OdishaStatenews.com Today : 09-Dec-2022 22:57:35 PM
ଭୁବନେଶ୍ୱର: ୧୨ ଘଣ୍ଟା ଜେରା ପରେ ଇଡି କାର୍ଯ୍ୟାଳୟରୁ ବାହାରିଲେ ବିଧାୟକଙ୍କ ଭାଇ ଗଙ୍ଗାଧର ସାମଲ। କହିଲେ- ଜଗବନ୍ଧୁ ଏକ କାର କିଣିବା ପାଇଁ ବୁକ କରିଥିଲେ। | ଭୁବନେଶ୍ବର: ଅର୍ଚ୍ଚନା ନାଗ ମାମଲାରେ ଆଜି ପୁଣି ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି ବେହେରା | ବିଧାନସଭାରେ ଉଠିଲା ଅର୍ଚ୍ଚନା ନାଗ ପ୍ରସଙ୍ଗ। ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ କଲେ ବିଧାୟକ ନରସିଂହ ମିଶ୍ର। | କେନ୍ଦ୍ରାପଡ଼ା: ସଦର ଥାନା ବାଲିଆ ବଜାରରେ କାର୍ତ୍ତିକେଶ୍ୱର ଭସାଣରେ ବାଣ ଫୁଟି ୨୦ ଆହତ। ୪ ଜଣଙ୍କ ଅବସ୍ଥା ସଂକଟାପନ୍ନ ସୂଚନା। | ଇଡିରୁ ବାହାରିଲେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ଓ ଶ୍ରଦ୍ଧାଞ୍ଜଳି ବେହେରା। ୧୨ ଘଣ୍ଟାର ଜେରା ପରେ ଅକ୍ଷୟଙ୍କୁ ଛାଡ଼ିଲା ଇଡି। ଶ୍ରଦ୍ଧାଞ୍ଜଳିଙ୍କୁ ପଚାରିଲା ୧୪ ଘଣ୍ଟା। | ମୃତ୍ୟୁ ସମ୍ବାଦ ଖଣ୍ଡନ କଲେ ପରିବାର; ସ୍ବାସ୍ଥ୍ୟାବସ୍ଥା ଜଟିଳ ଥିବାରୁ ‘ଲାଇଫ୍ ସପୋର୍ଟ’ରେ ଅଛନ୍ତି ଅଭିନେତା ବିକ୍ରମ ଗୋଖ୍‌ଲେ | ଦେବଗଡ଼: ୪୯ ନମ୍ବର ଜାତୀୟ ରାଜପଥର ତିଲେଇବଣି ଛକରେ ଶଗଡ଼କୁ ପଛରୁ ପିଟିଲା ଟ୍ରକ୍, ଚାଷୀ ଦମ୍ପତିଙ୍କ ଘଟଣାସ୍ଥଳରେ ମୃତ୍ୟୁ | ପୁରୀ: ଏସ୍‌ପିଙ୍କ ନାଁରେ ଫେସ୍‌ବୁକ୍‌ ଆକାଉଣ୍ଟ୍ ଖୋଲି ଠକେଇ ଅଭିଯୋଗ। ହୋମଗାର୍ଡ ଚାକିରି କରାଇଦେବାକୁ କହି ଟଙ୍କା ମାଗୁଥିବା ଅଭିଯୋଗ। ସାଇବର ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ବାନ୍ଧିଲା ପୁଲିସ। |

ଜେଲେନ୍‌ସ୍କି ଚା ମିଳୁଛି ଆସାମରେ

March 22, 2022, ଖାଦ୍ୟ ଓ ଭ୍ରମଣ, ,


ଜେଲେନ୍‌ସ୍କି ଚା ମିଳୁଛି  ଆସାମରେ
OdishaStateNews Bureau
March 22, 2022


ଆସାମ:ଏକ ନିଆରା ଘଟଣା ଭାରତରେ ଦେଖିବାକୁ ମିଳିଛି । ଆସାମରେ ଏକ ଚା’ ବ୍ରାଣ୍ଡ୍‌ ଜେଲେନ୍‌ସ୍କି ଙ୍କ ନାମରେ ଲଞ୍ଚ କରାଯାଇଛି । ଜେଲେନ୍‌ସ୍କିଙ୍କ ସାହସକୁ ସଲାମ କରିବାକୁ ଏହି ଚା’ ବ୍ରାଣ୍ଡ ଲଞ୍ଚ ହୋଇଥିବା ଜଣାପଡିଛି । ଗୌହାଟି ଅରୋମିକା ଟି ବ୍ରାଣ୍ଡ ଅଧିନରେ ଏହାକୁ ଲଞ୍ଚ କରାଯାଇଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ହାତୀ କୁ ଘଉଡାଇବା ସମୟରେ ବନରକ୍ଷୀଙ୍କୁ ଦଳି ଚକଟି ମାରିଦେଲା ଦନ୍ତାହାତୀ

ହାତୀ କୁ ଘଉଡାଇବା ସମୟରେ ବନରକ୍ଷୀଙ୍କୁ ଦଳି ଚକଟି ମାରିଦେଲା ଦନ୍ତାହାତୀ
Read More...

 ୧୯ ଘଣ୍ଟା ପରେ ମଧ୍ୟ ମିଳୁନି ମୃତଦେହ : ଚୀନ୍‌ର ବିମାନ ଦୁର୍ଘଟଣା

୧୯ ଘଣ୍ଟା ପରେ ମଧ୍ୟ ମିଳୁନି ମୃତଦେହ : ଚୀନ୍‌ର ବିମାନ ଦୁର୍ଘଟଣା
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର : ପ୍ରାପ୍ତ ବୟସରେ ବି ବାପା ମା’ ଙ୍କର ବୋଝ ପାଳିଟିଛନ୍ତି ଶାରୀରିକ ଅକ୍ଷମ ୩ ସନ୍ତାନ
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell