OdishaStatenews.com Today : 25-Jun-2022 11:01:55 AM
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩ ଜଣ କରୋନା ସଂକ୍ରମିତ ଚିହ୍ନଟ | ୨୪ ଘଣ୍ଟାରେ ଦେଶରେ ୨,୨୫୯ଜଣ କୋଭିଡ୍-୧୯ ଆକ୍ରାନ୍ତ; ୨୦ଜଣ ମୃତ |

ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧର ଆଜି ସପ୍ତମ ଦିନ।

March 02, 2022, ଦେଶ ଦୁନିଆ, ,


 ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧର ଆଜି ସପ୍ତମ ଦିନ।
OdishaStateNews Bureau
March 02, 2022


ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧର ଆଜି ସପ୍ତମ ଦିନ। ରୁଷ ଆକ୍ରମଣରେ ପରିସ୍ଥିତି ଖୁବ ଜଟିଳ ଆଡକୁ ଗତି କରୁଛି। ରୁଷର ସେନା ପକ୍ଷରୁ କିଭ୍‍ ସହହର ବାହାର ପାଶ୍ୱର୍ରେ ପ୍ରାୟ ୬୪ କିଲୋମିଟର ଅଞ୍ଚଳକୁ ଘେରାବନ୍ଦି କରାଯାଇଥିବା ନେଇ ସୂଚନା ମିଳିଛି। ଏହି ସମୟରେ ଦକ୍ଷିଣ-ପୂର୍ବରୁ ମଧ୍ୟ ଅନ୍ୟ ଏକ ସୈନ୍ୟ ଆଗକୁ ଯାଉଛନ୍ତି।
ୟୁକ୍ରେନର ଖରସନ ସହରକୁ ରୁଷ ଚାରି ପଟୁ ଘେରି ରହିଛି। ଖରସନ ସହରର ସୀମାରେ ରୁଷ ସୈନିକ ରହିଛନ୍ତି।
ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ବଡ ଦାବି କରିଛନ୍ତି। ତାଙ୍କ କହିବାନୁଯାୟୀ, ୟୁକ୍ରେନ ସେନା ଗତ ଛଅ ଦିନ ମଧ୍ୟରେ ଛଅ ହଜାରରୁ ଅଧିକ ରୁଷ ସୈନିକ ନିହତ ହୋଇଛନ୍ତି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭିଟାମିନ୍‌ ସି

ଭିଟାମିନ୍‌ ସି
Read More...

୪ ବର୍ଷ ପରେ ପରଦାକୁ ଫେରିବେ କିଙ୍ଗ୍‌ ଖାନ

୪ ବର୍ଷ ପରେ ପରଦାକୁ ଫେରିବେ କିଙ୍ଗ୍‌ ଖାନ
Read More...

ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ପୋଲିସର ଚେକିଙ୍ଗ୍ ୮୪୦୦ ଫାଇନ୍ ଆଦାୟ
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell