ନବରଙ୍ଗପୁର:-ଡାବୁଗାଁ ଶ୍ମଶାନ ର ଉନ୍ନତି କାରଣ ପାଇଁ ଅଙ୍ଗିନଦୀ ତଟରେ ଶିଳାନ୍ୟାସ କରି ଭୂମି ପୂଜନ କଲେ ବିଧାୟକ ଶ୍ରୀ ମନହର ରନ୍ଧାରୀ ।ଆଜିର ଏହି କର୍ଯ୍ୟକ୍ରମ ସମୟରେ ଉପସ୍ଥିତ ଥିଲେ ଜିଲ୍ଲାପରିଷଦ ଅଦକ୍ଷ ମତିରାମ ନାୟକ, ବ୍ଲକ ଅଧକ୍ଷା ବୀଣା ମାଝୀ, ଜିଲା ପରିଷଡ଼ ଗୁପ୍ତ ବିଷୟି, ଡାବୁଗାଁ ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର,ବ୍ଲକ ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ଡାବୁଗାଁ ସରପଞ୍ଚ , ଡଙ୍ଗରିଗୁଡ଼ା ସରପଞ୍ଚ,ସାଂସଦ ପ୍ରତିନିଧି ଏମ ଆପା ରାଓ, ବିଧାୟକ ପ୍ରତିନିଧ୍ଯ ଏମ ବୁଲୁ ରାଓ ,ମଳୟ ବିଶୟୀ,କୈଳାସ ବିଶୟୀ ,ବୁଢା ମିଶ୍ର, ପ୍ରକାଶ ରାଓ,ଏବଂ ପ୍ରଶାସନିକ ଅଧିକାରୀ ଡାବୁଗାଁ ବ୍ଲକ ବିଡ଼ିଓ ଶରତ ମାଝୀ ତତସଙ୍ଗେ ସଙ୍ଗେ ବିଭିନ୍ନ ରାଜନୈତିକ ଦଳର କାର୍ଯ୍ୟ କର୍ତ୍ତା ମାନେ ଏବଂ ଗ୍ରାମବାସୀ ଉପସ୍ଥିତ ଥିଲେ
ରାଜ୍ୟ ସରକାର ମେଡିକାଲ୍ କଲେଜ୍ କୁ ଚଳାଇବା ପାଇଁ ଲିଖିତ ପ୍ରତିଶୃତି ଦେବାରୁ ୧୩ରେ ତାଳଚେର ବନ୍ଦକୁ ସ୍ଥଗିତ
Read More...
ଜଙ୍ଗଲ ଜମି ପଟା ପାଇଁ କେଗାଁ ରେଞ୍ଜରଙ୍କ ଦ୍ୱାରସ୍ତ।
Read More...