ଓଡିଶାଷ୍ଟେଟ ନ୍ୟୁଜ୍ ତରଫରୁ ଆପଣମାନଙ୍କୁ ହାର୍ଦ୍ଦିକ ସ୍ୱାଗତ। ଏହାର ପ୍ରୟାଶ ଦେଶ ବିଦେଶର କୋଣ ଅନୁକୋଣର ବାସ୍ତବ ଚିତ୍ର ସମ୍ବାଦ ମାଧ୍ୟମରେ ଉପସ୍ଥାପନା କରିବା ଓ ସୂଚନା ଲୋକଙ୍କ ପାଖରେ ପହଂଚାଇବା । ଏହାର ମୂଳ ଉଦେଶ୍ୟ ହେଲା ରାଷ୍ଟ୍ରର ଶିକ୍ଷା, ସ୍ୱାସ୍ଥ୍ୟ ଓ ଅନ୍ୟାନ କ୍ଷେତ୍ରର ସମୂହ ବିକାଶ ସାଇଟ୍ ରେ ତତ୍କାଳ୍ ସମ୍ବାଦ, ଫୋଟ ସହ ଭିଡ଼ିଓ ମଧ୍ୟ ପ୍ରଦର୍ଶିତ ହୋଇଥାଏ । ସମଗ୍ର ବିଶ୍ୱରେ ପ୍ରବାସୀ ଓଡ଼ିଆ ବ୍ୟକ୍ତିବିଶେଷ ସହ ବିଶେଷ କରି ଓଡ଼ିଆ ଭାଷାଭାଷୀମାନଙ୍କ ପାଇଁ ଯୋଗାଯୋଗ ଏବଂ ସହଯୋଗର ଏକ ମାଧ୍ୟମ ଅଟେ। ଆପଣମାନେ ଓଡିଶାଷ୍ଟେଟ ନ୍ୟୁଜ୍ ପୋର୍ଟାଲରେ ବିଜ୍ଞାପନ ଦେଇ ନିଜ ବ୍ୟବସାୟକୁ ବିଶ୍ବବ୍ୟାପୀ ପ୍ରଚାର ଓ ପ୍ରସାର କରାଇ ପାରିବେ । ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ଏହି ୱେବ୍ସାଇଟ୍ ପାଠକ ଓ ଦର୍ଶକ ମାନଙ୍କ ନିକଟରେ ପହଞ୍ଚି ପାରିଛି ଓ ଦେଶ ବିଦେଶର ଖବର ପାଇବାର ସହଜ ମାଧ୍ୟମ ହୋଇପାରିଛି।
ଓଡିଶାଷ୍ଟେଟ ନ୍ୟୁଜ୍ ସାଇଟରେ ବିଜ୍ଞାପନ ଦେବାପାଇଁ ବିଜ୍ଞାପନଦାତା ମାସିକ ମାତ୍ର ୧୦୦୦ ଟଙ୍କା ଦେୟ ଭରିବାକୁ ହେବ।