କେରଳରେ ଟମାଟୋ ଫ୍ଲୁ ଆତଙ୍କ । ୫ ବର୍ଷରୁ ଛୋଟ ଛୁଆ ଏହି ଫ୍ଲୁରେ ଆକ୍ରାନ୍ତ ହେଉଛନ୍ତି । ଆକ୍ରାନ୍ତଙ୍କ ପାଖରେ ପ୍ରବଳ ଜ୍ୱର ସହିତ ଶରୀରରେ ଘୋଳାବିନ୍ଧା, ଆଣ୍ଠୁଗଣ୍ଠି ବଥା ଫୁଲିବା ଭଳି ଲକ୍ଷଣ ଦେଖାଯାଏ । ଏହାବାଦ ଛୋଟ ଛିୁଆଙ୍କ ଶରୀରରେ ଆଲର୍ଜି ଭଳି ଲକ୍ଷଣ ରହିଛି ।ଏହି ଫ୍ଲୁ ଚିକେନଗୁନିଆ ଭଳି ରହିଛି । କେରଳର କୋଲାମ ଜିଲ୍ଲାରେ ଏପରି ଫ୍ଲୁ ଦେଖିବାକୁ ମିଳିଛି । ପ୍ରାୟ ୮୦ ଜଣ ପିଲାଙ୍କ ଶରୀରରେ ଏହି ରୋଗ ଦେଖାଯାଇଛି । ଅଧିକାଂଶ ଆକ୍ରାନ୍ତଙ୍କ ବୟସ ୫ରୁ କମ୍ ରହିଛି । କେରଳରେ ଅଧିକାଂଶ ଜିଲ୍ଲାରେ ଏହି ଫ୍ଲୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାପରେ ପଡୋଶୀ ରାଜ୍ୟ କର୍ଣ୍ଣାଟକ ହାଇ ଆଲର୍ଟରେ ରହିଛି ।
ବାତ୍ୟା ମଧ୍ୟରେ ସମୁଦ୍ର ଭିତରେ କେଉଁଠୁ ଆସିଲା ସୁନେଲୀ ରଥ ? ଆନ୍ଧ୍ରର ଶ୍ରୀକାକୁଲ୍ଲମ ପ୍ରଶାସନ କରୁଛି ଅନୁଧ୍ୟାନ
Read More...
ସ୍ତ୍ରୀକୁ ପିଟିପିଟି ହତ୍ୟା କରି ସ୍ୱାମୀ ଫେରାର
Read More...