OdishaStatenews.com Today : 20-May-2022 20:07:24 PM
୨୪ ଘଣ୍ଟାରେ ଦେଶରେ ୨,୨୫୯ଜଣ କୋଭିଡ୍-୧୯ ଆକ୍ରାନ୍ତ; ୨୦ଜଣ ମୃତ |

କୋଟପାଡ କୋର୍ଟ ତରଫରୁ ଆଇ ଟି ଆଇ ଠାରେ ବର୍ଜ୍ୟବସ୍ତୁ ପରିଚାଳନା ସମ୍ବନ୍ଧରେ ଆଇନ୍ ସଚେତନତା ଶିବିର ଅନୁଷ୍ଠିତ

May 14, 2022, ଓଡ଼ିଶା, କୋରାପୁଟ,


କୋଟପାଡ କୋର୍ଟ ତରଫରୁ ଆଇ ଟି ଆଇ ଠାରେ ବର୍ଜ୍ୟବସ୍ତୁ ପରିଚାଳନା ସମ୍ବନ୍ଧରେ ଆଇନ୍ ସଚେତନତା ଶିବିର ଅନୁଷ୍ଠିତ
BIDYUTLATA BAKSHI
[ BLOCK REPORTER KOTPAD KORAPUT KORAPUT ]
OdishaStateNews Bureau
May 14, 2022




ଆଜି କୋଟପାଡ଼ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ତଥା ଆଇନ୍ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ଶ୍ରୀ ରୋହିତ ରଞ୍ଜନ ମିଶ୍ରଙ୍କ ଅଧ୍ୟକ୍ଷତାରେ କୋଟପାଡ଼ ଆଇ ଟି ଆଇ କଲେଜ ଠାରେ ବର୍ଜ୍ୟବସ୍ତୁ ପରିଚାଳନା ସମ୍ବନ୍ଧରେ ଆଇନ୍ ସଚେତନତା ଶିବିର ଅନଷ୍ଠିତ ହୋଇଯାଇଛି।ଏହି ଶିବିରରେ ସଲିଡ୍ଡ ୱେଷ୍ଟ ମେନେଜମେନ୍ତ୍ ଉପରେ ବିଚାରପତି ମହୋଦୟ ବୁଝେଇଥିଲେ।ଆଜିର ଏହି ଶିବିରରେ ଓକିଲ ସଂଘର ସଭାପତି ମଣି ପ୍ରସାଦ ପଟ୍ଟନାୟକ ,ବରିଷ୍ଠ ଆଇନଜୀବି ପଙ୍କଜ କୁମାର ପାତ୍ର,ରାଜେନ୍ଦ୍ର ପ୍ରସାଦ ନାୟକ,କିଶୋର ମିଶ୍ର,ସମ୍ପାଦକ ଶଙ୍କର ପଣ୍ଡା,ଲିଙ୍ଗରାଜ ନାୟକ,ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦାଶରଥି ସରାବୁ,କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଜେନ୍ଦ୍ର ଖାେରା ତଥା ଅନ୍ୟାନ୍ୟ ଓକିଲ ବୃନ୍ଦ ଏବଂ କୋର୍ଟ ର କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜଙ୍ଗଲ ଜମି ପଟା ପାଇଁ କେଗାଁ ରେଞ୍ଜରଙ୍କ ଦ୍ୱାରସ୍ତ।

ଜଙ୍ଗଲ ଜମି ପଟା ପାଇଁ କେଗାଁ ରେଞ୍ଜରଙ୍କ ଦ୍ୱାରସ୍ତ।
Read More...

ନାଲକୋ ପକ୍ଷରୁ କୋରାପୁଟ ପୋଲିସକୁ ଦୁଇଟି ପିସିଆର ଭ୍ୟାନ ପ୍ରଦାନ

ନାଲକୋ ପକ୍ଷରୁ କୋରାପୁଟ ପୋଲିସକୁ ଦୁଇଟି ପିସିଆର ଭ୍ୟାନ ପ୍ରଦାନ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ଆଜିଠୁ ୧୦ ଦଳୀୟ ଆଇପିଏଲ୍‌
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell