OdishaStatenews.com Today : 09-Dec-2022 21:53:05 PM
ଭୁବନେଶ୍ୱର: ୧୨ ଘଣ୍ଟା ଜେରା ପରେ ଇଡି କାର୍ଯ୍ୟାଳୟରୁ ବାହାରିଲେ ବିଧାୟକଙ୍କ ଭାଇ ଗଙ୍ଗାଧର ସାମଲ। କହିଲେ- ଜଗବନ୍ଧୁ ଏକ କାର କିଣିବା ପାଇଁ ବୁକ କରିଥିଲେ। | ଭୁବନେଶ୍ବର: ଅର୍ଚ୍ଚନା ନାଗ ମାମଲାରେ ଆଜି ପୁଣି ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି ବେହେରା | ବିଧାନସଭାରେ ଉଠିଲା ଅର୍ଚ୍ଚନା ନାଗ ପ୍ରସଙ୍ଗ। ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ କଲେ ବିଧାୟକ ନରସିଂହ ମିଶ୍ର। | କେନ୍ଦ୍ରାପଡ଼ା: ସଦର ଥାନା ବାଲିଆ ବଜାରରେ କାର୍ତ୍ତିକେଶ୍ୱର ଭସାଣରେ ବାଣ ଫୁଟି ୨୦ ଆହତ। ୪ ଜଣଙ୍କ ଅବସ୍ଥା ସଂକଟାପନ୍ନ ସୂଚନା। | ଇଡିରୁ ବାହାରିଲେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ଓ ଶ୍ରଦ୍ଧାଞ୍ଜଳି ବେହେରା। ୧୨ ଘଣ୍ଟାର ଜେରା ପରେ ଅକ୍ଷୟଙ୍କୁ ଛାଡ଼ିଲା ଇଡି। ଶ୍ରଦ୍ଧାଞ୍ଜଳିଙ୍କୁ ପଚାରିଲା ୧୪ ଘଣ୍ଟା। | ମୃତ୍ୟୁ ସମ୍ବାଦ ଖଣ୍ଡନ କଲେ ପରିବାର; ସ୍ବାସ୍ଥ୍ୟାବସ୍ଥା ଜଟିଳ ଥିବାରୁ ‘ଲାଇଫ୍ ସପୋର୍ଟ’ରେ ଅଛନ୍ତି ଅଭିନେତା ବିକ୍ରମ ଗୋଖ୍‌ଲେ | ଦେବଗଡ଼: ୪୯ ନମ୍ବର ଜାତୀୟ ରାଜପଥର ତିଲେଇବଣି ଛକରେ ଶଗଡ଼କୁ ପଛରୁ ପିଟିଲା ଟ୍ରକ୍, ଚାଷୀ ଦମ୍ପତିଙ୍କ ଘଟଣାସ୍ଥଳରେ ମୃତ୍ୟୁ | ପୁରୀ: ଏସ୍‌ପିଙ୍କ ନାଁରେ ଫେସ୍‌ବୁକ୍‌ ଆକାଉଣ୍ଟ୍ ଖୋଲି ଠକେଇ ଅଭିଯୋଗ। ହୋମଗାର୍ଡ ଚାକିରି କରାଇଦେବାକୁ କହି ଟଙ୍କା ମାଗୁଥିବା ଅଭିଯୋଗ। ସାଇବର ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ବାନ୍ଧିଲା ପୁଲିସ। |

ଅଧ୍ଯାପକଙ୍କୁ ବିଦାୟା କାଳୀନ ସମ୍ବର୍ଦ୍ଧିନା

November 23, 2022, ଓଡ଼ିଶା, ମାଲକାନଗିରି,


ଅଧ୍ଯାପକଙ୍କୁ ବିଦାୟା କାଳୀନ ସମ୍ବର୍ଦ୍ଧିନା
KESHAB CHANDRA NAYAK
[ CITY REPORTER MALKANGIRI ]
OdishaStateNews Bureau
November 23, 2022



ମାଲକାନଗିରି। ତା:୨୨/୧୧


ମାଲକାନଗିରି ମହାବିଦ୍ୟାଳୟ ର ରାଜନୀତି ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ଅରୁଣ କୁମାର ପାଣ୍ଡେରାଙ୍ଗୀଙ୍କୁ ଆଜି ଅପରାହ୍ନରେ ଅଧ୍ଯାପକଙ୍କ ପ୍ରକୋଷ୍ଠରେ ବିଦାୟା କାଳିନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଛି।ତାଙ୍କର ଦୁଇ ଦିନ ତଳେ ରାୟଗଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ କୁ ବଦଳି ହୋଇଥିଲା।ସେ ମାଲକାନଗିରି ମହାବିଦ୍ୟାଳୟ ରେ ଦୀର୍ଘ ୬ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି କାର୍ଯ୍ୟ କରି ଛାତ୍ରଛାତ୍ରୀ ,ଅଭିଭାବକ, ଏବଂ ଅଭିଭାବକ ମହଲରେ ଜଣେ ଉତ୍ତମ ଅଧ୍ୟାପକ ଭାବେ ସୁନାମ ଅର୍ଜନ କରିଥିଲେ।ତାଙ୍କର ବଦଳି ଖବର ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକା ବନ୍ଧୁମାନଙ୍କୁ ଦୁଃଖିତ କରିଥିଲା।ଅରୁଣ କୁମାର ପାଣ୍ଡେରାଙ୍ଗୀଙ୍କୁ ଆଜି ୨୨ ତାରିଖରେ ସରକାରଙ୍କ ନିର୍ଦ୍ଦେଶ କ୍ରମେ ମୁକ୍ତ କରାଯାଇଛି।ତାଙ୍କ ପାଇଁ ଆୟୋଜିନ ବିଦାୟା କାଳୀନ ସମ୍ବର୍ଦ୍ଧିନା ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ଷଡ଼ଙ୍ଗୀ ସଭାପତିତ୍ୱ କରିଥିବା ବେଳେ ଅଧ୍ୟାପକ ଡ଼ଃ ରଞ୍ଜନ ସ୍ୱାଇଁ ମଞ୍ଚ ପରିଚାଳନା କରିଥିଲେ।ଏହି ସଭାରେ ଅଧ୍ୟାପକ ଜିମୁତ ନାୟକ,ଗୌତମ ନାୟକ ,ପ୍ରମିୟ କୁମାର ମହାନ୍ତି, ଉମେଶ ଚନ୍ଦ୍ର ରାଉତ, ଡ଼ଃ ଗୋକୁଳାନନ୍ଦ ପାତ୍ର, ସୁଶାନ୍ତ ମାଝୀ, ଟୁକୁନା ପ୍ରସାଦ ବଡୁ ଏବଂ ଅଧ୍ଯାପିକା ନମିତା ଦଣ୍ଡସେନା ଲିପିଶା ରାଣୀ ନାୟକ,ପ୍ରେମ ରେଖା ଭତ୍ରା ,ସୀତାଂଶୁ ମାଳିନୀ ପରିଡ଼ା, ବରିଷ୍ଠ କିରାଣୀ ଭାଗବତୀ ସ୍ୱାଇଁ, କନିଷ୍ଠ କିରାଣୀ ମନୋରଂଜନ ପରିଡ଼ା, ଚନ୍ଦ୍ର ଚକୋର ଖିଲ,ସୁଜିତ ପାଣିଗ୍ରାହୀ, ସୁନୀଲ ସୋରନ ,ଅର୍ଜନ ବଟା, ପୁଷ୍ପାଞ୍ଜଳି ଠାକୁର ଙ୍କ ସମେତ ମହାବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀ ଉପସ୍ଥିତ ରହି ଅରୁଣ କୁମାର ପାଣ୍ଡାରାଙ୍ଗୀଙ୍କର ସହିତ ବିତାଇଥିବା ସମୟ ସମ୍ପର୍କରେ ନିଜର ବକ୍ତବ୍ୟ ରଖିଥିଲେ। ଅରୁଣ କୁମାର ପାଣ୍ଡାରାଙ୍ଗୀ ମାଲକାନଗିରି ରେ ରହିଣୀ କାଳ ମଧ୍ୟରେ ନିଜର ଅନୁଭୂତି ବଖାଣିବା ଥିଲେ । ମାଲକାନଗିରି ମହାବିଦ୍ୟାଳୟ ରେ ଅର୍ଜନ କରିଥିବା ନିଜର ଅଭିଜ୍ଞତାକୁ ସେ ତାଙ୍କର ପରବର୍ତ୍ତୀ ଚାକିରି ଜୀବନରେ ଲଗାଇବାକୁ ସେ ପ୍ରତିଜ୍ଞା ବଦ୍ଧ ବୋଲି କହିଥିଲେ। ସଭା ଶେଷରେ ତାଙ୍କୁ ସମସ୍ତ ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀ ମାନେ ଉତ୍ତରୀୟା ,ପୁଷ୍ପଗୁଚ୍ଛା ଦେଇ ସମ୍ବର୍ଦ୍ଧିତ କରିବା ସହ ତାଙ୍କର ପରବର୍ତ୍ତୀ ଜୀବନ ମଙ୍ଗଳମୟ ହେଉ ବୋଲି ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଥିଲେ।


(ରିପୋର୍ଟ ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ ମାଲକାନଗିରି)




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
୨୫ କୋଟି ଟଙ୍କା ର ୬ଟି ପ୍ରକଳ୍ପ ଉଦଘାଟନ କଲେ ମୁଖ୍ଯ ମନ୍ତ୍ରୀ

୨୫ କୋଟି ଟଙ୍କା ର ୬ଟି ପ୍ରକଳ୍ପ ଉଦଘାଟନ କଲେ ମୁଖ୍ଯ ମନ୍ତ୍ରୀ
Read More...

ଲକ୍ଷ୍ମଣ ନାୟକ ଙ୍କ ଜିଲ୍ଲା ସ୍ତରୀୟ ଜୟନ୍ତୀ ପାଳିତ

ଲକ୍ଷ୍ମଣ ନାୟକ ଙ୍କ ଜିଲ୍ଲା ସ୍ତରୀୟ ଜୟନ୍ତୀ ପାଳିତ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ପରମାଣୁ ପରୀକ୍ଷଣ ବନ୍ଦ କରିବ ଉତ୍ତର କୋରିଆ
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell