କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ ତହସିଲ କାର୍ଯ୍ୟାଳୟ ମିନି ଷ୍ଟାଡିୟମ ନିକଟରେ ଭାରତ ରତ୍ନ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ପ୍ରତିମୃତ୍ତି ଗୁରୁବାର ଉଦଘାଟନ ହୋଇ ଯାଇଛି ସେମିଲିଗୁଡା ସହରରେ କୋଣସି ସ୍ଥାନରେ ଡକ୍ଟର ଆମ୍ବେଦକରଙ୍କର ପ୍ରତିମୃତ୍ତି ନଥିବାବେଳେ ଏଥିରେ ଏନେକ ଆମ୍ବେଦକର ପ୍ରେମୀ ଦଳିତ ଲୋକ ମାନେ ଦୁଃଖ ପ୍ରକାଶ କରିଥିଲେ ମୃତ୍ତି ଉନ୍ମୋଚନ ପରେ ଲୋକଙ୍କ ମନରେ ଖୁସିର ଲହରୀ ଦେଖିବାକୁ ମିଳିଛି ବିଭିନ୍ନ ସଂଗଠନ ଦ୍ଵାରା ସମ୍ବିଦାନ ଲେଖକ ବିଆର ଡକ୍ଟର ଆମ୍ବେଦକରଙ୍କର ପ୍ରତି ମୃତ୍ତି ବାସାଯାଇଛି ଏହି ଅବଶରରେ ଡମ ସମାଜ ବିକାଶ ପରିଷଦ, ମାଳି ପର୍ବତ ସୁରକ୍ଷା ସମିତି, ଆଦିବାସୀ ସଙ୍ଘ,କୁବି ସମାଜ, ସେରୁବନ୍ଦ, ହାଲ ବିସ୍ଥାପିତ ସଙ୍ଘ, ଅଟୋ ଏସୋସିଏସନ, ରାଜମିସ୍ତ୍ରୀ ସଙ୍ଘ, ସେହିପରି ପ୍ରାୟ 12ଟି ସଙ୍ଘର କର୍ମକର୍ତ୍ତା ଉପସ୍ଥିତ ଥିଲେ ଡମ ସମାଜ ବିକାଶ ପରିଷଦ ସଭାପତି ରାଜେନ୍ଦ୍ର ଧଡକା ଉଦଘାଟନ କରିଥିଲେ ପରେ ସମସ୍ତ ସଙ୍ଘଟନର କର୍ମକର୍ତ୍ତା ପୁଷ୍ପମାଲ୍ୟ ଅର୍ପଣ କରି ଡକ୍ଟର ଆମ୍ବେଦକର ଅମର ରହେ ଅମର ରହେ କହି ସ୍ଲୋଗାନ ଦେଥିଲେ ମୂଳ ନିବାସୀ ଏକତାମଞ୍ଚ ସଭାପତି ରାମେଲ କୁଲଦୀପ, ରାଜ ମିସ୍ତ୍ରୀ ସଭାପତି ଡାନିଏ ଖରା,ଚୌତନ ନନ୍ଦିବାଲୀ, ଅର୍ଜୁନ ଧଡକା,ଦାସୀ ନନ୍ଦିବାଲୀ, ଲାଲ ଚାନ୍ଦ ବେନିୟା, ଜସେଵ ହନ୍ତାଲ, ଦିଲୀପ ଖରା, ନିରଞ୍ଜନ ଖିଲୋ, ହରେଶ ହନ୍ତାଲ,ଙ୍କ ସହ ସବୁ ସଙ୍ଘଟନର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହିଥିଲେ
ତେଲ ଏବଂ ଗ୍ୟାସ୍ ମୂଲ୍ୟ ବୃଦ୍ଧି ନେଇ ଏସୟୁସିଆଇର ପ୍ରତିବାଦ ସଭା,
Read More...
ଧାଇ ଗୁଡା ଗାଁରେ ଜଳକଷ୍ଟ, ୬୦ ପରିବାର ଙ୍କୁ ଗୋଟିଏ ନଳକୂଅ। ପାଣି ପାଇଁ ଡହଳ ବିକଳ।
Read More...