ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧର ଆଜି ସପ୍ତମ ଦିନ। ରୁଷ ଆକ୍ରମଣରେ ପରିସ୍ଥିତି ଖୁବ ଜଟିଳ ଆଡକୁ ଗତି କରୁଛି। ରୁଷର ସେନା ପକ୍ଷରୁ କିଭ୍ ସହହର ବାହାର ପାଶ୍ୱର୍ରେ ପ୍ରାୟ ୬୪ କିଲୋମିଟର ଅଞ୍ଚଳକୁ ଘେରାବନ୍ଦି କରାଯାଇଥିବା ନେଇ ସୂଚନା ମିଳିଛି। ଏହି ସମୟରେ ଦକ୍ଷିଣ-ପୂର୍ବରୁ ମଧ୍ୟ ଅନ୍ୟ ଏକ ସୈନ୍ୟ ଆଗକୁ ଯାଉଛନ୍ତି।
ୟୁକ୍ରେନର ଖରସନ ସହରକୁ ରୁଷ ଚାରି ପଟୁ ଘେରି ରହିଛି। ଖରସନ ସହରର ସୀମାରେ ରୁଷ ସୈନିକ ରହିଛନ୍ତି।
ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ବଡ ଦାବି କରିଛନ୍ତି। ତାଙ୍କ କହିବାନୁଯାୟୀ, ୟୁକ୍ରେନ ସେନା ଗତ ଛଅ ଦିନ ମଧ୍ୟରେ ଛଅ ହଜାରରୁ ଅଧିକ ରୁଷ ସୈନିକ ନିହତ ହୋଇଛନ୍ତି।
ଭିଟାମିନ୍ ସି
Read More...
୪ ବର୍ଷ ପରେ ପରଦାକୁ ଫେରିବେ କିଙ୍ଗ୍ ଖାନ
Read More...