Odishastatenews.com Today : 09-Dec-2022 22:05:44 PM
ଭୁବନେଶ୍ୱର: ୧୨ ଘଣ୍ଟା ଜେରା ପରେ ଇଡି କାର୍ଯ୍ୟାଳୟରୁ ବାହାରିଲେ ବିଧାୟକଙ୍କ ଭାଇ ଗଙ୍ଗାଧର ସାମଲ। କହିଲେ- ଜଗବନ୍ଧୁ ଏକ କାର କିଣିବା ପାଇଁ ବୁକ କରିଥିଲେ। | ଭୁବନେଶ୍ବର: ଅର୍ଚ୍ଚନା ନାଗ ମାମଲାରେ ଆଜି ପୁଣି ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି ବେହେରା | ବିଧାନସଭାରେ ଉଠିଲା ଅର୍ଚ୍ଚନା ନାଗ ପ୍ରସଙ୍ଗ। ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ କଲେ ବିଧାୟକ ନରସିଂହ ମିଶ୍ର। | କେନ୍ଦ୍ରାପଡ଼ା: ସଦର ଥାନା ବାଲିଆ ବଜାରରେ କାର୍ତ୍ତିକେଶ୍ୱର ଭସାଣରେ ବାଣ ଫୁଟି ୨୦ ଆହତ। ୪ ଜଣଙ୍କ ଅବସ୍ଥା ସଂକଟାପନ୍ନ ସୂଚନା। | ଇଡିରୁ ବାହାରିଲେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ଓ ଶ୍ରଦ୍ଧାଞ୍ଜଳି ବେହେରା। ୧୨ ଘଣ୍ଟାର ଜେରା ପରେ ଅକ୍ଷୟଙ୍କୁ ଛାଡ଼ିଲା ଇଡି। ଶ୍ରଦ୍ଧାଞ୍ଜଳିଙ୍କୁ ପଚାରିଲା ୧୪ ଘଣ୍ଟା। | ମୃତ୍ୟୁ ସମ୍ବାଦ ଖଣ୍ଡନ କଲେ ପରିବାର; ସ୍ବାସ୍ଥ୍ୟାବସ୍ଥା ଜଟିଳ ଥିବାରୁ ‘ଲାଇଫ୍ ସପୋର୍ଟ’ରେ ଅଛନ୍ତି ଅଭିନେତା ବିକ୍ରମ ଗୋଖ୍‌ଲେ | ଦେବଗଡ଼: ୪୯ ନମ୍ବର ଜାତୀୟ ରାଜପଥର ତିଲେଇବଣି ଛକରେ ଶଗଡ଼କୁ ପଛରୁ ପିଟିଲା ଟ୍ରକ୍, ଚାଷୀ ଦମ୍ପତିଙ୍କ ଘଟଣାସ୍ଥଳରେ ମୃତ୍ୟୁ | ପୁରୀ: ଏସ୍‌ପିଙ୍କ ନାଁରେ ଫେସ୍‌ବୁକ୍‌ ଆକାଉଣ୍ଟ୍ ଖୋଲି ଠକେଇ ଅଭିଯୋଗ। ହୋମଗାର୍ଡ ଚାକିରି କରାଇଦେବାକୁ କହି ଟଙ୍କା ମାଗୁଥିବା ଅଭିଯୋଗ। ସାଇବର ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ବାନ୍ଧିଲା ପୁଲିସ। |

ନୂଆପଡ଼ା : District News


ଗଣତନ୍ତ୍ର ଦିବସ ପ୍ୟାରେଡ ପାଇଁ ଛାତ୍ରୀ ମନୋନୀତ ଗଣତନ୍ତ୍ର ଦିବସ ପ୍ୟାରେଡ ପାଇଁ ଛାତ୍ରୀ ମନୋନୀତ

ଛତ୍ରପୁର ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମରେ ଥିବା କ୍ଷେତ୍ରମୋହନ ବିଜ୍ଞାନ ମହାବିଦ୍ୟାଳୟ +୩ ଦ୍ୱିତୀୟ ବର୍ଷ ଛାତ୍ରୀ ମୋହିନୀ ପାତ୍ର ଗଣତନ୍ତ୍ର ଦିବସ ପ୍ୟାରେଡ଼ -୨୨ ନିମନ୍ତେ ମନୋନୀତ ହୋଇଛନ୍ତି । ସେ କଲେଜ ର ରାଷ୍ଟ୍

Read More...

ବିଦ୍ୟୁତ ଶୁକ୍ଲ ବିରୋଧରେ ଡାବୁଗାଁ ବିଜେପି ର ଦାବୀବିଦ୍ୟୁତ ଶୁକ୍ଲ ବିରୋଧରେ ଡାବୁଗାଁ ବିଜେପି ର ଦାବୀ

ଡାବୁଗାଁ : ବିଜେପି ତରଫରୁ ବିଦ୍ୟୁତ ଶୁକ୍ଲ ବୃଦ୍ଧି ବିରୋଧରେ ମହାମହିମ ରାଜ୍ୟପାଳ ଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ଏହି ଅବସରରେ ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ଡାବୁଗାଁ ମଣ୍ଡଳ ସଭାପତି ଜେ ରାଜଶେଖର ରାଓ, ଡା

Read More...

ପିଇବା ପାଇଁ ପାଣି ନାହିଁ କି ଯିବା ଆସିବା ପାଇଁ ରାସ୍ତା ଟିଏ ମଧ୍ୟ ନାହିଁ।ପିଇବା ପାଇଁ ପାଣି ନାହିଁ କି ଯିବା ଆସିବା ପାଇଁ ରାସ୍ତା ଟିଏ ମଧ୍ୟ ନାହିଁ।

ନୁଆପଡା-14/11/2020(ଓଡିଶା ଷ୍ଟେଟ ନ୍ୟୁଜ ବ୍ୟୁରୋ) ସିନାପାଲି ବ୍ଲକ ଅନ୍ତର୍ଗତ ଘାଟମାଲ ପଞ୍ଚାୟତ ତିଲେଇପଲମା ଗାଁ ରେ ଏ ପର୍ଯ୍ୟନ୍ତ ବିଜୁଳି ସୁବିଧ ପାଇ ନାହାଁନ୍ତି ଘଞ୍ଚ ଜଙ୍ଗଲ ଭିତରେ ଜୀବନ ବିତାଉଛନ୍ତି ଗ୍ରାମବାସୀ ସନ୍ଧ୍ୟା ହେଲ

Read More...

ଆମ୍ବଝରୀ ଗ୍ରାମରେ ଦଶହରାପର୍ବ ପାଳନ କଲେ ଗ୍ରାମବାସୀ. ଆମ୍ବଝରୀ ଗ୍ରାମରେ ଦଶହରାପର୍ବ ପାଳନ କଲେ ଗ୍ରାମବାସୀ.

ନୟାଗଡ-26/10/2020(ଓଡିଶା ଷ୍ଟେଟ ନ୍ୟୁଜ ବ୍ୟୁର) ନୂଆଗାଁ ପଞ୍ଚାୟତ ଅନ୍ତର୍ଗତ ଅମାଝରୀ ଗ୍ରାମରେ ମା ଦୁର୍ଗାଙ୍କ ଦଶହରା ପର୍ବ ସାଧାରଣ ଭାବରେ ପାଳନ ହୋଇଛି. ବିଗତ ଆନୁମାନିକ ଷାଠିଏ ବର୍ଷ ତଳୁ ଏହି ପର୍ବ ଗ୍ରାମବାସୀ ପାଳନ କରିଆସୁଛନ୍ତ

Read More...

ନୂଆପଡାରେ ହାତୀ ଆତଙ୍କ : ବୃଦ୍ଧଙ୍କୁ ଦଳି ମାରିଦେଲେନୂଆପଡାରେ ହାତୀ ଆତଙ୍କ : ବୃଦ୍ଧଙ୍କୁ ଦଳି ମାରିଦେଲେ

ନୂଆପଡା ଅଫିସ.୮।୫: ନୂଆପଡା ଜିଲା କୋମନା ଥାନା ଅନ୍ତର୍ଗତ କରଙ୍ଗାଭଟା ଗଁ। ରେ ମଙ୍ଗଳବାର ଜନୈକ ବୃଦ୍ଧ ସହଦେବ ପରାଭୋଏ (୬୦)ଙ୍କୁ ହାତୀ ପଲ ଦଳି ମାରିଦେଇଛନ୍ତି। ସୂଚନା ଅନୁଯାଇ, ମଙ୍ଗଳବାର ସକାଳେ ବୃଦ୍ଧ ସହଦେବ ନିଜ ଚାଷ ଜମିକୁ

Read More...

ଭାଲୁ ଆକ୍ରମଣରେ ଦୁଇ ଯୁବକ ରକ୍ତାକ୍ତ ଭାଲୁ ଆକ୍ରମଣରେ ଦୁଇ ଯୁବକ ରକ୍ତାକ୍ତ

ନୂଆପଡ଼ା, ଓଡିଶା ଷ୍ଟେଟ ନିଉଜ ବ୍ୟୁରୋ: ବଡ଼ଡଙ୍ଗରି ଜଙ୍ଗଲରୁ କେନ୍ଦୁପତ୍ର ତୋଳୁଥିବା ଦୁଇ ଜଣ ଯୁବକଙ୍କୁ ଗୋଟାଏ ଭାଲୁ ରବିବାର ସକାଳେ ରାମ୍ପୁଡ଼ି ପକାଇଛି। ଲଖନ ଥାନା ଅନ୍ତର୍ଗତ ସମରସିଂ ଗ୍ରାମର ଦୁଇ ଯୁବକ ବସନ୍ତ ମାଝୀ ଓ ଶୋଭା ଗ

Read More...

ନୂଆପଡ଼ା ଜିଲ୍ଲାରେ ଶତାଧିକ ମାଓ ପୋଷ୍ଟରନୂଆପଡ଼ା ଜିଲ୍ଲାରେ ଶତାଧିକ ମାଓ ପୋଷ୍ଟର

ନୂଆପଡ଼ା : ଶତାଧିକ ସଂଖ୍ୟାରେ ମାଓ ପୋଷ୍ଟର ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ନିଲଜି ଓ କର୍ଲାଖମାର ଗାଁରେ ଦେଖିବାକୁ ମିଳିଛି। ପୋଷ୍ଟରରେ ମହିଳା ମାଓବାଦୀ ସୁମିତ୍ରା ଧରୁଆ, ମକରନ ପହରିଆ ଓ ଯୁସୁଫ ମହମ୍ମଦକୁ ମୁକ୍ତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ପେନସନ୍ ମିଳୁଛି ହଜାରେ ଟଙ୍କାରୁ କମ୍, ଚଳିବୁ କେମିତି?
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell