Odishastatenews.com Today : 09-Dec-2022 22:01:34 PM
ଭୁବନେଶ୍ୱର: ୧୨ ଘଣ୍ଟା ଜେରା ପରେ ଇଡି କାର୍ଯ୍ୟାଳୟରୁ ବାହାରିଲେ ବିଧାୟକଙ୍କ ଭାଇ ଗଙ୍ଗାଧର ସାମଲ। କହିଲେ- ଜଗବନ୍ଧୁ ଏକ କାର କିଣିବା ପାଇଁ ବୁକ କରିଥିଲେ। | ଭୁବନେଶ୍ବର: ଅର୍ଚ୍ଚନା ନାଗ ମାମଲାରେ ଆଜି ପୁଣି ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି ବେହେରା | ବିଧାନସଭାରେ ଉଠିଲା ଅର୍ଚ୍ଚନା ନାଗ ପ୍ରସଙ୍ଗ। ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ କଲେ ବିଧାୟକ ନରସିଂହ ମିଶ୍ର। | କେନ୍ଦ୍ରାପଡ଼ା: ସଦର ଥାନା ବାଲିଆ ବଜାରରେ କାର୍ତ୍ତିକେଶ୍ୱର ଭସାଣରେ ବାଣ ଫୁଟି ୨୦ ଆହତ। ୪ ଜଣଙ୍କ ଅବସ୍ଥା ସଂକଟାପନ୍ନ ସୂଚନା। | ଇଡିରୁ ବାହାରିଲେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ଓ ଶ୍ରଦ୍ଧାଞ୍ଜଳି ବେହେରା। ୧୨ ଘଣ୍ଟାର ଜେରା ପରେ ଅକ୍ଷୟଙ୍କୁ ଛାଡ଼ିଲା ଇଡି। ଶ୍ରଦ୍ଧାଞ୍ଜଳିଙ୍କୁ ପଚାରିଲା ୧୪ ଘଣ୍ଟା। | ମୃତ୍ୟୁ ସମ୍ବାଦ ଖଣ୍ଡନ କଲେ ପରିବାର; ସ୍ବାସ୍ଥ୍ୟାବସ୍ଥା ଜଟିଳ ଥିବାରୁ ‘ଲାଇଫ୍ ସପୋର୍ଟ’ରେ ଅଛନ୍ତି ଅଭିନେତା ବିକ୍ରମ ଗୋଖ୍‌ଲେ | ଦେବଗଡ଼: ୪୯ ନମ୍ବର ଜାତୀୟ ରାଜପଥର ତିଲେଇବଣି ଛକରେ ଶଗଡ଼କୁ ପଛରୁ ପିଟିଲା ଟ୍ରକ୍, ଚାଷୀ ଦମ୍ପତିଙ୍କ ଘଟଣାସ୍ଥଳରେ ମୃତ୍ୟୁ | ପୁରୀ: ଏସ୍‌ପିଙ୍କ ନାଁରେ ଫେସ୍‌ବୁକ୍‌ ଆକାଉଣ୍ଟ୍ ଖୋଲି ଠକେଇ ଅଭିଯୋଗ। ହୋମଗାର୍ଡ ଚାକିରି କରାଇଦେବାକୁ କହି ଟଙ୍କା ମାଗୁଥିବା ଅଭିଯୋଗ। ସାଇବର ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ବାନ୍ଧିଲା ପୁଲିସ। |

ବାଲେଶ୍ବର : District News


ପୁଣି ରାଗିଂର ଶିକାର ହେଲେ ଆଉ ଜଣେ ଛାତ୍ରୀ: ରୁଚିକାଙ୍କ ପରେ ଲିପ୍ସାଙ୍କ ଆତ୍ମହତ୍ୟାପୁଣି ରାଗିଂର ଶିକାର ହେଲେ ଆଉ ଜଣେ ଛାତ୍ରୀ: ରୁଚିକାଙ୍କ ପରେ ଲିପ୍ସାଙ୍କ ଆତ୍ମହତ୍ୟା

ବାଲେଶ୍ୱର: ଗୋଟିଏ ପରେ ଗୋଟିଏ ଛାତ୍ରୀ ଏବେ ରାଗିଂର ଶିକାର ହେଉଛନ୍ତି । ଭୁବନେଶ୍ୱରରୁ ଯାଇ ବାଲେଶ୍ୱରରେ ପହଞ୍ଚିଲାଣି ରାଗିଂର ଡିଆଁ ରୋଗ । ଗତ କିଛି ଦିନ ତଳେ ବିଜେବି କଲେଜରେ ରାଗିଂ କାରଣରୁ ରୁଚିକାଙ୍କ ଆତ୍ମହତ୍ୟା ମାମଲ

Read More...

୧୦ ଲକ୍ଷରୁ ଉର୍ଦ୍ଧ୍ବ ମୂଲ୍ୟର ମଦ ସହ ଡମ୍ଫର୍ ଜବତ; ଚାଳକ ସମେତ ୩ ଗିରଫ୧୦ ଲକ୍ଷରୁ ଉର୍ଦ୍ଧ୍ବ ମୂଲ୍ୟର ମଦ ସହ ଡମ୍ଫର୍ ଜବତ; ଚାଳକ ସମେତ ୩ ଗିରଫ

ବାଲେଶ୍ବର: ଜିଲ୍ଲା ଭାରପ୍ରାପ୍ତ ଅବକାରୀ ଅଧୀକ୍ଷକ ତଥା ଅବକାରୀ ଉପ କମିସନର ଅଶୋକ କୁମାର ଶତପଥୀଙ୍କ ନିର୍ଦେଶରେ ରବିବାର ମଧ୍ୟରାତ୍ରରେ ୧୬ନମ୍ବର ଜାତୀୟ ରାଜପଥର ଖନ୍ତାପଡ଼ା ନିକଟରୁ ଏକ ମଦ ବୋଝେଇ ଡମ୍ଫରକୁ ଜବତ କରାଯାଇଛି।

Read More...

ଉଜ୍ୱଳ ଆଲୋକ ର ଉଦଘାଟନଉଜ୍ୱଳ ଆଲୋକ ର ଉଦଘାଟନ

ବାଲେଶ୍ୱର : ଔପଦା ବ୍ଲକ ଜୋନ ନଂ୧ ଅଘିରାପଦା ଗ୍ରାମ ପନ୍ଚାୟତ ମହୁଲଗଢିଆ ଛକ ଠାରେ ଜିଲ୍ଲାପରିଷଦ ଶ୍ରୀମତୀ ସୁବାସିନୀ ବିଶ୍ବାଳ କଂ ଦ୍ୱାରା ଉଜ୍ୱଳ ଆଲୋକ ର ଉଦଘାଟନ.ଏଥିରେ ସହଯୋଗ କରିଥିବା ବ୍ୟକ୍ତି ଈଶ୍ୱର ବିଶ୍ୱାଳ,

Read More...

ଉଜ୍ୱଳ ଆଲୋକ ର ଉଦଘାଟନଉଜ୍ୱଳ ଆଲୋକ ର ଉଦଘାଟନ

ବାଲେଶ୍ୱର : ଔପଦା ବ୍ଲକ ଜୋନ ନଂ୧ ଅଘିରାପଦା ଗ୍ରାମ ପନ୍ଚାୟତ ମହୁଲଗଢିଆ ଛକ ଠାରେ ଜିଲ୍ଲାପରିଷଦ ଶ୍ରୀମତୀ ସୁବାସିନୀ ବିଶ୍ବାଳ କଂ ଦ୍ୱାରା ଉଜ୍ୱଳ ଆଲୋକ ର ଉଦଘାଟନ.ଏଥିରେ ସହଯୋଗ କରିଥିବା ବ୍ୟକ୍ତି ଈଶ୍ୱର ବିଶ୍ୱାଳ,

Read More...

ସାଟେଲାଇଟ୍ ମ୍ୟାପିଂ ଯୋଗୁଁ ମିଳିଛୁ ଅଧିକ ସଫଳତା : ଡିଜିପି ସାଟେଲାଇଟ୍ ମ୍ୟାପିଂ ଯୋଗୁଁ ମିଳିଛୁ ଅଧିକ ସଫଳତା : ଡିଜିପି

ଭୁବନେଶ୍ୱର :13/10/20 ଗଞ୍ଜେଇ ଚାଷୀ ଏବଂ ଚୋରା ଚାଲାଣକାରୀ ସାବଧାନ । ଯେଉଁ ଦୁର୍ଗମ ଅଞ୍ଚଳରେ ଚାଷ କଲେ ବି ଧରିବ ପୋଲିସ । ଇସ୍ରୋଠୁ ଇସାରା ପାଇ ଗଞ୍ଜେଇ ଚାଷ ନଷ୍ଟ କରୁଛି ପୋଲିସ । ଅର୍ଥାତ୍ ସାଟେଲାଇଟ୍ ମାଧ୍ୟମରୁ ଗଞ୍ଜେଇ ଚାଷ ସମ୍ପ

Read More...

ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ଭୁବନେଶ୍ୱର -13/10/20 ଶେଷରେ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ବାଲେଶ୍ୱର ଆସନ ପାଇଁ ମମତା କୁଣ୍ଡୁଙ୍କୁ କଂଗ୍ରେସ ପ୍ରାର୍ଥୀ କରିଥିବା ବେଳେ ତିର୍ତ୍ତୋଲ ପାଇଁ ପ୍

Read More...

ସୋର ନିକଟରେ ବସ ଓଲଟି ଜଣେ ମୃତ ଓ ଅନେକ ଆହତ ସୋର ନିକଟରେ ବସ ଓଲଟି ଜଣେ ମୃତ ଓ ଅନେକ ଆହତ

ସୋର, (ଓଡିଶା ଷ୍ଟେଟ ନିଉଜ ବ୍ୟୁରୋ), June 18, 2018: ସୋର ନିକଟରେ ବସ ଓଲଟି ଜଣେ ମୃତ ଓ ଅନେକ ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ଆଜି ସକାଳ ପ୍ରାୟ ସାଢ଼େ ୬ଟା ସମୟରେ ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ଜାତୀୟ ରାଜପଥର ପଣପଣା ଗାଁ

Read More...

ସୋର ଅଂଚଳର ଯୁବତୀଙ୍କୁ ଧୋକା ଦେଲା ପ୍ରେମିକସୋର ଅଂଚଳର ଯୁବତୀଙ୍କୁ ଧୋକା ଦେଲା ପ୍ରେମିକ

ସୋର, (ଓଡିଶା ଷ୍ଟେଟ ନିଉଜ ବ୍ୟୁରୋ), 16.06.18: ସୋର ଅଂଚଳର ଯୁବତୀଙ୍କୁ ଧୋକା ଦେଲା ପ୍ରେମିକ ।ପ୍ରେମ ଜଳରେ ଫସାଇ । ଶାରୀରିକ କ୍ଷୁଧା ମେଣ୍ଟାଈ ଦୁଇ ଦୁଇ ଥର ଗର୍ଭପାତ କରାଇ ଏବେ ବିବାହ କରିବାକୁ ମନାକରୁଛି । ସୋର ପୌରାଞ୍ଚଳର ଜଣେ ଯୁବ

Read More...

ଗଛରୁ ପଡି ଛାତ୍ର ମୃତ ଗଛରୁ ପଡି ଛାତ୍ର ମୃତ

ବାଲେଶ୍ୱର, (ଓଡିଶା ଷ୍ଟେଟ ନିଉଜ ବ୍ୟୁରୋ), June 5, 2018 :ଏକ ଦୁଃଖଦ ଘଟଣା ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଥାନା ଅନ୍ତର୍ଗତ ତାପସୀ ଗାଁରେ ଘଟି ଯାଇଛି । ଯାହାକି ସେ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ବାଲେଶ୍ୱ ଜିଲ୍ଲା ଚାନ୍ଦିପୁର ଥା

Read More...

ଅଗ୍ନି କାଣ୍ଡରେ ଜଣେ ମୃତ ଅଗ୍ନି କାଣ୍ଡରେ ଜଣେ ମୃତ

ବାଲେଶ୍ୱର, (ଓଡିଶା ଷ୍ଟେଟ ନିଉଜ ବ୍ୟୁରୋ), June 2, 2018: ଶନିବାର ପ୍ରତ୍ୟୁଷରେ ଅଗ୍ନି କାଣ୍ଡରେ ଜଣେ ଲୋକର ମୃତ ହୋଇ ଥିବାର ଖବର ହସ୍ତଗତ ହୋଇଛି । ମୃତକ ଜଣକ ୩୦ ବର୍ଷିୟ ଭବାନୀ ଶଙ୍କର ଜେନାଙ୍କର ଘର କେନ୍ଦୁଝର ଅଞ୍ଚଳରେ। ସେ ରେମୁଣା ଗୋ

Read More...

ଭଲ ପାଇବାର ବାହାନାରେ ୧୪ବର୍ଷର ନାବାଳିକାକୁ ଅପହରଣ ଭଲ ପାଇବାର ବାହାନାରେ ୧୪ବର୍ଷର ନାବାଳିକାକୁ ଅପହରଣ

ଖଣ୍ଡଗିରି, (ଓଡିଶା ଷ୍ଟେଟ ନିଉଜ ବ୍ୟୁରୋ), May 30, 2018: ସ୍ଥାନୀୟ ଡୁମୁଡୁମା ହାଉସିଂବୋର୍ଡ କଲୋନି ଅଞ୍ଚଳରେ ଭଲ ପାଇବାର ବାହାନାରେ ୧୪ବର୍ଷର ନାବାଳିକାକୁ ଅପହରଣ ଜଣେ ୧୪ବର୍ଷର ନାବାଳିକାକୁ ବାଲେଶ୍ୱର ସଦର ଥାନା ବାଙ୍କତରା ଗାଁର ଗ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :କଲମପୁର ଫାଣ୍ଡି ଅଧିକାରୀ ଜଣେ ବିକଳାଙ୍ଗ ବ୍ୟକ୍ତିଙ୍କୁ ମାଡ ମାରିଥିବା ସହ ଡମ୍ବ ଜାତି ପ୍ରତି ବାଧାପ୍ରାପ୍ତ କରିଥିବାରୁ କଳାହାଣ୍ଡି ଜିଲ୍ଲା ଏସପିଙ୍କ ଦ୍ୱାରସ୍ଥ ,
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell