Odishastatenews.com Today : 20-Oct-2020 11:31:38 AM
‘ମୋ ସରକାର’ ଦ୍ୱାରା ମନିଟର୍‌ ହେବ ବିଦ୍ୟୁତ୍ ସେବା | ବୈଜୟନ୍ତଙ୍କୁ ମହଙ୍ଗା ପାକିସ୍ତାନ ମନ୍ତବ୍ୟ : ସବୁ ବର୍ଗରୁ ପ୍ରବଳ ବିରୋଧ , ରାଜ୍ୟଦ୍ରୋହୀ ମନ୍ତବ୍ୟ ପାଇଁ ସାଥ୍ ଦେଲାନି ଦଳ | ରାଜ୍ୟରେ ସୁସ୍ଥ ହେଲେ ଆଉ ୨ ହଜାର ୭୩୮ ଆକ୍ରାନ୍ତ, | ମିଛ ଭିଡିଓକୁ ନେଇ ମର୍ମାହତ ଚନ୍ଦ୍ରାଣୀ ମୁର୍ମୁ, କହିଲେ, ଓଟିଭି ସବୁ ଜାଣି ଲୁଚାଉଛି ସତ | ଓଡ଼ିଶାର ସୁପର-୧୯: ଅଜୟଙ୍କ ୧୯ ରୁ ୧୯ ଛାତ୍ରଛାତ୍ରୀ ନିଟ୍‌ ପରୀକ୍ଷାରେ ହେଲେ ସଫଳ | ତିର୍ତ୍ତୋଲରେ ବିଜେପି କନ୍ଦଳ; ଦଳୀୟ ଉପ ସଭାପତି ଭୃଗୁ ବକ୍ସିପାତ୍ରଙ୍କ କାର୍ କାଚ ଭାଙ୍ଗିଦେଲେ… | ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ସକ୍ରିୟ, ଆଜିଠୁ ୫ଦିନ ଯାଏଁ ପ୍ରବଳ ବର୍ଷା | ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା, ପ୍ରତିଦିନ ସର୍ବାଧିକ ୫୦୦ ପର୍ଯ୍ୟଟକଙ୍କୁ ପ୍ରବେଶ ଅନୁମତି |

ମୟୁରଭଞ୍ଜ : District News


ବାଘମରା ନାଳରେ ପୋଲ ନିର୍ମାଣ ପାଇଁ ଚେଙ୍ଗୁଆବାସୀଙ୍କ ଦାବିବାଘମରା ନାଳରେ ପୋଲ ନିର୍ମାଣ ପାଇଁ ଚେଙ୍ଗୁଆବାସୀଙ୍କ ଦାବି

ବଡ଼ସାହି-19/10/2020(ଓଡିଶା ଷ୍ଟେଟ ନ୍ୟୁଜ ବ୍ୟୁର) ଚାଷୀ ତଥା ଚାଷ ପାଇଁ ସରକାର ପ୍ରଣୟନ କରୁଛନ୍ତି ବିଭିନ୍ନ ଯୋଜନା। ତେବେ ଉଭୟ ପାଇଁ ଜରୁରୀ ଗମନାଗମନ ବ୍ୟବସ୍ଥା। ଗମନାଗମନ ସୁବିଧା ଚାଷ କାର୍ଯ୍ୟ ପାଇଁ ଯେତିକି ଆବଶ୍ୟକ, ତା’ଠାରୁ ଅ

Read More...

ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରରେ ସିବିଆଇର ଚଢାଉମୟୂରଭଞ୍ଜ ଜିଲ୍ଲା  ବାରିପଦା  ସହରରେ    ସିବିଆଇର ଚଢାଉ

ବଡ଼ସାହି-17/10/2020(ଓଡିଶା ଷ୍ଟେଟ ନ୍ୟୁଜ ବ୍ୟୁର) ମୟୂରଭଞ୍ଜ ମୁଖ୍ୟାଳୟ ବାରିପଦା ସହରରେ ପୁଣି ସି.ବି.ଆଇ ର ଚଢାଉ । ପାଞ୍ଚହଜାର ଟଙ୍କା ଲାଞ୍ଚ ନେଉ ଥିବା ବେଳେ ଧରିଲା ସିବିଆଇ ଟିମ। ବାରିପଦା ମୁଖ୍ୟ ଡାକ ଘରେ କାର୍ଯ୍ୟରତ ଥିବା ଆସିଷ୍

Read More...

ବ୍ୟକ୍ତିଗତ ଜାଗାରେ ସରକାରୀ ପ୍ରକଳ୍ପ : ଆଇଟିଡ଼ିଏ କନିଷ୍ଠ ଯନ୍ତ୍ରୀଙ୍କ ପାଇଁ ଅଡୁଆରେ ଠିକାଦାରବ୍ୟକ୍ତିଗତ ଜାଗାରେ ସରକାରୀ ପ୍ରକଳ୍ପ : ଆଇଟିଡ଼ିଏ କନିଷ୍ଠ ଯନ୍ତ୍ରୀଙ୍କ ପାଇଁ ଅଡୁଆରେ ଠିକାଦାର

ବଡ଼ସାହି-16/10/2020(ଓଡିଶା ଷ୍ଟେଟ ନ୍ୟୁଜ ବ୍ୟୁର) ସରକାରୀ ପ୍ରକଳ୍ପ ବ୍ୟକ୍ତିଗତ ଜାଗା ବା ଜମିରେ ନିର୍ମାଣକୁ ନେଇ ଠିକାଦାର ବର୍ତ୍ତମାନ ଅଡୁଆରେ ପଡ଼ିଛନ୍ତି। ସରକାର ପ୍ରକଳ୍ପ ନିର୍ମାଣ ପୂର୍ବରୁ ଜାଗା ବା ଜମି ସରକାରୀ ଥିବା ଜରୁରୀ।

Read More...

ଗୋପବନ୍ଧୁନଗର ପ୍ରେସ କ୍ଲବ ତରଫରୁ ମାଧ୍ୟମିକ ଶିକ୍ଷା ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମଗୋପବନ୍ଧୁନଗର ପ୍ରେସ କ୍ଲବ ତରଫରୁ ମାଧ୍ୟମିକ ଶିକ୍ଷା ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ

ମୟୂରଭଞ୍ଜ-11/10/2020(ଓଡିଶା ଷ୍ଟେଟ୍ ନ୍ୟୁଜ ବ୍ୟୁରୋ) ଗୋପବନ୍ଧୁନଗର ବ୍ଲକ ପ୍ରେସ କ୍ଳବ୍ ପକ୍ଷରୁ ଆଜି ପୁରୁଣା ଵାରିପଦା ଠାରେ ମାଧ୍ୟମିକ ଶିକ୍ଷା ପ୍ରତିଭା ଅନ୍ନେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଗୋପବନ୍ଧୁନଗର ବ୍

Read More...

ହାଣ୍ଡିଆ ବ୍ୟବସାୟୀ ଓ ପୋଲିସ ହତାହାତିହାଣ୍ଡିଆ ବ୍ୟବସାୟୀ ଓ ପୋଲିସ ହତାହାତି

ରାଇରଙ୍ଗପୁର-11/10/2020(ଓଡିଶା ଷ୍ଟେଟ୍ ନ୍ୟୁଜ ବ୍ୟୁରୋ) ସାପ୍ତାହିକ ହାଟରେ ମଦ ହାଣ୍ଡିଆ ବିକ୍ରି ବନ୍ଦ କରିବା ପାଇଁ ଯାଇ ମାଡ଼ ଖାଇଲା ପୋଲିସ ।ଟିକେ ଭଲ କରି ଦେଖନ୍ତୁ ଏ ଦୃଶ୍ୟ କୁ। ମହିଳା ପୋଲିସ କୁ ଗୋଡ଼ାଇ ଗୋଡ଼ାଇ ବାଡ଼ିରେ ପିଟି

Read More...

ରାଇରଙ୍ଗପୁରରେ ଲଜ୍ଜ୍ୟା , ନିଜ ଝିଅଙ୍କ ନାବାଳିକା ବାନ୍ଧବୀଙ୍କୁ ଦୁଷ୍କର୍ମ ରାଇରଙ୍ଗପୁରରେ ଲଜ୍ଜ୍ୟା , ନିଜ ଝିଅଙ୍କ ନାବାଳିକା ବାନ୍ଧବୀଙ୍କୁ ଦୁଷ୍କର୍ମ

ରାଇରଙ୍ଗପୁର-10/10/2020(ଓଡିଶା ଷ୍ଟେଟ୍ ନ୍ୟୁଜ ବ୍ୟୁରୋ) ରେ ପୁଣି ଲଜ୍ୟା। ନିଜ ନାବାଳିକା ଝିଅ ର ସାଙ୍ଗ କୁ ଦୁଷ୍କର୍ମ ଅଭିଯୋଗ ରେ ଜଣେ ଗିରଫ। ଏପରି ଏକ ଲଜ୍ୟାଜନକ ଘଟଣା ଘଟିଛି ରାଇରଙ୍ଗପୁର ଆଦର୍ଶ ଥାନା ଅଧିନସ୍ଥ ଅଞ୍ଚଳରେ । ସୂଚନା

Read More...

କେନ୍ଦୁଡିହା ଠାରେ ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ଜୟନ୍ତୀ ପାଳନ ସହିତ ସ୍ୱଚ୍ଛଭାରତ କାର୍ଯ୍ୟକ୍ରମ , ରକ୍ତଦାନ ଶିବିର ଓ କୋଭିଡ଼ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନକେନ୍ଦୁଡିହା ଠାରେ ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ଜୟନ୍ତୀ ପାଳନ ସହିତ ସ୍ୱଚ୍ଛଭାରତ କାର୍ଯ୍ୟକ୍ରମ , ରକ୍ତଦାନ ଶିବିର ଓ କୋଭିଡ଼ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ

ବଡ଼ସାହି-09/10/2020 (ଓଡିଶା ଷ୍ଟେଟ୍ ନ୍ୟୁଜ ବ୍ୟୁରୋ) ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ୧୪୩ତମ ଜୟନ୍ତୀ ଅବସରରେ ଶୁକ୍ରବାର ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ, କେନ୍ଦୁଡ଼ିହା ପଞ୍ଚାୟତରେ ସ୍ୱଚ୍ଛଭାରତ, ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଓ କୋଭିଡ଼

Read More...

ଗୋପବନ୍ଧୁନଗର ପ୍ରେସ କ୍ଲବ ତରଫରୁ ମାଧ୍ୟମିକ ଶିକ୍ଷା ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମଗୋପବନ୍ଧୁନଗର ପ୍ରେସ କ୍ଲବ ତରଫରୁ ମାଧ୍ୟମିକ ଶିକ୍ଷା ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ

ବଡ଼ସାହି-09/10/2020 (ଓଡିଶା ଷ୍ଟେଟ୍ ନ୍ୟୁଜ ବ୍ୟୁରୋ) ମୟୂରଭଞ୍ଜ ଗୋପବନ୍ଧୁନଗର ବ୍ଲକ ପ୍ରେସ କ୍ଳବ୍ ପକ୍ଷରୁ ଆଜି ପୁରୁଣା ଵାରିପଦା ଠାରେ ମାଧ୍ୟମିକ ଶିକ୍ଷା ପ୍ରତିଭା ଅନ୍ନେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଗୋପବନ୍

Read More...

ଡ଼ାହାଣୀ ସନ୍ଦେହରେ ହତ୍ୟା ଘଟଣା, ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶଡ଼ାହାଣୀ ସନ୍ଦେହରେ ହତ୍ୟା ଘଟଣା, ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ

ବଡ଼ସାହି-09/10/2020 (ଓଡିଶା ଷ୍ଟେଟ୍ ନ୍ୟୁଜ ବ୍ୟୁରୋ) ମୟୂରଭଞ୍ଜ ବଡ଼ସାହି ଥାନା ଇଲାକାରେ ୨୦୧୭ ମସିହା ଜାନୁଆରୀ ୩୦ତାରିଖରେ ଡ଼ାହାଣୀ ସନ୍ଦେହରେ ଘଟିଥିବା ଏକ ହତ୍ୟାକାଣ୍ଡର ମାମଲା ଶୁଣାଣି କରି ବୁଧବାର ଜିଲା ଦୌରାଜଜ ସଞ୍ଜୟ ରଞ୍ଜନ ବ

Read More...

କେନ୍ଦ୍ରୀୟ ବିଦ୍ୟାଳୟ ଉଦ୍‌ଘାଟନ ସମାରୋହକୁ ବିଜେଡିର ବର୍ଜନ, ସାମ୍ବାଦିକ ସମ୍ମିଳନୀରେ ଦଳ କଲା ନିନ୍ଦାକେନ୍ଦ୍ରୀୟ ବିଦ୍ୟାଳୟ ଉଦ୍‌ଘାଟନ ସମାରୋହକୁ ବିଜେଡିର ବର୍ଜନ, ସାମ୍ବାଦିକ ସମ୍ମିଳନୀରେ ଦଳ କଲା ନିନ୍ଦା

ରାଇରଙ୍ଗପୁର-08/10/20(ଓଡିଶା ଷ୍ଟେଟ୍ ନ୍ୟୁଜ ବ୍ୟୁରୋ) ରାଇରଙ୍ଗପୁର କେନ୍ଦ୍ରୀୟ ବିଦ୍ୟାଳୟ ଉଦ୍‌ଘାଟନ ସମାରୋହକୁ ବିଜେଡିର ବର୍ଜନ । ସମାରୋହକୁ ରାଜସ୍ୱ ମନ୍ତ୍ରୀ ଓ ରାଜ୍ୟସଭା ସାଂସଦ ମମତା ମହାନ୍ତଙ୍କୁ ଉପେକ୍ଷାକୁ ନେଇ ବିଜେଡ

Read More...

ଗୋପାଳ କର୍ଣ୍ଣ ହେଲେ ବଡ଼ସାହିର ନୂତନ ଥାନାଧିକାରୀଗୋପାଳ କର୍ଣ୍ଣ ହେଲେ ବଡ଼ସାହିର ନୂତନ ଥାନାଧିକାରୀ

ବଡ଼ସାହି-08/10/2020 (ଓଡିଶା ଷ୍ଟେଟ୍ ନ୍ୟୁଜ ବ୍ୟୁରୋ) ଶୁଳିଆପଦା ଥାନାଧିକାରୀ ଗୋପାଳ ଚନ୍ଦ୍ର କର୍ଣ୍ଣ ବଡ଼ସାହିର ନୂତନ ଥାନାଧିକାରୀ ଭାବେ ବୁଧବାର କାର୍ଯ୍ୟରେ ଯୋଗ ଦେଇଛନ୍ତି। ବଡ଼ସାହିରେ ଖାଲି ପଡ଼ିଥିବା ପଦବୀ ପାଇଁ ଥାନା ଇଲାକାରେ ଅ

Read More...

କନେଷ୍ଟବଳଙ୍କ ଚର୍ଚ୍ଚିତ ଭାଇରାଲ ଭିଡ଼ିଓ ଘଟଣା: ଦୁଇ ନିଲମ୍ବିତକନେଷ୍ଟବଳଙ୍କ ଚର୍ଚ୍ଚିତ ଭାଇରାଲ ଭିଡ଼ିଓ ଘଟଣା: ଦୁଇ ନିଲମ୍ବିତ

ବଡ଼ସାହି-08/10/2020 (ଓଡିଶା ଷ୍ଟେଟ୍ ନ୍ୟୁଜ ବ୍ୟୁରୋ) ମୁରବି ବିହୀନ ବଡ଼ସାହି ଥାନାର ଦୁଇ ନିଶାଗ୍ରସ୍ତ କନେଷ୍ଟବଳଙ୍କ ଚର୍ଚ୍ଚିତ ଭାଇରାଲ ଭିଡ଼ିଓ ଚର୍ଚ୍ଚାରେ ଥିବା ବେଳେ ମୟୂରଭଞ୍ଜ ଏସପି ସ୍ମିତ ପରମାର ପୁରୁଷତ୍ତୋମ ଦାସ ଉଭୟଙ୍କୁ କାର

Read More...


ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ରାଜ୍ୟ ସରକାରଙ୍କ ସହାୟତା ପ୍ରଦାନ
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell