Odishastatenews.com Today : 18-Jan-2021 17:08:14 PM
ବିଜେପିରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀଙ୍କ ବିଶ୍ବସ୍ତ ଆଇଏଏସ ଅଧିକାରୀ, ମିଳିପାରେ ବଡ଼ ଦାୟିତ୍ବ | ସିବିଆଇ ତଦନ୍ତ ଦାବି କରି ସୁପ୍ରିମକୋର୍ଟ ଗଲେ ପରୀର ମା’ |

ଆମ ବିଷୟରେ

ଓଡିଶାଷ୍ଟେଟ ନ୍ୟୁଜ୍ ଜରିଆରେ ଲୋକଙ୍କ ପାଖରେ ପହଂଚିବା, ସମାଜ କଲ୍ୟାଣ କାର୍ଯ୍ୟକ୍ରମରେ ସାମିଲ ହେବା ଓ ସେମାନଙ୍କ ସୁଖ ଦୁଃଖରେ ଠିଆ ହେବା ହେଉଛି ଆମର ମୂଳ ଉଦେଶ୍ୟ। ଏହି ମହତ ଉଦେଶ୍ୟର ସଫଳ ପରିପ୍ରକାଶ ପାଇଁ “ଆମରଜ୍ୟୋତି ଫାଉଣ୍ଡେସନ ଚାରିଟେବୁଲ ଟ୍ରଷ୍ଟର” ଗଠନ। “ଆମରଜ୍ୟୋତି ଫାଉଣ୍ଡେସନ ଚାରିଟେବୁଲ ଟ୍ରଷ୍ଟର” ମୁଖ୍ୟ ଉଦେଶ୍ୟ ହେଲା ସମ୍ବାଦ ମାଧ୍ୟମରେ ସମାଜ ସେବା। ଏହି ସଂସ୍ଥା ବିଭିନ୍ନ ପ୍ରକାରର ସାମାଜିକ ସେବାରେ ସଂଶ୍ଲିଷ୍ଟ। ଏହାର ପ୍ରୟାଶ ଦେଶ ବିଦେଶର କୋଣ ଅନୁକୋଣର ବାସ୍ତବ ଚିତ୍ର ସମ୍ବାଦ ମାଧ୍ୟମରେ ଉପସ୍ଥାପନା କରିବା ଓ ସୂଚନା ଲୋକଙ୍କ ପାଖରେ ପହଂଚାଇବା । ଏହାର ମୂଳ ଉଦେଶ୍ୟ ହେଲା ରାଷ୍ଟ୍ର ର ଶିକ୍ଷା, ସ୍ୱାସ୍ଥ୍ୟ ଓ ଅନ୍ୟାନ କ୍ଷେତ୍ରର ସମୂହ ବିକାଶ।


ଓଡ଼ିଆ ସାମ୍ବାଦିକତାର ମାନ ବଢାଇବା, ଓଡ଼ିଆ ଜାତିର ସ୍ୱାଭିମାନ ରକ୍ଷାକରିବା ଓ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ନିମନ୍ତେ ଏହାର ପ୍ରୟାଶ ନିରନ୍ତର ଜାରି ରହିଛି।ଓଡ଼ିଆ ଭାଷାକୁ ପରିବ୍ୟାପ୍ତ କରିବାର ଏହା ଅଭିନବ ପ୍ରୟାଶ ମାତ୍ର। ଏହି ଶୁଭଅବସରରେ ଆପଣମାନଙ୍କର ଶୁଭେଚ୍ଛା କାମନା କରୁଛୁ।



ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ଗ୍ରାମୀଣ ଇ ଷ୍ଟୋର ର ଶୁଭାରମ୍ଭ କଲେ ବ୍ଲକ ଅଧ୍ୟକ୍ଷ
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell