OdishaStatenews.com Today : 20-May-2022 19:57:35 PM
୨୪ ଘଣ୍ଟାରେ ଦେଶରେ ୨,୨୫୯ଜଣ କୋଭିଡ୍-୧୯ ଆକ୍ରାନ୍ତ; ୨୦ଜଣ ମୃତ |

କେଶ ପାଇଁ ଉପକାରୀ ସୋରିଷ ତେଲ ।

May 04, 2022, ଅନ୍ୟାନ୍ୟ, ,


କେଶ ପାଇଁ ଉପକାରୀ ସୋରିଷ ତେଲ ।
OdishaStateNews Bureau
May 04, 2022


ବର୍ତ୍ତମାନ ପରିବେଶ ଯେପରି ଚର୍ମ ଏବଂ କେଶ ସମସ୍ୟା ଲୋକଙ୍କୁ ଅଧିକ ହଇରାଣ କରୁଛି । କେଶ ଝଡିବା, ଶୁଷ୍କ ହୋଇଯିବା, ଚର୍ମ ଶୁଷ୍କ ହେବା ଏଭଳି ଅନେକ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି ଲୋକେ । ଏସବୁ ସମସ୍ୟାରୁ ଉପଶମ ପାଇବାକୁ ଗୋଟିଏ ପରେ ଗୋଟିଏ ଦାମୀ କସମେଟିକ୍ସ ବଜାରରେ ଉପଲବ୍ଧ ହେଉଥିଲେ ବି ତାହା କାମ ଦେଉନି । ଏଭଳି ପରିସ୍ଥିତିରେ ବିଭିନ୍ନ ପ୍ରକାରର ତେଲ କିଣିବା ଓ ପ୍ରୟୋଗ କରିବା ଅପେକ୍ଷା ଗୋଟିଏ ତେଲ ସର୍ବୋତ୍ତମ । ତାହା ହେଉଛି ଘଣା ପେଡା ସୋରିଷ ତେଲ । ଏହା କେଶକୁ ମଜବୁତ କରିବା ସହ ମୋଟା ଓ କଳା କରିଥାଏ । ତେବେ କେଶରେ ସୋରିଷ ତେଲକୁ ଲଗାଇବାର ସଠିକ ଉପାୟ ଓ ଲାଭ କ’ଣ ସେ ବିଷୟରେ ସମ୍ୟକ ଆଲୋକପାତ ।


କେଶରେ ସୋରିଷ ତେଲ କିପରି ବ୍ୟବହାର କରାଯାଏ ।








କେଶକୁ ସୁସ୍ଥ ରଖିବା ପାଇଁ ୧ ଚାମଚ ସୋରିଷ ତେଲ ନିଅନ୍ତୁ । ଏହାକୁ ୧ ଚାମଚ ବାଦାମ ତେଲ କିମ୍ବା ୧ ଚାମଚ ଜେଜୋବା ତେଲ ସହ ମିଶାଇ ହାଉକା ଉଷୁମ କରି ନିଅନ୍ତୁ । ତା’ ପରେ କେଶ ମୂଳରେ ଭଲ ଭାବେ ଲଗାନ୍ତୁ । ପ୍ରାୟ ୧ଘଣ୍ଟା ରଖିବା ପରେ ଉଷୁମ ପାଣିରେ ଧୋଇ ଦିଅନ୍ତୁ । ଏହା ବ୍ୟତୀତ ପାପୁଲିରେ ସୋରିଷ ତେଲକୁ ନେଇ ଏହାକୁ କେଶରେ ଭଲ ଭାବେ ଲଗାନ୍ତୁ । ପରେ ସାମ୍ପ କରନ୍ତୁ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ବିଶ୍ୱର ପ୍ରଥମ ଭାସମାନ ସହରରେ ଜୀବନ ।

ବିଶ୍ୱର ପ୍ରଥମ ଭାସମାନ ସହରରେ ଜୀବନ ।
Read More...

 ନେଟେନିଜେନ୍ସର ଟ୍ରୋଲ ଅକ୍ଷୟ କୁମାରଙ୍କ ରାମ ସେତୁ ପୋଷ୍ଟରକୁ

ନେଟେନିଜେନ୍ସର ଟ୍ରୋଲ ଅକ୍ଷୟ କୁମାରଙ୍କ ରାମ ସେତୁ ପୋଷ୍ଟରକୁ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ଦୁର୍ଗମ ବଣ୍ଡା ଘାଟିରେ ଚାଲିଛି ଯୋଗ ଶିକ୍ଷା ଶିବିର......
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell