OdishaStatenews.com Today : 25-Jun-2022 10:29:29 AM
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩ ଜଣ କରୋନା ସଂକ୍ରମିତ ଚିହ୍ନଟ | ୨୪ ଘଣ୍ଟାରେ ଦେଶରେ ୨,୨୫୯ଜଣ କୋଭିଡ୍-୧୯ ଆକ୍ରାନ୍ତ; ୨୦ଜଣ ମୃତ |

ଚତୁର୍ଥ ଦିନରେ ‘ଆର୍‌ଆର୍‌ଆର୍’

March 28, 2022, ମନୋରଞ୍ଜନ, ,


 ଚତୁର୍ଥ ଦିନରେ ‘ଆର୍‌ଆର୍‌ଆର୍’
OdishaStateNews Bureau
March 28, 2022


ମୁମ୍ବାଇ: ରାମ ଚରଣ ଓ ଜୁନିୟର୍‌ ଏନ୍‌ଟିଆର୍‌ଙ୍କ ଅଭିନୀତ ନିର୍ଦ୍ଦେଶକ ଏସ୍‌ଏସ୍‌ ରାଜମୌଲୀଙ୍କ ଚଳଚ୍ଚିତ୍ର ‘ଆର୍‌ଆର୍‌ଆର୍‌’ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବା ପରେ ହଲ୍ଲା ମଚାଇବାରେ ଲାଗିଛି। ଆନ୍ଧ୍ର ଓ ତେଲେଙ୍ଗାନାରେ ଚଳଚ୍ଚିତ୍ରଟି ତୃତୀୟ ଦିନରେ ପହଞ୍ଚିଥିବା ବେଳେ କଲେକ୍ସନ ହୋଇଛି ପ୍ରାୟ ୨୦ କୋଟି। ତେବେ ତେଲୁଗୁ ଭାଷାବାସୀ ଅଞ୍ଚଳରେ ଏହାର ବେପାର ୧୨୫.୭୫ କୋଟି ହୋଇଛି।
ମାର୍ଚ ୨୫ ତାରିଖରେ ରିଲିଜ୍‌ ହୋଇଥିବା ଏହି ଚଳଚ୍ଚିତ୍ରଟି ପ୍ରଥମ ଦିନରେ ୭୪.୧୧ କୋଟି ବେପାର କରିଥିବା ବେଳେ ଦ୍ବିତୀୟ ଦିନରେ ୩୧.୬୩ କୋଟି ବେପାର କରିଛି। ସେହିପରି ତୃତୀୟ ଦିନର ୨୦ କୋଟି ବେପାରକୁ ଲଗାଇ ଚଳଚ୍ଚିତ୍ରଟି ପ୍ରାୟ ୧୨୫.୭୪ କୋଟି ରୋଜଗାର କରିଥିବା ବିଶେଷ ସୂତ୍ରରୁ ସୂଚନା ରହିଛି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗୁପଚୁପର ଉପକାରୀ ଗୁଣ

ଗୁପଚୁପର ଉପକାରୀ ଗୁଣ
Read More...

 କ୍ରାଇମବ୍ରାଞ୍ଚ ଦ୍ୱାରା ଧରାହେଲେ ଶର୍ମିଷ୍ଠା

କ୍ରାଇମବ୍ରାଞ୍ଚ ଦ୍ୱାରା ଧରାହେଲେ ଶର୍ମିଷ୍ଠା
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ନବରଙ୍ଗପୁର ଜିଲ୍ଲାରେ କରନା ସଂକ୍ରମଣ ଥମିବାର ନାଁ ନେଉନାହିଁ  ।ଡାବୁଗାଁ ଗୋଷ୍ଠିଉନୟନ ଅଧିକାରୀ (BDO) କରନା ପଜିଟିବ ଚିହ୍ନଟ
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell