OdishaStatenews.com Today : 09-Dec-2022 20:58:28 PM
ଭୁବନେଶ୍ୱର: ୧୨ ଘଣ୍ଟା ଜେରା ପରେ ଇଡି କାର୍ଯ୍ୟାଳୟରୁ ବାହାରିଲେ ବିଧାୟକଙ୍କ ଭାଇ ଗଙ୍ଗାଧର ସାମଲ। କହିଲେ- ଜଗବନ୍ଧୁ ଏକ କାର କିଣିବା ପାଇଁ ବୁକ କରିଥିଲେ। | ଭୁବନେଶ୍ବର: ଅର୍ଚ୍ଚନା ନାଗ ମାମଲାରେ ଆଜି ପୁଣି ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି ବେହେରା | ବିଧାନସଭାରେ ଉଠିଲା ଅର୍ଚ୍ଚନା ନାଗ ପ୍ରସଙ୍ଗ। ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ କଲେ ବିଧାୟକ ନରସିଂହ ମିଶ୍ର। | କେନ୍ଦ୍ରାପଡ଼ା: ସଦର ଥାନା ବାଲିଆ ବଜାରରେ କାର୍ତ୍ତିକେଶ୍ୱର ଭସାଣରେ ବାଣ ଫୁଟି ୨୦ ଆହତ। ୪ ଜଣଙ୍କ ଅବସ୍ଥା ସଂକଟାପନ୍ନ ସୂଚନା। | ଇଡିରୁ ବାହାରିଲେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ଓ ଶ୍ରଦ୍ଧାଞ୍ଜଳି ବେହେରା। ୧୨ ଘଣ୍ଟାର ଜେରା ପରେ ଅକ୍ଷୟଙ୍କୁ ଛାଡ଼ିଲା ଇଡି। ଶ୍ରଦ୍ଧାଞ୍ଜଳିଙ୍କୁ ପଚାରିଲା ୧୪ ଘଣ୍ଟା। | ମୃତ୍ୟୁ ସମ୍ବାଦ ଖଣ୍ଡନ କଲେ ପରିବାର; ସ୍ବାସ୍ଥ୍ୟାବସ୍ଥା ଜଟିଳ ଥିବାରୁ ‘ଲାଇଫ୍ ସପୋର୍ଟ’ରେ ଅଛନ୍ତି ଅଭିନେତା ବିକ୍ରମ ଗୋଖ୍‌ଲେ | ଦେବଗଡ଼: ୪୯ ନମ୍ବର ଜାତୀୟ ରାଜପଥର ତିଲେଇବଣି ଛକରେ ଶଗଡ଼କୁ ପଛରୁ ପିଟିଲା ଟ୍ରକ୍, ଚାଷୀ ଦମ୍ପତିଙ୍କ ଘଟଣାସ୍ଥଳରେ ମୃତ୍ୟୁ | ପୁରୀ: ଏସ୍‌ପିଙ୍କ ନାଁରେ ଫେସ୍‌ବୁକ୍‌ ଆକାଉଣ୍ଟ୍ ଖୋଲି ଠକେଇ ଅଭିଯୋଗ। ହୋମଗାର୍ଡ ଚାକିରି କରାଇଦେବାକୁ କହି ଟଙ୍କା ମାଗୁଥିବା ଅଭିଯୋଗ। ସାଇବର ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ବାନ୍ଧିଲା ପୁଲିସ। |

କ୍ୟାପିଟାଲ ହସ୍ପିଟାଲ ଓ ଏମ୍ସରେ ଟେଣ୍ଟ୍‌ ନାଇଟ୍‌ ଆଶ୍ରୟସ୍ଥଳୀ

November 24, 2022, ଦେଶ ଦୁନିଆ, ,


କ୍ୟାପିଟାଲ ହସ୍ପିଟାଲ ଓ ଏମ୍ସରେ ଟେଣ୍ଟ୍‌ ନାଇଟ୍‌ ଆଶ୍ରୟସ୍ଥଳୀ
OdishaStateNews Bureau
November 24, 2022



ଫାଉଣ୍ଡେସନ ଓ ସ୍ୱୟମ୍ଭୁ ସୋସିଆଲ୍ ଫାଉଣ୍ଡେସନ୍‌ ପକ୍ଷରୁ କଟକ ଭୁବନେଶ୍ୱର କମିସନରେଟ୍ ପୁଲିସ୍‌ ସହଯୋଗରେ ଡିସେମ୍ବର ପହିଲାରୁ ‘ସୋ ଆମ ଆଇ ରେଣ୍ଡରିଂ ଆସିଷ୍ଟାନ୍ସ’ ସେବା ତଥା ଟେଣ୍ଟ୍‌ ନାଇଟ୍‌ ଆଶ୍ରୟସ୍ଥଳୀ କ୍ୟାପିଟାଲ ହସ୍ପିଟାଲ ଓ ଏମ୍ସ ପରିସରରେ ଆରମ୍ଭ ହେବ। ପ୍ରାଥମିକସ୍ତରରେ ପ୍ରାୟ ୨୦୦ ଲୋକଙ୍କୁ ଏହି ସେବା ଯୋଗାଇ ଦିଆଯିବ।କିନ୍ତୁ ସେମାନଙ୍କୁ ଓପିଡି ଟିକେଟ୍ ପାଇବାକୁ ପୂର୍ବ ରାତିରୁ ଧାଡ଼ିରେ ଛିଡ଼ା ହେବାକୁ ପଡ଼ୁଛି। ଖୋଲା ଆକାଶ ତଳେ ବୃଦ୍ଧ, ଶିଶୁ ରୋଗୀମାନେ ଅପେକ୍ଷା କରୁଛନ୍ତି। ଶୀତ ଓ ବର୍ଷା ଦିନର ମାସରେ ସେମାନଙ୍କର ସମସ୍ୟା ଆହୁରି ଜଟିଳ ହୋଇଯାଏ। ତେଣୁ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କ କଷ୍ଟକୁ ହୃଦୟଙ୍ଗମ କରି ପ୍ରାଥମିକ ପର୍ଯ୍ୟାୟରେ ୨୦୦ ଜଣଙ୍କ ପାଇଁ ଟେଣ୍ଟ୍‌ ନାଇଟ୍ ଆଶ୍ରୟସ୍ଥଳ କରିବାକୁ ଲକ୍ଷ୍ୟ ରଖାଯାଇଛି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଏହି ଗ୍ରାମରେ ନିର୍ବାଚନ ପ୍ରଚାର ମନା, ଭୋଟ୍‌ ନଦେଲେ ଜରିମାନା ଗୁଜରାଟର

ଏହି ଗ୍ରାମରେ ନିର୍ବାଚନ ପ୍ରଚାର ମନା, ଭୋଟ୍‌ ନଦେଲେ ଜରିମାନା ଗୁଜରାଟର
Read More...

ଶଗଡ଼ରେ ଯାଉଥିଲେ ଚାଷୀ ଦମ୍ପତି: ଚାପି ଦେଲା ଟ୍ରକ୍

ଶଗଡ଼ରେ ଯାଉଥିଲେ ଚାଷୀ ଦମ୍ପତି: ଚାପି ଦେଲା ଟ୍ରକ୍
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ଜିସାଟ୍‌-୧୧ର ସମସ୍ତ ପରୀକ୍ଷା ମେ ୧୭ ସୁଦ୍ଧା ଶେଷ ହେବ ବୋଲି ଇସ୍ରୋ ମୁଖ୍ୟଙ୍କ ସୂଚନା
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell