OdishaStatenews.com Today : 20-May-2022 19:46:50 PM
୨୪ ଘଣ୍ଟାରେ ଦେଶରେ ୨,୨୫୯ଜଣ କୋଭିଡ୍-୧୯ ଆକ୍ରାନ୍ତ; ୨୦ଜଣ ମୃତ |

ମୋହନାଥାନାଚାନ୍ଦିପୁଟଗ୍ରାମର ହାଇସ୍କୁଲ ସମ୍ମୁଖରେଥିବାତେଲି ପାହାଡ଼ରୁ ଅଜଣା ବ୍ୟକ୍ତିର ଗଳିତ ଶବ ଉଦ୍ଧାର

May 13, 2022, ଓଡ଼ିଶା, ଗଜପତି,


ମୋହନାଥାନାଚାନ୍ଦିପୁଟଗ୍ରାମର ହାଇସ୍କୁଲ ସମ୍ମୁଖରେଥିବାତେଲି ପାହାଡ଼ରୁ ଅଜଣା ବ୍ୟକ୍ତିର ଗଳିତ ଶବ ଉଦ୍ଧାର
:Goruda Dhwaja choudhury
[ GAJAPATI DISTIRCT REPORTER ]
OdishaStateNews Bureau
May 13, 2022




ପାରଳାଖେମୁଣ୍ଡି:୧୩/୫(ଗରୁଡଧ୍ୱଜଚୌଧୁରୀ)ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚାନ୍ଦିପୁଟ ଗ୍ରାମର ଲାଲବାହାଦୁର ହାଇସ୍କୁଲ ସମ୍ମୁଖରେ ଥିବା ତେଲି ପାହାଡ଼ରୁ ବୁଧୁବାର ଦିନ ସକାଳୁ ଏକ ଅଜଣା ବ୍ୟକ୍ତିର ଗଳିତ ମୃତ ଶବ ଉଦ୍ଧାର କରିଛି ମୋହନା ପୁଲିସ। ଘଟଣାରୁ ପ୍ରକାଶ ବୁଧବାର ଦିନ ଚାନ୍ଦିପୁଟ ଗ୍ରାମର କିଛି ଲୋକ ଜଙ୍ଗଲ ମଧ୍ୟକୁ ଯିବା ବେଳେ ଏକ ଗଛରେ ମୃତ ଦେହ ଓହଳି ଥିବା ନେଇ ଥାନାକୁ ଖବର ଦେଇଥିଲେ। ଖବର ପାଇ ମୋହନା ଥାନା ଅଧିକାରୀ ଓ ଟିମ ପହଞ୍ଚି ତଦନ୍ତ କରି ଗଳିତ ଶବକୁ ଉଦ୍ଧାର କରିଥିଲେ। ଅଜଣା ବ୍ୟକ୍ତି ଜଣକ ଗାମୁଛାକୁ ଗଛରେ ଲଗାଇ ଆତ୍ମହତ୍ୟା କରିଥିଲେ। ତାଙ୍କୁ ଝୁଲନ୍ତା ଅବସ୍ତାରୁ ଉଦ୍ଧାର କରିଛି ପୁଲିସ। ମୃତ ବ୍ୟକ୍ତି ଜଣଙ୍କ ପରିଚୟ ମେଳି ନଥିବା ବେଳେ ସେ ପିନ୍ଧିଥିବା ପୋଷାକରୁ ଯାହା ଜଣା ପଡୁଛି ସେ ଆନ୍ଧ୍ରପ୍ରଦେଶ ଅଞ୍ଚଳର। ପୁଲିସ ଶବଟିକୁ ଜବତ କରି ବ୍ରହ୍ମପୁର ମେଡ଼ିକାଲକୁ ବ୍ୟବଛେଦ ନିମନ୍ତେ ପଠାଯାଇ ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ସୁଜିତ କୁମାର ନାୟକ କହିଛନ୍ତି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନିଆଁରେ ପୋଡି ହୋଇ ମହିଳାଙ୍କ ସମେତ ଦୁଇଶିଶୁ ଜୀବନ୍ତ ଦଗ୍ଧ, ସ୍ୱାମୀ ଥାନାରେ ଅଟକ

ନିଆଁରେ ପୋଡି ହୋଇ ମହିଳାଙ୍କ ସମେତ ଦୁଇଶିଶୁ ଜୀବନ୍ତ ଦଗ୍ଧ, ସ୍ୱାମୀ ଥାନାରେ ଅଟକ
Read More...

କୃଷି ରଥ ଉଦଘାଟିତ, ଗୀତ ଓ ନାଚ ମାଧ୍ୟମରେ ପ୍ରଚାର

କୃଷି ରଥ ଉଦଘାଟିତ, ଗୀତ ଓ ନାଚ ମାଧ୍ୟମରେ ପ୍ରଚାର
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ପାଣି ପାଇଁ ବଣ ଜଙ୍ଗଲ ମଧ୍ୟରେ ଗ୍ରାମବାସୀ ; କାହା ପାଇଁ ରାଜ୍ୟ ସରକାର ଙ୍କ ବସୁଧା ଓ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell