Odishastatenews.com Today : 25-Jun-2022 11:10:37 AM
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩ ଜଣ କରୋନା ସଂକ୍ରମିତ ଚିହ୍ନଟ | ୨୪ ଘଣ୍ଟାରେ ଦେଶରେ ୨,୨୫୯ଜଣ କୋଭିଡ୍-୧୯ ଆକ୍ରାନ୍ତ; ୨୦ଜଣ ମୃତ |

ଶିକ୍ଷା ଓ ନିଯୁକ୍ତି : Category News


ମାତ୍ର ୩୭ ଛାତ୍ର ପଢୁଛନ୍ତି ଇମ୍ରାନଙ୍କ ଡ୍ରିମ୍ ୟୁନିଭର୍ସିଟରେ ମାତ୍ର ୩୭ ଛାତ୍ର  ପଢୁଛନ୍ତି  ଇମ୍ରାନଙ୍କ ଡ୍ରିମ୍ ୟୁନିଭର୍ସିଟରେ

ଇସଲମାବାଦ:ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଡ୍ରିମ୍ ୟୁନିଭର୍ସିଟର ଅବସ୍ଥା ଏବେ ଶୋଚନୀୟ । ଅଲ କାଦିର ବିଶ୍ୱବିଦ୍ୟାଳୟ ଲଗାତାର ଲକ୍ଷାଧିକ ଟଙ୍କା ଡୋନେସନ ମିଳୁଛି । କିନ୍ତୁ ଏକଥା ଶୁଣିଲେ ଆପଣ ହଇର

Read More...

+୨ ପ୍ରାକ୍ଟିକାଲ୍ ପରୀକ୍ଷା ଆଜିଠୁ +୨ ପ୍ରାକ୍ଟିକାଲ୍ ପରୀକ୍ଷା ଆଜିଠୁ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେବାକୁ ଯାଉଛି ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗର ପ୍ରାକ୍ଟିକାଲ ପରୀକ୍ଷା । ବିଜ୍ଞାନ ବିଭାଗର ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଉଦ୍ଭିଦ ବିଜ୍ଞାନ, ପ୍ରାଣୀ ବିଜ୍

Read More...

ଜୁଲାଇରେ ୧୭ରେ ନିଟ୍ଜୁଲାଇରେ ୧୭ରେ ନିଟ୍

ଭୁବନେଶ୍ୱର: ୨୦୨୨-୨୩ ଶିକ୍ଷାବର୍ଷ ଲାଗି ଜୁଲାଇ ୧୭ ତାରିଖରେ ନ୍ୟାସ୍‌ନାଲ୍ ଏଲିଜିବିଲିଟ-କମ୍‌-ଏଣ୍ଟ୍ରାନ୍ସ ଟେଷ୍ଟ ( ନିଟ୍‌) ୟୁଜି ପରୀକ୍ଷା ଅନୁଷ୍ଠିତ ହେବ । ଏନେଇ ଆବେଦନ ପ୍ରକ୍ରିୟା ଆସନ୍ତାକାଲି ଠାରୁ ଆରମ୍ଭ ହେବ ।

Read More...

ସିବିଏସଇ ଦଶମ ଓଡ଼ିଆ ପରୀକ୍ଷା ମୂଲ୍ୟାୟନ ତ୍ରୁଟି ଘଟଣାସିବିଏସଇ ଦଶମ ଓଡ଼ିଆ ପରୀକ୍ଷା ମୂଲ୍ୟାୟନ ତ୍ରୁଟି ଘଟଣା

ନୂଆ ଦିଲ୍ଲୀ( ୧୫-୩ ):କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ଼(ସିବିଏସଇ)ର ଦଶମ ଶ୍ରେଣୀ ଟର୍ମ-୧ ଓଡ଼ିଆ ପରୀକ୍ଷା ମୂଲ୍ୟାୟନ ତ୍ରୁଟି ଅଭିଯୋଗ ଘଟଣାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତୁରନ୍ତ ହସ୍ତକ୍ଷେପ ପର

Read More...

ଇପିଏଫ୍ ଆକାଉଣ୍ଟ ଧାରି କର୍ମଚାରୀଙ୍କ ପାଇଁ ଖୁସି ଖବର: ଏଣିକି ଚାକିରି ବଦଳାଇଲେ ସ୍ବୟଂକ୍ରିୟ ସ୍ଥାନାନ୍ତର ହେବ ପିଏଫ୍ ଖାତାଇପିଏଫ୍ ଆକାଉଣ୍ଟ ଧାରି କର୍ମଚାରୀଙ୍କ ପାଇଁ ଖୁସି ଖବର: ଏଣିକି ଚାକିରି ବଦଳାଇଲେ ସ୍ବୟଂକ୍ରିୟ ସ୍ଥାନାନ୍ତର ହେବ ପିଏଫ୍ ଖାତା

ନୂଆଦିଲ୍ଲୀ: ନିଯୁକ୍ତି କ୍ଷେତ୍ର ବଦଳାଇବା ସମୟରେ କର୍ମଚାରୀମାନେ ସେମାନଙ୍କର ସମସ୍ତ ଡାଟା ବେସ୍‌କୁ ଅପ୍‌ଡେଟ୍‌ କରାଇଥାନ୍ତି। ଅଧିକାଂଶ ସମୟରେ କର୍ମଚାରୀମାନେ ସେମାନଙ୍କର ଚାକିରି ବଦଳାଇବା ସମୟରେ ସେମାନଙ୍କର

Read More...

ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ଦୁଇ ଅଫଲାଇନ ପରୀକ୍ଷା ଫଳଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ଦୁଇ ଅଫଲାଇନ ପରୀକ୍ଷା ଫଳ

ଭୁବନେଶ୍ବର: ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ଦୁଇ ଅଫଲାଇନ ପରୀକ୍ଷା ଫଳ। ଆସନ୍ତାକାଲି ୱେବସାଇଟwww.orissaresults.nic.in ରେ ପରୀକ୍ଷା ଫଳ ଉପଲବ୍ଧ ହେବ। ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି। ଅକ୍ଟୋବର ୧ରୁ ୧୧ ତାର

Read More...

ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରଗତି ପାଇଁ ଏହି ସମୟ ହିଁ ଠିକ୍ ସମୟ: ଧର୍ମେନ୍ଦ୍ର ପ୍ରଧାନଓଡ଼ିଆ ଭାଷା ଓ ସାହିତ୍ୟର ପ୍ରଗତି ପାଇଁ ଏହି ସମୟ ହିଁ ଠିକ୍ ସମୟ: ଧର୍ମେନ୍ଦ୍ର ପ୍ରଧାନ

‘ଶିରୋଧାର୍ଯ୍ୟ ଶିରୋନାମା’ ଓ ‘ଗଡ଼ଜାତ ଆନ୍ଦୋଳନ’ ପୁସ୍ତକ ଉନ୍ମୋଚିତଭୁବନେଶ୍ୱର: ପରିବର୍ତ୍ତିତ ଟେକ୍ନୋଲୋଜି ଆଧାରରେ ଯେତେବେଳେ ଓଡ଼ିଆ ଭାଷା ଓ ସାହିତ୍ୟ ନୂଆ ରୂପ ନେଉଛି, ଏହାର ପ୍ରଗତିକୁ କେହି ଅଟକାଇ ପାରିବେ

Read More...

କୃଷକଙ୍କ ଝିଅ ହେଲେ ଆଇଏଏସ୍: ୟୁପିଏସିରେ ମିଳିଲା ୩୨୩ ରାଙ୍କ, ପୁରା ଗାଁ କହିଲା-’ଏଭଳି ଝିଅ ପାଇଁ ଆମେ ଗର୍ବିତ’କୃଷକଙ୍କ ଝିଅ ହେଲେ ଆଇଏଏସ୍: ୟୁପିଏସିରେ ମିଳିଲା ୩୨୩ ରାଙ୍କ, ପୁରା ଗାଁ କହିଲା-’ଏଭଳି ଝିଅ ପାଇଁ ଆମେ ଗର୍ବିତ’

ସ୍ବପ୍ନ ପୂରଣ କରିବାକୁ କଠିକ ପରିଶ୍ରମ ଓ ଉତ୍ସର୍ଗୀକୃତ ମନୋଭାବ ଦରକାର। ଦିନେ ଆଇଏଏସ ହେବାକୁ ସ୍ବପ୍ନ ଦେଖିଥିବା ହିମାନୀ ମିନା ଏବେ ସଫଳ କରିପାରିଛନ୍ତି ନିଜ ପିଲାବେଳର ସ୍ବପ୍ନ। ଜଣେ କୃଷକର ଝିଅ ହୋଇଥିଲେ ମଧ୍ୟ ହିମାନୀ

Read More...

କୃଷକଙ୍କ ଝିଅ ହେଲେ ଆଇଏଏସ୍: ୟୁପିଏସିରେ ମିଳିଲା ୩୨୩ ରାଙ୍କ, ପୁରା ଗାଁ କହିଲା-’ଏଭଳି ଝିଅ ପାଇଁ ଆମେ ଗର୍ବିତ’କୃଷକଙ୍କ ଝିଅ ହେଲେ ଆଇଏଏସ୍: ୟୁପିଏସିରେ ମିଳିଲା ୩୨୩ ରାଙ୍କ, ପୁରା ଗାଁ କହିଲା-’ଏଭଳି ଝିଅ ପାଇଁ ଆମେ ଗର୍ବିତ’

ସ୍ବପ୍ନ ପୂରଣ କରିବାକୁ କଠିକ ପରିଶ୍ରମ ଓ ଉତ୍ସର୍ଗୀକୃତ ମନୋଭାବ ଦରକାର। ଦିନେ ଆଇଏଏସ ହେବାକୁ ସ୍ବପ୍ନ ଦେଖିଥିବା ହିମାନୀ ମିନା ଏବେ ସଫଳ କରିପାରିଛନ୍ତି ନିଜ ପିଲାବେଳର ସ୍ବପ୍ନ। ଜଣେ କୃଷକର ଝିଅ ହୋଇଥିଲେ ମଧ୍ୟ ହିମାନୀ

Read More...

ଆସନ୍ତା ଶିକ୍ଷା ବର୍ଷରୁ ଓଡ଼ିଆରେ ଇଞ୍ଜିନିୟରିଂଆସନ୍ତା ଶିକ୍ଷା ବର୍ଷରୁ ଓଡ଼ିଆରେ ଇଞ୍ଜିନିୟରିଂ

ଆସନ୍ତା ଶିକ୍ଷା ବର୍ଷରୁ ଓଡ଼ିଆରେ ପଢାଯିବ ଇଞ୍ଜିନିୟରିଂ ଶିକ୍ଷା । ଏନେଇ AICTE ପକ୍ଷରୁ ମିଳିଛି ଗ୍ରୀନ୍ ସିଗନାଲ୍ । ନିକଟରେ ଅଲ୍ ଇଣ୍ଡିଆ କାଉନ୍‌ସିଲ୍ ଫର୍ ଟେକ୍ନିକାଲ ଏଜୁକେସନ, AICTE ଏବଂ ରାଜ୍ୟ ଭିତରେ ଏକ ବୈଠକ ଅନୁଷ୍ଠିତ ହୋଇ

Read More...

ଅଫଲାଇନ ପଢ଼ା ଓ ସ୍କୁଲ ଖୋଲିବା ପାଇଁ ସରକାର ଙ୍କୁ ମନା କଲେ କୋର୍ଟଅଫଲାଇନ ପଢ଼ା ଓ ସ୍କୁଲ ଖୋଲିବା ପାଇଁ ସରକାର ଙ୍କୁ ମନା କଲେ କୋର୍ଟ

ସୁପ୍ରିମ୍‌ କୋର୍ଟରେ ଉଠିଲା ‘ଅଫ୍‌ଲାଇନ ପାଠପଢ଼ା’ ମାମଲା । ସରକାରଙ୍କୁ ସ୍କୁଲ ଖୋଲିବା ଲାଗି ନିର୍ଦେଶ ଦେବାକୁ ମନାକଲେ କୋର୍ଟ । ସ୍କୁଲରେ ଅଫ୍‌ଲାଇନ ପାଠପଢ଼ା ଦାବିରେ ହୋଇଥିଲା ମାମଲା । କେନ୍ଦ୍ର ଓ ରାଜ୍ୟ ସରକାର

Read More...

ଖୁବଶୀଘ୍ର ରାଜ୍ୟର ସମସ୍ତ ଠିକା କର୍ମଚାରୀ ହେବେ ରେଗୁଲାରଖୁବଶୀଘ୍ର ରାଜ୍ୟର ସମସ୍ତ ଠିକା କର୍ମଚାରୀ ହେବେ ରେଗୁଲାର

ଭୁବନେଶ୍ୱର, (ବ୍ୟୁରୋ) ଏଣିକି କୌଣସି ସରକାରୀ କର୍ମଚାରୀ ଠିକାରେ ରହିବେ ନାହିଁ । କୌଣସି କର୍ମଚାରୀଙ୍କ ଅସହାୟତାର ସୁଯୋଗ ନେଇ ସେମାନଙ୍କୁ କେହି ଶୋଷଣ କରିପାରିବେ ନାହିଁ । ଯେଉଁ ସଂସ୍ଥାରେ ରାଜ୍ୟ ସରକାର କର୍ମଚାରୀଙ୍କୁ ଦୀର

Read More...


ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ଗଜପତି ଜିଲ୍ଲାର ବିଭିନ୍ନ କୋଭିଡ କେୟାର ସେଣ୍ଟର ଓ ଟିଏମସି 'ରୁ କାର୍ଯ୍ୟରତ ୧୩୫ ସ୍ବାସ୍ଥ୍ୟକର୍ମୀ'ଙ୍କୁ ହଠାତ ଉଚ୍ଛେଦପୁନଃନିଯୁକ୍ତି ପାଇଁ ଜିଲ୍ଲl ପାଳଙ୍କୁ ସ୍ମାରକପତ୍ର ପ୍ରଦାନ l
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell