OdishaStatenews.com Today : 09-Dec-2022 22:06:42 PM
ଭୁବନେଶ୍ୱର: ୧୨ ଘଣ୍ଟା ଜେରା ପରେ ଇଡି କାର୍ଯ୍ୟାଳୟରୁ ବାହାରିଲେ ବିଧାୟକଙ୍କ ଭାଇ ଗଙ୍ଗାଧର ସାମଲ। କହିଲେ- ଜଗବନ୍ଧୁ ଏକ କାର କିଣିବା ପାଇଁ ବୁକ କରିଥିଲେ। | ଭୁବନେଶ୍ବର: ଅର୍ଚ୍ଚନା ନାଗ ମାମଲାରେ ଆଜି ପୁଣି ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି ବେହେରା | ବିଧାନସଭାରେ ଉଠିଲା ଅର୍ଚ୍ଚନା ନାଗ ପ୍ରସଙ୍ଗ। ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ କଲେ ବିଧାୟକ ନରସିଂହ ମିଶ୍ର। | କେନ୍ଦ୍ରାପଡ଼ା: ସଦର ଥାନା ବାଲିଆ ବଜାରରେ କାର୍ତ୍ତିକେଶ୍ୱର ଭସାଣରେ ବାଣ ଫୁଟି ୨୦ ଆହତ। ୪ ଜଣଙ୍କ ଅବସ୍ଥା ସଂକଟାପନ୍ନ ସୂଚନା। | ଇଡିରୁ ବାହାରିଲେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ଓ ଶ୍ରଦ୍ଧାଞ୍ଜଳି ବେହେରା। ୧୨ ଘଣ୍ଟାର ଜେରା ପରେ ଅକ୍ଷୟଙ୍କୁ ଛାଡ଼ିଲା ଇଡି। ଶ୍ରଦ୍ଧାଞ୍ଜଳିଙ୍କୁ ପଚାରିଲା ୧୪ ଘଣ୍ଟା। | ମୃତ୍ୟୁ ସମ୍ବାଦ ଖଣ୍ଡନ କଲେ ପରିବାର; ସ୍ବାସ୍ଥ୍ୟାବସ୍ଥା ଜଟିଳ ଥିବାରୁ ‘ଲାଇଫ୍ ସପୋର୍ଟ’ରେ ଅଛନ୍ତି ଅଭିନେତା ବିକ୍ରମ ଗୋଖ୍‌ଲେ | ଦେବଗଡ଼: ୪୯ ନମ୍ବର ଜାତୀୟ ରାଜପଥର ତିଲେଇବଣି ଛକରେ ଶଗଡ଼କୁ ପଛରୁ ପିଟିଲା ଟ୍ରକ୍, ଚାଷୀ ଦମ୍ପତିଙ୍କ ଘଟଣାସ୍ଥଳରେ ମୃତ୍ୟୁ | ପୁରୀ: ଏସ୍‌ପିଙ୍କ ନାଁରେ ଫେସ୍‌ବୁକ୍‌ ଆକାଉଣ୍ଟ୍ ଖୋଲି ଠକେଇ ଅଭିଯୋଗ। ହୋମଗାର୍ଡ ଚାକିରି କରାଇଦେବାକୁ କହି ଟଙ୍କା ମାଗୁଥିବା ଅଭିଯୋଗ। ସାଇବର ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ବାନ୍ଧିଲା ପୁଲିସ। |

୫୦୦ କିଲୋ ଗଞ୍ଜେଇ: ମୂଷା ଖାଇଗଲେ ଜବତ

November 24, 2022, ଦେଶ ଦୁନିଆ, ,


୫୦୦ କିଲୋ ଗଞ୍ଜେଇ:  ମୂଷା ଖାଇଗଲେ ଜବତ
OdishaStateNews Bureau
November 24, 2022



ଗୋଦାମ ଘରେ ଗଚ୍ଛିତ ରଖାଯାଇଥିବା ୫୦୦ କିଲୋରୁ ଅଧିକ ଗଞ୍ଜେଇକୁ ମୂଷାମାନେ ଖାଇ ଦେଇଥିବା କଥା ‘ନାକ୍ରୋଟିକ୍‌ ଡ୍ରଗ୍‌ସ୍‌ ଆଣ୍ଡ୍‌ ସାଇକ୍ରୋଟ୍ରପିକ୍‌ ସବ୍‌ଷ୍ଟାନ୍‌ସ୍‌’ର ସ୍ବତନ୍ତ୍ର ଅଦାଲତରେ ଦାଖଲ କରିଥିବା ମଥୁରା ପୁଲିସ ଉଲ୍ଲେଖ କରିଛି।‘ଏସ୍‌ଏସ୍‌ପି’ ଅଭିଷେକ ଯାଦବଙ୍କୁ ପ୍ରଥମେ ମୂଷା ଉତ୍ପାତ ଦମନ କରିବାକୁ କହିବା ସହିତ ୬୦ ଲକ୍ଷ ଟଙ୍କାର ୫୮୧ କିଲୋ ଗଞ୍ଜେଇକୁ ପ୍ରକୃତରେ ମୂଷା ଖାଇଥିବାର ପ୍ରମାଣ ଦେବାକୁ ଆଦେଶ ଦେଇଛନ୍ତି।୨୦୨୦ ମେ ମାସରେ ୩ଜଣ ବ୍ୟକ୍ତି ଗ‌ୋଟାଏ ଟ୍ରକ୍‌ରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବ‌େଳେ ମଥୁରାରେ ଗିରଫ ହୋଇଥିଲେ। ଟ୍ରକ୍‌ରେ ଥିବା ମାଣ୍ଡିଆ ବସ୍ତାରୁ ପୁଲିସ ୩୮୬ କିଲୋ ଗଞ୍ଜେଇ ଉଦ୍ଧାର କରାଯାଇଥିଲା।ପୁଲିସ କହିଥିଲା ଯେ, ମୁଦଦିଆ ପ୍ୟାକେଟ୍‌ରେ ଗୋଦାମ ଘରେ ରଖାଯାଇଥିବା ଗଞ୍ଜେଇକୁ ମୂଷା ‌ଖାଇ ଦେଇଛନ୍ତି। ଜବତ ‘ମାଲ୍‌’ ମୂଷା ଦାଉରୁ ରକ୍ଷା କରିବା ପାଇଁ ଥାନାରେ ନିରାପଦ ସ୍ଥାନ ନାହିଁ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବାପାକୁ ପିଟିପିଟି ମାରିଦେଲେ ପୁଅଝିଅ ଓ ସ୍ତ୍ରୀ

ବାପାକୁ ପିଟିପିଟି ମାରିଦେଲେ ପୁଅଝିଅ ଓ ସ୍ତ୍ରୀ
Read More...

ଦଶମନ୍ତପୁର ବ୍ଲକ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା

ଦଶମନ୍ତପୁର ବ୍ଲକ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ଶ୍ରୀମିକ ସଂଘ ତରଫରୁ ଲଷ୍ମୀପୂର ଶ୍ରମିକ ସଂଘ କାର୍ଯ୍ୟାଳୟ ଠାରେ ଶ୍ରମିକ ଦିବସ ପାଳନ କରାଗଲା
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell