OdishaStatenews.com Today : 09-Dec-2022 22:51:03 PM
ଭୁବନେଶ୍ୱର: ୧୨ ଘଣ୍ଟା ଜେରା ପରେ ଇଡି କାର୍ଯ୍ୟାଳୟରୁ ବାହାରିଲେ ବିଧାୟକଙ୍କ ଭାଇ ଗଙ୍ଗାଧର ସାମଲ। କହିଲେ- ଜଗବନ୍ଧୁ ଏକ କାର କିଣିବା ପାଇଁ ବୁକ କରିଥିଲେ। | ଭୁବନେଶ୍ବର: ଅର୍ଚ୍ଚନା ନାଗ ମାମଲାରେ ଆଜି ପୁଣି ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି ବେହେରା | ବିଧାନସଭାରେ ଉଠିଲା ଅର୍ଚ୍ଚନା ନାଗ ପ୍ରସଙ୍ଗ। ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ କଲେ ବିଧାୟକ ନରସିଂହ ମିଶ୍ର। | କେନ୍ଦ୍ରାପଡ଼ା: ସଦର ଥାନା ବାଲିଆ ବଜାରରେ କାର୍ତ୍ତିକେଶ୍ୱର ଭସାଣରେ ବାଣ ଫୁଟି ୨୦ ଆହତ। ୪ ଜଣଙ୍କ ଅବସ୍ଥା ସଂକଟାପନ୍ନ ସୂଚନା। | ଇଡିରୁ ବାହାରିଲେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ଓ ଶ୍ରଦ୍ଧାଞ୍ଜଳି ବେହେରା। ୧୨ ଘଣ୍ଟାର ଜେରା ପରେ ଅକ୍ଷୟଙ୍କୁ ଛାଡ଼ିଲା ଇଡି। ଶ୍ରଦ୍ଧାଞ୍ଜଳିଙ୍କୁ ପଚାରିଲା ୧୪ ଘଣ୍ଟା। | ମୃତ୍ୟୁ ସମ୍ବାଦ ଖଣ୍ଡନ କଲେ ପରିବାର; ସ୍ବାସ୍ଥ୍ୟାବସ୍ଥା ଜଟିଳ ଥିବାରୁ ‘ଲାଇଫ୍ ସପୋର୍ଟ’ରେ ଅଛନ୍ତି ଅଭିନେତା ବିକ୍ରମ ଗୋଖ୍‌ଲେ | ଦେବଗଡ଼: ୪୯ ନମ୍ବର ଜାତୀୟ ରାଜପଥର ତିଲେଇବଣି ଛକରେ ଶଗଡ଼କୁ ପଛରୁ ପିଟିଲା ଟ୍ରକ୍, ଚାଷୀ ଦମ୍ପତିଙ୍କ ଘଟଣାସ୍ଥଳରେ ମୃତ୍ୟୁ | ପୁରୀ: ଏସ୍‌ପିଙ୍କ ନାଁରେ ଫେସ୍‌ବୁକ୍‌ ଆକାଉଣ୍ଟ୍ ଖୋଲି ଠକେଇ ଅଭିଯୋଗ। ହୋମଗାର୍ଡ ଚାକିରି କରାଇଦେବାକୁ କହି ଟଙ୍କା ମାଗୁଥିବା ଅଭିଯୋଗ। ସାଇବର ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ବାନ୍ଧିଲା ପୁଲିସ। |

କୃଷି ରଥ ଉଦଘାଟିତ, ଗୀତ ଓ ନାଚ ମାଧ୍ୟମରେ ପ୍ରଚାର

May 13, 2022, ଓଡ଼ିଶା, କୋରାପୁଟ,


କୃଷି ରଥ ଉଦଘାଟିତ, ଗୀତ ଓ ନାଚ ମାଧ୍ୟମରେ ପ୍ରଚାର
Amarendra kumar paricha
[ BLOCK REPORTER boipariguda, KORAPUT ]
OdishaStateNews Bureau
May 13, 2022









କୋରାପୁଟ (ବୈପାରିଗୁଡା)(୧୨/୫) ବୈପାରିଗୁଡା ବ୍ଲକ କାର୍ଯ୍ୟାଳୟ ପରିସରରେ କୃଷି ରଥ ଉଦଘାଟିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ ଗୁପ୍ତା ଆନୁଷ୍ଠାନିକ ଭାବେ କୃଷି ରଥର ଉଦଘାଟନ କରିଥିବା ବେଳେ ଅଭିମନ୍ୟୁ କବି ଶତପଥି, ଆତ୍ମାର ଅଧ୍ୟକ୍ଷ ମନୋଜ କୁମାର ମହାପାତ୍ର, ଉପାଧ୍ୟକ୍ଷା ପୂର୍ଣ୍ଣିମା ବାରିକ, ସରପଞ୍ଚ ସୂର୍ଯ୍ୟମଣି ନାୟକ, ସମିତି ସଭ୍ୟା ମଞ୍ଜୁଲତା ପଟ୍ଟନାୟକ, ନାଏବ ସରପଞ୍ଚ ସୁଶାନ୍ତ ସାହୁଙ୍କ ସମେତ କୃଷି ବିଭାଗର ନନ୍ଦୁ ଜାନୀ ଏବଂ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।କୃଷି ଅଧିକାରୀ ନନ୍ଦୁ ଜାନୀ ପ୍ରକାଶ କରିଛନ୍ତି ଯେ, କୃଷି ରଥ ମାଧ୍ୟମରେ କୃଷକ ମାନଙ୍କୁ କୃଷି ଏବଂ କୃଷକଙ୍କ ଉନ୍ନତି ତଥା ଅଧିକ ଅମଳ ପାଇଁ ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରସ୍ତୁତ ବିଭିନ୍ନ ଯୋଜନା ଗୁଡିକ ସଂପର୍କରେ ନାଚ ଏବଂ ଗୀତ ମାଧ୍ୟମରେ ସୂଚନା ଦିଆଯିବାର ବ୍ୟବସ୍ଥା ରହିଛି।ଛଅ ଦିନ ମଧ୍ୟରେ ବ୍ଲକର କୋଡ଼ିଏଟି ପଞ୍ଚାୟତରେ କୃଷକ ମାନଙ୍କୁ ବିବିଧ କୃଷି ପ୍ରଣାଳୀ ସଂପର୍କରେ କୃଷି ରଥ ମାଧ୍ୟମରେ ପ୍ରଦର୍ଶନ କରାଯିବ। ଆଜି ବୈପାରିଗୁଡା ପଞ୍ଚାୟତର ବିଭିନ୍ନ ସ୍ଥାନରେ କୃଷି ରଥ ପହଞ୍ଚି କାର୍ଯ୍ୟକ୍ରମ ଉପସ୍ଥାପନ କରିଥିବା ଜଣାପଡିଛି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମୋହନାଥାନାଚାନ୍ଦିପୁଟଗ୍ରାମର ହାଇସ୍କୁଲ ସମ୍ମୁଖରେଥିବାତେଲି ପାହାଡ଼ରୁ ଅଜଣା ବ୍ୟକ୍ତିର ଗଳିତ ଶବ ଉଦ୍ଧାର

ମୋହନାଥାନାଚାନ୍ଦିପୁଟଗ୍ରାମର ହାଇସ୍କୁଲ ସମ୍ମୁଖରେଥିବାତେଲି ପାହାଡ଼ରୁ ଅଜଣା ବ୍ୟକ୍ତିର ଗଳିତ ଶବ ଉଦ୍ଧାର
Read More...

ତେଲ ଏବଂ ଗ୍ୟାସ୍ ମୂଲ୍ୟ ବୃଦ୍ଧି ନେଇ ଏସୟୁସିଆଇର ପ୍ରତିବାଦ ସଭା,

ତେଲ ଏବଂ ଗ୍ୟାସ୍ ମୂଲ୍ୟ ବୃଦ୍ଧି ନେଇ ଏସୟୁସିଆଇର ପ୍ରତିବାଦ ସଭା,
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ମଦ ଦୋକାନ କର୍ମଚାରୀଙ୍କ ହତ୍ୟା ଘଟଣା କୁ କେନ୍ଦ୍ରକରି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ପାରାଦୀପ ବିଧାୟକଙ୍କ କୁଶପୁତ୍ତଳିକା ଦାହ
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell