୍ତୀ ଏହି ବିଜିନେସ୍ ପାଇଁ ସେତେଟା ଆଗ୍ରହ ପ୍ରକାଶ କରୁନାହାନ୍ତି । ତେଣୁ ରମେଶ ବିସଲେରୀର ସଉଦା ଟାଟା ଗ୍ରୁପ ସହିତ କରିଥିବା କୁହାଯାଉଛି




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସମୁଦ୍ରରେ ପଡ଼ି ଯାଇଥିଲା ଆଇଫୋନ୍:

ସମୁଦ୍ରରେ ପଡ଼ି ଯାଇଥିଲା ଆଇଫୋନ୍:
Read More...

‘ଲାଇଫ୍‌ ସପୋର୍ଟ’ରେ ଅଛନ୍ତି ଅଭିନେତା ବିକ୍ରମ ଗୋଖ୍‌ଲେ

‘ଲାଇଫ୍‌ ସପୋର୍ଟ’ରେ ଅଛନ୍ତି ଅଭିନେତା ବିକ୍ରମ ଗୋଖ୍‌ଲେ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ଆଜି ବିଶ୍ୱ ପଖାଳ ଦିବସ
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell