Odishastatenews.com Today : 09-Dec-2022 22:20:33 PM
ଭୁବନେଶ୍ୱର: ୧୨ ଘଣ୍ଟା ଜେରା ପରେ ଇଡି କାର୍ଯ୍ୟାଳୟରୁ ବାହାରିଲେ ବିଧାୟକଙ୍କ ଭାଇ ଗଙ୍ଗାଧର ସାମଲ। କହିଲେ- ଜଗବନ୍ଧୁ ଏକ କାର କିଣିବା ପାଇଁ ବୁକ କରିଥିଲେ। | ଭୁବନେଶ୍ବର: ଅର୍ଚ୍ଚନା ନାଗ ମାମଲାରେ ଆଜି ପୁଣି ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି ବେହେରା | ବିଧାନସଭାରେ ଉଠିଲା ଅର୍ଚ୍ଚନା ନାଗ ପ୍ରସଙ୍ଗ। ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ କଲେ ବିଧାୟକ ନରସିଂହ ମିଶ୍ର। | କେନ୍ଦ୍ରାପଡ଼ା: ସଦର ଥାନା ବାଲିଆ ବଜାରରେ କାର୍ତ୍ତିକେଶ୍ୱର ଭସାଣରେ ବାଣ ଫୁଟି ୨୦ ଆହତ। ୪ ଜଣଙ୍କ ଅବସ୍ଥା ସଂକଟାପନ୍ନ ସୂଚନା। | ଇଡିରୁ ବାହାରିଲେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ଓ ଶ୍ରଦ୍ଧାଞ୍ଜଳି ବେହେରା। ୧୨ ଘଣ୍ଟାର ଜେରା ପରେ ଅକ୍ଷୟଙ୍କୁ ଛାଡ଼ିଲା ଇଡି। ଶ୍ରଦ୍ଧାଞ୍ଜଳିଙ୍କୁ ପଚାରିଲା ୧୪ ଘଣ୍ଟା। | ମୃତ୍ୟୁ ସମ୍ବାଦ ଖଣ୍ଡନ କଲେ ପରିବାର; ସ୍ବାସ୍ଥ୍ୟାବସ୍ଥା ଜଟିଳ ଥିବାରୁ ‘ଲାଇଫ୍ ସପୋର୍ଟ’ରେ ଅଛନ୍ତି ଅଭିନେତା ବିକ୍ରମ ଗୋଖ୍‌ଲେ | ଦେବଗଡ଼: ୪୯ ନମ୍ବର ଜାତୀୟ ରାଜପଥର ତିଲେଇବଣି ଛକରେ ଶଗଡ଼କୁ ପଛରୁ ପିଟିଲା ଟ୍ରକ୍, ଚାଷୀ ଦମ୍ପତିଙ୍କ ଘଟଣାସ୍ଥଳରେ ମୃତ୍ୟୁ | ପୁରୀ: ଏସ୍‌ପିଙ୍କ ନାଁରେ ଫେସ୍‌ବୁକ୍‌ ଆକାଉଣ୍ଟ୍ ଖୋଲି ଠକେଇ ଅଭିଯୋଗ। ହୋମଗାର୍ଡ ଚାକିରି କରାଇଦେବାକୁ କହି ଟଙ୍କା ମାଗୁଥିବା ଅଭିଯୋଗ। ସାଇବର ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ବାନ୍ଧିଲା ପୁଲିସ। |

ପୁରୀ : District News


ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ମାମଲା: ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ମାମଲା:

ଘରବାଡ଼ିରେ ପଶି ଜୋରଜବରଦସ୍ତ ଗଛରୁ ନଡିଆ ତୋଳିଲେ । ପ୍ରତିବାଦ କରିବାରୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ କଲୋଜୀବନରୁ ମାରିଦେବାକୁ ଧମକ ଦେଇ ଘରୁ ଘୋଷାଡି ଆଣି ବଳାତ୍କାର କରିବାକୁ ଉଦ୍ୟମ କଲେ । ଏ ନେଇ ଥାନାରେ ଅଭିଯୋଗ କରିବାରୁ

Read More...

ଶ୍ରୀମନ୍ଦିର ଗର୍ଭଗୃହରେ ଖସିଲା ପଥର, ବଡ଼ଠାକୁରଙ୍କ ପଛରେ ପଡ଼ିଥିବା ସୂଚନାଶ୍ରୀମନ୍ଦିର ଗର୍ଭଗୃହରେ ଖସିଲା ପଥର, ବଡ଼ଠାକୁରଙ୍କ ପଛରେ ପଡ଼ିଥିବା ସୂଚନା

ପୁରୀ ଶ୍ରୀମନ୍ଦିରରେ ଘଟିଯାଇଛି ଏକ ବଡ଼ ଅଘଟଣ । ଗର୍ଭଗୃହ ରତ୍ନ ସିଂହାସନ ପାଖରେ ଏକ ପଥର ଖଣ୍ଡ ଖସିପଡ଼ିଥିବା ସୂଚନା ମିଳିଛି । ଏହା ପଥର କି ଚୂନ ବୋଲି ଚର୍ଚ୍ଚା ଚାଲିଛି । ଏହି ପଥର ଖଣ୍ଡକୁ ଶ୍ରୀମନ୍ଦିର ଗାରଦରେ ଜବତ କରି ରଖାଯ

Read More...

ଆଜି ଶ୍ରୀଜିଉଙ୍କ ନୀଳାଦ୍ରି ବିଜେଆଜି ଶ୍ରୀଜିଉଙ୍କ ନୀଳାଦ୍ରି ବିଜେ

ପୁରୀ: ଜୁଲାଇ ୧୨: ଆଜି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ନୀତି । ନବଦିନାତ୍ମକ ଯାତ୍ରା ସାରି ନିଜ କର୍ମ ଭୂମିକୁ ଫେରିବେ ତୁର୍ଦ୍ଧାମୂରତି । ଏକାଦଶୀ ଦିନ ସୁନାବେଶ, ଦ୍ୱାଦଶୀରେ ଅଧରପଣା ଓ ତ୍ରୟୋଦଶୀ ତିଥିରେ ନୀଳାଦ୍ରି ବିଜେ ହୋ

Read More...

ବାହୁଡ଼ା ଯାତ୍ରା ପୂର୍ବରୁ ମହାପ୍ରଭୁଙ୍କ ପାଇଁ ପ୍ରସ୍ତୁତ ହେଉଛି ପୋଡ଼ପିଠାବାହୁଡ଼ା ଯାତ୍ରା ପୂର୍ବରୁ ମହାପ୍ରଭୁଙ୍କ ପାଇଁ ପ୍ରସ୍ତୁତ ହେଉଛି ପୋଡ଼ପିଠା

ବାହୁଡ଼ା ଯାତ୍ରା ପାଇଁ ମାଉସୀ ମା’ ପ୍ରସ୍ତୁତ କରୁଛନ୍ତି ପୋଡ଼ ପିଠା । ଶ୍ରୀଜିଉଙ୍କ ନିକଟରେ ଲାଗି ହେବ ଏହି ପୋଡ଼ପିଠା । ଶ୍ରୀମନ୍ଦିର ଫେରିବା ସମୟରେ ମହାପ୍ରଭୁଙ୍କ ନିକଟରେ ଏହି ପୋଡ଼ପିଠା ତିନୋଟି କୁଡ଼ୁଆରେ ରଖି ଅର୍ପଣ

Read More...

ଶ୍ରୀଜିଉମାନେ ଗୋଟି ପହଣ୍ଡିରେ ଯିବେ ଗୁଣ୍ଡିଚା ମନ୍ଦିରଶ୍ରୀଜିଉମାନେ ଗୋଟି ପହଣ୍ଡିରେ ଯିବେ ଗୁଣ୍ଡିଚା ମନ୍ଦିର

ରୀ: ଜୁଲାଇ ୦୨: ଶରଧା ବାଲିରୁ ଆଡ଼ପ ମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧା ମୂର୍ତ୍ତି । ଗୁଣ୍ଡିଚା ମନ୍ଦିର ସାମ୍ନାରେ ରଥ ଉପରେ ଏବେ ଶ୍ରୀଜିଉମାନେ ବିରାଜମାନ ଅଛନ୍ତି । ସେହି ରଥ ଉପରେ ହିଁ ଠାକୁରମାନଙ୍କ ଦୈନଦିନ ନୀତିକାନ୍ତି ଓ

Read More...

ରଥଯାତ୍ରାର ଉତ୍ପତ୍ତି: ଜାଣନ୍ତୁ ପୌରାଣିକ କାହାଣୀରଥଯାତ୍ରାର ଉତ୍ପତ୍ତି: ଜାଣନ୍ତୁ ପୌରାଣିକ କାହାଣୀ

ଆଦ୍ୟ ଆଷାଢ଼ର ମେଘମେଦୁର ଆକାଶକୁ ସକ୍ରୃଷ୍ଣ ନୟନରେ ପ୍ରତୀକ୍ଷା କରି ରହିଥାଏ ଉକ୍ରଳ ଭୂଇଁ । ଏହି ଆଷାଢ଼ ମାସ ହିଁ ତା ପାଇଁ ଏକମାତ୍ର ଗର୍ବ ଓ ଗୌରବର ସମୟ । ଏହି ସମୟରେ ଉକ୍ରଳର ପ୍ରାଣକେନ୍ଦ୍ର ଓ ତା’ର ଧର୍ମପ୍ରାଣ ସନ୍ତାନମାନ

Read More...

ଆଜି ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ,ଆଜି ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ,

ଆଜି ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ। ଗୋଟିଏ ପଟେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ପାଇଁ ପ୍ରସ୍ତୁତି ପର୍ବ ଜୋର୍‌ ଧରିଥିବାବେଳେ ଅନ୍ୟପକ୍ଷରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ଜୋର୍‌ସୋର୍‌ରେ ଆଗେ

Read More...

ଚାଲିଛି ରୀତିନୀତି, ଦୁଇ ବର୍ଷ ପରେ ବଡ଼ଦାଣ୍ଡରେ ହେବ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଅପୂର୍ବ ମିଳନଚାଲିଛି ରୀତିନୀତି, ଦୁଇ ବର୍ଷ ପରେ ବଡ଼ଦାଣ୍ଡରେ ହେବ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଅପୂର୍ବ ମିଳନ

ପୁରୀ ୧-୭ ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଚାଲିଛି ରୀତିନୀତି। ଦୁଇ ବର୍ଷ ପରେ ବଡ଼ଦାଣ୍ଡରେ ହେବ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଅପୂର୍ବ ମିଳନ। ରଥ ପ୍ରତିଷ୍ଠା ସମାପନ ହେବା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଧାଡ଼ି ପହଣ୍ଡି ଆରମ୍

Read More...

ରଥଖଳାରୁ ସିଂହଦ୍ୱାର ଅଭିମୁଖେ ଗଡ଼ିଲା ରଥରଥଖଳାରୁ ସିଂହଦ୍ୱାର ଅଭିମୁଖେ ଗଡ଼ିଲା ରଥ

ପୁରୀ: ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ଆଜି ଆଷାଢ଼ ଶୁକ୍ଲପକ୍ଷ ପ୍ରତିପଦା ତିଥି ରଥରେ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହୋଇଛି । ଆଜ୍ଞାମାଳ ବିଜେ ପରେ ଗଡ଼ିଛି ୩ ରଥ । ସିଂହଦ୍ୱାର ଅଭିମୁଖେ ଟଣାଯାଉଛି ରଥ । ରଥଖଳା

Read More...

ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ସ୍ୱତନ୍ତ୍ର ଟ୍ରେନ୍‌ ବ୍ୟବସ୍ଥାବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ସ୍ୱତନ୍ତ୍ର ଟ୍ରେନ୍‌ ବ୍ୟବସ୍ଥା

ଜୁନ ୨୮: ରଥଯାତ୍ରା ପାଇଁ ଚଳଚଞ୍ଚଳ ପ୍ରଶାସନ । ପୂର୍ବତଟ ରେଳପଥ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍‌ ଚଳାଚଳର ବ୍ୟବସ୍ଥା କରାଯାଇଛି । ଯାତ୍ରୀମାନଙ୍କର କିପରି କୌଣସି ଅସୁବିଧା ନହେବ ସେଥିପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛ

Read More...

ରଥଯାତ୍ରା ଲାଗି ପୁରୀ‌ରେ ବ୍ୟାପକ ବ୍ୟବସ୍ଥା କରାଯାଇଛି: ସ୍ୱାସ୍ଥ୍ୟ ନିର୍ଦେଶକରଥଯାତ୍ରା ଲାଗି ପୁରୀ‌ରେ ବ୍ୟାପକ ବ୍ୟବସ୍ଥା କରାଯାଇଛି: ସ୍ୱାସ୍ଥ୍ୟ ନିର୍ଦେଶକ

ରାଜ୍ୟରେ କୋଭିଡ ସଂକ୍ରମଣ ଉପରମୁହାଁ ହେବା ନେଇ ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ରାଜ୍ୟରେ ସଂକ୍ରମଣ ସ୍ଲୋ ପ୍ରାଗେସ୍ ଅଛି। ପୂର୍ବରୁ ଦୈନିକ ସଂକ୍ରମଣ ୫୦ ମଧ୍

Read More...

ଶାନ୍ତି ଶୃଙ୍ଖଳାର ସହ ରଥଯାତ୍ରା କିପରି ହେବ ସେଥିପାଇଁ ପୋଲିସ ପ୍ରଶାସନର ପ୍ରସ୍ତୁତିଶାନ୍ତି ଶୃଙ୍ଖଳାର ସହ ରଥଯାତ୍ରା କିପରି ହେବ ସେଥିପାଇଁ ପୋଲିସ ପ୍ରଶାସନର ପ୍ରସ୍ତୁତି

ପୁରୀ ୧୬-୬ ପବିତ୍ର ଦେବସ୍ନାନ ପୂର୍ଣ୍ଣୀମାରେ ଭକ୍ତଙ୍କ ଗହଣରେ ଶାନ୍ତି ଶୃଙ୍ଖଳାର ସହ ଶେଷ ହେବା ପରେ ଏବେ ବଡ଼ ଚ୍ୟାଲେଞ୍ଜ ହୋଇଛି ଭକ୍ତଙ୍କୁ ନେଇ ରଥଯାତ୍ରା ସୁପରିଚାଳନା କରିବା। ଆଉ ଖାସ୍ ଏଥିପାଇଁ ପୋଲିସ ପ୍ରଶାସନ ନିଜର ପ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ରୋଜଗାରର ନୂତନ ରାସ୍ତା
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell