OdishaStatenews.com Today : 18-Aug-2022 06:25:46 AM
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩ ଜଣ କରୋନା ସଂକ୍ରମିତ ଚିହ୍ନଟ | ୨୪ ଘଣ୍ଟାରେ ଦେଶରେ ୨,୨୫୯ଜଣ କୋଭିଡ୍-୧୯ ଆକ୍ରାନ୍ତ; ୨୦ଜଣ ମୃତ |

ରୁଷ-ୟୁକ୍ରେନ ପ୍ରତିନିଧିଙ୍କ ମଧ୍ୟରେ ଶାନ୍ତି ଆଲୋଚନା

March 28, 2022, ଦେଶ ଦୁନିଆ, ,


ରୁଷ-ୟୁକ୍ରେନ ପ୍ରତିନିଧିଙ୍କ ମଧ୍ୟରେ ଶାନ୍ତି ଆଲୋଚନା
OdishaStateNews Bureau
March 28, 2022


ଆଜି ବି ୟୁକ୍ରେନର ବିଭିନ୍ନ ସହରରେ ରୁଷ ପକ୍ଷରୁ ଆକ୍ରମଣ କରାଯାଉଛି । ଏହାରି ଭିତରେ ଆଜି ତୁର୍କୀରେ ରୁଷ ଓ ୟୁକ୍ରେନ୍ ପ୍ରତିନିଧିଙ୍କ ମଧ୍ୟରେ ଶାନ୍ତି ଆଲୋଚନା ହେବ । ଏହି ଆଲୋଚନା ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡ଼ିଛି ।ୟୁକ୍ରେନ୍ ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ରୁଷର ୧୬ ହଜାରରୁ ଅଧିକ ସୈନ୍ୟ ନିହତ ହୋଇଥିବା ଦାବି କରିଛି ୟୁକ୍ରେନ୍ । ଏହା ସହ ୫୮୨ଟି ଟ୍ୟାଙ୍କ ଧ୍ୱଂସ ହୋଇଥିବା ୟୁକ୍ରେନ୍ ଦାବି କରିଛି । କିନ୍ତୁ ରୁଷର ୧୩୫୧ ଜଣ ସୈନ୍ୟ ନିହତ ହୋଇଥିବା ବେଳେ ୩ ହଜାର ୮୨୫ ଜଣ ଆହତ ହୋଇଥିବା ମସ୍କୋର ପକ୍ଷରୁ କୁହାଯାଇଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଶରୀରକୁ ପାଇଁ ରାମବାଣ ଗୋଟିଏ ଫୁଲ ଅନେକ ଔଷଧୀୟ ଗୁଣ  ।

ଶରୀରକୁ ପାଇଁ ରାମବାଣ ଗୋଟିଏ ଫୁଲ ଅନେକ ଔଷଧୀୟ ଗୁଣ ।
Read More...

ବିଜେପିର ଚିଠି ; ବିଧାନସଭାରେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ପ୍ରସ୍ତାବ ପାଇଁ

ବିଜେପିର ଚିଠି ; ବିଧାନସଭାରେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ପ୍ରସ୍ତାବ ପାଇଁ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ଜାତୀୟ ରାଜପଥରେ ଯୁବକ ଙ୍କ ମୃତ୍ୟୁ ସନ୍ଦେହ ଘେରରେ
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell