OdishaStatenews.com Today : 20-May-2022 19:03:31 PM
୨୪ ଘଣ୍ଟାରେ ଦେଶରେ ୨,୨୫୯ଜଣ କୋଭିଡ୍-୧୯ ଆକ୍ରାନ୍ତ; ୨୦ଜଣ ମୃତ |

ରାଜ୍ୟ ସରକାର ମେଡିକାଲ୍ କଲେଜ୍ କୁ ଚଳାଇବା ପାଇଁ ଲିଖିତ ପ୍ରତିଶୃତି ଦେବାରୁ ୧୩ରେ ତାଳଚେର ବନ୍ଦକୁ ସ୍ଥଗିତ

May 14, 2022, ଓଡ଼ିଶା, ଅନୁଗୁଳ,


ରାଜ୍ୟ ସରକାର ମେଡିକାଲ୍ କଲେଜ୍ କୁ ଚଳାଇବା ପାଇଁ ଲିଖିତ ପ୍ରତିଶୃତି ଦେବାରୁ ୧୩ରେ ତାଳଚେର ବନ୍ଦକୁ ସ୍ଥଗିତ
Pratap Ku sahu
[ BLOCK REPOTER TALCHER ANUGUL ]
OdishaStateNews Bureau
May 14, 2022



ରାଜ୍ୟ ସରକାର ତାଳଚେର ମେଡିକାଲ୍ କଲେଜ୍‌କୁ ଚଳାଇବା ପାଇଁ ଲିଖିତ ପ୍ରତିଶୃତି ଦେବା ପରେ ୧୩ ରିଖରେ ତାଳଚେର ବନ୍ଦକୁ କ୍ରିୟାନୁଷ୍ଠାନ କମିଟି ସ୍ଥଗିତ ରଖଛି । ଆସନ୍ତା ମେ ମାସ ଶେଷ ସୁଦ୍ଧା ଯଦି ରାଜ୍ୟ ସରକାର ଏ ସମ୍ମନ୍ଧରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ନକରନ୍ତି ତେବେ କ୍ରିୟାନୁଷ୍ଠାନ କମିଟିର ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଜୁନ୍ ପହିଲାରୁ ୭୨ ଘଂଟିଆ ଅର୍ଥନୈତିକ ଅବରୋଧ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କ୍ରିୟାନୁଷ୍ଠାନ କମିଟିର ଏକ ପ୍ରତିନିଧି ମଣ୍ଡଳୀ ଆବାହକ ପଦ୍ମଚରଣ ସାମଲ, ପୂର୍ବତନ ନଗରପାଳ କେଶବ ଭୂତିଆ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦିଗାମ୍ବର ଗଡନାୟକ, ମାନସ ଆଚାର୍ଯ୍ୟ, ସରପଂଚ ଗୀତିଶ ପ୍ରଧାନ, ସୁନିଲ ବିଶ୍ୱାଳ, ମନୋଜ ପ୍ରଧାନ, ଦୟାସାଗର ମିଶ୍ର, ସ୍ୱାଧୀନ ଥମ୍ବ, ରଙ୍ଗାଧର ନାହାକ, ବିରଂଚି ସାହୁ, ବିଭୁତି ଭୂଷଣ ସାହୁ, ରଂଜିତ୍ ମହାପାତ୍ର, ଦେବାଶିଷ ପରିଡା, ପ୍ରହ୍ଲାଦ ସାହୁ, ବିଜୟ ବିଶ୍ୱାଳ, ଚୈତନ୍ୟ ପ୍ରଧାନ, ଭଗବାନ ପ୍ରଧାନ, ଜିତେନ୍ଦ୍ର ଦାସ, ଅଭୟକୁମାର ପାଣି, ସୁକାନ୍ତ ଦାସ, ପ୍ରକାଶ ମହାରଣା, କୈଳାସ ଚନ୍ଦ୍ର ସାହୁ, ଜତିନ ମହାନ୍ତି, ବିନୋଦ ଲାଲ୍‌, ମହମଦ୍ ଜାବିର, ଭୂପେନ୍ ଥମ୍ବ, ସରୋଜ ଧର ଏକ ସ୍ମାରକପତ୍ର ତାଳଚେର ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଏସ୍ ଏସ୍ ହସପିଟାଲରେ ଅଭାବନୀୟ ଘଟଣା

ଏସ୍ ଏସ୍ ହସପିଟାଲରେ ଅଭାବନୀୟ ଘଟଣା
Read More...

ଡାବୁଗାଁ ଶ୍ମଶାନ ର ଉନ୍ନତି କାରଣ ପାଇଁ  ଅଙ୍ଗିନଦୀ ତଟରେ ଶିଳାନ୍ୟାସ କରି ଭୂମି ପୂଜନ କଲେ ବିଧାୟକ

ଡାବୁଗାଁ ଶ୍ମଶାନ ର ଉନ୍ନତି କାରଣ ପାଇଁ ଅଙ୍ଗିନଦୀ ତଟରେ ଶିଳାନ୍ୟାସ କରି ଭୂମି ପୂଜନ କଲେ ବିଧାୟକ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଅନ୍ତରବା ସ୍ଵାସ୍ଥ୍ୟ କେନ୍ଦ୍ରରୁ ଦୁଇଜଣଦୁର୍ନୀତିଗ୍ରସ୍ତ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ବଦଳି ପାଇଁ ଦାବି କରି ଗ୍ରାମବାସୀ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପଠାଇଲେ
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell