OdishaStatenews.com Today : 25-Jun-2022 09:57:44 AM
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩ ଜଣ କରୋନା ସଂକ୍ରମିତ ଚିହ୍ନଟ | ୨୪ ଘଣ୍ଟାରେ ଦେଶରେ ୨,୨୫୯ଜଣ କୋଭିଡ୍-୧୯ ଆକ୍ରାନ୍ତ; ୨୦ଜଣ ମୃତ |

ରାଜଧାନୀରୁ ଧରାପଡିଲା ୧୨ କୋଟି ଟଙ୍କାର ସୁନା

March 02, 2022, ଓଡ଼ିଶା, ,


ରାଜଧାନୀରୁ ଧରାପଡିଲା ୧୨ କୋଟି ଟଙ୍କାର ସୁନା
OdishaStateNews Bureau
March 02, 2022


ଭୁବନେଶ୍ୱର: ରେଳଷ୍ଟେସନରୁ ଧରାପଡିଲା ପ୍ରାୟ ୩୨କିଲୋଗ୍ରାମରୁ ଅଧିକ ଓଜନର ସୁନା | ଏହି ସୁନାର ମୂଲ୍ୟ ପ୍ରାୟ ୧୨ କୋଟି ଟଙ୍କା ହୋଇଥିବାବେଳେ ସୁନା ଅଳଙ୍କାରଗୁଡିକ ମୁମ୍ବାଇରୁ ଟ୍ରେନ‌ ଯୋଗେ ଭୁବନେଶ୍ବର ଆସିଥିଲା । ଟ୍ରେନରେ ୪ଟି ବ୍ୟାଗରେ ଆଣିବା ବେଳେ ଜିଆରପି ଏହାକୁ ଧରିଛି |ଏହି ଘଟଣାରେ ୪ ଜଣ ଅଟକ ଥିବାବେଳେ ମିଳିଥିବା ସୂଚନା ମୁତାବକ କୋଣାର୍କ ଏକ୍ସପ୍ରେସ ଜରିଆରେ ସମ୍ପୃକ୍ତ ଚାରି ଜଣ ଅଭିଯୁକ୍ତ ଭୁବନେଶ୍ୱର ଆସିଥିଲେ | ଅଭିଯୁକ୍ତମାନେ ୪ଟି ବ୍ୟାଗରେ ସୁନା ଭର୍ତ୍ତି କରି ଆଣିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଟେଷ୍ଟ୍ ଅଧିନାୟକ ଭାବେ ରୋହିତ କରିବେ ପଦାର୍ପଣ

ଟେଷ୍ଟ୍ ଅଧିନାୟକ ଭାବେ ରୋହିତ କରିବେ ପଦାର୍ପଣ
Read More...

ଭିଟାମିନ୍‌ ସି

ଭିଟାମିନ୍‌ ସି
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ପୋଲିସ ନିକଟରେ ଆତ୍ମସମର୍ପଣ କଲା ହାର୍ଡକର ମାଓବାଦୀ
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell