OdishaStatenews.com Today : 09-Dec-2022 22:13:50 PM
ଭୁବନେଶ୍ୱର: ୧୨ ଘଣ୍ଟା ଜେରା ପରେ ଇଡି କାର୍ଯ୍ୟାଳୟରୁ ବାହାରିଲେ ବିଧାୟକଙ୍କ ଭାଇ ଗଙ୍ଗାଧର ସାମଲ। କହିଲେ- ଜଗବନ୍ଧୁ ଏକ କାର କିଣିବା ପାଇଁ ବୁକ କରିଥିଲେ। | ଭୁବନେଶ୍ବର: ଅର୍ଚ୍ଚନା ନାଗ ମାମଲାରେ ଆଜି ପୁଣି ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି ବେହେରା | ବିଧାନସଭାରେ ଉଠିଲା ଅର୍ଚ୍ଚନା ନାଗ ପ୍ରସଙ୍ଗ। ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ କଲେ ବିଧାୟକ ନରସିଂହ ମିଶ୍ର। | କେନ୍ଦ୍ରାପଡ଼ା: ସଦର ଥାନା ବାଲିଆ ବଜାରରେ କାର୍ତ୍ତିକେଶ୍ୱର ଭସାଣରେ ବାଣ ଫୁଟି ୨୦ ଆହତ। ୪ ଜଣଙ୍କ ଅବସ୍ଥା ସଂକଟାପନ୍ନ ସୂଚନା। | ଇଡିରୁ ବାହାରିଲେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ଓ ଶ୍ରଦ୍ଧାଞ୍ଜଳି ବେହେରା। ୧୨ ଘଣ୍ଟାର ଜେରା ପରେ ଅକ୍ଷୟଙ୍କୁ ଛାଡ଼ିଲା ଇଡି। ଶ୍ରଦ୍ଧାଞ୍ଜଳିଙ୍କୁ ପଚାରିଲା ୧୪ ଘଣ୍ଟା। | ମୃତ୍ୟୁ ସମ୍ବାଦ ଖଣ୍ଡନ କଲେ ପରିବାର; ସ୍ବାସ୍ଥ୍ୟାବସ୍ଥା ଜଟିଳ ଥିବାରୁ ‘ଲାଇଫ୍ ସପୋର୍ଟ’ରେ ଅଛନ୍ତି ଅଭିନେତା ବିକ୍ରମ ଗୋଖ୍‌ଲେ | ଦେବଗଡ଼: ୪୯ ନମ୍ବର ଜାତୀୟ ରାଜପଥର ତିଲେଇବଣି ଛକରେ ଶଗଡ଼କୁ ପଛରୁ ପିଟିଲା ଟ୍ରକ୍, ଚାଷୀ ଦମ୍ପତିଙ୍କ ଘଟଣାସ୍ଥଳରେ ମୃତ୍ୟୁ | ପୁରୀ: ଏସ୍‌ପିଙ୍କ ନାଁରେ ଫେସ୍‌ବୁକ୍‌ ଆକାଉଣ୍ଟ୍ ଖୋଲି ଠକେଇ ଅଭିଯୋଗ। ହୋମଗାର୍ଡ ଚାକିରି କରାଇଦେବାକୁ କହି ଟଙ୍କା ମାଗୁଥିବା ଅଭିଯୋଗ। ସାଇବର ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ବାନ୍ଧିଲା ପୁଲିସ। |

‘ଲାଇଫ୍‌ ସପୋର୍ଟ’ରେ ଅଛନ୍ତି ଅଭିନେତା ବିକ୍ରମ ଗୋଖ୍‌ଲେ

November 24, 2022, ଦେଶ ଦୁନିଆ, ,


‘ଲାଇଫ୍‌ ସପୋର୍ଟ’ରେ ଅଛନ୍ତି ଅଭିନେତା ବିକ୍ରମ ଗୋଖ୍‌ଲେ
OdishaStateNews Bureau
November 24, 2022



ଗୋଖ୍‌ଲେଙ୍କର ମୃତ୍ୟୁ ହୋଇନାହିଁ, ଏବେ ମଧ୍ୟ ସ୍ବାସ୍ଥ୍ୟାବସ୍ଥା ଜଟିଳ ଥିବାରୁ ତାଙ୍କୁ ଲାଇଫ୍‌ ସପୋର୍ଟରେ ରଖାଯାଇଥିବା କଥା ଏବେ ତାଙ୍କ ପରିବାର ଲୋକେ କହିଛନ୍ତି।


ସୂଚନାଯୋଗ୍ୟ, ଗତ ପାହାନ୍ତା ପୂର୍ବରୁ ବରିଷ୍ଠ ବଲିଉଡ୍‌, ମରାଠୀ ମଞ୍ଚ, ଚଳଚ୍ଚିତ୍ର ଓ ଟେଲିଭିଜନ୍‌ ଅଭିନେତା ବିକ୍ରମ୍‌ ଗୋଖ୍‌ଲେଙ୍କର ମୃତ୍ୟୁ ଘଟିଥିବା କଥା ‘ଅନ୍‌ଲାଇନ୍‌’ରେ ପ୍ରସାରିତ ହୋଇଥିଲା। ଅଜୟ ଦେବଗନ, ରିତେଶ ଦେଶମୁଖ, ଅଲି ଗନି, ଜାୱେଦ୍‌ ଜାଫେରିଙ୍କ ସମେତ କେତେକ ବଲିଉଡ୍‌ ସେଲି‌ବ୍ରିଟି ମଧ୍ୟ ତାଙ୍କ ମୃତ୍ୟୁ ହୋଇଥିବା ଖବର ଶୁଣି ଟୁଇଟର୍‌ରେ ଶୋକବ୍ୟକ୍ତ କରିଥିଲେ।୦୧୦ରେ ମରାଠୀ ଚଳଚ୍ଚିତ୍ର ‘ଆଘାତ’ର ନିର୍ଦେଶନା ଦେଇଥିଲେ। ମରାଠୀ ଚଳଚ୍ଚିତ୍ର ‘ଅନୁମତି’ରେ ଅଭିନୟ ପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ‘ଜାତୀୟ ଚଳଚ୍ଚିତ୍ର ସମ୍ମାନ’ ମିଳିଥିଲା। ଥିଏଟର୍‌ରେ ଅଭିନୟ ପାଇଁ ୨୦୧୧ରେ ତାଙ୍କୁ ‘ସଙ୍ଗୀତ ନାଟକ ଅକାଦେମୀ’ ପୁରସ୍କାର ମଧ୍ୟ ମିଳିଥିଲା।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
Bisleri କମ୍ପାନୀ ବିକ୍ରି ହୋଇଯିବ?

Bisleri କମ୍ପାନୀ ବିକ୍ରି ହୋଇଯିବ?
Read More...

ଏହି ଗ୍ରାମରେ ନିର୍ବାଚନ ପ୍ରଚାର ମନା, ଭୋଟ୍‌ ନଦେଲେ ଜରିମାନା ଗୁଜରାଟର

ଏହି ଗ୍ରାମରେ ନିର୍ବାଚନ ପ୍ରଚାର ମନା, ଭୋଟ୍‌ ନଦେଲେ ଜରିମାନା ଗୁଜରାଟର
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ଇଡିର ସମନ ପରେ ସାଂସଦ ଅଭିଷେକ ବାନାର୍ଜୀଙ୍କ ପ୍ରତିକ୍ରିୟା; ବିଜେପିକୁ ଦେଶରୁ ନହଟାଇବା ପର୍ଯ୍ୟନ୍ତ ଲଢ଼ିବୁ
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell