OdishaStatenews.com Today : 20-May-2022 19:01:20 PM
୨୪ ଘଣ୍ଟାରେ ଦେଶରେ ୨,୨୫୯ଜଣ କୋଭିଡ୍-୧୯ ଆକ୍ରାନ୍ତ; ୨୦ଜଣ ମୃତ |

ଟମାଟୋ ଫ୍ଲୁ’ : ୮୦ରୁ ଅଧିକ ୫ବର୍ଷର ଶିଶୁଙ୍କ ଦେହରେ ଦେଖାଦେଇଛି ଲକ୍ଷଣ

May 12, 2022, ଦେଶ ଦୁନିଆ, ,


ଟମାଟୋ ଫ୍ଲୁ’ : ୮୦ରୁ ଅଧିକ ୫ବର୍ଷର ଶିଶୁଙ୍କ ଦେହରେ ଦେଖାଦେଇଛି ଲକ୍ଷଣ
OdishaStateNews Bureau
May 12, 2022




କେରଳରେ ଟମାଟୋ ଫ୍ଲୁ ଆତଙ୍କ । ୫ ବର୍ଷରୁ ଛୋଟ ଛୁଆ ଏହି ଫ୍ଲୁରେ ଆକ୍ରାନ୍ତ ହେଉଛନ୍ତି । ଆକ୍ରାନ୍ତଙ୍କ ପାଖରେ ପ୍ରବଳ ଜ୍ୱର ସହିତ ଶରୀରରେ ଘୋଳାବିନ୍ଧା, ଆଣ୍ଠୁଗଣ୍ଠି ବଥା ଫୁଲିବା ଭଳି ଲକ୍ଷଣ ଦେଖାଯାଏ । ଏହାବାଦ ଛୋଟ ଛିୁଆଙ୍କ ଶରୀରରେ ଆଲର୍ଜି ଭଳି ଲକ୍ଷଣ ରହିଛି ।ଏହି ଫ୍ଲୁ ଚିକେନଗୁନିଆ ଭଳି ରହିଛି । କେରଳର କୋଲାମ ଜିଲ୍ଲାରେ ଏପରି ଫ୍ଲୁ ଦେଖିବାକୁ ମିଳିଛି । ପ୍ରାୟ ୮୦ ଜଣ ପିଲାଙ୍କ ଶରୀରରେ ଏହି ରୋଗ ଦେଖାଯାଇଛି । ଅଧିକାଂଶ ଆକ୍ରାନ୍ତଙ୍କ ବୟସ ୫ରୁ କମ୍ ରହିଛି । କେରଳରେ ଅଧିକାଂଶ ଜିଲ୍ଲାରେ ଏହି ଫ୍ଲୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାପରେ ପଡୋଶୀ ରାଜ୍ୟ କର୍ଣ୍ଣାଟକ ହାଇ ଆଲର୍ଟରେ ରହିଛି ।





Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବାତ୍ୟା ମଧ୍ୟରେ ସମୁଦ୍ର ଭିତରେ କେଉଁଠୁ ଆସିଲା ସୁନେଲୀ ରଥ ? ଆନ୍ଧ୍ରର ଶ୍ରୀକାକୁଲ୍ଲମ ପ୍ରଶାସନ କରୁଛି ଅନୁଧ୍ୟାନ

ବାତ୍ୟା ମଧ୍ୟରେ ସମୁଦ୍ର ଭିତରେ କେଉଁଠୁ ଆସିଲା ସୁନେଲୀ ରଥ ? ଆନ୍ଧ୍ରର ଶ୍ରୀକାକୁଲ୍ଲମ ପ୍ରଶାସନ କରୁଛି ଅନୁଧ୍ୟାନ
Read More...

ସ୍ତ୍ରୀକୁ ପିଟିପିଟି ହତ୍ୟା କରି ସ୍ୱାମୀ ଫେରାର

ସ୍ତ୍ରୀକୁ ପିଟିପିଟି ହତ୍ୟା କରି ସ୍ୱାମୀ ଫେରାର
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ଅନୁଷ୍କା ସେକ୍କ ୱାର୍କରଙ୍କ ପାଇଁ ଏକ ଆପତ୍ତିଜନକ ଶବ୍ଦର ବ୍ୟବହାର କରିଛନ୍ତି ବୋଲି ଅଭିଯୋଗ
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell