OdishaStatenews.com Today : 20-May-2022 19:42:56 PM
୨୪ ଘଣ୍ଟାରେ ଦେଶରେ ୨,୨୫୯ଜଣ କୋଭିଡ୍-୧୯ ଆକ୍ରାନ୍ତ; ୨୦ଜଣ ମୃତ |

ମା’କୁ ମାରିଦେଲା ପୁଅ ୧୦୦ ଟଙ୍କା ପାଇଁ

April 23, 2022, ଅପରାଧ, ,


ମା’କୁ ମାରିଦେଲା ପୁଅ ୧୦୦ ଟଙ୍କା ପାଇଁ
OdishaStateNews Bureau
April 23, 2022


ମୟୁରଭଞ୍ଜ : ମାତ୍ର ୧୦୦ ଟଙ୍କା ପାଇଁ ମା’କୁ ପିଟି ପିଟି ମାରିଦେଲା ପୁଅ । ଏଭଳି ଅଭାବନୀୟ ଗଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଯଶୀପୁର ଥାନା ହାଟ ପଡ଼ିଆ ନିକଟରେ । ନିଶା ଖାଇବାକୁ ମା’କୁ ୧୦୦ ଟଙ୍କା ମାଗିଥିଲା ପୁଅ । ମା’ ମନା କରିବାକୁ ରାଗିଯାଇ ପୁଅ ଗାଳିଗୁଲଜ କରିବା ସହ ପାଖରେ ପଡ଼ିଥିବା ଏକ ଠେଙ୍ଗାରେ ପିଟି ପିଟି ହତ୍ୟା କରିଛି ବୋଲି ସୂଚନା ମିଳିଛି । ମା’କୁ ହତ୍ୟା ପରେ ଅଭିଯୁକ୍ତ ପୁଅ ଘଟଣାସ୍ଥଳରୁ ଫେରାର ଅଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ଛାନଭିନ୍ ଆରମ୍ଭ କରିଛି ଓ ଅଭିଯୁକ୍ତ ପୁଅକୁ ଖୋଜିବାରେ ଲାଗିପଡ଼ିଛି ।





Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
କିଏ ଭାଙ୍ଗିଲା ୩ଶହ ବର୍ଷର ପୁରୁଣା ମନ୍ଦିର?

କିଏ ଭାଙ୍ଗିଲା ୩ଶହ ବର୍ଷର ପୁରୁଣା ମନ୍ଦିର?
Read More...

ରାଜଧାନୀ ଭୁବନେଶ୍ୱରରେ   ଦିନ ୧୧ଟା ୩୦ ସୁଦ୍ଧା ୪୦ ଡିଗ୍ରୀ ଟପିଛି ଭୁବନେଶ୍ୱରର ତାପମାତ୍ରା ।

ରାଜଧାନୀ ଭୁବନେଶ୍ୱରରେ ଦିନ ୧୧ଟା ୩୦ ସୁଦ୍ଧା ୪୦ ଡିଗ୍ରୀ ଟପିଛି ଭୁବନେଶ୍ୱରର ତାପମାତ୍ରା ।
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର : କୋଭିଡ ସଚେତନତା କୁ ନେଇ ଜନ ସଚେତନତା ଅଭିଯାନ ଆରମ୍ଭ ।
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell