Odishastatenews.com Today : 25-Jun-2022 10:37:06 AM
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩ ଜଣ କରୋନା ସଂକ୍ରମିତ ଚିହ୍ନଟ | ୨୪ ଘଣ୍ଟାରେ ଦେଶରେ ୨,୨୫୯ଜଣ କୋଭିଡ୍-୧୯ ଆକ୍ରାନ୍ତ; ୨୦ଜଣ ମୃତ |

ବିଜ୍ଞାପନ ସୂଚନା

ଓଡିଶାଷ୍ଟେଟ ନ୍ୟୁଜ୍ ତରଫରୁ ଆପଣମାନଙ୍କୁ ହାର୍ଦ୍ଦିକ ସ୍ୱାଗତ। ଏହାର ପ୍ରୟାଶ ଦେଶ ବିଦେଶର କୋଣ ଅନୁକୋଣର ବାସ୍ତବ ଚିତ୍ର ସମ୍ବାଦ ମାଧ୍ୟମରେ ଉପସ୍ଥାପନା କରିବା ଓ ସୂଚନା ଲୋକଙ୍କ ପାଖରେ ପହଂଚାଇବା । ଏହାର ମୂଳ ଉଦେଶ୍ୟ ହେଲା ରାଷ୍ଟ୍ରର ଶିକ୍ଷା, ସ୍ୱାସ୍ଥ୍ୟ ଓ ଅନ୍ୟାନ କ୍ଷେତ୍ରର ସମୂହ ବିକାଶ ସାଇଟ୍ ରେ ତତ୍କାଳ୍ ସମ୍ବାଦ, ଫୋଟ ସହ ଭିଡ଼ିଓ ମଧ୍ୟ ପ୍ରଦର୍ଶିତ ହୋଇଥାଏ । ସମଗ୍ର ବିଶ୍ୱରେ ପ୍ରବାସୀ ଓଡ଼ିଆ ବ୍ୟକ୍ତିବିଶେଷ ସହ ବିଶେଷ କରି ଓଡ଼ିଆ ଭାଷାଭାଷୀମାନଙ୍କ ପାଇଁ ଯୋଗାଯୋଗ ଏବଂ ସହଯୋଗର ଏକ ମାଧ୍ୟମ ଅଟେ। ଆପଣମାନେ ଓଡିଶାଷ୍ଟେଟ ନ୍ୟୁଜ୍ ପୋର୍ଟାଲରେ ବିଜ୍ଞାପନ ଦେଇ ନିଜ ବ୍ୟବସାୟକୁ ବିଶ୍ବବ୍ୟାପୀ ପ୍ରଚାର ଓ ପ୍ରସାର କରାଇ ପାରିବେ । ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ଏହି ୱେବ୍ସାଇଟ୍ ପାଠକ ଓ ଦର୍ଶକ ମାନଙ୍କ ନିକଟରେ ପହଞ୍ଚି ପାରିଛି ଓ ଦେଶ ବିଦେଶର ଖବର ପାଇବାର ସହଜ ମାଧ୍ୟମ ହୋଇପାରିଛି।


ଓଡିଶାଷ୍ଟେଟ ନ୍ୟୁଜ୍ ସାଇଟରେ ବିଜ୍ଞାପନ ଦେବାପାଇଁ ବିଜ୍ଞାପନଦାତା ମାସିକ ମାତ୍ର ୧୦୦୦ ଟଙ୍କା ଦେୟ ଭରିବାକୁ ହେବ।



ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ଅଟୋ ଓ ମୋଟର ସାଇକେଲ ଧକ୍କା ରେ ଜଣେ ମୃତ ଓ ଜଣେ ଗୁରୁତର
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell