ଓଡିଶାଷ୍ଟେଟ ନ୍ୟୁଜ୍ ଜରିଆରେ ଲୋକଙ୍କ ପାଖରେ ପହଂଚିବା, ସମାଜ କଲ୍ୟାଣ କାର୍ଯ୍ୟକ୍ରମରେ ସାମିଲ ହେବା ଓ ସେମାନଙ୍କ ସୁଖ ଦୁଃଖରେ ଠିଆ ହେବା ହେଉଛି ଆମର ମୂଳ ଉଦେଶ୍ୟ। ଏହି ମହତ ଉଦେଶ୍ୟର ସଫଳ ପରିପ୍ରକାଶ ପାଇଁ “ଆମରଜ୍ୟୋତି ଫାଉଣ୍ଡେସନ ଚାରିଟେବୁଲ ଟ୍ରଷ୍ଟର” ଗଠନ। “ଆମରଜ୍ୟୋତି ଫାଉଣ୍ଡେସନ ଚାରିଟେବୁଲ ଟ୍ରଷ୍ଟର” ମୁଖ୍ୟ ଉଦେଶ୍ୟ ହେଲା ସମ୍ବାଦ ମାଧ୍ୟମରେ ସମାଜ ସେବା। ଏହି ସଂସ୍ଥା ବିଭିନ୍ନ ପ୍ରକାରର ସାମାଜିକ ସେବାରେ ସଂଶ୍ଲିଷ୍ଟ। ଏହାର ପ୍ରୟାଶ ଦେଶ ବିଦେଶର କୋଣ ଅନୁକୋଣର ବାସ୍ତବ ଚିତ୍ର ସମ୍ବାଦ ମାଧ୍ୟମରେ ଉପସ୍ଥାପନା କରିବା ଓ ସୂଚନା ଲୋକଙ୍କ ପାଖରେ ପହଂଚାଇବା । ଏହାର ମୂଳ ଉଦେଶ୍ୟ ହେଲା ରାଷ୍ଟ୍ର ର ଶିକ୍ଷା, ସ୍ୱାସ୍ଥ୍ୟ ଓ ଅନ୍ୟାନ କ୍ଷେତ୍ରର ସମୂହ ବିକାଶ।
ଓଡ଼ିଆ ସାମ୍ବାଦିକତାର ମାନ ବଢାଇବା, ଓଡ଼ିଆ ଜାତିର ସ୍ୱାଭିମାନ ରକ୍ଷାକରିବା ଓ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ନିମନ୍ତେ ଏହାର ପ୍ରୟାଶ ନିରନ୍ତର ଜାରି ରହିଛି।ଓଡ଼ିଆ ଭାଷାକୁ ପରିବ୍ୟାପ୍ତ କରିବାର ଏହା ଅଭିନବ ପ୍ରୟାଶ ମାତ୍ର। ଏହି ଶୁଭଅବସରରେ ଆପଣମାନଙ୍କର ଶୁଭେଚ୍ଛା କାମନା କରୁଛୁ।