ପାରଳାଖେମୁଣ୍ଡି:୨୦/୩(ଗରୁଡ଼ ଧ୍ଵଜଚୌଧୁରୀ)
ଗଜପତିଜିଲ୍ଳାରସଦରମହକୁମାପାରଳାଖେମୁଣ୍ଡି ପୌରପରିଷଦ ନିର୍ବାଚନ ରେ ବିଜେଡି ଦଳ ତରଫରୁ ପ୍ରତିଦ୍ବନ୍ଦ୍ବିତା କରୁଥିବା ଚେୟରମେନ ପାର୍ଥିନୀ ଶ୍ରୀମତି ନିର୍ମଳା ସେଠୀ ଙ୍କ ସମେତ ବିଜେଡ଼ି କାଉନସିଲର ପାର୍ଥି ମାନଙ୍କ ପାଇଁ ବ୍ରହ୍ମପୁରସାଂସଦଚନ୍ଦ୍ରଶେଖରସାହୁଙ୍କନେତୃତ୍ୱରେ ଏକ ବିଶାଳ ଶୋଭାଯାତ୍ରାମହାରାଜଙ୍କ ପେଲେସ ସମ୍ମୁଖରୁ ବାହରି ସହର ପରିକ୍ରମା କରିଥିଲେ ଆଗାମୀ ପୌର ନିର୍ବାଚନନିମନ୍ତେ
ଓମାନ୍ୟବର ମୁଖ୍ୟ ମନ୍ତ୍ରୀ ଙ୍କ ହାତମୁଠା କୁ ଟାଣ କରିବା ସମେତ ପାରଳାଖେମୁଣ୍ଡିସହରର ସର୍ବାଙ୍ଗୀନ ବିକାଶ ପାଇଁ ଆଗାମୀ ପୌର ନିର୍ବାଚନରେ ବିଜୁ ଜନତାଦଳରଚେୟାରମେନ ପାର୍ଥିନୀ ଶ୍ରୀମତି ନିର୍ମଳା ସେଠୀ ସମେତ କାଉନସିଲର ପାର୍ଥି ମାନଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଈବିଜୟୀକରିବାପାଇଁଜନସାଧାରଣ ଙ୍କୁ ସାଂସଦ ଚନ୍ଦ୍ରଶେଖର ସାହୁ ନିବେଦନ କରିଥିଲେ l ଏହି ଶୋଭାଯାତ୍ରାରେ ରେ ଗଜପତି ଜିଲ୍ଲା ପର୍ଜ୍ୟବେକ୍ଷକ ଶ୍ରୀ ଅତୁନ ସବ୍ୟସଚୀ ନାୟକ , ମାନ୍ୟବର ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ, ବରିଷ୍ଠ ବିଜେଡ଼ି ନେତା ହାଇଟେକ ଅଧ୍ୟକ୍ଷ ଡ. ତିରୁପତି ପାଣିଗ୍ରାହୀ, ଜିଲ୍ଲା ସଭାପତି ଶ୍ରୀ ପ୍ରଦୀପ କୁମାର ନାୟକ ,ଯୁବନେତା ଈଂ. ରୂପେଶ ପାଣିଗ୍ରାହୀ ,ରାଜମାତା ସୁଶ୍ରୀ କଲ୍ୟାଣୀ ଗଜପତି ଦେବୀ , ପୌରପାଳିକା ଅଧ୍ୟକ୍ଷା ପ୍ରଥୀନୀ ଶ୍ରୀମତୀ ନିର୍ମଳା ସେଠି ଓ ସମସ୍ତ ୱାର୍ଡ ର କାଉନ୍ସିଲର ପ୍ରାଥି ଓ ପ୍ରଥୀନୀ ପ୍ରମୁଖ ଶୋଭାଯାତ୍ରାରେ ଉପସ୍ଥିତ ଥିଲେ ।
ବଢୁଛି ପୌର ନିର୍ବାଚନର ଗରମ,ଇତି ମଧ୍ୟରେ ଜୋର୍ ଧରିଛି ବାଲିମେଳାର ନିର୍ବାଚନ ପ୍ରଚାର ।
Read More...
ମୁହଁରେ ଗରମ ତେଲ ପଡ଼ି ୮ ବର୍ଷୀୟ ବାଳିକା ଆହତ
Read More...