Odishastatenews.com Today : 25-Jun-2022 10:55:48 AM
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩ ଜଣ କରୋନା ସଂକ୍ରମିତ ଚିହ୍ନଟ | ୨୪ ଘଣ୍ଟାରେ ଦେଶରେ ୨,୨୫୯ଜଣ କୋଭିଡ୍-୧୯ ଆକ୍ରାନ୍ତ; ୨୦ଜଣ ମୃତ |

ରାଜନୀତି : Category News


ରାଜ୍ୟସଭା ନିର୍ବାଚନ ପୂର୍ବରୁ ବିଧାୟକମାନଙ୍କୁ ଉଦୟପୁର ହୋଟେଲ୍‌କୁ ସ୍ଥାନାନ୍ତର କରିବ ରାଜସ୍ଥାନ କଂ‌ଗ୍ରେସରାଜ୍ୟସଭା ନିର୍ବାଚନ ପୂର୍ବରୁ ବିଧାୟକମାନଙ୍କୁ ଉଦୟପୁର ହୋଟେଲ୍‌କୁ ସ୍ଥାନାନ୍ତର କରିବ ରାଜସ୍ଥାନ କଂ‌ଗ୍ରେସ

ଜୟପୁର: ବିଜେପି ପ୍ରଲୋଭନରେ ପଡ଼ିବାର ଆଶଙ୍କା ଥିବାରୁ ଜୁନ୍‌ ୧୦ ତାରିଖରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପୂର୍ବରୁ ରାଜସ୍ଥାନର ବିଧାୟକମାନଙ୍କୁ ଉଦୟପୁରସ୍ଥିତ ଏକ ହୋଟେଲ୍‌କୁ ସ୍ଥାନାନ୍ତର କରିବା ଲାଗି କଂଗ୍ର

Read More...

ପ୍ରଧାନମନ୍ତ୍ରୀଙ୍କ ବହୁମୂଲ୍ୟ ବାର୍ତ୍ତା ପ୍ରତ୍ୟେକଙ୍କୁ କର୍ତ୍ତବ୍ୟ ପଥରେ ଆଗକୁ ବଢିବା ପାଇଁ ପ୍ରେରଣା ଯୋଗାଇବ- ଧର୍ମେନ୍ଦ୍ର ପ୍ରଧାନପ୍ରଧାନମନ୍ତ୍ରୀଙ୍କ ବହୁମୂଲ୍ୟ ବାର୍ତ୍ତା ପ୍ରତ୍ୟେକଙ୍କୁ କର୍ତ୍ତବ୍ୟ ପଥରେ ଆଗକୁ ବଢିବା ପାଇଁ ପ୍ରେରଣା ଯୋଗାଇବ- ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ୍ କି ବାତ୍‌’ ଶୁଣିଲେ କେନ୍ଦ୍ରମନ୍ତ୍ରୀ ଭାରତର ଭାଷା ବିବିଧତାକୁ ଅଧିକ ମଜଭୂତ କରିବାରେ ଦେଶବାସୀଙ୍କ ପ୍ରଚେଷ୍ଟା ପ୍ରଶଂସନୀୟମହିଳା ସ୍ୱୟଂ ସହାୟକ ଗୋଷ୍ଠୀ

Read More...

ସବୁଠି ଚର୍ଚ୍ଚା, କଂଗ୍ରେସରେ ଚାଲିଛି କ’ଣ ?ସବୁଠି ଚର୍ଚ୍ଚା, କଂଗ୍ରେସରେ ଚାଲିଛି କ’ଣ ?

କଂଗ୍ରେସ ରାଜନୀତିକୁ ଏବେ ଚାରିଆଡେ ଚର୍ଚ୍ଚା । ନୂଆ ପିସିସି ସଭାପତି ନେଇ କସରତ ଚାଲିଥିବାବେଳେ ବରିଷ୍ଠ ନେତାଙ୍କ ଆଭିମୁଖ୍ୟ ଦଳ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି । ମେ ପ୍ରଥମ ସପ୍ତାହରେ ନୂଆ ସଭାପତିଙ୍କ ନାଁ ଘୋଷଣା ହ

Read More...

ଡକାଇଲେ ଉଚ୍ଚସ୍ତରୀୟ ବୈଠକ ସୋନିଆ ଗାନ୍ଧୀ ଡକାଇଲେ ଉଚ୍ଚସ୍ତରୀୟ ବୈଠକ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ : କଂଗ୍ରେସ ଡକାଇଲା ଉଚ୍ଚସ୍ତରୀୟ ବୈଠକ । ଆଜି ସୋନିଆ ଗାନ୍ଧୀ ନିଜ ବାସଭବନରେ ଏହି ବୈଠକ ଡାକିଥିବା ସୂଚନା ମିଳିଛି । ବୈଠକରେ ବରିଷ୍ଠ ନେତାମାନେ ସାମିଲ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ବର୍ତ୍ତମାନ ରାଜନ

Read More...

୧୦୫ ପୌର ପରିଷଦରୁ ୭୩ ରେ ବିଜେଡିର ବିଜୟ ୧୦୫ ପୌର ପରିଷଦରୁ ୭୩ ରେ ବିଜେଡିର ବିଜୟ

ଭୁବନେଶ୍ୱର – ସାରା ରାଜ୍ୟର ଅନୁଷ୍ଠିତ ହୋଇଥିବା ପୌର ନିର୍ବାଚନର ଫଳାଫଳା ଆସି ସାରିଛି । ତିନୋଟି ମେୟର ପଦବୀ ବିଜେଡି ଦଳ ପାଖକୁ ଯାଇଥିବା ବେଳେ ୧୦୫ଟି ପୌର ପରିଷଦରୁ ୭୩ରେ ବିଜେଡି ୧୬ଟିରେ ବିଜେପି ୭ଟିରେ କଂଗ୍ରେସ ଏବଂ

Read More...

ଛତିଶଗଡ଼ ନିର୍ବାଚନ ପାଇଁ ଏବେଠୁ ପ୍ରସ୍ତୁତ ହେଲାଣି ଆପ୍‌ଛତିଶଗଡ଼ ନିର୍ବାଚନ ପାଇଁ ଏବେଠୁ ପ୍ରସ୍ତୁତ ହେଲାଣି ଆପ୍‌

ନୂଆଦିଲ୍ଲୀ: ବଳ ଗୋଟାଉଛି ଆମ୍‌ ଆଦମୀ ପାର୍ଟି । ପଞ୍ଜାବରେ ବଡ଼ ବିଜୟ ହାସଲ କରିବା ପରେ ସମସ୍ତ ରାଜ୍ୟରେ ପ୍ରାୟ ନିଜର ଶକ୍ତି ପ୍ରଦର୍ଶନ କରୁଛି । ଗତକାଲି ଛତିଶଗଡର ରାଜଧାନୀ ରାୟପୁରରେ ଆମ୍ ଆଦମୀ ପାର୍ଟି ଏକ ବିଜୟ ପଦଯାତ୍ର

Read More...

ବଢୁଛି ପୌର ନିର୍ବାଚନର ଗରମ,ଇତି ମଧ୍ୟରେ ଜୋର୍ ଧରିଛି ବାଲିମେଳାର ନିର୍ବାଚନ ପ୍ରଚାର ।ବଢୁଛି ପୌର ନିର୍ବାଚନର ଗରମ,ଇତି ମଧ୍ୟରେ ଜୋର୍ ଧରିଛି ବାଲିମେଳାର ନିର୍ବାଚନ ପ୍ରଚାର ।

ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସି ରେ ପୌର ନିର୍ବାଚନକୁ ନେଇ ବଢିବାରେ ଲାଗିଛି ପ୍ରଚାର ଜୋରଦାର । ବାଲିମେଳା ଏନଏସିରେ ପୌରଧକ୍ଷ ପଦବୀ ନିମନ୍ତେ ମୋଟ ୭ ଜଣ ପ୍ରାର୍ଥୀ ରହିଥିବା ବେଳେ ସେମାନେ ନିଜ ନିଜର ନିର୍ବାଚନ ପ୍ରଚ

Read More...

ମାର୍ଚ୍ଚ ୨୫ରେ ଯୋଗୀଙ୍କ ଶପଥଗ୍ରହଣ ଉତ୍ସବମାର୍ଚ୍ଚ ୨୫ରେ ଯୋଗୀଙ୍କ ଶପଥଗ୍ରହଣ ଉତ୍ସବ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଯୋଗୀ ସରକାର ୨.୦ ପାଇଁ ଶପଥ ଗ୍ରହଣ ଉତ୍ସବର ପ୍ରସ୍ତୁତି ପର୍ବ ଜୋରସୋରରେ ଚାଲିଛି। ଲକ୍ଷ୍ନୌ ସ୍ଥିତ ଏକନା ଷ୍ଟାଡିୟମ୍‌ରେ ପ୍ରାୟ ୪୫,୦୦୦ ଦର୍ଶକଙ୍କ ଉପସ୍ଥିତିରେ ଏହି ଉତ୍ସବ ଅନୁଷ୍ଠିତ ହେ

Read More...

ତିନି ପ୍ରମୁଖ ରାଜନୈତିକ ଦଳର ନାମାଙ୍କନ ପତ୍ର ଦାଖଲ, ଶକ୍ତି ପ୍ରଦର୍ଶନ କଲେ ୩ ପ୍ରମୁଖ ଦଳତିନି ପ୍ରମୁଖ ରାଜନୈତିକ ଦଳର ନାମାଙ୍କନ ପତ୍ର ଦାଖଲ, ଶକ୍ତି ପ୍ରଦର୍ଶନ କଲେ ୩ ପ୍ରମୁଖ ଦଳ

ମାଲକାନଗିରି ; ମାଲକାନଗିରି ଜିଲ୍ଲା ବାଲିମେଳା ବିଜ୍ଞାପିତ ଅଂଚଳ ପରିଷଦରେ ହେବାକୁ ଥିବା ପୌର ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀ ମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବିଶେଷ କରି ତିନି ପ୍ରମୁଖ ରାଜ

Read More...

ସରପଞ୍ଚଙ୍କ ବିଜୟ ଉତ୍ସବ ଅନୁଷ୍ଠିତ। ବାଦ୍ୟ ନୃତ୍ୟ ରେ ଦୁଲୁକିଲା ସାପ୍ତାହିକ ହାଟ।ସରପଞ୍ଚଙ୍କ ବିଜୟ ଉତ୍ସବ ଅନୁଷ୍ଠିତ। ବାଦ୍ୟ ନୃତ୍ୟ ରେ ଦୁଲୁକିଲା ସାପ୍ତାହିକ ହାଟ।

ଦଶମନ୍ତପୁର ତା 3/3/22 ସର୍ବ ଦଳୀୟ ସମର୍ଥନ ଓ ବିପୁଳ ବିଜୟୀ ପରେ ନୂତନ ସରପଞ୍ଚ ଙ୍କ ଆଜି ବିଜୟ ଉତ୍ସବ ପାଳିତ ହୋଇଯାଇଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପୋଡା ଗଡ଼ ପଞ୍ଚାୟତ ସ

Read More...

ପୌର ଅଧ୍ୟକ୍ଷ ପ୍ରାର୍ଥି ନେଇ ବିଜେଡ଼ି ଓ ବିଜେପି ପକ୍ଷରୁ ଅନେକ ଆଶାୟୀପୌର ଅଧ୍ୟକ୍ଷ ପ୍ରାର୍ଥି ନେଇ ବିଜେଡ଼ି ଓ ବିଜେପି ପକ୍ଷରୁ ଅନେକ ଆଶାୟୀ

ତାଳଚେର ତା ୦୨/୦୩ ତାଳଚେର ପଂଚାୟତ ନିର୍ବାଚନ ନେତାଙ୍କ ମନରୁ ନଲିଭୁଣୁ ଏବେ ପୌରପରିଷଦ ନିର୍ବାଚନ ବିଗୁଲୁ ବାଜିଥିବାରୁ ନେତା ଓ କର୍ମୀଙ୍କ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଗଲାଣି । ଚଳିତ ପୌରନିର୍ବାଚନରେ ସିଧାସଳଖଭାବେ ଭୋଟ

Read More...

ପାରଳାଖେମୁଣ୍ଡି ରାମନଗର ହାଇଟେକ ପ୍ଲାଜାସ୍ଥିତ ଅସ୍ଥାୟୀ ବିଜେଡ଼ି କାର୍ଯ୍ୟାଳୟ ଠାରେ ବିଜେଡି ର ବିଜୟ ଉତ୍ସବ ପାଳିତପାରଳାଖେମୁଣ୍ଡି ରାମନଗର  ହାଇଟେକ ପ୍ଲାଜାସ୍ଥିତ ଅସ୍ଥାୟୀ ବିଜେଡ଼ି କାର୍ଯ୍ୟାଳୟ ଠାରେ ବିଜେଡି ର ବିଜୟ ଉତ୍ସବ ପାଳିତ

ପାରଳାଖେମୁଣ୍ଡି:୧/୩(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତିଜିଲ୍ଲାର୧୪ଟିଜିଲ୍ଲାପରିଷଦଆସନମଧ୍ୟରୁ୧୧ଟିଜିଲ୍ଲାପରିଷଦଆସନରେବିଜେଡି୨ଟିରେ କଂଗ୍ରେସ ଓ ଗୋଟିଏରେ ବିଜେପି ଦଳର ପାର୍ଥୀ ବିଜୟ ଲାଭ କରିଛନ୍ତି lପ୍ରଥମ ଥର ପାଇଁ ବିଜେଡ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:
ବିଜ୍ଞାପନ :

ସମ୍ବାଦଦାତା ଆବଶ୍ୟକ: Join us as Reporters and post your news in real time...
Register Now!
ପ୍ରତିନିଧି ଲଗ୍ ଇନ୍ :

ଛବିରେ ଖବର :ଡିଜେଲ ଏବଂ ପେଟ୍ରୋଲ ବୃଦ୍ଧି ଯୋଗୁଁ  ଓଡିଶା ପ୍ରଦେଶ କଂଗ୍ରେସ   ଭଞ୍ଜନଗର ରେ ବନ୍ଦ ଡାକରା
View All Photos

ଦର୍ଶକ ପରିସଂଖ୍ୟାନ :

Free track counters

ବିଜ୍ଞାପନ :
ବିଜ୍ଞାପନ :
ସମ୍ପାଦକଙ୍କୁ ପତ୍ର : 7440076555
©, ସର୍ବସତ୍ତ୍ବ ସଂରକ୍ଷିତ OdishaStateNews.com, 2018
ୱେବ୍ ସଂରଚନା ଓ ନିର୍ମାଣ OdishaStateNews IT Cell