ମୁମ୍ବାଇ: ରାମ ଚରଣ ଓ ଜୁନିୟର୍ ଏନ୍ଟିଆର୍ଙ୍କ ଅଭିନୀତ ନିର୍ଦ୍ଦେଶକ ଏସ୍ଏସ୍ ରାଜମୌଲୀଙ୍କ ଚଳଚ୍ଚିତ୍ର ‘ଆର୍ଆର୍ଆର୍’ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବା ପରେ ହଲ୍ଲା ମଚାଇବାରେ ଲାଗିଛି। ଆନ୍ଧ୍ର ଓ ତେଲେଙ୍ଗାନାରେ ଚଳଚ୍ଚିତ୍ରଟି ତୃତୀୟ ଦିନରେ ପହଞ୍ଚିଥିବା ବେଳେ କଲେକ୍ସନ ହୋଇଛି ପ୍ରାୟ ୨୦ କୋଟି। ତେବେ ତେଲୁଗୁ ଭାଷାବାସୀ ଅଞ୍ଚଳରେ ଏହାର ବେପାର ୧୨୫.୭୫ କୋଟି ହୋଇଛି।
ମାର୍ଚ ୨୫ ତାରିଖରେ ରିଲିଜ୍ ହୋଇଥିବା ଏହି ଚଳଚ୍ଚିତ୍ରଟି ପ୍ରଥମ ଦିନରେ ୭୪.୧୧ କୋଟି ବେପାର କରିଥିବା ବେଳେ ଦ୍ବିତୀୟ ଦିନରେ ୩୧.୬୩ କୋଟି ବେପାର କରିଛି। ସେହିପରି ତୃତୀୟ ଦିନର ୨୦ କୋଟି ବେପାରକୁ ଲଗାଇ ଚଳଚ୍ଚିତ୍ରଟି ପ୍ରାୟ ୧୨୫.୭୪ କୋଟି ରୋଜଗାର କରିଥିବା ବିଶେଷ ସୂତ୍ରରୁ ସୂଚନା ରହିଛି।
ଗୁପଚୁପର ଉପକାରୀ ଗୁଣ
Read More...
କ୍ରାଇମବ୍ରାଞ୍ଚ ଦ୍ୱାରା ଧରାହେଲେ ଶର୍ମିଷ୍ଠା
Read More...