Odishastatenews.com Today : 09-Dec-2022 21:14:01 PM
ଭୁବନେଶ୍ୱର: ୧୨ ଘଣ୍ଟା ଜେରା ପରେ ଇଡି କାର୍ଯ୍ୟାଳୟରୁ ବାହାରିଲେ ବିଧାୟକଙ୍କ ଭାଇ ଗଙ୍ଗାଧର ସାମଲ। କହିଲେ- ଜଗବନ୍ଧୁ ଏକ କାର କିଣିବା ପାଇଁ ବୁକ କରିଥିଲେ। | ଭୁବନେଶ୍ବର: ଅର୍ଚ୍ଚନା ନାଗ ମାମଲାରେ ଆଜି ପୁଣି ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି ବେହେରା | ବିଧାନସଭାରେ ଉଠିଲା ଅର୍ଚ୍ଚନା ନାଗ ପ୍ରସଙ୍ଗ। ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ କଲେ ବିଧାୟକ ନରସିଂହ ମିଶ୍ର। | କେନ୍ଦ୍ରାପଡ଼ା: ସଦର ଥାନା ବାଲିଆ ବଜାରରେ କାର୍ତ୍ତିକେଶ୍ୱର ଭସାଣରେ ବାଣ ଫୁଟି ୨୦ ଆହତ। ୪ ଜଣଙ୍କ ଅବସ୍ଥା ସଂକଟାପନ୍ନ ସୂଚନା। | ଇଡିରୁ ବାହାରିଲେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ଓ ଶ୍ରଦ୍ଧାଞ୍ଜଳି ବେହେରା। ୧୨ ଘଣ୍ଟାର ଜେରା ପରେ ଅକ୍ଷୟଙ୍କୁ ଛାଡ଼ିଲା ଇଡି। ଶ୍ରଦ୍ଧାଞ୍ଜଳିଙ୍କୁ ପଚାରିଲା ୧୪ ଘଣ୍ଟା। | ମୃତ୍ୟୁ ସମ୍ବାଦ ଖଣ୍ଡନ କଲେ ପରିବାର; ସ୍ବାସ୍ଥ୍ୟାବସ୍ଥା ଜଟିଳ ଥିବାରୁ ‘ଲାଇଫ୍ ସପୋର୍ଟ’ରେ ଅଛନ୍ତି ଅଭିନେତା ବିକ୍ରମ ଗୋଖ୍‌ଲେ | ଦେବଗଡ଼: ୪୯ ନମ୍ବର ଜାତୀୟ ରାଜପଥର ତିଲେଇବଣି ଛକରେ ଶଗଡ଼କୁ ପଛରୁ ପିଟିଲା ଟ୍ରକ୍, ଚାଷୀ ଦମ୍ପତିଙ୍କ ଘଟଣାସ୍ଥଳରେ ମୃତ୍ୟୁ | ପୁରୀ: ଏସ୍‌ପିଙ୍କ ନାଁରେ ଫେସ୍‌ବୁକ୍‌ ଆକାଉଣ୍ଟ୍ ଖୋଲି ଠକେଇ ଅଭିଯୋଗ। ହୋମଗାର୍ଡ ଚାକିରି କରାଇଦେବାକୁ କହି ଟଙ୍କା ମାଗୁଥିବା ଅଭିଯୋଗ। ସାଇବର ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ବାନ୍ଧିଲା ପୁଲିସ। |

ଖବର ସଂଗ୍ରହ



ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ବିରିକୋଟରେ କଣ୍ଢେଇ ଯାତ୍ରା ପର୍ବ ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ବିରିକୋଟରେ କଣ୍ଢେଇ ଯାତ୍ରା ପର୍ବ

ପାରଳାଖେମୁଣ୍ଡି:୯/୧୨(, ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ବିରିକୋଟରେ କଣ୍ଢେଇ ଯାତ୍ରା ପର୍ବ ୨୧ ଦିନଧରି ପାଳିତ ହେlଇଯାଇଛି l ମାର୍ଗଶିର ମାସର ପ୍ରଥମ ଗୁରୁବାର ଦିନ ଏହି କଣ୍ଢେଇ ଯାତ୍ରା ଆରମ୍ଭ ହୁ

Read More...

ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ସ୍ୱାସ୍ଥ୍ୟକର୍ମୀ ଓ ସ୍ୱାସ୍ଥ୍ୟ ପରିଦର୍ଶକଙ୍କ୫ଦଫା ଦାବି ନେଇ କଳାବ୍ୟାଜ ପରିଧାନପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ସ୍ୱାସ୍ଥ୍ୟକର୍ମୀ ଓ ସ୍ୱାସ୍ଥ୍ୟ ପରିଦର୍ଶକଙ୍କ୫ଦଫା ଦାବି ନେଇ କଳାବ୍ୟାଜ ପରିଧାନ

ପାରଳାଖେମୁଣ୍ଡି,୯/୧୨(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ସ୍ତରୀୟ ମୁଖ୍ୟ ଡାକ୍ତରଖାନାରେ କାର୍ଯ୍ୟରତ ପୁରୁଷ, ମହିଳା ସ୍ୱାସ୍ଥ୍ୟକର୍ମୀ ଓ ସ୍ୱାସ୍ଥ୍ୟ ପରିଦର୍ଶକ ଓ ପରି

Read More...

ପାରଳାଖେମୁଣ୍ଡିସ୍ଥିତସେଞ୍ଚୁରିଆନୟୁନଭରସିଟିରକ୍ୟାମ୍ପସ୍ପ୍ଲେସମେଣ୍ଟଡ୍ରାଇଭ୍ଅନୁଷ୍ଠିତ ପାରଳାଖେମୁଣ୍ଡିସ୍ଥିତସେଞ୍ଚୁରିଆନୟୁନଭରସିଟିରକ୍ୟାମ୍ପସ୍ପ୍ଲେସମେଣ୍ଟଡ୍ରାଇଭ୍ଅନୁଷ୍ଠିତ

ପାରଳାଖେମୁଣ୍ଡି:୯/୧୨(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଆର ସିତାପୁର ଠାରେ ଥିବାସେଞ୍ଚୁରିୟନ୍ ୟୁନିଭରସିଟରେଆଇଟିସିଲିମିଟେଡ୍,କେସାରିଫାର୍ମସ୍ଏବଂବାୟୋଲୋଜିକାଲ୍ କ୍ୟାମ୍ପସ୍ ପ୍ଲେସମେଣ

Read More...

ପାରଳାଖେମୁଣ୍ଡି ନିକଟସ୍ଥ ନୀଳକଣ୍ଠ ଗ୍ରାମ ଠାରେ ଗିଫ୍ଟ ମଡେ଼ଲ ସ୍କୁଲର ସପ୍ତମପ୍ରତିଷ୍ଠା ଦିବସ ମହା ସମାରୋହରେ ପାଳିତପାରଳାଖେମୁଣ୍ଡି ନିକଟସ୍ଥ ନୀଳକଣ୍ଠ ଗ୍ରାମ ଠାରେ ଗିଫ୍ଟ ମଡେ଼ଲ ସ୍କୁଲର ସପ୍ତମପ୍ରତିଷ୍ଠା ଦିବସ ମହା ସମାରୋହରେ  ପାଳିତ

ପାରଳାଖେମୁଣ୍ଡି:୯/୧୨(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଆନିକଟ ନିଳକଣ୍ଠ ପୁର ଗ୍ରାମ ଠାରେ ଅବସ୍ଥିତ ତଥା ବିଗତ ୦୭ ଡିସେମ୍ବର ୨୦୧୫ ସାଲରେ ପ୍ରତିଷ୍ଠା ହୋଇଥିବା ଗିଫ୍ଟ ମଡେଲ ସ୍ଖୁଲର ସପ୍ତମ ମହିଳା ପ୍ର

Read More...

କୋଟପାଡ଼ ଏନ୍ ଏ ସି ରେ ମୁକ୍ତା ଯୋଜନାର ବୈଠକ ଅନୁଷ୍ଠିତକୋଟପାଡ଼ ଏନ୍ ଏ ସି ରେ ମୁକ୍ତା ଯୋଜନାର ବୈଠକ ଅନୁଷ୍ଠିତ

ଆଜି କୋଟପାଡ଼ ଏନ୍ ଏ ସି ର ତେର ଗୋଟି ୱାର୍ଡର ଏସ ଏଚ ଯି ଓ କାଉନସିଲର ମାନଙ୍କୁ ନେଇ ମୁକ୍ତା ଯୋଜନା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏନ୍ ଏ ସି ର ଇମ୍ପ୍ଲିମେସନ ଏକ୍ସପୋର୍ଟ ରଶ୍ମିତା ଦଳେଇ ଏବଂ ପ୍ରୋଗ୍ରାମ ସଂଯୋଜକ ମହେଶ ପ

Read More...

ନାଲକୋରେ ଦୁଇ ନୂତନ ସମୂହ ମହାପ୍ରବନ୍ଧକଙ୍କ କାର୍ଯ୍ୟଭାର ଗ୍ରହଣ ନାଲକୋରେ ଦୁଇ ନୂତନ ସମୂହ ମହାପ୍ରବନ୍ଧକଙ୍କ କାର୍ଯ୍ୟଭାର ଗ୍ରହଣ

ଦାମନଯୋଡି,୦୮/୧୧:- ନାଲକୋ ଖଣି ଓ ପରିଶୋଧନ ପ୍ରକଳ୍ପର ମାନବ ସମ୍ବଳ ଓ ପ୍ରଶାସନ ବିଭାଗରେ ନୂତନ ଭାରପ୍ରାପ୍ତ ସମୂହ ମହାପ୍ରବନ୍ଧକ ରୂପେ ଇଂ ଅମରେନ୍ଦ୍ର କୁମାର ମିଶ୍ର ଗତ ଏକ ତାରିଖରୁ କାର୍ଯ୍ଯଭାର ଗ୍ରହଣ କରିଛନ୍ତି। ସେ ପୂ

Read More...

ଭବାନୀପାଟଣା ଠାରେ ଦୁର୍ଘଟଣା ରୋକିବାକୁ ଜିଲ୍ଲା ଆପାତ କାଳୀନ ବୈଠକ ଅନୁଷ୍ଠିତଭବାନୀପାଟଣା ଠାରେ ଦୁର୍ଘଟଣା ରୋକିବାକୁ ଜିଲ୍ଲା ଆପାତ କାଳୀନ ବୈଠକ ଅନୁଷ୍ଠିତ

କଳାହାଣ୍ଡି ତା: ୦୮.୧୨.୨୦୨୨ - ସ୍ଥାନୀୟ ଓସୱାନ ସେଣ୍ଟର୍ ଠାରେ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଆପାତକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ ଥିବା ବିଭିନ୍ନ ଶିଳ୍ପାନୁ୍ଷ୍ଠ।ନ ମାନଙ୍କର

Read More...

ଜିଲ୍ଲାରେ ଭୋଟରଙ୍କ ଅନୁପାତ ବୃଦ୍ଧି କରିବାକୁ ନିବେଦନଜିଲ୍ଲାରେ ଭୋଟରଙ୍କ ଅନୁପାତ ବୃଦ୍ଧି କରିବାକୁ ନିବେଦନ

ମାଲକାନଗିରି, ୦୮/୧୨/୨୦୨୨: ଜିଲ୍ଲାରେ ଚାଲିଥିବା ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ-୨୦୨୩ ଅଧୀନରେ ପ୍ରାପ୍ତ ହୋଇଥିବା ଦାବି ଓ ଆପତ୍ତି କିମ୍ବା ଅଭିଯୋଗ ତଥ୍ୟକୁ ବିଭିନ୍ନ ରାଜନୈତିକ ଦଳକୁ ପ୍ରଦାନ କରାଯାଇଛି

Read More...

ଲୋକପ୍ରିୟ ଅବସରପ୍ରାପ୍ତ ପ୍ରଫେସର ରବିନ୍ଦ୍ର ନାଥ ଜେନାଙ୍କ ପରଲୋକରେ ବିଭିନ୍ନ ମହଲରେ ଶୋକ ଲୋକପ୍ରିୟ ଅବସରପ୍ରାପ୍ତ ପ୍ରଫେସର ରବିନ୍ଦ୍ର ନାଥ ଜେନାଙ୍କ ପରଲୋକରେ ବିଭିନ୍ନ ମହଲରେ ଶୋକ

ପାରଳାଖେମୁଣ୍ଡି:୮/୧୨(ଗରୁଡ଼ ଧ୍ଵଜ ଚୌଧୁରୀ)ଓଡ଼ିଶାର ପ୍ରଖ୍ୟାତ ଐତିହାସିକ, ବିଶିଷ୍ଟ ହକି ଖେଳାଳୀ, କୁଶଳୀ କଳାକାର ରବୀନ୍ଦ୍ର ନାଥ ଜେନା ପୂର୍ବାହ୍ନ ୧୧ ସମୟରେ ଇହଲୀଳା ସମ୍ବରଣ କରିଥିଲେ. ସେ ଜଣେ ଛାତ୍ର ବତ୍ସଲ ପ୍ରଫେସର ଭା

Read More...

ସେକ୍ସ କାରବାରରେ ୩ ଗିରଫ, ୧୦,୫୦୦ ଟଙ୍କା ଜବତସେକ୍ସ କାରବାରରେ ୩ ଗିରଫ, ୧୦,୫୦୦ ଟଙ୍କା ଜବତ

ମାଲକାନଗିରି। ତା:୮/୧୨ ମାଲକାନଗିରି ସଦର ମହକୁମାର ଏକ ପରିତ୍ଯକ୍ତ ଘରେ ସେକ୍ସ କାରବାର ସୂଚନା ପାଇ ପୋଲିସ ଚଢାଉ କରି ୩ ଜଣଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିବା ଜଣାପଡିଛି। ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ ମାଲକାନଗି

Read More...

ଗ୍ରାମବାସୀ, ଅଗ୍ନିଶମ ଓ ବନ ବିଭାଗର ଉପସ୍ଥିତ ବୁଦ୍ଧି ଯୋଗୁଁ ନିଶ୍ଚିତ ମୃତ୍ୟୁ ମୁଖରୁ ରକ୍ଷା ପାଇଲେ ଦୁଇ ହାତୀ ଶାବକଗ୍ରାମବାସୀ, ଅଗ୍ନିଶମ ଓ ବନ ବିଭାଗର ଉପସ୍ଥିତ ବୁଦ୍ଧି ଯୋଗୁଁ ନିଶ୍ଚିତ ମୃତ୍ୟୁ ମୁଖରୁ ରକ୍ଷା ପାଇଲେ ଦୁଇ ହାତୀ ଶାବକ

ବଡ଼ସାହି : ମୟୂରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ କାଠରୁମା (ଦେହୁରୀ ସାହି )ରେ ଏକ ଡଗ ୱେଲ ଭିତରେ ଖସି ପଡିଥିବା ଦୁଇଟି ହାତୀ ନିଶ୍ଚିତ ମୃତ୍ୟୁ ମୁଖରୁ ରକ୍ଷା ପାଇଛନ୍ତି । ଏଥିପାଇଁ ଗ୍ରାମବାସୀ, ବନ ଓ ଅଗ୍ନିଶମ ବିଭାଗଙ୍କ ଉପସ୍ଥି

Read More...

ଇତିହାସ ବିଭାଗ ତରଫରୁ ନବାଗତ ଛାତ୍ରଛାତ୍ରୀଙ୍କୁ ସମ୍ୱର୍ଦ୍ଧନାଇତିହାସ ବିଭାଗ ତରଫରୁ ନବାଗତ ଛାତ୍ରଛାତ୍ରୀଙ୍କୁ ସମ୍ୱର୍ଦ୍ଧନା

ମାଲକାନଗିରି। ତା:୮/୧୨ ମାଲକାନଗିରି ମହାବିଦ୍ୟାଳୟର ଇତିହାସ (ସମ୍ମାନ) ବିଭାଗ ତରଫରୁ ନବାଗତଙ୍କ ନିମନ୍ତେ ଏକ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ରୂପେ ମହାବି

Read More...

ଖାନନଗର ପାର୍କ ନିକଟରେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଠାବଖାନନଗର ପାର୍କ ନିକଟରେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଠାବ

କଟକ ଖାନନଗର ପାର୍କ ନିକଟରେ ଆଜି ସକାଳେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି। ପ୍ରାଥମିକ ତଦନ୍ତରୁ ଜଣାପଡୁଛି ବ୍ୟକ୍ତି ଜଣଙ୍କ ଆତ୍ମହତ୍ୟା କରିଛନ୍ତି। ଘଟଣା ସ୍ଥଳରେ ବାଦାମବାଡ଼ି ଥାନା ପୁଲିସ ପହଞ୍ଚି ତଦନ୍ତ

Read More...

ଚୋରିରେ କଟକ ଶୀର୍ଷରେ, ସହରରେ ମାତିଲେଣି ଏରାଗୁଲା!ଚୋରିରେ କଟକ ଶୀର୍ଷରେ, ସହରରେ ମାତିଲେଣି ଏରାଗୁଲା!

କଟକ ସହରରେ ସମ୍ପତ୍ତି ଜନିତ ଅପରାଧ ମାମଲାରେ ଚୋରି ଭଳି ଅପରାଧ ଶୀର୍ଷ ସ୍ଥାନରେ ରହିଛି। ତା’ ପଛକୁ ସିନ୍ଧିଚୋରି ଦ୍ବିତୀୟ ସ୍ଥାନ, ଛିନତାଇ ଓ ଡକାୟତି ଭଳି ଅପରାଧରେ ତୃତୀୟ ଓ ଚତୁର୍ଥ ସ୍ଥାନରେ ଗଲା ପାଞ୍ଚ ବର୍ଷ ହେବ ରହି

Read More...

ଦୁଷ୍କର୍ମ ଶିକାର ଛାତ୍ରୀଙ୍କ ବଳପୂର୍ବକ ଗର୍ଭପାତ!ଦୁଷ୍କର୍ମ ଶିକାର ଛାତ୍ରୀଙ୍କ ବଳପୂର୍ବକ ଗର୍ଭପାତ!

ଡାକ୍ତରଖାନାରେ ମୃତ୍ୟୁ ସହ ଲଢ଼ୁଛନ୍ତି ପୀଡ଼ିତା, ଅଭିଯୁକ୍ତ ଯୁବକ ଓ ବାପା, ମା’ ଥାନାରେ ଅଟକ ବାରମ୍ବାର ଦୁଷ୍କର୍ମର ଶିକାର ହୋଇ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ୬ ମାସର ଗର୍ଭବତୀ ହେବା ପରେ ବଳପୂର୍ବକ ଔଷଧ ଖୁଆଇ ତାଙ୍କର ଗର୍ଭ

Read More...

ଲକ୍ଷ୍ମୀପୁର ରେ ବ୍ଲକ୍ ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ମେଳାଲକ୍ଷ୍ମୀପୁର ରେ ବ୍ଲକ୍ ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ମେଳା

ଲକ୍ଷ୍ମୀପୁର ...ଲକ୍ଷ୍ମୀପୁର ସାଙ୍ଗାନ୍ନା ଉଚ୍ଚ ବିଦ୍ୟାଳୟରେ ବ୍ଲକ୍ ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ମେଳା ଅନୁଷ୍ଠିତ ହୋଇଛି।ଲକ୍ଷ୍ମୀପୁର ଗୋଷ୍ଠୀ ଶିକ୍ଷାଧିକାରୀ କୈଳାଶ ଚନ୍ଦ୍ର ବେହେରା ଙ୍କ ସଭାପତିତ୍ବ ରେ ମୂଖ୍ୟ ଅ

Read More...

ବିଜୟ ଉତ୍ସବ ପାଳିଲେ ମାଲକାନଗିରି ଆପ୍ କର୍ମୀବିଜୟ ଉତ୍ସବ ପାଳିଲେ ମାଲକାନଗିରି ଆପ୍ କର୍ମୀ

ମାଲକାନଗିରି। ତା:୭/୧୨ ଆଜି ସନ୍ଧ୍ୟା ୬ ଘଟିକl ସମୟରେ ହୋଟେଲ କ୍ଯୁ ନାଇନ୍ ଠାରେ ଆମ ଆଦମୀ ପାର୍ଟି,ଦିଲ୍ଲୀ ଏମସିଡିର ବିଜୟ ଉପଲକ୍ଷେ ମାଲକାନଗିରି ଜିଲ୍ଲରେ ବିଜୟ ଉତ୍ସବ ପାଳନ କରାଯାଉଅଛି । ଗତ ୧୫ ବର୍ଷ ବିଜେପି ଅଧୀନରେ ଏମସ

Read More...

କୋଟପାଡ଼ ରେ ବ୍ଲକ ଓ ଏନ୍ ଏ ସି ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତକୋଟପାଡ଼ ରେ ବ୍ଲକ ଓ ଏନ୍ ଏ ସି ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

ଆଜି କୋଟପାଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ଓ ଏନ୍ ଏ ସି ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପଦ୍ମିନୀ ଦିଆ ନ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୋଟପାଡ଼ ଏନ୍ ଏ ସ

Read More...

ବଡ଼ ଭଉଣୀଙ୍କୁ ମେଡିକାଲରେ ଦେଖିବାକୁ ଯାଇ ସାନଭଉଣୀର ଗାଡ଼ି ଧକ୍କାରେ ମୃତ୍ୟୁବଡ଼ ଭଉଣୀଙ୍କୁ ମେଡିକାଲରେ ଦେଖିବାକୁ ଯାଇ ସାନଭଉଣୀର ଗାଡ଼ି ଧକ୍କାରେ ମୃତ୍ୟୁ

ବଲାଙ୍ଗିର ୫୭ନଂ ଜାତୀୟ ରାଜପଥର ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ବୃନ୍ଦାବନପୁର ଛକ ଠାରେ ଏକ ପିକ୍ଅପ ଭ୍ୟାନ ଗାଡ଼ି ଧକ୍କାରେ ଜଣେ ନାବାଳିକା ଶିଶୁକନ୍ୟାର ମୃତ୍ୟୁ ଘଟିଥିବାବେଳେ ମୃତ ନାବାଳିକା କନ୍ୟାର ପିତା ଗୁରୁତର ଆହାତ ହୋ

Read More...

ଡାକ୍ତରଙ୍କ ଜନ୍ମଦିନରେ ଯକ୍ଷ୍ମା ରୋଗୀଙ୍କୁ ପୋଷ୍ୟ ଭାବେ ଗ୍ରହଣଡାକ୍ତରଙ୍କ ଜନ୍ମଦିନରେ ଯକ୍ଷ୍ମା ରୋଗୀଙ୍କୁ ପୋଷ୍ୟ ଭାବେ ଗ୍ରହଣ

ମାଲକାନଗିରି। ତା:୭/୧୨ କୁଡୁମୁଲୁଗୁମ୍ମା ସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡଃ ସନ୍ତୋଷ କୁମାର ଷଡଙ୍ଗୀ ନିଜର ଜନ୍ମଦିନକୁ ଏକ ନିରୋଳା ଢଙ୍ଗରେ ପାଳନ କରିଛନ୍ତି । ଆଜି ସେ ନୂଆଗୁଡା ଅଞ୍

Read More...

ବାବାସାହେବ ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ ପାଳିତବାବାସାହେବ ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ ପାଳିତ

ମାଲକାନଗିରି। ତା:୭/୧୨ ମାଲକାନଗିରି ମହାବିଦ୍ୟାଳୟ ର ଶହୀଦ ଲକ୍ଷ୍ମଣ ନାୟକ ଓ ଜଗଜୀବନ ରାମ ଛାତ୍ରାବାସର ସମସ୍ତ ଅନ୍ତେବାସୀ ମାନଙ୍କ ମିଳିତ ଉଦ୍ଯମ ରେ ବାବାସାହେବ ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ ପାଳିତ ହୋଇ ଯାଇଛି।

Read More...

ଗଜପତିଜିଲ୍ଲାପ୍ରଶାସନରସହଯୋଗଯୋଗୁଁ ବଞ୍ଚିବାରରାହାପାଇଲାଗୁମ୍ମାବ୍ଲକରଅସହାୟ ଶିଶୁଗଜପତିଜିଲ୍ଲାପ୍ରଶାସନରସହଯୋଗଯୋଗୁଁ  ବଞ୍ଚିବାରରାହାପାଇଲାଗୁମ୍ମାବ୍ଲକରଅସହାୟ ଶିଶୁ

ପାରଳାଖେମୁଣ୍ଡି:୭/୧୨(ଗରୁଡ଼ ଧ୍ଵଜ ଚୌଧୁରୀ)ଜିଲ୍ଲା ପ୍ରଶାସନର ସହୋଜଗ ଯୋଗୁ ବଂଚିବାର ରାହା ପାଇଲା ଅସହାୟ ଶିଶୁ। ଏକ ବିଶେଷ ସୁତ୍ର ରୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରି ଅରୁଣ କୁମାର ତ୍ରିପାଠୀ ଙ୍କୁ ଖବର ମିଳିଲା ଯେ ଗୁମ୍ମ

Read More...

ପାରଳାଖେମୁଣ୍ଡି ବେତାଗୁଡ଼ା ସ୍ଥିତ ରିଜର୍ଭ ପୋଲିସ ପଡିଆ ଠାରେ ୬୦ତମଗୃହରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ ପାରଳାଖେମୁଣ୍ଡି ବେତାଗୁଡ଼ା ସ୍ଥିତ ରିଜର୍ଭ ପୋଲିସ ପଡିଆ ଠାରେ ୬୦ତମଗୃହରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ

ପାରଳାଖେମୁଣ୍ଡି:୭/୧୨(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଉପକଣ୍ଠର ବେତାଗୁଡା ସ୍ଥିତ ରିଜର୍ଭ ପୋଲିସ ପ୍ୟାରେଡ଼ ପଡିଆ ଠାରେ ୬୦ ତମ ଗୃହ ରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହିକାର

Read More...

ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କ୍ରିଷ୍ଣା ସିନେମା ହଲରେ ଗଜପତି ଜିଲ୍ଲା ସରକାରୀ କର୍ମଚାରୀ ଦେଖିଲେ " ଦମନ୍" ଚଳଚ୍ଚିତ୍ର* ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କ୍ରିଷ୍ଣା ସିନେମା ହଲରେ ଗଜପତି ଜିଲ୍ଲା ସରକାରୀ କର୍ମଚାରୀ ଦେଖିଲେ

ପାରଳାଖେମୁଣ୍ଡି୭/୮(ଗରୁଡ଼ଧ୍ଵଜଚୌଧୁରୀ) ଗଜପତି ଜିଲ୍ଲା ସମସ୍ତ ଅଧିକାରୀ ଏବଂ କର୍ମଚରୀ ଆଜି ସନ୍ଧ୍ୟାରେ ପାରଳାଖେମୁଣ୍ଡି ସ୍ଥିତ ଏସ.କେ ସିନେମା ହଲରେ ଦମନ ଚଳଚ୍ଚିତ୍ର ଦେଖିଛନ୍ତି। ମ୍ୟାଲେରଆ ନିରାକରଣ ଭଳି ସମ୍ବେଦନଶୀଳ

Read More...

ମହୁ ମାଛି ଆକ୍ରମଣରେ ମହିଳାଙ୍କ ଅକାଳ ମୃତ୍ଯୁମହୁ ମାଛି ଆକ୍ରମଣରେ ମହିଳାଙ୍କ ଅକାଳ ମୃତ୍ଯୁ

ମାଲକାନଗିରି। ତାହା:୦୬/୧୨ ପଡିଆ ବ୍ଳକର ଶିମିଳିବାଞ୍ଛା ପଞ୍ଚାୟତ ଅନ୍ତର୍ଗତ ଗୋରଖପାଲ୍ଲୀ ଗ୍ରାମର ଜଣେ ମହିଳା ମହୁ ମାଛି ଆକ୍ରମଣର ଶିକାର ହୋଇ ଆଜି ଅକାଳ ରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି। ପ୍ରାପ୍ତ ସୂଚନା ଅନୁଯାୟୀ,

Read More...

ସାଇବର ଲୁଟ୍ ର ଶିକାର ହେଲେ ଶିକ୍ଷକସାଇବର ଲୁଟ୍ ର ଶିକାର ହେଲେ ଶିକ୍ଷକ

ମାଲକାନଗିରି। ତା:୦୬/୧୨ କାଲିମେଳା ବ୍ଲକ ଏମପିଭି-୩୧ ଗ୍ରାମର ସମୀର କୁମାର ଗୋପ ସାଇବର ଲୁଟ୍ ର ଶିକାର ହୋଇଥିବା ଜଣାପଡିଛି। ଏନେଇ ଥାନାରେ ସେ ଏତଲା ଦେବା ପରେ ସାଇବର ସେଲ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଘଟଣାରୁ ପ୍ରକାଶ ଯେ,

Read More...

ମୋହନା ବ୍ଲକ ପ୍ରାଥମିକ ଶିକ୍ଷକ(ଏକ୍ସ କ୍ୟାଡ଼ର) ଓ ଗଣ ଶିକ୍ଷକଙ୍କ ୮ ଦଫା ଦାବି ନେଇ ଶୋଭାଯାତ୍ରା ମୋହନା ବ୍ଲକ ପ୍ରାଥମିକ ଶିକ୍ଷକ(ଏକ୍ସ କ୍ୟାଡ଼ର) ଓ ଗଣ ଶିକ୍ଷକଙ୍କ ୮ ଦଫା ଦାବି ନେଇ ଶୋଭାଯାତ୍ରା

ପାରଳାଖେମୁଣ୍ଡି:୬/୧୨(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା।ମୋହନ ବ୍ଳକ ଶିକ୍ଷକ ସଂଘ ପକ୍ଷରୁ ବ୍ଲକ କାର୍ଯ୍ୟକାରୀ ସଭାପତି ଅଶୋକ କୁମାର ବେହେରାଙ୍କ ତତ୍ତ୍ଵାବଧାନରେ ଏକ ବିରାଟ ଶୋଭାଯାତ୍ରାରେ ସରକାରୀ ହାଇସ୍କୁଲ ପଡିଆରୁ

Read More...

ଗଜପତି: ଟସର ଚାଷୀ ଓ ଟସର ଶ୍ରମିକ ସେମାନଙ୍କ ବକେୟା ପ୍ରଦାନ ଦାବି କରି ଗଜପତି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଗଣଧାରଣା ଦେଲେଗଜପତି: ଟସର ଚାଷୀ ଓ ଟସର ଶ୍ରମିକ ସେମାନଙ୍କ ବକେୟା ପ୍ରଦାନ ଦାବି କରି ଗଜପତି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଗଣଧାରଣା ଦେଲେ

ପାରଳାଖେମୁଣ୍ଡି:୬/୧୨(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାରେ ସରକାରଙ୍କ ଦ୍ବାରା ଚାଲିଥିବା ବିଭିନ୍ନ ଟସର ପ୍ରକଳ୍ପରେ ନିୟୋଜିତ ଶ୍ରମିକ ଓ ଚାଷୀ ମାନଙ୍କ ବକେୟା ମଜୁରୀ ପ୍ରଦାନ ତଥା ଅନ୍ୟାନ୍ୟ ଦାବୀ ନେଇ ଆଜି ଗଜପତି ଜିଲ୍ଲ

Read More...

ପାରଳାଖେମୁଣ୍ଡି ସ୍ଥିତଜିଲ୍ଲାପାଳଙ୍କସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗଶୁଣାଣୀକାର୍ଯ୍ୟକ୍ରମ ଅନୁଷ୍ଠିତପାରଳାଖେମୁଣ୍ଡି ସ୍ଥିତଜିଲ୍ଲାପାଳଙ୍କସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗଶୁଣାଣୀକାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି:୬/୧୨(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସମେତ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍

Read More...

ଗୁମ୍ମା ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଳକ ସ୍ତରିୟ ବିଜ୍ଞାନ ମେଳା ଅନୁଷ୍ଠିତ ଗୁମ୍ମା ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଳକ ସ୍ତରିୟ ବିଜ୍ଞାନ ମେଳା ଅନୁଷ୍ଠିତ

ପାରଳାଖେମୁଣ୍ଡି:୬/୧୨ ଗଜପତି ଜିଲ୍ଲା ଗୁମ୍ମା ବ୍ଳକର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଳକ ସ୍ତରୀୟ ଵିଜ୍ଞାନ ମେଳାଅନୁଷ୍ଠିତ ହୋଇ ଯାଇଛି।ଏହି ବିଜ୍ଞାନ ମେଳାକୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ନୟନ ରଞ୍ଜନ ମଣ୍ଡଳ ଉଦଘାଟନ କରିଥ

Read More...

ପାରଳାଖେମୁଣ୍ଡି ସ୍ଥିତଜିଲ୍ଲାକୃଷିଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ଗଜପତି ଜିଲ୍ଲା ସ୍ତରୀୟ ବିଶ୍ବ ମୃତ୍ତିକା ଦିବସ ପାଳିତପାରଳାଖେମୁଣ୍ଡି ସ୍ଥିତଜିଲ୍ଲାକୃଷିଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ଗଜପତି ଜିଲ୍ଲା ସ୍ତରୀୟ  ବିଶ୍ବ ମୃତ୍ତିକା ଦିବସ ପାଳିତ

vପାରଳାଖେମୁଣ୍ଡି:୫/୧୨(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ସ୍ଥିତ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରେ ବିଶ୍ଵ ମୃତ୍ତିକା ଦିବସ ପାଳିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ

Read More...

ଭବାନୀପାଟଣା ଠାରେ ଜିଲ୍ଲାସ୍ତରୀୟ ବିଶ୍ଵ ମୃତ୍ତିକା ଦିବସ ପାଳିତଭବାନୀପାଟଣା ଠାରେ ଜିଲ୍ଲାସ୍ତରୀୟ ବିଶ୍ଵ ମୃତ୍ତିକା ଦିବସ ପାଳିତ

କଳାହାଣ୍ଡି ତା: ୦୫.୧୨.୨୦୨୨ ରିଖ ଆଜି ଦିବା ୧୦ ଘଣ୍ଟା ସମୟରେ ଭବାନୀପାଟଣା ବ୍ଲକ୍ ର କୃଷି ସୂଚନା ପରାମର୍ଶ କେନ୍ଦ୍ରରେ ଜିଲ୍ଲାସ୍ତରୀୟ ବିଶ୍ଵ ମୃତ୍ତିକା ଦିବସ :- ୨୦୨୨ ପାଳିତ ହୋଇଥିଲା । ଉକ୍ତ ସଭାରେ ଅତିରିକ୍ତ ଜିଲ୍ଲାପାଳ

Read More...

ଇରାନର ନୈତିକତା ପୁଲିସ ଉଚ୍ଛେଦ କଥା କଣ ମିଛ ?ଇରାନର ନୈତିକତା ପୁଲିସ ଉଚ୍ଛେଦ କଥା କଣ ମିଛ ?

ଜନ ଆନ୍ଦୋଳନ ଚାପରେ ଇରାନ ସରକାର ନୈତିକତା ପୁଲିସ ଉଚ୍ଛେଦ କରିବା ସହ ହିଜାବ ଆଇନର ସମୀକ୍ଷା କରିବାକୁ ନିଷ୍ପତ୍ତି ନେଇଥିବା କଥା ଏବେ ସାରା ବିଶ୍ବର ଗଣମାଧ୍ୟମରେ ସ୍ଥାନ ପାଇଛି । ଭାରତୀୟ ଗଣମାଧ୍ୟମ ମଧ୍ୟ ଏହି ଖବରକୁ ଗୁରୁତ

Read More...

‘ଇଣ୍ଡିଆନ୍‌ ଆଇଡଲ୍‌’ ଜିତିବା ଆଗରୁ ଏକ୍‌ତା କପୁରଙ୍କ ସିରିୟଲ୍‌ର ସଂସ୍କାରୀ ବୋହୂ ବନିବେ କି ବିଦିପ୍ତା?‘ଇଣ୍ଡିଆନ୍‌ ଆଇଡଲ୍‌’ ଜିତିବା ଆଗରୁ ଏକ୍‌ତା କପୁରଙ୍କ ସିରିୟଲ୍‌ର ସଂସ୍କାରୀ ବୋହୂ ବନିବେ କି ବିଦିପ୍ତା?

ସିଙ୍ଗିଂ ରିୟାଲିଟି ସୋ’ ‘ଇଣ୍ଡିଆନ୍‌ ଆଇଡଲ୍‌-୧୩’ର ଜଣେ ଏପରି ପ୍ରତିଯୋଗୀ ଅଛନ୍ତି, ଯିଏକି ପ୍ରତିଯୋଗିତା ଜିତିବା ଆଗରୁ ହିଁ ଦର୍ଶକ ଓ ଶ୍ରୋତାଙ୍କ ମନରେ ରାଜ୍‌ କରୁଛନ୍ତି। ସେ ପ୍ରତିଯୋଗିତା ଜିତିବେ କି ନ

Read More...

ସପ୍ତାହର ପ୍ରଥମ ଦିନରେ ମହଙ୍ଗା ହେଲା ସୁନା-ରୂପାସପ୍ତାହର ପ୍ରଥମ ଦିନରେ ମହଙ୍ଗା ହେଲା ସୁନା-ରୂପା

ଭାରତୀୟ ବୁଲିଅନ୍ ବଜାରରେ ସୋମବାର ଦିନ ସୁନା-ରୂପା ଦରରେ ବୃଦ୍ଧି ଦେଖିବାକୁ ମିଳିଛି । ୯୯୯ ଶୁଦ୍ଧତା ସହିତ ଦଶ ଗ୍ରାମ ସୁନା ବୃଦ୍ଧି ସହିତ ୫୩ ହଜାରରୁ ଅଧିକ ରହିଥିବାବେଳେ ୯୯୯ ଶୁଦ୍ଧତା ସହିତ ଏକ କିଲୋଗ୍ରାମ ରୂପା ମୂଲ୍ୟ ୬୫

Read More...

ଭାରତ ଯୋଡ଼ ଯାତ୍ରାରେ ମୋଦି ମୋଦି ନାର ଦେଲେ ଲୋକେ, ଫ୍ଲାଇଙ୍ଗ କିସ୍ ଦେଲେ ରାହୁଲ ଗାନ୍ଧୀଭାରତ ଯୋଡ଼ ଯାତ୍ରାରେ ମୋଦି ମୋଦି ନାର ଦେଲେ ଲୋକେ, ଫ୍ଲାଇଙ୍ଗ କିସ୍ ଦେଲେ ରାହୁଲ ଗାନ୍ଧୀ

କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଥିବା ଭାରତ ଯୋଡ଼ ଯାତ୍ରା ଏବେ ମଧ୍ୟ ରାଜସ୍ଥାନରେ ପହଞ୍ଚିଛି । କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କାଶ୍ମୀର ପର୍ଯ୍ୟନ୍ତ ଚାଲିବ । ଏହି ଯାତ୍ରା ସହିତ

Read More...

କାନ କୁଣ୍ଡେଇ ହେବା ସମସ୍ୟା ଦେଖାଯାଉଛି କି?କାନ କୁଣ୍ଡେଇ ହେବା ସମସ୍ୟା ଦେଖାଯାଉଛି କି?

କାନ ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ, ଯଦି ଏହା ସଠିକ୍ ଭାବରେ କାମ ନକରେ ତେବେ ଦୁନିଆ ଏକ ନିଛାଟିଆ ସ୍ଥାନ ପରି ଅନୁଭବ କରିବାକୁ ଲାଗେ । ମଣିଷ କାନ ୨୦ ରୁ ୨୦ ହଜାର ହେର୍ଟଜ୍ ଫ୍ରିକ୍ୱେନ୍ସିର ଶବ୍ଦ ଶୁଣିପାରେ। ଯେତେବେଳେ

Read More...

ଝିଟିପିଟି ପାଇଁ ଚାଲିଗଲା ହଜାରେ ଘରର ବିଜୁଳି; କାରଣ ଜାଣି କର୍ମଚାରୀ ହେଲେ ଆଶ୍ଚର୍ଯ୍ୟଝିଟିପିଟି ପାଇଁ ଚାଲିଗଲା ହଜାରେ ଘରର ବିଜୁଳି; କାରଣ ଜାଣି କର୍ମଚାରୀ ହେଲେ ଆଶ୍ଚର୍ଯ୍ୟ

ଚାନ୍ଦୁଲି ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଏଠାରେ ଚାନ୍ଦସି ସବ୍ ଷ୍ଟେସନରୁ ବାହାରୁଥିବା ଫିଡର୍ ନମ୍ବର ୩ ଏବଂ ୬ର ବିଦ୍ୟୁତ ଯୋଗାଣ ହଠାତ ବନ୍ଦ ହୋଇ ଯାଇଥିଲା । ହଜାର ହଜାର ଘରର ହଠାତ ବିଦ୍ୟୁତ ବିଫଳ

Read More...

ଝିଅ ବିବାହ ପାଇଁ ରଖାଯାଇଥିବା ଗହଣା ଧରି ମା’ ପ୍ରେମିକ ସହ ଚମ୍ପଟଝିଅ ବିବାହ ପାଇଁ ରଖାଯାଇଥିବା ଗହଣା ଧରି ମା’ ପ୍ରେମିକ ସହ ଚମ୍ପଟ

ଝିଅ ବିବାହକୁ କିଛି ଦିନ ବାକି ଥିବା ବେଳେ ମା’ ତାର ପ୍ରେମିକ ସହ ଚମ୍ପଟ ମାରିଥିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଝିଅ ବିବାହର ୧୦ଦିନ ପୂର୍ବରୁ ମା’ ତାର ପ୍ରେମିକ ସହ ଫେରାର ହୋଇଯାଇଛି। କେବଳ ଏତିକି ନୁହେଁ, ଫେ

Read More...

ଶିଶୁମାନଙ୍କ ନାଁ ବମ୍, ଗନ୍, ସାଟେଲାଇଟ୍ ରଖ ଶିଶୁମାନଙ୍କ ନାଁ ବମ୍, ଗନ୍, ସାଟେଲାଇଟ୍ ରଖ

ଉତ୍ତରକୋରିଆ ବିଶ୍ବରେ ଏକ ଅଜବ ଦେଶ । କାରଣ ସେଠାରେ ବିଭିନ୍ନ ପ୍ରକାରର ଅଜବ ନିୟମ କାନୁନ ପ୍ରଚଳିତ ଅଛି । ଲୋକମାନେ ସରକାରଙ୍କ ଅନୁମୋଦିତ ଷ୍ଟାଇଲ ଅନୁସାରେ ନିଜର କେଶ କାଟିବେ, ବିଦେଶୀ ସଂଗୀତ କେହି ଶୁଣିପାରିବେ ନାହିଁ, ବିନ

Read More...

ରାଜଧାନୀରେ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟାରାଜଧାନୀରେ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା

ରାଜଧାନୀରେ ଆଜି ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର କରାଯାଇଛି | ଭୁବନେଶ୍ୱରର ସାଲିଆ ସାହିରେ ଏହି ଘଟଣା ଘଟିଥିବାବେଳେ ମୃତ ପ୍ରେମୀଯୁଗଳ ହେଲେ ଚିତ୍ରସେନ ଗୌଡ଼ ଓ ପି.ବର୍ଷା ରେଡ୍ଡୀ | ମୃତ ଯୁବକଙ୍କ ଘର ଆନ୍ଧ୍ରପ୍ରଦେଶର ବିଜ

Read More...

ଦେଶର ଉନ୍ନତି ପାଇଁ ବହୁତ ପରିଶ୍ରମ କରୁଛ, ଏବେ ଟିକିଏ ଆରାମ କର; ପ୍ରଧାନମନ୍ତ୍ରୀଙ୍କୁ ବଡ଼ଭାଇଙ୍କ ପରାମର୍ଶଦେଶର ଉନ୍ନତି ପାଇଁ ବହୁତ ପରିଶ୍ରମ କରୁଛ, ଏବେ ଟିକିଏ ଆରାମ କର; ପ୍ରଧାନମନ୍ତ୍ରୀଙ୍କୁ ବଡ଼ଭାଇଙ୍କ ପରାମର୍ଶ

: ଦେଶର ଉନ୍ନତି ପାଇଁ ବହୁତ ପରିଶ୍ରମ କରୁଛ, ଏବେ ଟିକିଏ ଆରାମ କର। ଏକଥା ସାନଭାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କହିଛନ୍ତି ବଡ଼ଭାଇ ସୋମଭାଇ ମୋଦୀ। ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ରବିବାର ଗୁଜରାଟରେ ପହଞ୍ଚି

Read More...

କାଲିମେଳା ଦିବ୍ୟାଙ୍ଗ ଦିବସ ପାଳନ ଉପଲକ୍ଷେ ଅନ୍ତର୍ନିବେସି ଶିକ୍ଷା ସାଧନ କେନ୍ଦ୍ର ଉଦଘାଟିତ କାଲିମେଳା ଦିବ୍ୟାଙ୍ଗ ଦିବସ ପାଳନ ଉପଲକ୍ଷେ ଅନ୍ତର୍ନିବେସି ଶିକ୍ଷା ସାଧନ କେନ୍ଦ୍ର ଉଦଘାଟିତ

କାଲିମେଳା, 3.12 ମାଲକାନଗିରି ଜିଲ୍ଲା ସମଗ୍ର ଶିକ୍ଷା ଆନୁକୂଲ୍ୟରେ ଜିଲ୍ଲା ର କାଲିମେଳା ବ୍ଲକ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ଆନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ୨୦୨୨ ପାଳନ ହୋଇଯାଇଛି। ଏହି ଅବସର

Read More...

କଳାହାଣ୍ଡି ବ୍ରାହ୍ମଣ ସମାଜ ଜୁନାଗଡ ଶାଖା ଗଠିତ, ସଂଗଠକ ମହଲରେ ଅସନ୍ତୋଷ କଳାହାଣ୍ଡି ବ୍ରାହ୍ମଣ ସମାଜ ଜୁନାଗଡ ଶାଖା ଗଠିତ, ସଂଗଠକ ମହଲରେ ଅସନ୍ତୋଷ

କଳାହାଣ୍ଡି, କଳାହାଣ୍ଡି ଜିଲ୍ଲା ସ୍ତରରେ ଗତ ପର୍ଶୁରାମ ଜୟନ୍ତୀ ରେ ଗଠିତ ବ୍ରାହ୍ମଣ ସମାଜ କଳାହାଣ୍ଡି ର ପ୍ପ୍ରାୟୋଜନରେ ଜୁନାଗଡ ବଜାର ପଡିଆ ନିକଟସ୍ଥ ପୋଡା ମହାଦେବ ମନ୍ଦିର ପରିସରରେ ଜୁନାଗଡ ବ୍ଲକ ଓ ଏନ ଏ ସି ସ୍ତରୀୟ କମି

Read More...

ହସ୍ପିଟାଲ ପରିସରକୁ ‌ସଫାକଲେ ବିଏସଏଫ ଯବାନ ହସ୍ପିଟାଲ ପରିସରକୁ ‌ସଫାକଲେ ବିଏସଏଫ ଯବାନ

ମାଲକାନଗିରି। ଆଜି ଏକ ସ୍ବତନ୍ତ୍ର ସଫେଇ ଅଭିଯାନ ଅନ୍ତର୍ଗତ ସ୍ଥାନୀୟ ବିଏସଏଫ ୧୫୧ ବାଟାଲିୟନ ଯବାନମାନେ କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରକୁ ‌ସଫା କରିଥିଲେ । ଆଜିର ଏହି ଅଭିଯାନର ନେତୃତ୍ବ ବିଏସଏ

Read More...

ଦାମନଯୋଡିରେ ଗୀତା ଯଜ୍ଞ ଅନୁଷ୍ଠିତ ଦାମନଯୋଡିରେ ଗୀତା ଯଜ୍ଞ ଅନୁଷ୍ଠିତ

ଦାମନଯୋଡି,୦୪/୧୨:-:-ନାଲକୋ ଟାଉନସିପ ସେକ୍ଟର-୧ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ରବିବାର ପବିତ୍ର ଗୀତା ଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ସକାଳେ ସୂର୍ଯ୍ୟ ପୂଜା,ଘଟ ସ୍ଥାପନ, ଗଣପତିଙ୍କ ପୂଜାପରେ ଗୀତା ଯଜ୍ଞ ଅନୁଷ୍ଠିତ ହୋଇଥିଲା।

Read More...

ବ୍ୟବସାୟୀ ଙ୍କ ମାତୃ ବିୟୋଗ ବ୍ୟବସାୟୀ ଙ୍କ ମାତୃ ବିୟୋଗ

ଲକ୍ଷ୍ମୀପୁର ...ଲକ୍ଷ୍ମୀପୁର ର ପ୍ରତିଷ୍ଟିତ ବ୍ୟବସାୟୀ ଦିନବନ୍ଧୁ ସାହୁଙ୍କର ମାତା ସୀତା ଦେବି ସାହୁ ଙ୍କର ୯୨ ବର୍ଷ ବୟସରେ ନିଜ ବାସଭବନ ରେ ମୃତ୍ୟୁ ହୋଇଛି।ଗତ ସପ୍ତାହେ ହେଲା ବାର୍ଧକ୍ୟ ଅବସ୍ଥାରେ ଗୁରୁତ୍ବର ଅସୁସ୍ଥ ହେ

Read More...

କୋଟପାଡ଼ ମହାବିଦ୍ୟାଳୟରେ ଏଡ଼ସ ଦିବସ ପାଳିତକୋଟପାଡ଼ ମହାବିଦ୍ୟାଳୟରେ ଏଡ଼ସ ଦିବସ ପାଳିତ

କୋଟପାଡ଼ ମହାବିଦ୍ୟାଳୟ ଠାରେ ଏଡ଼ସ ଦିବସ ପାଳିତ ହୋଇଯାଇଛି।କଲେଜ ର ଅଧକ୍ଷ ହେମଲତା ଆଚାର୍ଯ୍ୟ ଏହି କାର୍ଯ୍ୟକ୍ରମ ଅଧ୍ୟକ୍ଷତା କରିଥିଲେ।କଲେଜ ୟୁଥ ରେଡ୍ କ୍ରସ ତରଫରୁ ଏହି କାର୍ଯ୍ୟକ୍ରମ ଟି ପରିଚାଳନା କରାଯାଇଥିଲା।ଏହି

Read More...

'ଦମନ' ଚଳଚ୍ଚିତ୍ରର ରିଲ କଳାକାରମାନେ ଭେଟିଲେ ରିଏଲ 'ଦମନ'ର ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କୁ'ଦମନ' ଚଳଚ୍ଚିତ୍ରର  ରିଲ କଳାକାରମାନେ ଭେଟିଲେ ରିଏଲ 'ଦମନ'ର ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କୁ

ମାଲକାନଗିରି।ତା:୦୩/୧୨ ଓଡ଼ିଶା ସରକାରଙ୍କ ପରିବାର ଓ ସ୍ୱାସ୍ଥ୍ୟ କଲ୍ୟାଣ ବିଭାଗ ର ସଂପୂର୍ଣ୍ଣ ମ୍ୟାରେଲିଆ ନିରାକରଣ କାର୍ଯ୍ୟକ୍ରମ ଦମନ କୁ ଆଧାର କରି ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳ ଜଳଭଣ୍ଡାର ଆରପଟ ର ନିଛକ୍

Read More...

ଭବାନିପାଟଣା ଠାରେ ପ୍ରଥମ ଥର ପାଇଁ ଜିଲ୍ଲା ସ୍ତରୀୟ ଚେସ ପ୍ରତିଯୋଗିତା ଅନୁଷ୍ଠିତଭବାନିପାଟଣା ଠାରେ ପ୍ରଥମ ଥର ପାଇଁ ଜିଲ୍ଲା ସ୍ତରୀୟ ଚେସ ପ୍ରତିଯୋଗିତା ଅନୁଷ୍ଠିତ

କଳାହାଣ୍ଡି ତା ୦୩: ୧୨:୨୨ କଳାହାଣ୍ଡି ଜିଲ୍ଲା ଚେସ ଏସୋସିଏସନ ଓ ମାରୱାଡି ଯୁବାମଞ୍ଚ, ଜାଗୃତି ଶାଖା, ଭବାନିପାଟଣା ଦ୍ବାରା ଏକ ଜିଲ୍ଲାସ୍ତରୀୟ ଚେସ ପ୍ରତିଯୋଗିତା ଅଗ୍ରସେନ ଭବନ, ଭବାନିପାଟଣା ଠାରେ ତା ୦୨: ୧୨: ୨୨ରିଖ ରେ ମୁଖ

Read More...

ଲକ୍ଷ୍ମୀପୁର ୦୩.୧୨ ....କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ସଦର ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବିଶ୍ବ ଦିବ୍ୟାଙ୍ଗ ଦିବସ ପାଳିତ ହୋଇଯାଇଛି । ଲକ୍ଷ୍ମୀପୁର ୦୩.୧୨ ....କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ସଦର ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବିଶ୍ବ ଦିବ୍ୟାଙ୍ଗ ଦିବସ ପାଳିତ ହୋଇଯାଇଛି ।

ବିଦ୍ୟାଳୟ ର ୧୩୫ ଜଣ ଛାତ୍ର ଛାତ୍ରୀ କୁ ନେଇ ଦିବ୍ୟାଙ୍ଗତା ସଚେତନତା ଉପରେ ପ୍ରଥମେ ଏକ ଶୋଭଯାତ୍ରା ଅନୁଷ୍ଠିତ ହୋଇଥିଲା , ପରେ ବ୍ଲକ୍ ଶିକ୍ଷ୍ୟାଧିକାରୀ କୈଳାସ ଚନ୍ଦ୍ର ବେହେରା ପ୍ରଦ୍ଵୀପ ପ୍ରଜ୍ଵଳନ ଶିକ୍ଷୟତ୍ରୀ ସୁକାନ୍ତ

Read More...

୮ ଦଫା ଦାବି ନେଇ ଅଙ୍ଗନଓ୍ଵାଡି କର୍ମିଙ୍କ ସିଡିପିଓ କାର୍ଯ୍ୟାଳୟ ଆଗରେ ଧାରଣା... ଲକ୍ଷ୍ମୀପୁରରେ ଅଙ୍ଗନାଓ୍ଵାଡି କର୍ମି ସଂଘ ଦି ଫାଳ, ପ୍ରି ସ୍କୁଲ୍ ଠପ୍୮ ଦଫା ଦାବି ନେଇ ଅଙ୍ଗନଓ୍ଵାଡି କର୍ମିଙ୍କ ସିଡିପିଓ କାର୍ଯ୍ୟାଳୟ ଆଗରେ ଧାରଣା...  ଲକ୍ଷ୍ମୀପୁରରେ ଅଙ୍ଗନାଓ୍ଵାଡି କର୍ମି ସଂଘ ଦି ଫାଳ, ପ୍ରି ସ୍କୁଲ୍ ଠପ୍

ଲକ୍ଷ୍ମୀପୁର ୦୩.୧୨ ... କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ସିଡିପିଓ କାର୍ଯ୍ୟାଳୟ ସମୁଖରେ ୯ ଦିନ ହେଲା ଅଙ୍ଗନାଓ୍ଵାଡି କର୍ମି ମାନେ ୮ ଦଫା ଦାବି ନେଇ ଧାରଣାରେ ବସିରହିଛନ୍ତି।ପୁର୍ବରୁ ଅଲ ଓଡିଶା ଅଙ୍ଗନଓ୍ଵାଡି ସଂଘର ଡା

Read More...

ଚୁନାବ ପାଠଶାଳା ଗଠନ ପାଇଁ ଵକ୍ତୃତା ପ୍ରତିଯୋଗିତାଚୁନାବ ପାଠଶାଳା ଗଠନ ପାଇଁ ଵକ୍ତୃତା ପ୍ରତିଯୋଗିତା

ମାଲକାନଗିରି। ତା:୦୩/୧୨ ଜିଲ୍ଲା ପ୍ରଶାସନ ତରଫରୁ ଚୁନାବ ପାଠଶାଳା ଗଠନ ଉପଲକ୍ଷେ ଏକ ଵକ୍ତତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀଙ୍କୁ ଆଜି ମାଲକାନଗିରି ମହାବିଦ୍ୟାଳୟ ସଭା ଗୃହ

Read More...

ଭାରତୀୟ ବ୍ୟାଙ୍କ ତରଫରୁ ଲକିନାଥ କିର୍ସାନି ଙ୍କୁ ସମ୍ୱର୍ଦ୍ଧନାଭାରତୀୟ ବ୍ୟାଙ୍କ ତରଫରୁ ଲକିନାଥ କିର୍ସାନି ଙ୍କୁ ସମ୍ୱର୍ଦ୍ଧନା

ମାଲକାନଗିରି। ତା:୦୩/୧୨ ମାଲକାନଗିରି ମହାବିଦ୍ୟାଳୟ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଲକିନାଥ କିର୍ସାନି ଆଗ୍ରାସ୍ଥିତ ଇନଡିଆନ ଏୟାରପୋର୍ଟ ତାଲିମ ଶିବିରରେ୨୧ ଦିନ ଭାଗ ନେଇ ଦୁସାହାସିକ କାର୍ଯ୍ୟକ୍ରମ ରେ ପାରା ଗ୍ଲାଇଡି

Read More...

କାଲିମେଳା ଦିବ୍ୟାଙ୍ଗ ଦିବସ ପାଳନ ଉପଲକ୍ଷେ ଅନ୍ତର୍ନିବେସି ଶିକ୍ଷା ସାଧନ କେନ୍ଦ୍ର ଉଦଘାଟିତ କାଲିମେଳା ଦିବ୍ୟାଙ୍ଗ ଦିବସ ପାଳନ ଉପଲକ୍ଷେ ଅନ୍ତର୍ନିବେସି ଶିକ୍ଷା ସାଧନ କେନ୍ଦ୍ର ଉଦଘାଟିତ

କାଲିମେଳା, 3.12 ମାଲକାନଗିରି ଜିଲ୍ଲା ସମଗ୍ର ଶିକ୍ଷା ଆନୁକୂଲ୍ୟରେ ଜିଲ୍ଲା ର କାଲିମେଳା ବ୍ଲକ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ଆନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ୨୦୨୨ ପାଳନ ହୋଇଯାଇଛି। ଏହି ଅବସର

Read More...

ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ

ସମନ୍ନୟ ସମିତି କାଲିମେଳା ଶାଖା ତରଫରୁ ବ୍ଲକ ଶିକ୍ଷା ଅଧିକାରୀ ଙ୍କୁ ଦାବି ପତ୍ର କାଲିମେଳା, ୩/୧୨ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ର ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ନୟ ସମିତି କାଲିମେଳା ବ୍ଲକ ଶାଖା

Read More...

ବ୍ଲକ ସ୍ତରୀୟ ଖେଳ କୁଦ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ବୈଠକ lବ୍ଲକ ସ୍ତରୀୟ ଖେଳ କୁଦ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ବୈଠକ l

କାଲିମେଳା ୩/୧୨ ମାଲକାନାଗିରି ଜିଲ୍ଲା କାଲିମେଳା ବ୍ଲକ ରେ ଆସନ୍ତା ଡିସେମ୍ବର 7 ରୁ 9 ତାରିଖ ଦୁଇଦିନିଆ ବ୍ଲକ ସ୍ତରୀୟ ଖେଳକୁଦ ପ୍ରତିଯୋଗୀତା ଅନୁଷ୍ଠିତ ହେବାକୁ ଥିବା ବେଳେ ସେଥି ନିମନ୍ତେ ଶନିବାର ବ୍ଲକ ସଦର ମହକୁମା ଠାରେ

Read More...

ଲକ୍ଷ୍ମୀପୁର ଏକ୍ସ କ୍ୟାଡର୍ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଦାବି ପତ୍ର ପ୍ରଦାନଲକ୍ଷ୍ମୀପୁର ଏକ୍ସ କ୍ୟାଡର୍ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଦାବି ପତ୍ର ପ୍ରଦାନ

୧୧ତାରିଖ ସୁଧା ଦାବି ପୁରଣ ନହେଲେ ୧୨ ରେ ଭୁବନେଶ୍ବର ରେ ଧାରଣା ଲକ୍ଷ୍ମୀପୁର ୦୩.୧୨ ଲକ୍ଷ୍ମୀପୁର ବ୍ଲକର ଏକ୍ସ କ୍ୟାଡର ପ୍ରାଥମିକ ଓ ଗଣ ଶିକ୍ଷକ ସଂଘ ତରଫରୁ ଶନିବାର ଦିନ ଲକ୍ଷ୍ମୀପୁର ବ୍ଲକ ଶିକ୍ଷା ଅଧିକାରି କୈଳାସ ଚନ୍ଦ୍

Read More...

ନଗର ଭବନ ଠାରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତନଗର ଭବନ ଠାରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

ମାଲକାନଗିରି । ତା:୦୩/୧୨ ଜିଲ୍ଲା ପ୍ରଶାସନ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ନଗର ଭବନ ଠାରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି | ଆଜିର ଏହି କାର୍ଯ୍ୟକ୍ରମରେ

Read More...

୮ଦଫା ଦାବି ନେଇ ଡାକ୍ତରଖାନା ସମ୍ମୁଖରେ ଆଶାକର୍ମୀ ଙ୍କ ଧାରଣା....୮ଦଫା ଦାବି ନେଇ ଡାକ୍ତରଖାନା ସମ୍ମୁଖରେ ଆଶାକର୍ମୀ ଙ୍କ ଧାରଣା....

ଇନ୍ ଟେନ୍ ସିଭ୍ ଦରକାର ନାହିଁ....ସ୍ଥାୟୀ ନିଯୁକ୍ତି ଦାବି... ଲକ୍ଷ୍ମୀପୁର ୦୩.୧୨ ...କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍ ର ୧୫୫ ଜଣ ଆଶାକର୍ମୀ ସେମାନଙ୍କର ୮ ଗୋଟି ଦାବି କୁ ନେଇ ଡାକ୍ତରଖାନା ସମ୍ମୁଖରେ ଧାରଣାରେ ବସିଛନ୍ତି।

Read More...

ଭବାନୀପାଟଣା ଠାରେ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ।ଭବାନୀପାଟଣା ଠାରେ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ।

କଳାହାଣ୍ଡି ତା୦୩.୧୨.୨୦୨୨:କଳାହାଣ୍ଡି ଜିଲ୍ଲା ପ୍ରଶାସନ ଦ୍ୱାରା ଭିନ୍ନକ୍ଷମ ସଂଘ ମାନଙ୍କ ସହଯୋଗ ରେ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଭବାନୀପାଟଣା ଠାରେ ପାଳିତ ହୋଇଯାଇଛି ।ସକାଳେ ପ୍ରଥମେ ଜିଲ୍ଲାପାଳ ପି ଅନ୍ୱେଷ। ରେଡ

Read More...

ଗଜପତି ଜିଲ୍ଲା ବିଜେଡି ସଭାପତିଙ୍କ ମାତୃ ବିୟୋଗରେ ବିଭିନ୍ନ ମହଲରେ ଶୋକଗଜପତି ଜିଲ୍ଲା ବିଜେଡି ସଭାପତିଙ୍କ ମାତୃ ବିୟୋଗରେ ବିଭିନ୍ନ ମହଲରେ ଶୋକ

ପାରଳାଖେମୁଣ୍ଡି:୩/୧୨(ଗରୁଡ଼ ଧ୍ଵଜ ଚୌଧୁରୀ): ଗଜପତି ଜିଲ୍ଲା ବିଜୁ ଜନତା ଦଳର ବିଜୁ ସଭାପତି ପ୍ରଦୀପ ନାୟକଙ୍କ ମାଅ ଯମୁନା ନାୟକଙ୍କ ଗତକାଲି ସନ୍ଧ୍ୟାରେ ପରଲୋକ ଘଟିଛି. ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା. ସ୍ୱଗତ

Read More...

ଓଡିଶା ରାଜ୍ୟ ପୁରୁଷ ଓ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ଆନ୍ଦୋଳନଓଡିଶା ରାଜ୍ୟ ପୁରୁଷ ଓ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ଆନ୍ଦୋଳନ

ପାରଳାଖେମୁଣ୍ଡି:୩/୧୨ ଆଜି ଓଡିଶା ରାଜ୍ୟ ପୁରୁଷ ଓ ମହିଳା ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ଓ ସ୍ୱାସ୍ଥ୍ୟ ପରିଦର୍ଶକ ମହାସଂଘ ପକ୍ଷରୁ ଆସନ୍ତା 14 ରିଖ ଠାରୁ 21 ରିଖ ପର୍ଯ୍ୟନ୍ତ ଅସହଯୋଗ ଆନ୍ଦୋଳନ ପାଇଁ ଅନିଦ୍ଧିଷ୍ଟ କାଳ ପଯ୍ୟନ୍ତ ଏ

Read More...

ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ମହାବିଦ୍ୟାଳୟ ନାକ୍ ଟିମ୍ ର ପରିଦର୍ଶନ ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ମହାବିଦ୍ୟାଳୟ ନାକ୍ ଟିମ୍ ର ପରିଦର୍ଶନ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଓଡ଼ିଶାର ଦ୍ୱିତୀୟ ସର୍ଵ ପୁରାତନ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ 3 ଜଣିଆ ନାକ୍ ଟିମ ପରିଦର୍ଶନ କରିଛନ୍ତି । ଏହି ମହାବିଦ୍

Read More...

ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ”ସଖି” ୱାନ ଷ୍ଟପ୍ ସେଣ୍ଟର ପକ୍ଷରୁ ହିଂସାମୁକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ”ସଖି” ୱାନ ଷ୍ଟପ୍ ସେଣ୍ଟର ପକ୍ଷରୁ ହିଂସାମୁକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପରିସରରେ ମହିଳା ଓ ବାଳିକା ମାନଙ୍କୁ ନେଇ ”ସଖି” ୱାନ ଷ୍ଟପ୍ ସେଣ୍ଟର ପକ୍ଷରୁ ଏକ ହିଂସାମୁକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଉକ୍ତ କ

Read More...

ପାରଳାଖେମୁଣ୍ଡି ସ୍ଥିତଉତ୍କଳ ହିତୈଷିଣି ସମାଜର ସଭାଗୃହ ଠାରେ “ପ୍ରଣାମୀ ପୂର୍ଣ୍ଣଚନ୍ଦ୍ର” ପୁସ୍ତକ ଲୋକାର୍ପଣ କଲେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାପାରଳାଖେମୁଣ୍ଡି ସ୍ଥିତଉତ୍କଳ ହିତୈଷିଣି ସମାଜର ସଭାଗୃହ ଠାରେ “ପ୍ରଣାମୀ ପୂର୍ଣ୍ଣଚନ୍ଦ୍ର” ପୁସ୍ତକ ଲୋକାର୍ପଣ କଲେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା

ଗଜପତି: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣି ସମାଜର ସଭାଗୃହ ଠାରେ ସିଦ୍ଧାନ୍ତ ସାହିତ୍ୟ ଅନୁଷ୍ଠାନର ଅଧ୍ୟକ୍ଷ। ଡକ୍ଟର ଅନ୍ନପୂର୍ଣ୍ଣ। ଦେବୀଙ୍କ ସଭାପତିତ୍ୱରେ ଏକ ପୁସ୍ତକ ଲୋକାର୍ପଣ ଉ

Read More...

ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜ ଆନୁକୁଲ୍ୟରେ ଅନୁଷ୍ଠିତପ୍ରଫେସର୍ ଡକ୍ଟର ସୁଦର୍ଶନ ଆଚାର୍ଯ୍ୟଙ୍କ ଦେହାନ୍ତରେ ଏକ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜ ଆନୁକୁଲ୍ୟରେ ଅନୁଷ୍ଠିତପ୍ରଫେସର୍ ଡକ୍ଟର ସୁଦର୍ଶନ ଆଚାର୍ଯ୍ୟଙ୍କ ଦେହାନ୍ତରେ ଏକ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ପାରଳାଖେମୁଣ୍ଡି:୨/୧୨(ଗରୁଡ଼ ଧ୍ଵଜ ଚୌଧୁରୀ)ଓଡ଼ିଶାରବିଶିଷ୍ଠଭାଷାବିତ୍ ,ଅନୁବାଦକ,ପ୍ରାବନ୍ଧିକ,ସମାଲୋଚକ,ସାହିତ୍ୟିକଶିଖାବିତ ଆଜି ତାଙ୍କର ଦେହାନ୍ତରେ କେବଳ ଆମେ ନୁହେଁ ସାରା ଓଡ଼ିଶା ବାସୀ ସ୍ତବ୍ଧ ନୀରବ ଚକିତ। ରାଜ୍ୟ

Read More...

ଗଜପତି ଜିଲ୍ଲା ଗୁରାଣ୍ଡି ଗ୍ରାମ ସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ମାଗଣା ଗ୍ଲୁକୋମା ଓ ପରଳ ଚକ୍ଷୁ ପରୀକ୍ଷା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତଗଜପତି ଜିଲ୍ଲା ଗୁରାଣ୍ଡି ଗ୍ରାମ ସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ମାଗଣା ଗ୍ଲୁକୋମା ଓ ପରଳ ଚକ୍ଷୁ ପରୀକ୍ଷା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି:୨/୧୨(ଗରୁଡ଼ ଧ୍ଵଜ)ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ ଅନ୍ତର୍ଗତ ଗୁରାଣ୍ଡୀ ଗ୍ରାମ ସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଏପିଜେ: ଅବଦୁଲ କଲାମ ଚାରିଟେବୁଲ୍ ଟ୍ରଷ୍ଟ , ଖଲିକୋଟ , ଶଙ୍କର ଚକ୍ଷୁ ଚିକିତ୍ସାଳୟ

Read More...

ଲକ୍ଷ୍ମୀପୁରରେ ବ୍ଲକ ସ୍ତରିୟ "ପରବ "ଉଦଯାପିତ....ଲକ୍ଷ୍ମୀପୁରରେ ବ୍ଲକ ସ୍ତରିୟ

ଢେମସା ନୃତ୍ୟ ର ତାଳେ ତାଳେ ଦୁଲୁକିଲା ମଞ୍ଚ. ଲକ୍ଷ୍ମୀପୁର ୦୨.୧୨ . କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ସ୍ତରିୟ ଆଦିବାସି ଲୋକ ମହୋସ୍ଛବ "ପରବ ୨୦୨୨" ର ରୌପ୍ୟ ଜୟନ୍ତି ବଡ ଧୁମଧାମରେ ପାଳିତ ହୋଇ ଜାଇଛି। ଶୁକ୍ରବାର ସକାଳୁ ବ

Read More...

ନିଷେଦ୍ଧାଞ୍ଚଳରେ ମାଛ ଧରୁଥିବା ବେଳେ ବୋଟ ଜବତ କଲା ବନ ବିଭାଗ lନିଷେଦ୍ଧାଞ୍ଚଳରେ ମାଛ ଧରୁଥିବା ବେଳେ ବୋଟ ଜବତ କଲା ବନ ବିଭାଗ l

ମହାକାଳପଡ଼ା -02/12କେନ୍ଦ୍ରାପଡା ଜିଲ୍ଲା ଶାସନପେଟା ବନ୍ୟ ଜୀବ ବନାଞ୍ଚଳ କାର୍ଯ୍ୟାଳୟ ଅଧୀନସ୍ଥ ଗହୀରମଥା ଅଭୟାରଣ୍ୟ ରେ ବେଆଇନ ମାଛ ମାରୁଥିବା ବେଳେ" ମା ମନୀଷା "ବୋଟ କୁ ଜବତ କରିଛି ବନ ବିଭାଗ l ବୋଟ ର ସାତ କର୍ମଚାରୀ ଓ ଚାଳକ ସମ

Read More...

ମାଛ ବୋଝେଇ ମିନି ଟ୍ରକ ଦୁର୍ଘଟଣା ଗ୍ରସ୍ତମାଛ ବୋଝେଇ ମିନି ଟ୍ରକ ଦୁର୍ଘଟଣା ଗ୍ରସ୍ତ

ମାଲକାନଗିରି। ତା:୦୨/୧୨ ମୋଟୁ କାଲିମେଳା ୩୨୬ ନମ୍ବର ଜାତୀୟ ରାଜପଥ ଏମଭି- ୭୬ ଗ୍ରାମ ପେଟ୍ରୋଲ ପମ୍ପ ନିକଟରେ ଆଜି ଭୋରରୁ ଏକ ମାଛ ବୋଝେଇ ଟ୍ରକ ଓଲଟି ପଡିବା ଫଳରେ ଜେସିବି ଦ୍ୱାରା ପୋଲିସ ଉଦ୍ଧାର କରିଛି। ଘଟଣାରୁ ପ୍ରକାଶ ଯେ

Read More...

ଆଜି ଠାରୁ ପିଏଲଜିଏ ସପ୍ତାହ ଆରମ୍ଭ, ସରକାରୀ ବସ ଚଳାଚଳ ବନ୍ଦଆଜି ଠାରୁ ପିଏଲଜିଏ ସପ୍ତାହ ଆରମ୍ଭ, ସରକାରୀ ବସ ଚଳାଚଳ ବନ୍ଦ

ମାଲକାନଗିରି। ତା:୦୨/୧୨ ଆଜି ଠାରୁ ମାଓବାଦୀଙ୍କ ପିଏଲଜିଏ ସପ୍ତାହ ପାଳନ ଆରମ୍ଭ ହୋଇଛି।ପ୍ରତି ବର୍ଷ ପରି ପିଏଲଜିଏ ସପ୍ତାହ ପାଳନ ସପ୍ତାହ ରେ ଘରୋଇ ବସ୍ ସ୍ୱାଭାବିକ ଭାବରେ ଚଳାଚଳ କରିଥିବା ବେଳେ ସରକାରୀ ବସ୍ ଗୁଡିକ ବନ୍ଦ

Read More...

ଗଜପତି ଜିଲ୍ଲା ଗୁରାଣ୍ଡି ଗ୍ରାମ ସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ମାଗଣା ଗ୍ଲୁକୋମା ଓ ପରଳ ଚକ୍ଷୁ ପରୀକ୍ଷା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତଗଜପତି ଜିଲ୍ଲା ଗୁରାଣ୍ଡି ଗ୍ରାମ ସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ମାଗଣା ଗ୍ଲୁକୋମା ଓ ପରଳ ଚକ୍ଷୁ ପରୀକ୍ଷା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି:୧/୧୨(ଗରୁଡ଼ ଧ୍ଵଜ)ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ ଅନ୍ତର୍ଗତ ଗୁରାଣ୍ଡୀ ଗ୍ରାମ ସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଏପିଜେ: ଅବଦୁଲ କଲାମ ଚାରିଟେବୁଲ୍ ଟ୍ରଷ୍ଟ , ଖଲିକୋଟ , ଶଙ୍କର ଚକ୍ଷୁ ଚିକିତ୍ସାଳୟ

Read More...

ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କରସ ଆସୋସିଏସନ୍ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ସହ ଧାରଣାଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କରସ ଆସୋସିଏସନ୍ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ସହ ଧାରଣା

ରାୟଗଡ଼ା / ରାମନାଗୁଡା: ତା: ୦୨/୧୨/୨୨ ଭାରତୀୟ ମଜଦୂର ସଂଘ ଦ୍ଵାରା ପରିଚାଳିତ ଆଲ ଓଡିଶା ଅଙ୍ଗନୱାଡି ଲେଡିଜ୍‍ ୱାର୍କରସ ଆସୋସିଏସନ୍ ପକ୍ଷରୁ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ନିକଟରେ ଦୀର୍ଘ ଦିନର ଦାବୀ ଗୁଡିକ ପ୍ରଦାନ କରି

Read More...

ମାଥାଲପୁଟ;ଧାରଣାରେ ବସିଲେ ଆଶାକର୍ମୀ               ମାଥାଲପୁଟ;ଧାରଣାରେ ବସିଲେ ଆଶାକର୍ମୀ

ଦାମନଯୋଡି,୦୨/୧୨:- ସରକାରୀ ଚାକିରୀ ମାନ୍ୟତା ଓ ଅନ୍ୟ ବିଭିନ୍ନ ଦାବୀ ନେଇ ଆଶାକର୍ମୀ ମାଥାଲପୁ୍ଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଆଗରେ ଧାରଣାରେ ବସିଛନ୍ତି। ସ୍ଥାୟୀ ନିଯକ୍ତି ଓ ନିୟମିତ ସରକାରୀ କର୍ମଚାରୀର ମାନ୍ୟତା,ମାସିକ

Read More...

ରିକି ପଣ୍ଟିଂଙ୍କ ଛାତିରେ ଯନ୍ତ୍ରଣା, ରିକି ପଣ୍ଟିଂଙ୍କ ଛାତିରେ ଯନ୍ତ୍ରଣା,

ଅଷ୍ଟ୍ରେଲିଆର ମହାନ କ୍ରିକେଟ୍ ଖେଳାଳି ରିକି ପଣ୍ଟିଂଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ତୁରନ୍ତ ହସପିଟାଲରେ ଭର୍ତ୍ତି କରାଯାଇଛି । ତେବେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ଏପର୍ଯ୍ୟନ୍ତ ହସପିଟାଲ ପକ୍ଷରୁ କୌଣ

Read More...

ହକି ଏକାଡେମୀ ଓ ସ୍ପୋର୍ଟ ହଷ୍ଟେଲରେ ଜଣେ ଲେଖାଏଁ ରହିବେ ଡ୍ରାଗ୍ ଫ୍ଲିକର କୋଚ୍: ହକି ଏକାଡେମୀ ଓ ସ୍ପୋର୍ଟ ହଷ୍ଟେଲରେ ଜଣେ ଲେଖାଏଁ ରହିବେ ଡ୍ରାଗ୍ ଫ୍ଲିକର କୋଚ୍:

ଆକ୍ସନ ମୁଡରେ ହକି ଇଣ୍ଡିଆ। ହକି ଇଣ୍ଡିଆର ସଭାପତି ଭାବେ ଦିଲୀପ ତିର୍କୀ ଦାୟିତ୍ୱ ନେବା ପରେ ହକିର ବିକାଶ ପାଇଁ ବଡ଼ବଡ଼ ପଦକ୍ଷେପ ନିଆଯାଉଛି। ସାରା ଭାରତରେ ରହିଥିବା ହକି ଏକାଡାମୀ, ସ୍ପୋର୍ଟ ହଷ୍ଟେଲ ବା ହକି ହଷ୍ଟେଲରେ ଏବ

Read More...

କୋର୍ଟ ଭିତରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ: କାରଣ ଅସ୍ପଷ୍ଟକୋର୍ଟ ଭିତରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ: କାରଣ ଅସ୍ପଷ୍ଟ

ବ୍ରହ୍ମପୁର ଏସଡିଜେଏମ କୋର୍ଟ ଭିତରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାଯାଇଛି। ଆଜି ଜଣେ ମହିଳା ହଠାତ କୋର୍ଟକୁ ଆସି ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ। କୋର୍ଟରେ ଥିବା ପୁଲିସ କର୍ମଚାରୀ ମହିଳ

Read More...

ଗରିବ ଲୋକଙ୍କ ହକ୍ ପାଇଁ ମୁଁ ଲଢ଼ୁଛି:ଗରିବ ଲୋକଙ୍କ ହକ୍ ପାଇଁ ମୁଁ ଲଢ଼ୁଛି:

ନିର୍ବାଚନ ପ୍ରଚାର ଲାଗି ପଦ୍ମପୁରରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଆଜି ପଦ୍ମପୁର ନିର୍ବାଚନମଣ୍ଡଳୀ ଗସ୍ତରେ ଆସିଛନ୍ତି। ମୁଖ୍ୟମନ୍ତ୍ରୀ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ସପକ୍ଷରେ ପ୍ରଚା

Read More...

ଏପଟେ ବିଧାନସଭାରେ ଚାଷୀ ପ୍ରସଙ୍ଗ: ସେପଟେ ବିଜେପିର ଶଗଡ଼ ଗାଡ଼ି ସହ ଟ୍ରାକ୍ଟର ରାଲିଏପଟେ ବିଧାନସଭାରେ ଚାଷୀ ପ୍ରସଙ୍ଗ: ସେପଟେ ବିଜେପିର ଶଗଡ଼ ଗାଡ଼ି ସହ ଟ୍ରାକ୍ଟର ରାଲି

ପୁଣି ଗୃହରେ ଉଠିଛି ଚାଷୀ ପ୍ରସଙ୍ଗ। ବିଜେପି ବିଧାୟକମାନେ ପୋଡ଼ିଅମ୍ ତଳେ ପୋଷ୍ଟର ଧରି ପ୍ରତିବାଦ କରିଛନ୍ତି। ଶୂନ୍ୟକାଳରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ଚାଷୀ ପ୍ରସଙ୍ଗ ଉତଥାପନ କରିଥିଲେ। ଏହାପରେ ବିଜେପି ବ

Read More...

ବଙ୍ଗାଳୀଙ୍କ ପାଇଁ ମାଛ ରାନ୍ଧିବ’ ଟିପ୍ପଣୀ ପାଇଁ କ୍ଷମାଭିକ୍ଷା କଲେ ଅଭିନେତା ପରେଶ ରାୱଲ୍‌ବଙ୍ଗାଳୀଙ୍କ ପାଇଁ ମାଛ ରାନ୍ଧିବ’ ଟିପ୍ପଣୀ ପାଇଁ କ୍ଷମାଭିକ୍ଷା କଲେ ଅଭିନେତା ପରେଶ ରାୱଲ୍‌

ଗୁଜରାଟରେ ‘ବିଜେପି’ ସପକ୍ଷରେ ପ୍ରଚାର ଅଭିଯାନ ଚଳାଇଥିବା ବେଳେ ‘ବଙ୍ଗାଳୀଙ୍କ ପାଇଁ ମାଛ ରାନ୍ଧିବ’ ଟିପ୍ପଣୀ ଦେଇ ତୀବ୍ର ସମାଲୋଚିତ ହୋଇଥିବା ଅଭିନେତା ପରେଶ ରାୱଲ୍‌ ଆଜି କ୍ଷମାଭିକ୍ଷା କରିଛନ୍ତି। ଆଜି ସକା

Read More...

ରୋଡ ‌ସୋ କରିବେ ଅପରାଜିତାରୋଡ ‌ସୋ କରିବେ ଅପରାଜିତା

ବିଜେପି ସାଂସଦ ତଥା ଦଳର ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀ ମଧ୍ୟ ଆଜି ନିର୍ବାଚନ ପ୍ରଚାରରେ ପଦ୍ମପୁର ନିର୍ବାଚନମଣ୍ଡଳୀ ଗସ୍ତରେ ଆସୁଛନ୍ତି। ସେ ସକାଳ ୧୧ରୁ ୧୨.୧୫ ଯାଏ ଭେଉଁରିଆଠାରେ ରୋଡ୍‌ ସୋ’ ସହ ସାଧାର

Read More...

ଗୋପବନ୍ଧୁ ଡିଗ୍ରୀ କଲେଜରେ ବିଶ୍ଵ ଏଡସ ଦିବସ ପାଳିତଗୋପବନ୍ଧୁ ଡିଗ୍ରୀ କଲେଜରେ ବିଶ୍ଵ ଏଡସ ଦିବସ ପାଳିତ

କାଲିମେଳା, ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ସଦର ମହକୁମା ଠାରେ ଥିବା ଗୋପବନ୍ଧୁ ଆଂଚଳିକ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନା ଓ ଯୁବ ରେଡକ୍ରସ ର ରେଡ ରିବନ କ୍ଲବ ପକ୍ଷରୁ ବିଶ୍ଵ ଏଡସ ଦିବସ ପାଳିତ ହୋଇ

Read More...

ବୁର୍ଜା ଆଶ୍ରମ ବିଦ୍ୟାଳୟରପ୍ରଧାନ ଶିକ୍ଷକଙ୍କୁ ଅବସର କାଳିନ ସମ୍ବର୍ଧନା....ବୁର୍ଜା  ଆଶ୍ରମ ବିଦ୍ୟାଳୟରପ୍ରଧାନ ଶିକ୍ଷକଙ୍କୁ ଅବସର କାଳିନ ସମ୍ବର୍ଧନା....

ଲକ୍ଷ୍ମୀପୁର ବ୍ଲକ ବୁର୍ଜା ଆଶ୍ରମ ସ୍କୁଲ୍ ର ପ୍ରଧାନ ଶିକ୍ଷକ ବାସୁଦେବ ନାୟକ ଙ୍କୁ ଅବସର କାଳିନ ବିଦାୟ ସମ୍ବର୍ଧନା ପ୍ରଦାନ କରାଯାଇଛି।ବିଦ୍ୟାଳୟ ପରିସର ରେ ଅନୁଷ୍ଟିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଅନୁଷ୍ଟାନ ର ସମସ୍ତ

Read More...

ସପ୍ତମ ଦିନରେ ଆଜି ଆଇସିଡିଏସ କାର୍ଯ୍ୟାଳୟ ସମ୍ମୁଖରେ ଝୋଟି ପକାଇ ମାଣବସା ଶେଷ ଗୁରୁବାର ପାଳିଲେ ଅଙ୍ଗନବାଡି କର୍ମୀସପ୍ତମ ଦିନରେ ଆଜି ଆଇସିଡିଏସ କାର୍ଯ୍ୟାଳୟ ସମ୍ମୁଖରେ ଝୋଟି ପକାଇ ମାଣବସା ଶେଷ ଗୁରୁବାର ପାଳିଲେ ଅଙ୍ଗନବାଡି କର୍ମୀ

ମାଲକାନଗିରି। ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ରେ ଆଜି ସମନ୍ୱୟ ମହିଳା ଓ ଶିଶୁ ବିକାଶ କାର୍ଯ୍ୟାଳୟ ସମ୍ମୁଖରେ ଅଙ୍ଗନବାଡି କର୍ମୀମାନେ ଝୋଟି ପକାଇ ମାଣବସା ଗୁରୁବାର ଓଷା ପାଳିଲେ ଅଙ୍ଗନବାଡି କର୍ମୀମାନେ।ଗତ ୨୫ ତାରି

Read More...

ମାଥିଲି ଠାରେ ବିଶ୍ବ ଏଡସ ଦିବସ ପାଳିତମାଥିଲି ଠାରେ ବିଶ୍ବ ଏଡସ ଦିବସ ପାଳିତ

ମାଲକାନଗିରି। ମାଥିଲି ଉତ୍କଳମଣି ଗୋପବନ୍ଧୁ ଉଚ୍ଚ ମାଧ୍ଯମିକ ବିଦ୍ଯାଳୟ ଆନୁକୂଲ୍ୟରେ ବିଶ୍ବ ଏଡସ୍ ଦିବସ ପାଳିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ଅଧ୍ଯକ୍ଷ ସୁବ୍ରତ କୁମାର ଭଦ୍ର, ଅଧ୍ଯାପିକା କାବେରୀ

Read More...

କୁକୁଡାଗାଲିରୁ ୪ ଗିରଫ, ୨ କୁକୁଡା ଗଞ୍ଜା ଜବତକୁକୁଡାଗାଲିରୁ ୪ ଗିରଫ, ୨ କୁକୁଡା ଗଞ୍ଜା ଜବତ

ମାଲକାନଗିରି। ତୀର/୧୧ ମାଲକାନଗିରି ପୋଲିସ ଦୁମାଲିଗୁଡା ଠାରେ ଚାଲିଥିବା କୁକୁଡା ଗାଲିରୁ ୪ ଜଣ ଜୁଆଡିଙ୍କୁ ଗିରଫ କରିବା ସହ ୨ଟି କୁକୁଡା ଗଞ୍ଜାକୁ ଜବତ କରିଛି। ପ୍ରାପ୍ତ ସୂଚନା ଅନୁଯାୟୀ ମାଲକାନଗିରି ଥାନା ଅନ୍ତର୍ଗତ ଦ

Read More...

ପୁଟସିଲ ଗିର୍ଲିମାଳି ଇକୋରିଟ୍ରିଟର ଶୁଭାରମ୍ବପୁଟସିଲ ଗିର୍ଲିମାଳି ଇକୋରିଟ୍ରିଟର ଶୁଭାରମ୍ବ

ସେମିଳିଗୁଡା : କୋରାପୁଟ ଜିଲ୍ଲା ସେମିଲିଗୁଡା ବ୍ଲକ ଅନ୍ତର୍ଗତ ଦୁଧାରୀ ପଞ୍ଚାୟତ ପୁଟସିଲରେ ଦ୍ୱତୀୟ ଥର ପାଇଁ ଇକୋ ରିଟ୍ରିଟ ଶୁଭାରମ୍ଭ ହୋଇଛି ଓଡିଶାର ସର୍ବତ ଉଚ୍ଚତମ ପର୍ବତ ଦେଓମାଳୀର ଏକ ଅଂଶ ଭାବେ ପ୍ରକୃତୀର କୋଳର

Read More...

କଳାହାଣ୍ଡି ଜିଲ୍ଲାରେ ନିରନ୍ତର ବିକାଶ ଲକ୍ଷ୍ୟ ନେଇ ୨ ଦିନିଆ କର୍ମଶାଳାକଳାହାଣ୍ଡି ଜିଲ୍ଲାରେ ନିରନ୍ତର ବିକାଶ ଲକ୍ଷ୍ୟ ନେଇ ୨ ଦିନିଆ କର୍ମଶାଳା

କଳାହାଣ୍ଡି, ତା ୦୨.୧୨.୨୦୨୨କଳାହାଣ୍ଡି ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟ।ଳୟ (ଡ଼ିପିଏମୟୁ) କଳାହାଣ୍ଡିର ମିଳିତ ଆନୁକୁଲ୍ୟରେ ଓଡିଶାର ନିରନ୍ତର ବିକାଶ ଲକ୍ଷରେ ୨୦୩୦ କାର୍ଯ୍ୟସୁଚିର ରୂପାୟ

Read More...

ସରସ୍ବତୀ ବିଦ୍ୟାମନ୍ଦିରରେ ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ସରସ୍ବତୀ ବିଦ୍ୟାମନ୍ଦିରରେ ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ଦାମନଯୋଡି, ୦୧/୧୨:-ନାଲକୋ ଟାଉନସିପ ସରସ୍ବତୀ ବିଦ୍ୟାମନ୍ଦିରରେ ବରିଷ୍ଠ ଶିକ୍ଷକ ଡ.ଅଶୋକ କୁମାର ମହାନ୍ତି ଓ କର୍ମଚାରୀ ପ୍ରଫୁଲ୍ଲ କୁମାର ମହାନ୍ତିଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ବୁଧବାର ବିଦ୍ୟାମନ

Read More...

ପାରଳାଖେମୁଣ୍ଡି ସ୍ଥିତ ସିସିଡି ଅନୁଷ୍ଠାନ ଆନୁକୁଲ୍ୟରେ ୱାର୍ଡ ସଭ୍ୟସଭ୍ୟାଙ୍କ ନିମନ୍ତେ ତିନିଦିନିଆ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଉଦଯାପିତ ପାରଳାଖେମୁଣ୍ଡି ସ୍ଥିତ ସିସିଡି ଅନୁଷ୍ଠାନ ଆନୁକୁଲ୍ୟରେ ୱାର୍ଡ ସଭ୍ୟସଭ୍ୟାଙ୍କ ନିମନ୍ତେ ତିନିଦିନିଆ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଉଦଯାପିତ

ପାରଳାଖେମୁଣ୍ଡି:୧/୧୨(ଗରୁଡ ଧ୍ଵଜ ଚୌଧୁରୀ)ଓଡିଶା ସରକାରଙ୍କ ପଞ୍ଚାୟତି-ରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ସହାୟତାରସିସିଡି ଅନୁଷ୍ଠାନ ଆନୁକୁଲ୍ୟରେ ୱାର୍ଡ ସଭ୍ୟସଭ୍ୟାଙ୍କ ନିମନ୍ତେ ପାରଳାଖେମୁଣ୍ଡି ସ୍ଥିତ ସିସିଡି କାର୍ଯ୍

Read More...

ପ୍ରଯୁକ୍ତି ବିଦ୍ୟାରେ ଉଲ୍ଲେଖନୀୟ ଅବଦାନ ପାଇଁ ସ୍ଵୟଂ ସମ୍ପୂର୍ଣ୍ଣ ସମ୍ବର୍ଦ୍ଧିତପ୍ରଯୁକ୍ତି ବିଦ୍ୟାରେ ଉଲ୍ଲେଖନୀୟ ଅବଦାନ ପାଇଁ ସ୍ଵୟଂ ସମ୍ପୂର୍ଣ୍ଣ ସମ୍ବର୍ଦ୍ଧିତ

କୋରାପୁଟ ଜିଲ୍ଲା ଶିଳ୍ପ ନଗରୀ ଦାମନଯୋଡି ଉପକଣ୍ଠସ୍ଥ ଭେଜାପୁଟ ର ଯୁବ ଇଞ୍ଜିନିୟର ସ୍ଵୟଂ ସମ୍ପୂର୍ଣ୍ଣ ସେନାପତିଙ୍କୁ ପ୍ରଯୁକ୍ତି ବିଦ୍ୟାରେ ଉଲ୍ଲେଖନୀୟ ଅବଦାନ ପାଇଁ ସେମିଳିଗୁଡା ଠାରେ ବ୍ଲକ ସ୍ତରୀୟ "ପରବ୍ -୨୦୨୨" ଉତ୍

Read More...

ଅଭ୍ୟାସ ଟେକ୍ନୋ ସ୍କୁଲ୍ , ଅଭ୍ୟାସ ଟେକ୍ନୋ ସ୍କୁଲ୍ ,

, ପଦ୍ମପୁର ଠାରେ ଅନ୍ୟ ଏକ ନୂତନ ଶାଖା ଅଭ୍ୟାସ ଟ୍ୱିଙ୍କ୍ଲଲ ଷ୍ଟାରସ୍ ନାମରେ ଆଜି ମୁଖ୍ୟ ଅତିଥି ଭାବେ ଓଡ଼ିଶା ପ୍ରଶାସନିକ ସେବା (ବରିଷ୍ଠ) ଉପ ଜିଲ୍ଲାପାଳ ଗୁଣୁପୁର ଶ୍ରୀଯୁକ୍ତ ଲୋକନାଥ ଦଳବେହେରା ଙ୍କ କରକୋମଳ ରେ ଶୁଭ ଉଦଘା

Read More...

ଗୁଣିଗାରେଡ଼ି ସନ୍ଦେହ କରି ବୃଦ୍ଧ ଙ୍କୁ ହତ୍ୟାକରି ପୋଡ଼ିଦେବା ଘଟଣା, 8 ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣଗୁଣିଗାରେଡ଼ି ସନ୍ଦେହ କରି ବୃଦ୍ଧ ଙ୍କୁ ହତ୍ୟାକରି ପୋଡ଼ିଦେବା ଘଟଣା, 8 ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ

କାଲିମେଳା, 1/12 ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଚିନ୍ତାଲବଡ଼ା ପଞ୍ଚାୟତ ଅନ୍ତର୍ଗତ କାଶଲକୋଣ୍ଡା ଗ୍ରାମରେ ଜଣେ 60 ବର୍ଷ ବୃଦ୍ଧ ବ୍ୟକ୍ତିଙ୍କୁ ଗୁଣିଗାରେଡ଼ି ସନ୍ଦେହ କରି ସଂଘବଦ୍ଧ ଭାବେ ହତ୍ୟା କରି ପରେ ପ୍ରମାଣ ଲୁଚା

Read More...

କୋଟପାଡ଼ ଠାରେ ସାଧକ ସଂସ୍ଥା ପକ୍ଷରୁ ଚକ୍ଷୁ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତକୋଟପାଡ଼ ଠାରେ ସାଧକ ସଂସ୍ଥା ପକ୍ଷରୁ ଚକ୍ଷୁ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ

ଆଜି କୋଟପାଡ଼ ବୁଣାକାର ମାନଙ୍କ ନେଇ ସାଧକ ସଂସ୍ଥା ତରଫରୁ କୋଟପାଡ଼ ମେଡିକାଲ୍ ଠାରେ ଏକ ଚକ୍ଷୁ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି।ଆଜିର ଏହି ଶିବିରରେ ଏ ଡି ଡି ପ୍ରସନ୍ନ କୁମାର ଗନ୍ତାୟତଙ୍କ ସଭାପତିତ୍ବରେ କୋଟପାଡ

Read More...

ଭିନ୍ନକ୍ଷମ ମାନଙ୍କ ନିମନ୍ତେଅଞ୍ଜଳି-୨୦୨୨ ପ୍ରତିଭାବିକଶିତଅଧିକାରଅଧିନିୟମ-୨୦୧୬ କାର୍ଯ୍ୟକାରିତା ଓ ପ୍ରଚାର ପ୍ରସାର ସମ୍ପର୍କିତ ସଚେତନତା କର୍ମଶାଳା କାର୍ଯ୍ୟ ଭିନ୍ନକ୍ଷମ ମାନଙ୍କ ନିମନ୍ତେଅଞ୍ଜଳି-୨୦୨୨ ପ୍ରତିଭାବିକଶିତଅଧିକାରଅଧିନିୟମ-୨୦୧୬ କାର୍ଯ୍ୟକାରିତା ଓ ପ୍ରଚାର ପ୍ରସାର ସମ୍ପର୍କିତ ସଚେତନତା କର୍ମଶାଳା କାର୍ଯ୍ୟ

ପାରଳାଖେମୁଣ୍ଡି:୧/୧୨ଭୁବନେଶ୍ଵର ଠାରେ ମାସବ୍ୟାପୀ ଚାଲିଥିବା ଭିନ୍ନକ୍ଷମ ଶିଶୁ ଓ ଯୁବକ ମାନଙ୍କ ଆନ୍ତର୍ଜାତିକ ମହୋତ୍ସବ “ଅଞ୍ଜଳି”- ୨୦୨୨ କାର୍ଯ୍ୟକ୍ରମ ଅବସରରେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛ

Read More...

ଗଜପତି ଜିଲ୍ଲାର ମୋହନା ବ୍ଲକ ଅଡବା ଗ୍ରାମରେ ଦେଖିବାକୁ ମିଳିଛି ଏକ ହୃଦୟ ବିଦାରକ ଦୃଶ୍ୟ ଜଣେ ଭିନ୍ନକ୍ଷମ ବୃଦ୍ଧଘୋଷରୀ ଘୋଷରୀ ମାଗୁଛି ଭିକଗଜପତି ଜିଲ୍ଲାର ମୋହନା ବ୍ଲକ ଅଡବା ଗ୍ରାମରେ ଦେଖିବାକୁ ମିଳିଛି ଏକ ହୃଦୟ ବିଦାରକ ଦୃଶ୍ୟ ଜଣେ ଭିନ୍ନକ୍ଷମ ବୃଦ୍ଧଘୋଷରୀ ଘୋଷରୀ ମାଗୁଛି ଭିକ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ବ୍ଲକ ଭାବେ ପରିଚିତ ମୋହନା ବ୍ଲକର ଅଡବା ଗ୍ରାମରେ ଦେଖିବାକୁ ମିଳିଛି ଏକ ହୃଦୟ ବିଦାରକ ଦୃଶ୍ୟ l ଦୁଇ ଦୁଇଟି ପୁଅ ଅଛନ୍ତି ହେଲେ କେହି ପଚାରୁନାହାନ୍ତି ଭତ୍ତା ମିଳୁଛି

Read More...

ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପଞ୍ଚାୟତ ସମ୍ବଳ କେନ୍ଦ୍ର ଠାରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ଆପଦା ମିତ୍ର ତାଲିମ୍ କାର୍ଯ୍ୟକ୍ରମ ଉଦଯାପିତ ପାରଳାଖେମୁଣ୍ଡି ସ୍ଥିତ  ଜିଲ୍ଲା ପଞ୍ଚାୟତ ସମ୍ବଳ କେନ୍ଦ୍ର ଠାରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ଆପଦା ମିତ୍ର ତାଲିମ୍ କାର୍ଯ୍ୟକ୍ରମ ଉଦଯାପିତ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସଦର ମହକୁମା ଜିଲ୍ଲା ପଞ୍ଚାୟତ ସମ୍ବଳ କେନ୍ଦ୍ର ଠାରେ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ଓଡ଼ିଶା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ

Read More...

ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ: ସମୀକ୍ଷା କଲେ ବିଭାଗୀୟ ସଚିବମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ: ସମୀକ୍ଷା କଲେ ବିଭାଗୀୟ ସଚିବ

ମାଲକାନଗିରି। କୃଷି ସହିତ ପ୍ରାଣୀ ପାଳନ ଅଙ୍ଗାଙ୍ଗୀ ଭାବେ ଜଡିତ। ପ୍ରାଣୀ ପାଳନ ଚାଷୀମାନଙ୍କର ଆୟ ବୃଦ୍ଧି ଓ ଗ୍ରାମାଞ୍ଚଳର ଆର୍ଥିକ ବିକାଶ ସହାୟକ ହୋଇଥିବାରୁ ରାଜ୍ୟ ସରକାର ବିଭିନ୍ନ ରିହାତି ପ୍ରଦାନ ମାଧ୍ୟମରେ ପ୍ରାଣୀ

Read More...

ଜାତୀୟ ଶିକ୍ଷା ନୀତି- ୨୦୨୦ ସେମୀନାର ଅନୁଷ୍ଠିତ ଜାତୀୟ ଶିକ୍ଷା ନୀତି- ୨୦୨୦ ସେମୀନାର ଅନୁଷ୍ଠିତ

ମାଲକାନଗିରି। ସ୍ଥାନୀୟ ମାଲକାନଗିରି ମହାବିଦ୍ୟାଳୟ ବାଣିଜ୍ୟ ବିଭାଗର ମୁଖ୍ୟ ତଥା ଆବାହକ ଡ଼ଃ ରଞ୍ଜନ କୁମାର ସ୍ୱାଇଁଙ୍କ ଦିଗଦର୍ଶନରେ +୨ ଓ +୩ ଛାତ୍ରଛାତ୍ରୀମାନଙ୍କୁ ନେଇ ଜାତୀୟ ଶିକ୍ଷା ନୀତି-୨୦୨୦ ବିଷୟକୁ ନେଇ ଏକ ସେମିନ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ଦେଶର ଆଗାମୀ ପ୍ରଧାନମନ୍ତ୍ରୀ ହେବା ନେଇ ଚର୍ଚ୍ଚା  ପାକିସ୍ତାନର ପୂର୍ବତନ ଖେଳାଳି ଶାହିଦ୍‌ ଆଫ୍ରିଦ୍‌
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell