ଗୋଳାମୁଣ୍ଡା/ଓଡ଼ିଶା ଷ୍ଟେଟ ନିଉଜ୍/ଦୀର୍ଘ ଦିନ ଧରି ଜଙ୍ଗଲ ଜମି ଉପରେ ନିର୍ଭର କରୁଥିବା ଆଦିବାସୀ ସମ୍ପ୍ରଦାୟର ଲୋକମାନେ ପଟା ନ ପାଇବାରୁ କେଗାଁ ରେଞ୍ଜରଙ୍କ ଦ୍ୱାରସ୍ଥ ହୋଇଛନ୍ତି, ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲାଗୋଳାମୁଣ୍ଡା ବ୍ଲକ ସ୍ଥିତ ନକଟିକାନି ଗ୍ରାମରଅଧିକାଂଶ ହରିଜନ ଓ ପଛୁଆ ବର୍ଗର ଲୋକେ କେଗାଁ ରେଞ୍ଜର କେଶବ ମାଝୀଙ୍କୁ ଭେଟି ଦରଖାସ୍ତ ପ୍ରଦାନ କରିଥିଲେ, ଏହା ପୂର୍ବରୁ ନକଟିକାନିପୂର୍ବତନସରପଞ୍ଚ ଯତୀନ୍ଦ୍ର ସେନାପତିଙ୍କ ଦ୍ଵାରା ମାନ୍ୟବର ମନ୍ତ୍ରୀ ଦିବ୍ୟ ଶଙ୍କରମିଶ୍ର, କଳାହାଣ୍ଡି ଜିଲ୍ଲା ପାଳ, କାଲହାଣ୍ଡି ଜିଲ୍ଲା ବନବିଭାଗ, ଉପଜିଲ୍ଲାପାଳ ଧର୍ମଗଡ଼ଙ୍କ ସହାୟତାରେ କେତେକ ବ୍ୟକ୍ତି ସ୍ଥାୟୀ ପଟା ପାଇ ଥିବା ବେଳେ ପୁଣି ଆହୁରି୧୨୦ରୁ ଉର୍ଦ୍ଧ୍ବ ଲୋକେ ପଟା ପାଇନଥିବାରୁ ବାରୁ ଶୁକ୍ରବାର ଦିନ ଅଧିକାଂଶ ବ୍ୟକ୍ତି ଆସି ସ୍ଥାୟୀ ପଟା ପାଇବା ଆଶାରେ ସାକ୍ଷାତ କରିଥିଲେ,ରେଞ୍ଜର କହିଛନ୍ତି ଯେ ଆପ୍ସ ଖୋଲିଲେ ବକେୟା ଥିବା ଲୋକଙ୍କୁ ଯଥା ଶୀଘ୍ର ତାଙ୍କର ଜମିର ଜିପିଏସ ରିଡିଙ୍ଗ କରି ସ୍ଥାୟୀ ପଟା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି,ବାକି ରହିଲା ଆପ୍ସ ଖୋଲିଲେ କେବେ ପଟା ପ୍ରଦାନ କରିବେ ଅପେକ୍ଷା ରେ ,ଏହି କ୍ଷେତ୍ରରେ ପୂର୍ଵତନ ସରପଞ୍ଚ ଯତୀନ୍ଦ୍ର ସେନାପତି ପୁଣି ଆସି ସହଯୋଗ କରି ଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି, ପୂର୍ଣ୍ଣଚନ୍ଦ୍ର ସାଗର, ଅଲେଖ ତାଣ୍ଡି, ଅଜିତ ସେନାପତି,
ଜଳମ ମାଝୀ, ଗୋପାଳସେନାପତି ପ୍ରମୁଖ ଉପସ୍ଥିତ
ଡାବୁଗାଁ ଶ୍ମଶାନ ର ଉନ୍ନତି କାରଣ ପାଇଁ ଅଙ୍ଗିନଦୀ ତଟରେ ଶିଳାନ୍ୟାସ କରି ଭୂମି ପୂଜନ କଲେ ବିଧାୟକ
Read More...
କୋଟପାଡ କୋର୍ଟ ତରଫରୁ ଆଇ ଟି ଆଇ ଠାରେ ବର୍ଜ୍ୟବସ୍ତୁ ପରିଚାଳନା ସମ୍ବନ୍ଧରେ ଆଇନ୍ ସଚେତନତା ଶିବିର ଅନୁଷ୍ଠିତ
Read More...