OdishaStatenews.com Today : 20-May-2022 20:22:19 PM
୨୪ ଘଣ୍ଟାରେ ଦେଶରେ ୨,୨୫୯ଜଣ କୋଭିଡ୍-୧୯ ଆକ୍ରାନ୍ତ; ୨୦ଜଣ ମୃତ |

ଛତିଶଗଡ଼ ନିର୍ବାଚନ ପାଇଁ ଏବେଠୁ ପ୍ରସ୍ତୁତ ହେଲାଣି ଆପ୍‌

March 22, 2022, ରାଜନୀତି, ,


ଛତିଶଗଡ଼ ନିର୍ବାଚନ ପାଇଁ ଏବେଠୁ ପ୍ରସ୍ତୁତ ହେଲାଣି ଆପ୍‌
OdishaStateNews Bureau
March 22, 2022


ନୂଆଦିଲ୍ଲୀ: ବଳ ଗୋଟାଉଛି ଆମ୍‌ ଆଦମୀ ପାର୍ଟି । ପଞ୍ଜାବରେ ବଡ଼ ବିଜୟ ହାସଲ କରିବା ପରେ ସମସ୍ତ ରାଜ୍ୟରେ ପ୍ରାୟ ନିଜର ଶକ୍ତି ପ୍ରଦର୍ଶନ କରୁଛି । ଗତକାଲି ଛତିଶଗଡର ରାଜଧାନୀ ରାୟପୁରରେ ଆମ୍ ଆଦମୀ ପାର୍ଟି ଏକ ବିଜୟ ପଦଯାତ୍ରା କରିଛି । ଛତିଶଗଡର ପରିବର୍ତ୍ତନ ପାଇଁ ବାର୍ତ୍ତା ମଧ୍ୟ ଦେଇଛି ଆମ୍‌ ଆଦମୀ ପାର୍ଟି । ୨୦୧୮ ବିଧାନସଭା ନିର୍ବାଚନରେ ​​ଆମ୍ ଆଦମୀ ପାର୍ଟି ଛତିଶଗଡରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା, କିନ୍ତୁ ସେତେବେଳେ ଦଳ ଏକ ପ୍ରତିଶତ ଭୋଟ୍ ମଧ୍ୟ ପାଇ ନଥିଲା । କିନ୍ତୁ ପଞ୍ଜାବରେ ଅପ୍‌ ବିଜୟ ପରେ ପାର୍ଟିର ଦାୟିତ୍ୱରେ ଥିବା ଗୋପାଳ ରାୟ ନିଜର ବଡ଼ ବୟାନ ରଖିଛନ୍ତି । ସେ ଦାବି କରିଛନ୍ତି ଆସନ୍ତା ବିଧାନସଭା ନିର୍ବାଚନରେ ଛତିଶଗଡ଼ ପାଇଁ ଆପ୍‌ ହେବ ଏକମାତ୍ର ବିକଳ୍ପ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
କ୍ରିକେଟ ମୈଦାନରେ ତାପସୀ

କ୍ରିକେଟ ମୈଦାନରେ ତାପସୀ
Read More...

କୋଟାରେ ଆଜିଠୁ ଏପ୍ରିଲ ୨୧ ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ

କୋଟାରେ ଆଜିଠୁ ଏପ୍ରିଲ ୨୧ ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :୩୬ ଲିଟର ଦେଶୀମଦ ଜବତ କଲା ବନବିଭାଗ, ପୋଲିସ କଲା ଆରେଷ୍ଟ
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell