OdishaStatenews.com Today : 09-Dec-2022 20:49:44 PM
ଭୁବନେଶ୍ୱର: ୧୨ ଘଣ୍ଟା ଜେରା ପରେ ଇଡି କାର୍ଯ୍ୟାଳୟରୁ ବାହାରିଲେ ବିଧାୟକଙ୍କ ଭାଇ ଗଙ୍ଗାଧର ସାମଲ। କହିଲେ- ଜଗବନ୍ଧୁ ଏକ କାର କିଣିବା ପାଇଁ ବୁକ କରିଥିଲେ। | ଭୁବନେଶ୍ବର: ଅର୍ଚ୍ଚନା ନାଗ ମାମଲାରେ ଆଜି ପୁଣି ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି ବେହେରା | ବିଧାନସଭାରେ ଉଠିଲା ଅର୍ଚ୍ଚନା ନାଗ ପ୍ରସଙ୍ଗ। ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ କଲେ ବିଧାୟକ ନରସିଂହ ମିଶ୍ର। | କେନ୍ଦ୍ରାପଡ଼ା: ସଦର ଥାନା ବାଲିଆ ବଜାରରେ କାର୍ତ୍ତିକେଶ୍ୱର ଭସାଣରେ ବାଣ ଫୁଟି ୨୦ ଆହତ। ୪ ଜଣଙ୍କ ଅବସ୍ଥା ସଂକଟାପନ୍ନ ସୂଚନା। | ଇଡିରୁ ବାହାରିଲେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ଓ ଶ୍ରଦ୍ଧାଞ୍ଜଳି ବେହେରା। ୧୨ ଘଣ୍ଟାର ଜେରା ପରେ ଅକ୍ଷୟଙ୍କୁ ଛାଡ଼ିଲା ଇଡି। ଶ୍ରଦ୍ଧାଞ୍ଜଳିଙ୍କୁ ପଚାରିଲା ୧୪ ଘଣ୍ଟା। | ମୃତ୍ୟୁ ସମ୍ବାଦ ଖଣ୍ଡନ କଲେ ପରିବାର; ସ୍ବାସ୍ଥ୍ୟାବସ୍ଥା ଜଟିଳ ଥିବାରୁ ‘ଲାଇଫ୍ ସପୋର୍ଟ’ରେ ଅଛନ୍ତି ଅଭିନେତା ବିକ୍ରମ ଗୋଖ୍‌ଲେ | ଦେବଗଡ଼: ୪୯ ନମ୍ବର ଜାତୀୟ ରାଜପଥର ତିଲେଇବଣି ଛକରେ ଶଗଡ଼କୁ ପଛରୁ ପିଟିଲା ଟ୍ରକ୍, ଚାଷୀ ଦମ୍ପତିଙ୍କ ଘଟଣାସ୍ଥଳରେ ମୃତ୍ୟୁ | ପୁରୀ: ଏସ୍‌ପିଙ୍କ ନାଁରେ ଫେସ୍‌ବୁକ୍‌ ଆକାଉଣ୍ଟ୍ ଖୋଲି ଠକେଇ ଅଭିଯୋଗ। ହୋମଗାର୍ଡ ଚାକିରି କରାଇଦେବାକୁ କହି ଟଙ୍କା ମାଗୁଥିବା ଅଭିଯୋଗ। ସାଇବର ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ବାନ୍ଧିଲା ପୁଲିସ। |

ଲକ୍ଷ୍ମୀପୁର ରେ ସତ୍ୟସାଇ ବାବା ଙ୍କର ୯୭ତମ ଜନ୍ମଜୟନ୍ତୀ ପାଳିତ ।

November 24, 2022, ଓଡ଼ିଶା, କୋରାପୁଟ,


ଲକ୍ଷ୍ମୀପୁର ରେ ସତ୍ୟସାଇ ବାବା ଙ୍କର ୯୭ତମ ଜନ୍ମଜୟନ୍ତୀ ପାଳିତ ।
Parameswar Sahu
[ Block Reporter Laxmipur Koraput ]
OdishaStateNews Bureau
November 24, 2022



ଲକ୍ଷ୍ମୀପୁର ୨୩.୧୧ ......ଲକ୍ଷ୍ମୀପୁର ପୁରୁଣା ମେଡିକାଲ୍ ପରିସର ରେ ଥିବା ସତ୍ୟସାଇ ବାବାଙ୍କ ମନ୍ଦିର ପ୍ରାଙ୍ଗଣ ରେ ସତ୍ୟସାଇ ବାବାଙ୍କ ର ୯୭ତମ ଜନ୍ମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି।ସକାଳୁ ସକାଳୁ ସୁପ୍ରଭାତମ୍, ନଗରକିର୍ତନ ,ସାଇଗାୟତ୍ରୀ ଅଷ୍ଟୋତରି ,ବେଦପାଠ,ଅଭିଷେକ ଓ ସ୍ବାସ୍ଥ୍ୟସେବା ଭଳି ରିତିନିତି କରାଯିବା ପରେ ମଧ୍ୟାହ୍ନ ରେ ନାରାୟଣସେବା ସହ ୩୨ ଜଣ ଙ୍କର ଚକ୍ଷୁ ପରୀକ୍ଷା କରାଯାଇ ଚସମା ପ୍ରଦାନ କରାଯାଇଥିବା ବେଳେ କିଛି ଲୋକଙ୍କୁ ମାଗଣା ରେ ଅସ୍ତ୍ରପ୍ରଚାର କରିବା ସକାଶେ ସାଇସମିତି ହାତକୁ ନେଇଛି। ସଂଧ୍ୟାରେ ୯୭ ଟି ଦ୍ବିପ ଦାନ ସହ ସଂଧ୍ୟା ଆଳତି ଭଜନ କିର୍ତନ କରାଯାଇ କେକ୍ କଟାଯାଇ ବାବାଙ୍କର ଜନ୍ମଦିନ ପାଳନ କରାଯାଇଥିଲ। ସେବା ସମିତି ତରଫରୁ ବାଲ୍ ବିକାଶ ଶିଶୁ ମାନଙ୍କୁ ଶିକ୍ଷା ଉପକରଣ ପ୍ରଦାନ କରାଯାଇ


ସତ୍ୟସାଇ ବାବାଙ୍କ ଭାବଧାରା ଉପରେ ସଦାଲୋଚନା କରାଯିବା ପରେ ପ୍ରସାଦ ସେବନ କରାଯାଇଥିଲା।


ସତ୍ୟସାଇ ସେବା ଭଜନମଣ୍ଡଳି ଲକ୍ଷ୍ମୀପୁର ର ଶିବଶଙ୍କର ସାମଲ ନାରାୟଣ ମାଝି , ଭି ନାଗାରାଜୁ,ମାଧବ କର୍କରା ,ହରେକୃଷ୍ନ ସାହୁ,ହୃଶିକେଷ ସାହୁ,ଦେବେନ୍ଦ୍ର ନାଥ ସାହୁ,ସୁକାନ୍ତି ସାହୁ,ଏନଭି ସାଇ ସାଇ ଗୋପାଲ୍,ଏକଲବ୍ୟ ଚୌଧୁରି,ପ୍ରଫୁଲ ବେହେରା,ବିଶ୍ବନାଥ ପରିଡା ,ସପନ ଦିକ୍ଷିତ ସୁନିଲ ସାଗର ଶତପଥି ,କଳ୍ପନା ପ୍ରଧାନ ପ୍ରମୁଖ ଙ୍କ ସହଯୋଗରେ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା।


ପ୍ରକାଶ ଥାଉକି ଲକ୍ଷ୍ମୀପୁର ଡାକ୍ତରଖାନା ର ଡାକ୍ତର ଦେବେଶ ଚନ୍ଦ୍ର ବେହେରା ଙ୍କ ପ୍ରଚେଷ୍ଟାରେ ଅନୁଷ୍ଟିତ ହୋଇଥିବା ଏହି ସାଇ ମନ୍ଦିର ରେ ଆଜି ସମ୍ପୁର୍ଣ ରୁପେ ଏକ ଆଧ୍ୟାତ୍ମିକ ପରିବେଷ ସୃଷ୍ଟିହୋଇଥିଲା।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦଶମନ୍ତପୁର ବ୍ଲକ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା

ଦଶମନ୍ତପୁର ବ୍ଲକ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା
Read More...

କୋଟେଲିଗୁଡା ଗ୍ରାମରେ ରାସ୍ତା ନିର୍ମାଣ ପ୍ରହସନ , (ଉନ୍ନତି କରଣ ନାମରେ ଠିକାଦାର ସନ୍ତୁଷ୍ଟିକରଣ ଅଭିଯୋଗ)

କୋଟେଲିଗୁଡା ଗ୍ରାମରେ ରାସ୍ତା ନିର୍ମାଣ ପ୍ରହସନ , (ଉନ୍ନତି କରଣ ନାମରେ ଠିକାଦାର ସନ୍ତୁଷ୍ଟିକରଣ ଅଭିଯୋଗ)
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ବୁରାଡ଼ି ମୃତ୍ୟୁର ରହସ୍ୟ ଏବେବି ଅସ୍ପଷ୍ଠ
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell