ଆସାମ:ଏକ ନିଆରା ଘଟଣା ଭାରତରେ ଦେଖିବାକୁ ମିଳିଛି । ଆସାମରେ ଏକ ଚା’ ବ୍ରାଣ୍ଡ୍ ଜେଲେନ୍ସ୍କି ଙ୍କ ନାମରେ ଲଞ୍ଚ କରାଯାଇଛି । ଜେଲେନ୍ସ୍କିଙ୍କ ସାହସକୁ ସଲାମ କରିବାକୁ ଏହି ଚା’ ବ୍ରାଣ୍ଡ ଲଞ୍ଚ ହୋଇଥିବା ଜଣାପଡିଛି । ଗୌହାଟି ଅରୋମିକା ଟି ବ୍ରାଣ୍ଡ ଅଧିନରେ ଏହାକୁ ଲଞ୍ଚ କରାଯାଇଛି ।
ହାତୀ କୁ ଘଉଡାଇବା ସମୟରେ ବନରକ୍ଷୀଙ୍କୁ ଦଳି ଚକଟି ମାରିଦେଲା ଦନ୍ତାହାତୀ
Read More...
୧୯ ଘଣ୍ଟା ପରେ ମଧ୍ୟ ମିଳୁନି ମୃତଦେହ : ଚୀନ୍ର ବିମାନ ଦୁର୍ଘଟଣା
Read More...