OdishaStatenews.com Today : 20-May-2022 19:44:14 PM
୨୪ ଘଣ୍ଟାରେ ଦେଶରେ ୨,୨୫୯ଜଣ କୋଭିଡ୍-୧୯ ଆକ୍ରାନ୍ତ; ୨୦ଜଣ ମୃତ |

ଖଡିମାଟି ଖନନ କୁ ନେଇ ପୁଣି ହାଟଶୁକୁ ଓ ପରଜା ଖୁଡୁବୁ ରେ ଉତେଜନା ।

May 14, 2022, ଓଡ଼ିଶା, କୋରାପୁଟ,


ଖଡିମାଟି ଖନନ କୁ ନେଇ ପୁଣି ହାଟଶୁକୁ ଓ ପରଜା ଖୁଡୁବୁ ରେ ଉତେଜନା ।
RAJENDRA DHADKA
[ CITY REPORTER SEMILIGUDA,KORAPUT ]
OdishaStateNews Bureau
May 14, 2022

.ଖଣି ଖନନ କରିବାକୁ ଯାଇଥିବା ଜେସିପି ସହ ୨ଟି ଗାଡିକୁ ଅଟକାଇଛନ୍ତି ଗ୍ରାମବାସୀ। ପୋଲିସକୁ ଆକ୍ରମଣ ଅଭିଯୋଗରେ ନନ୍ଦପୁର ପୋଲିସ ଦ୍ବାରା ଗିରଫ ୫ ଜଣକୁ ଖଲାସ କରାନଗଲେ ଅଟକ ଗାଡିକୁ ଛଡା ଯିବନାହିଁ ବୋଲି କହିଛନ୍ତି ।ନନ୍ଦପୁର ରେ ପୋଲିସ ଫୋର୍ସ ମୂତୟନ ହୋଇଛନ୍ତି।


ସ୍ଥାନୀୟ ମଧ୍ୟସ୍ଥିଙ୍କ ଜରିଆରେ ନ ନ୍ଦପୁର ପୋଲିସ


ଚୁନ ମାଟି ଖନନ କରିବାକୁ ଯାଇଥିବା କର୍ମଚାରୀ,ସୁରକ୍ଷା କର୍ମଚାରୀ ଓ ଗାଡି ଗୁଡିକୁ ଉଧାର କରିଥିବାବେଳେ . ଜେସିପି ଗାଡିକୁ ଅଟକାଇ ରଖିଛନ୍ତି। ପଥର ମାଡ କରି ଜେସିପି ର କାଚ କୁ ଭାଙ୍ଗି ଦେଇଛନ୍ତି । ଲୋକଙ୍କ ସହ ଆଲୋଚନା କରିବାକୁ ଅତିରିକ୍ତ ଏସପି ନ ନ୍ଦପୁର ଗସ୍ତ କରିଛନ୍ତି। ଶାନ୍ତି ପୂର୍ଣ ସମାଧାନ ନହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି


ଅତିରିକ୍ତ ଏସପି କହିଛନ୍ତି ।


ଅପ୍ରିଲ ଏକ ତାରିଖରେ ହାଟଶୁକୁ ଠାରେ ପୋଲିସକୁ ଗାତକୁ ଠେଲି ହସଣିବାକୁ ଉଦ୍ୟମ କରିଥିଲେ ଗ୍ରାମବାସୀ.ସେହି ମାମଲାରେ ୫ ଜଣ ଗିରଫକୁ ତୁରନ୍ତ ଖଲାସ କରିବାକୁ ଗ୍ରାମବାସୀ ଦାବି କରୁଛନ୍ତ




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସାମାଜିକ ସମୀକ୍ଷା ନିମନ୍ତେ ହିତାଧିକାରୀଙ୍କ କର୍ମଶାଳା

ସାମାଜିକ ସମୀକ୍ଷା ନିମନ୍ତେ ହିତାଧିକାରୀଙ୍କ କର୍ମଶାଳା
Read More...

ପୌରପରିଷଦ ତାରିଣୀ ମନ୍ଦିର ସାହିରେ ଜଳ ସଙ୍କଟ  .......................... ..... ....................... ....... .....

ପୌରପରିଷଦ ତାରିଣୀ ମନ୍ଦିର ସାହିରେ ଜଳ ସଙ୍କଟ .......................... ..... ....................... ....... .....
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ପୋୖରାଞ୍ଚଳ ସମେତ ବ୍ଲକର ବିଦ୍ୟାଳୟର ସ୍ମାର୍ଟ କ୍ଲାସ ବୁଲି ଦେଖିଲେ 5t ସଚିବ
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell